Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ ଜଣ ମହିଳା ଭୁଲରେ ବି ଘରେ ଝାଡୁ ଲଗାନ୍ତୁ ନାହିଁ,ଜାଣନ୍ତୁ ଝାଡୁ ଲଗାଇବାର ନିୟମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଜଣ ମହିଳା ଘରେ ଭୁଲରେ ବି ଝାଡୁ ଲଗାନ୍ତୁ ନାହିଁ,ଝାଡୁ ଲଗାଇବାର ନିୟମ।

ବନ୍ଧୁଗଣ ଘରେ ଏହି ୩ ଜଣ ମହିଳାଙ୍କୁ ଝାଡୁ ଲଗାଇବା ଉଚିତ ନୁହେଁ। ଅର୍ଥାତ ଏହି ୩ ଜଣ ମହିଳା ଝାଡୁକୁ ଛୁଇଁବା ଉଚିତ ନୁହେଁ। ଏହା ଦ୍ୱାରା ଘୋର ପାପ ଲାଗିଥାଏ। ଏହି ଭୁଲ କେବେବି କରନ୍ତୁ ନାହିଁ ନଚେତ ଆପଣଙ୍କୁ ବର୍ବାଦ ହେବାରୁ କେହି ଅଟକି ପାରିବେ ନାହିଁ। ଝାଡୁ ତ ସବୁ ମହିଳାଙ୍କୁ ଲଗେଇବା ଉଚିତ କିନ୍ତୁ ଏପରି୩ ଜଣ ମହିଳା ଅଛନ୍ତି ଯାହାଙ୍କୁ ଝାଡୁ ଲଗେଇବା ମନା। ଶାସ୍ତ୍ର ଅନୁସାରେ ଆମେ ସେହି ୩ ଜଣ ମହିଳାଙ୍କ ବିଷୟରେ ଜଣେଇବୁ କି କେଉଁ ମହିଳାଙ୍କୁ ଝାଡୁ ଲଗେଇବା ଉଚିତ ନୁହେଁ। ଏମାନଙ୍କୁ ଝାଡୁ ଛୁଇଁବା ପାପ ବୋଲି ମଧ୍ୟ ମାନାଯାଏ। ଆପଣ ଯଦି ଭଲ ଚାହୁଁଛନ୍ତି ତେବେ ଏହି ୩ ଜଣ ମହିଳାଙ୍କୁ ଝାଡୁ ଛୁଇଁବାକୁ ଦିଅନ୍ତୁ ନାହିଁ।

ଗର୍ଭବତୀ ମହିଳା। ଶାସ୍ତ୍ର ଅନୁସାରେ କୌଣସି ବି ଗର୍ଭବତୀ ମହିଳା ଝାଡୁ ଛୁଇଁବା ଉଚିତ ନୁହେଁ ଅର୍ଥାତ ଝାଡୁ ଘରେ ଲଗାଇବା ଉଚିତ ନୁହେଁ। ମାନ୍ୟତା ଅଛିକି ଏହା ଦ୍ବାରା ଗର୍ଭରେ ଥିବା ଶିଶୁକୁ କଷ୍ଟ ହୋଇଥାଏ। ଶିଶୁଙ୍କ ଜନ୍ମ ଦେଇଥିବା ମହିଳାଙ୍କୁ ମଧ୍ୟ ଝାଡୁ ଲଗାଇବା ଉଚିତ ନୁହେଁ।ଶିଶୁକୁ ଜନ୍ମ ଦେବା ମହିଳାଙ୍କୁ ମଧ୍ୟ ଘୋର ପାପ ଲାଗିଥାଏ। ଯାହା ଦ୍ୱାରା ମହିଳାଙ୍କୁ ମଧ୍ୟ କଷ୍ଟ ହୋଇଥାଏ। ଆହୁର୍ବେଦ ଅନୁସାରେ ଏହି ସମୟରେ ମହିଳା ମାନଙ୍କୁ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ଏହି ସମୟରେ ଯୋଗାସନ କରିବା ଉଚିତ କାରଣ ଝାଡୁ ଲଗାଇବା ଦ୍ଵାରା ଶରୀର ଉପରେ ପ୍ରେସର ପଡିଥାଏ। ଯେଉଁଥି ପାଇଁ ହେବାକୁ ଥିବା କଷ୍ଟ ପାଇଥାଏ। ସେହିପରି ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ ଯେତେବେଳେ ମହିଳା ୯ ମାସ ଶିଶୁକୁ ଗର୍ଭରେ ଧାରଣ କରିଥାଏ ତ ମହିଳାର ମହତ୍ୱ ଅଧିକ ହୋଇଯାଏ। ଏହିପରି ମହିଳାଙ୍କ ପାଦ ଛୁଇଁବା ଦ୍ୱାରା ବ୍ୟକ୍ତି ସ୍ୱର୍ଗପ୍ରାପ୍ତି ହୋଇଥାଏ। ଏହି ସମୟରେ ଯଦି କେଉଁ ବ୍ୟକ୍ତି ଏମାନଙ୍କୁ ଝାଡୁ କରାଇଥାଏ କିମ୍ବା ଅନ୍ୟ କୌଣସି କାମ କରାଇଥାଏ ତ ତାଙ୍କୁ ଘୋର ପାପ ଲାଗିଥାଏ। ଏହି ସମୟରେ ତାଙ୍କୁ ଆରାମ କରାଇବା ଉଚିତ। ଯୋଗ କରିବା ଦ୍ୱାରା ସନ୍ତାନ ବୁଦ୍ଧିମାନ ଏବଂ ସୁସ୍ଥବାନ ହୋଇଥାଏ।

ବୀମାର ବ୍ୟକ୍ତି। ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କୁ କେବେ କୌଣସି କାମ କରିବା ଉଚିତ ନୁହେଁ ତାଙ୍କୁ ଆରାମ କରିବା ଉଚିତ। ଏମିତିରେ ଝାଡୁ ଲଗାଇବା ଛୁଇଁବା ଘୋର ପାପ ବୋଲି ମାନାଯାଏ। ଏମିତିରେ ଓଲଟା ବୀମାର ବ୍ୟକ୍ତିଙ୍କୁ ପାପ ହିଁ ଲାଗିଥାଏ। ଝାଡୁ ଆପଣ ସେତେବେଳେ ଲଗାନ୍ତୁ ଯେତେବେଳେ ଆପଣ ଶାରୀରିକ ରୂପେ ସୁସ୍ଥ ହୋଇଯିବେ। ମାନାଯାଏ କି ଘରେ କୌଣସି ବୀମାର ବ୍ୟକ୍ତି ଝାଡୁ ଲଗାଏ ତ ଘରେ ଧନର ହାନି ହୋଇଥାଏ। ଧନ ସମ୍ପତ୍ତି ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। କାରଣ ଏମିତିରେ ବୀମାର ବ୍ୟକ୍ତି ଆହୁରି ବୀମାର ହୋଇଯାଏ। ଯାହାର କାରଣରୁ ଧନର ଆବଶ୍ୟକତା ପଡ଼େ ଏବଂ ଏଥିପାଇଁ ଆରାମ କରନ୍ତୁ କାମ ଅନ୍ୟ କାହା ଦ୍ୱାରା କରାନ୍ତୁ।

ମାସିକ ଧର୍ମରେ। ସ୍ତ୍ରୀମାନେ ମାସିକ ଧର୍ମରେ ପୀଡା ସହିଥାନ୍ତି ମାସିକ ପୀଡା ଏମିତି କଷ୍ଟ ହୋଇଥାଏ ତାହା ତ ମହିଳାମାନେ ବେଶ ଭଲ ଭାବରେ ଜାଣିଥିବେ। ମାନାଯାଏ ମହିଳା ମାନଙ୍କୁ ଏହି ସମୟରେ ଆରାମ କରିବା ଉଚିତ ଏବଂ ଘରର କୌଣସି ବି କାମ କରିବା ଉଚିତ ନୁହେଁ। ଯାହାର କାରଣରୁ କଷ୍ଟ ଆହୁରି ବଢିଯାଏ। ଏହି ସମୟରେ ରୋଷେଇ ଘରକୁ ଯିବା ଉଚିତ ନୁହେଁ ମି ଝାଡୁକୁ ଛୁଇଁବା ଉଚିତ ନୁହେଁ। ଏମିତିରେ ତୁଳସୀ ଗଛରେ ପାଣି ମଧ୍ୟ ଢାଳିବା ଉଚିତ ନୁହେଁ। ମାନାଯାଏ କି ମାସିକ ଧର୍ମରେ ଘରେ ଝାଡୁ ଏବଂ ପଛ ଲଗେବା ଉଚିତ ନୁହେଁ। ଏହାକୁ ଘୋର ପାପ ବୋଲି ମାନାଯାଏ। ଏହା ଦ୍ୱାରା ଝାଡୁ ମଧ୍ୟ ଅପବିତ୍ର ହୋଇଯାଏ ଏମିତିରେ ସ୍ତ୍ରୀଙ୍କୁ ପାପ ଲାଗିଥାଏ। ଏମତିରେ ଘରେ ଧନର ବର୍ବାଦି ମଧ୍ୟ ହୋଇଥାଏ। ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି କାରଣ ମା ଲକ୍ଷ୍ମୀ ଚାହାନ୍ତି ନାହିଁକି ମାସିକ ଧର୍ମରେ ଝାଡୁ ପୋଛା ଲଗାନ୍ତୁ ବୋଲି କିନ୍ତୁ ମା ଲକ୍ଷ୍ମୀ କୁହନ୍ତି କି ସ୍ତ୍ରୀଙ୍କୁ ଏହି ସମୟରେ ଆରାମ କରିବା ଉଚିତ। ଏମିତି ସମୟରେ ଯେଉଁ ବି ବ୍ୟକ୍ତି ମହିଳାଙ୍କୁ କାମ କରାଇ ଥାଏ ତାଙ୍କୁ ଘୋର ପାପ ଲାଗିଥାଏ କାରଣ ଶାସ୍ତ୍ରରେ କୁହାଯାଇଛି କି ଏହି ସମୟରେ ନାରୀଙ୍କୁ ବିଶ୍ରାମ ନେବା ଉଚିତ। ଗରୁଡ଼ ପୁରାଣ ଅନୁସାରେ ମାସିକ ଧର୍ମ ସମୟରେ ମହିଳାଙ୍କୁ ଇଶ୍ୱରଙ୍କ ପ୍ରତିମା ଛୁଇଁବା ମନା। ଯଦି ଆପଣଙ୍କର ଏହି ସମୟରେ ବ୍ରତ ଥାଏ ତ ବ୍ରତକୁ ଆପଣ ସେହିପରି ହିଁ କରନ୍ତୁ। ଯେପରି ବାକି ଦିନରେ କରୁଥିଲେ। ଏମିତିରେ ଆପଣ ଇଶ୍ଵରଙ୍କ ପ୍ରାର୍ଥନା କରିପାରିବେ। କିନ୍ତୁ ଇଶ୍ୱରଙ୍କ ପ୍ରତିମାକୁ ଭୁଲରେ ବି ଛୁଇଁବା ଉଚିତ ନୁହେଁ। ଅନ୍ୟ କାହା ଦ୍ୱାରା ପୂଜା ପାଠ କରାଇପାରିବେ।ମାସିକ ଧର୍ମରେ ଯେଉଁ ବ୍ୟକ୍ତି ମହିଳାଙ୍କ ସେବା କରିଥାଏ ସେ ମା ଲକ୍ଷ୍ମୀଙ୍କ କୃପା ପାଇଥାଏ

ମାସିକ ଧର୍ମ ସମୟରେ କାହିଁକି ରୋଷେଇ ଘରେ ଖାଦ୍ୟ ବନାଇବାକୁ ମନା କରାଯାଇଛି ଆସନ୍ତୁ ଜାଣିବା।

କୁହାଯାଏ ଯେ ଏହି ସମୟରେ ମହିଳାଙ୍କୁ ବହୁତ କଷ୍ଟ ହୋଇଥାଏ ଆଉ କଷ୍ଟରେ ଆସି ଭୋଜନ ପ୍ରସ୍ତୁତ କରିବା ଏବଂ କାହାକୁ ଖୁଆଇବା ସେହି ଖାଦ୍ୟ ବିଷ ସମାନ ବୋଲି ମାନାଯାଏ। ଗରୀଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ କୌଣସି ବି ବୀମାର ରୋଗୀଙ୍କୁ ବି ମଧ୍ୟ ଭୋଜନ ପ୍ରସ୍ତୁତ କରିବା ଉଚିତ ନୁହେଁ କାରଣ ସେହି ବ୍ୟକ୍ତିର ରୋଗ ଅନ୍ୟ କାହାକୁ ମଧ୍ୟ ହୋଇଯାଇପାରେ। ଏଥିପାଇଁ କୁହାଯାଏ ଯେ ମହିଳା ମାନଙ୍କୁ ମାସିକ ଧର୍ମ ସମୟରେ ରୋଷେଇ ଘରକୁ ଯିବା ଉଚିତ ନୁହେଁ। ଯଦି ଆପଣଙ୍କୁ କାଶ ଥଣ୍ଡା ମଧ୍ୟ ହୋଇଥିବ ତ ସେହି ସମୟରେ ବି ମଧ୍ୟ ରୋଷେଇ ଘରକୁ ଯାଇ ଖାଦ୍ୟ ବନେଇବା ଉଚିତ ନୁହେଁ। ମାସିକ ଧର୍ମ ସମୟରେ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଦୂରେଇ ରହିବା ଉଚିତ। ମାସିକ ଧର୍ମ ସମୟରେ ତାଙ୍କ ସହିତ ସମ୍ଭୋଗ ବା ତାଙ୍କୁ ହଇରାଣ କରିବା ଘୋର ପାପ ବୋଲି କୁହାଯାଇଛି। ଏହା ଦ୍ବାରା ଆପଣଙ୍କୁ ନର୍କ ଭୋଗ କରିବାକୁ ପଡିଥାଏ। ଇଶ୍ଵର କହିଛନ୍ତି ମାସିକ ଧର୍ମ ସମୟରେ ମହିଳାଙ୍କୁ ହଇରାଣ କରିବା ଉଚିତ ନୁହେଁ ବରଂ ତାଙ୍କୁ ଆରାମ ଦେବା ଉଚିତ।

ମାସିକ ଧର୍ମ ସମୟରେ ଆପଣ ଶିଶୁକୁ କ୍ଷୀର ପିଆଇପାରିବେ କି ନାହିଁ ଆସନ୍ତୁ ଜାଣିବା।

ଆମର ଶାସ୍ତ୍ରରେ ଏହିପରି ପ୍ରାଧାନ୍ୟ ଅଛି ଯେ ମା କ୍ଷୀର କେବେବି ବିଷ ହୋଇନଥାଏ ଏହା ଅମୃତ ସମାନ ହୋଇଥାଏ। ଏହା କୌଣସି ବି ପରିସ୍ଥିତିରେ ବିଷ ହୋଇନଥାଏ। ଏଥିପାଇଁ ଏହି ସମୟରେ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ। ମା କ୍ଷୀର ଅମୃତ ହୋଇଥାଏ। ମା କ୍ଷୀରରେ ଏତେ ଶକ୍ତି ଥାଏ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ବେଦ ଅନୁସାରେ ଯେଉଁ ବ୍ୟକ୍ତି ମା କ୍ଷୀର ଖାଇଥାଏ ସେ ବ୍ୟକ୍ତି ସ୍ୱର୍ଗ ପ୍ରାପ୍ତି କରିଥାଏ ସେ ବ୍ୟକ୍ତି ପୁଣ୍ୟ ଅର୍ଜନ କରିଥାଏ କାରଣ ମାର କ୍ଷୀରକୁ ବ୍ରହ୍ମାଣ୍ଡରେ ଅମୃତ ସମାନ କୁହାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *