Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ସ୍ୱପ୍ନକୁ ସର୍ବଦା ଗୁପ୍ତ ରଖନ୍ତୁ ନଚେତ୍ ମିଳିଥାଏ ସ୍ୱପ୍ନର ଓଲଟା ଫଳ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କ ମାନଙ୍କୁ ଜଣେଇବୁ ଏହି ୫ଟି ସ୍ୱପ୍ନ ବିଷୟରେ କେବେବି କାହାକୁ କୁହନ୍ତୁ ନାହିଁ।

ବନ୍ଧୁଗଣ ଏହି ୫ ଟି ସ୍ୱପ୍ନକୁ ସବୁଦିନ ପାଇଁ ଆପଣଙ୍କୁ ଗୁପ୍ତ ରଖିବା ଉଚିତ। ଏହି ୫ ଟି ସ୍ୱପ୍ନ କେବେବି କାହାରିକୁ କହିବାର ଭୁଲ କରନ୍ତୁ ନାହିଁ। ଏବେ ଆପଣଙ୍କର ଧନୀ ହେବାର ଦିନ ପାଖେଇ ଆସୁଛି। ଯଦି ଆପଣଙ୍କୁ ଧନୀ ହେବାର ତେବେ ଏହି ୫ ଟି ସ୍ୱପ୍ନ ସବୁଦିନ ପାଇଁ ରାଜ ରଖିବା ଉଚିତ। ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ ଅଲଗା ଅଲଗା ଅଲଗା ସ୍ୱପ୍ନ ଦେଖିଥାଉ। ସ୍ୱପ୍ନ ଆମର ଜୀବନ ଆମର ବାସ୍ତବିକତା ସହ ଯୋଡି ହୋଇ ରହିଥାଏ। ରାତିରେ ଆମକୁ ବିଭିନ୍ନ ପ୍ରକାରର ଭୟଭୀତ କରିବା ଭଳି କିମ୍ବା ଡ଼ରିବା ଭଳି ସ୍ୱପ୍ନ ଆସିଥାଏ ଯାହା ଆମେ ଅନୁମାନ କରିପାରି ନଥାଉ। କିନ୍ତୁ ଏହି ସ୍ୱପ୍ନ କିଛି ସଂକେତ ଆମକୁ ଦେଇଥାଏ କିଛି ଇଶାରା ଆମକୁ କରିଥାଏ ଯାହାକୁ ବୁଝିବା ଆମକୁ ଆବଶ୍ୟକ ଅଟେ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ହୋଇଥାଏ ସେହି ବ୍ୟକ୍ତିଙ୍କୁ ରାଜା ବନିବା ପାଇଁ କେହିବି ଅଟକାଇ ପାରିବେ ନାହିଁ। ବନ୍ଧୁଗଣ ସ୍ୱପ୍ନର ଦୁନିଆକୁ ଅତି ସୁନ୍ଦର ଦୁନିଆ ମାନାଯାଇଛି ଏବଂ ଆଉ ଭୟଙ୍କର ଦୁନିଆବି ମାନାଯାଇଛି। ତା ସହିତ କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା ସବୁ ଆପଣ ଅନ୍ୟ କାହା ସହିତ ସେୟାର କରିପାରିବେ ନାହିଁ। ଏହି ପୋଷ୍ଟରେ ଯେଉଁ ସ୍ୱପ୍ନ ବିଷୟରେ କହିବାକୁ ଯାଉଛୁ ସେହିସବୁ ସ୍ୱପ୍ନ ଭୁଲରେ ବି ଅନ୍ୟ କାହା ସହିତ ସେୟାର କରନ୍ତୁ ନାହିଁ। ଯଦି ଆପଣ ଏହି ଭୁଲ କରିବେ ତେବେ ଏହାର ଫଳ ପାଇବେ ନାହିଁ ଆଉ କୋଟିପତି ହେବାର ସ୍ୱପ୍ନ ଆପଣଙ୍କର ଭାଙ୍ଗିଯିବ। ତେବେ ଆସନ୍ତୁ ଜାଣିବା ସେହିସବୁ ସ୍ୱପ୍ନ ବିଷୟରେ ଯାହାକୁ ଗୁପ୍ତ ରଖିବା ଦରକାର

ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ। କିନ୍ତୁ କିଛି ସ୍ୱପ୍ନ ବି ଏମିତି ଥାଏ ଯାହା ନିଦ ଭାଙ୍ଗିବା ପରେ ମଧ୍ୟ ମନେ ପଡିନଥାଏ। ସେମିତି କିଛି ଏପରି ସ୍ୱପ୍ନ ଆସିଥାଏ ଯେ ଯାହାକି ଶୋଇବା କି ଉଠିବା ପରେ ମଧ୍ୟ ଆମର ସବୁକିଛି ମନେ ଥାଏ। ଆପଣ କେତେ ଥର ବହୁତ ଲୋକଙ୍କ ମୁହଁରୁ ଶୁଣିଥିବେ କି ଆପଣ ନିଜେ ହିଁ କହିଥିବେ କି ଜାଣିଛ ମୁଁ ଆଜି ଏପରି ସ୍ୱପ୍ନ ଦେଖିଲି। ଏମିତିରେ ଆମେ ବାହାର ଲୋକଙ୍କ ଆଗରେ ଆମର ସ୍ଵପ୍ନକୁ ସେୟାର କରିଦେଇଦେଥାଉ। କିନ୍ତୁ ଏହି କଥା ବହୁତ କମ ଲୋକ ଜାଣିଛନ୍ତି ଯେ କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ କାହା ସହିତ ବି ସେୟାର କରିବା କଥା ନୁହେଁ। ଶାସ୍ତ୍ର ଅନୁସାରେ ଏପରି କରିବା ବହୁତ ବଡ଼ ଭୁଲ ହୋଇଥାଏ। ଏହା ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ଆଉ ମିଳିପାରି ନଥାଏ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ସ୍ଵପ୍ନ ବିଷୟରେ ଯାହାକୁ କାହା ସହିତ ବି ସେୟାର କରିବା କଥା ନୁହେଁ।

ସ୍ୱୟଂ ଭଗବାନଙ୍କୁ ଦେଖିବା। ଅନେକ ଲୋକ ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଆଉ ସେମାନେ ଏହି ସ୍ୱପ୍ନକୁ ଗୁପ୍ତ ରଖନ୍ତି ନାହିଁ। ସେମାନେ ସାଙ୍ଗ ସାଥି ଘର ପରିବାର ସମସ୍ତଙ୍କୁ କହିଦିଅନ୍ତି କାରଣ ସେମାନଙ୍କୁ ଏତେ ପରିମାଣରେ ଖୁସି ମିଳିଥାଏ ସେଥିପାଇଁ ସମସ୍ତଙ୍କ ସହ ଏହି କଥାକୁ ସେୟାର କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ। ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ସେହି ସ୍ୱପ୍ନରେ ଆସିଥାଏ ଯେଉଁ ମାନେ ଇଶ୍ୱରଙ୍କର ପ୍ରିୟ ହୋଇଥାନ୍ତି ଯାହାର ହୃଦୟ କୋମଳ ହୋଇଥାଏ। ଇଶ୍ଵର ସମସ୍ତଙ୍କ ସ୍ୱପ୍ନରେ ଆସି ନଥାନ୍ତି ସମସ୍ତଙ୍କୁ ଦର୍ଶନ କରିନଥାନ୍ତି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ କାହା ଆଗରେ କହିଦେବେ ତେବେ ଇଶ୍ୱରଙ୍କର ଅନାଦର ହେବ। ଯଦି ଭଗବାନ ଆପଣଙ୍କ ସ୍ୱପ୍ନରେ ଆସନ୍ତି ତେବେ ଏହି କଥାଏ ଗୁପ୍ତ ରଖନ୍ତୁ କେବେବି କାହା ଆଗରେ ସେୟାର କରନ୍ତୁ ନାହିଁ। ନଚେତ ଏହାର ଫଳ ଓଲଟା ପଡିପାରେ। ଏହି ସ୍ୱପ୍ନ ଧନବାନ ବନିବାର ସ୍ଵପ୍ନ।

ସ୍ୱପ୍ନରେ ତୀର୍ଥ ସ୍ଥାନ ଦେଖିବା। ଯଦି ସ୍ୱପ୍ନରେ କେହି ତୀର୍ଥ ସ୍ଥାନ ଦେଖେ ତେବେ ସେ ବହୁତ ଖୁସି ହୋଇ ଅନ୍ୟ କାହାକୁ କହିଦିଏ। ଯେବେ ମଣିଷ ବହୁତ ଅଧିକ ସକାରାତ୍ମକ ଉର୍ଜାରେ ଘେରି ହୋଇରହିଥାଏ ତ ତାକୁ ଏହିପରି ସ୍ୱପ୍ନ ଆସିଥାଏ। ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କର ମନ କାମନା ପୂରଣ ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ହରା ଭରା କ୍ଷେତ ଘାସ ଦେଖିବା। ଯଦି ଆପଣ ଏମିତି ସ୍ୱପ୍ନ ଦେଖୁଛନ୍ତି ତ କାହା ସହିତ ସେୟାର କରନ୍ତୁ ନାହିଁ। କାରଣ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ବ୍ୟାପାରରେ ଉନ୍ନତି ଏବଂ ଚାକିରୀ ମିଳିବାର ସଂକେତ ଦେଇଥାଏ। କେଉଁଠୁ ଅନେକ ଖୁସି ଆସିବାର ସଂକେତ ମିଳିଥାଏ। ଏମିତି କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆପଣଙ୍କୁ ଶୁଭ ସମାଚାର ମିଳିବାର ଯୋଗ ବନୁଅଛି। ସେଥିପାଇଁ ଏହି ସ୍ୱପ୍ନ ଆପଣଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ। ନଚେତ ଏହାର ଫଳ ଓଲଟା ମିଳିପାରେ।

ଗଙ୍ଗା ନଦୀରେ ବହି ଯାଉଥିବା ପାଣି। ଯଦି ଆପଣଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ଆପଣ ବହୁତ ଖୁସି ହେବା ଉଚିତ। ଏମିତି ସ୍ୱପ୍ନର ଅର୍ଥ ଆପଣଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି। ଏହି ସ୍ୱପ୍ନ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି ସ୍ୱପ୍ନ ଯେଉଁ ବ୍ୟକ୍ତିଙ୍କୁ ଆସିଥାଏ ତାର ପାପର ବିନାଶ ହୋଇଥାଏ। ଏହା ସହିତ ଏହା ମଧ୍ୟ କୁହାଯାଏ ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଧନର ପ୍ରାପ୍ତି ହେବାକୁ ଯାଉଛି।

ସ୍ୱପ୍ନରେ ଯଦି ଆପଣଙ୍କର ପିତା କିମ୍ବା ମା ପାଣି ପିଇବାର ଆପଣ ଦେଖନ୍ତି ତେବେ ବୁଝିଯାଅନ୍ତୁ ଆପଣ ବହୁତ ଶୀଘ୍ର ସଫଳ ହେବାକୁ ଯାଉଛନ୍ତି। ପିତା ମାତା ସ୍ୱପ୍ନରେ ଆସିବା ଇଶ୍ୱରଙ୍କ ଆଶୀର୍ବାଦର ସଂକେତ ଅଟେ। ଏମିତି ପରିସ୍ଥିତିରେ ତାର ଯାହାବି ସମସ୍ୟା ଥାଉ ସେ ନିଶ୍ଚୟ ସଫଳ ହେବ।

ଉଚ୍ଚ ପର୍ବତରୁ ଝରୁ ଥିବା ପାଣି ପିଇବାର ଆପଣ ସ୍ୱପ୍ନରେ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏବଂ ଆପଣ ନିଶ୍ଚୟ ଧନୀ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *