Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଥରେ ଜୋତାରେ ରଖି ଦିଅନ୍ତୁ ଏହି ଜିନିଷ,ସବୁ ଶ-ତ୍ରୁ ମିତ୍ର ପାଲଟି ଯିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଥରେ ଜୋତାରେ ରଖି ଦିଅନ୍ତୁ ଏହି ଜିନିଷ ସବୁ ଶତ୍ରୁ ମିତ୍ର ପାଲଟି ଯିବେ।

ବନ୍ଧୁଗଣ ଶ-ତ୍ରୁର ମାନେ କି ଯିଏ ଆପଣଙ୍କ ଉନ୍ନତିରେ ଜଳିବେ। ଯିଏକି ଅଯଥାରେ ଆପଣଙ୍କୁ ହଇ-ରାଣ କରିବେ। ଏପରି ଲୋକେ ଯିଏ ଆପଣଙ୍କ ପାଇଁ ସବୁ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବେ। ଶ-ତ୍ରୁଙ୍କ ଠାରୁ ବଞ୍ଚିବା ପାଇଁ କିଏବା ନଚାହିଁବ। ଆମେ ଆପଣଙ୍କୁ ଏପରି ପ୍ରୟୋଗ ଜଣେଇବୁ ଯାହା ଆପଣଙ୍କ ଶତ୍ରୁ ବିରୋ-ଧୀଙ୍କୁ ଶାନ୍ତ କରିଦେବ। କେବେ କେବେ ଶ-ତ୍ରୁ ଜୀବନରେ ଏମିତି ହଇ-ରାଣ କରିଥାନ୍ତି ଯେ ଲାଗିଥାଏ ସବୁକିଛି ବର୍ବାଦ ହେବାକୁ ଅଛି। ଶ-ତ୍ରୁ ଏମିତି ଯିଏ କି ବାହାର ଲୋକ କିମ୍ବା ଘର ଲୋକ ବି ହୋଇପାରନ୍ତି ଲାଗେ ଯେମିତି ପୂର୍ବ ଜନ୍ମର ବଦଲା ନେଉଛନ୍ତି। ଆଜି ଗୋଟେ ଛୋଟ ପ୍ରୟୋଗ ଜାଣିବା। ଏଥିପାଇଁ ଲାଗିବ ଆପଣଙ୍କର ଜୋତା ବା ଚପଲ ଯାହାବି ଆପଣ ସବୁଦିନ ପିନ୍ଧନ୍ତି। ସବୁଠାରୁ ପ୍ରଥମେ ଦରକାର ଗୋଟେ ଧଳା କାଗଜ ଏବଂ ଗୋଟେ ମାର୍କର।

ସେହି ଧଳା କାଗଜରେ ନିଜର ଶ-ତ୍ରୁ ନାମ ଲେଖିବେ ଏହା ପରେ ଏହାକୁ ଚାରି ଥର ମୋଡ଼ିବେ ଏବଂ ଡାହାଣ ଚପଲର ତଳେ ରଖିଦେବେ। ନହେଲେ ଚପଲର ତଳେ ମାର୍କରରେ ଶ-ତ୍ରୁର ନାମ ଲେଖିଦେବେ। ଏହାପରେ ଭଗବାନଙ୍କୁ ପ୍ରାର୍ଥନା କରିବେ ଆପଣଙ୍କର ଶ-ତ୍ରୁ ନା-ଶ ହେବା ପାଇଁ କି। ଏହିପରି କରନ୍ତୁ ଆପଣଙ୍କର ଶ-ତ୍ରୁ ଆଉ ରହିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *