Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ରୁ ୨୦୪୦ ପର୍ଯ୍ୟନ୍ତ ଏହି ୫ ଗୋଟି ରାଶି ରାଜାଙ୍କ ଭଳି ବିତାଇବେ ନିଜର ଜୀବନ,ଆପଣଙ୍କ ରାଶି ଏଥିରେ ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୧ ରୁ ୨୦୪୦ ପର୍ଯ୍ୟନ୍ତ ଏହି ୫ ଗୋଟି ରାଶି ରାଜାଙ୍କ ଭଳି ଜୀବନ ବ୍ୟତୀତ କରିବେ।

ବନ୍ଧୁଗଣ ଜ୍ୟୋତିଷଙ୍କ ଅନୁସାରେ ୧୨ ଗୋଟି ରାଶି ଥାଏ। ଏହି ୧୨ ରାଶି ଉପରେ ପଡୁଥିବା ଦଶା ଅନୁସାରେ ହିଁ କୌଣସି ଜାତକର ଭବିଷ୍ୟତ କିମ୍ବା ବର୍ତ୍ତମାନର ହେଉଥିବା ଉଥାନ ପତନର ସମ୍ଭାବନା ଜଣା ପଡିଥାଏ। ତେବେ ଏହିଠାରେ କହିରଖୁଛୁ ଯେ ଅନେକ ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ। ପ୍ରତ୍ୟକ ରାଶିର ନିଜର ସ୍ୱୟଂ ବିଶିଷ୍ଟ ଗୁଣ ଇଛା ଏବଂ ଜୀବନ ତଥା ଲୋକଙ୍କର ପ୍ରତି ଆଚାର ବ୍ୟବହାର ଅଲଗା ଅଲଗା ରହିଥାଏ। ଆପଣଙ୍କୁ ଜଣେଇ ଦେଉଛୁ ଯେ ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ ଏମିତି କିଛି ରାଶି ମାନଙ୍କ ବିଷୟରେ ଜଣେଇବା ପାଇଁ ଯାଉଛୁ ଯାହାର ଗ୍ରହ ମାନଙ୍କ ଚଳନ କାରଣରୁ ଏମିତି ଏକ ମହା ସଂଯୋଗ ବନୁଅଛି ଯେ ୨୦୨୧ ରୁ ୨୦୪୦ ପର୍ଯ୍ୟନ୍ତ ଏହି ୫ ରାଶିମାନଙ୍କର ଭାଗ୍ୟ ଚମକିବାକୁ ଯାଉଅଛି। ଯଦି ଏହି ରାଶି ମାନଙ୍କୁ ଶୁଭ ବୋଲି କୁହାଯିବ ତେବେ କିଛି ଭୁଲ ହେବ ନାହିଁ। ତେବେ ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଜାଣିବା।

ମେଷ ରାଶି:- ସବୁଠାରୁ ଭାଗ୍ୟଶାଳୀ ରାଶି ମେଷ ରାଶିର ଲୋକମାନେ ହୋଇଥାନ୍ତି। ଗ୍ରହ ମାନଙ୍କ ଚଳନରେ ହେଉଥିବା ମହା ପରିବର୍ତ୍ତନ କାରଣରୁ ମେଷ ରାଶିର ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ ବ୍ୟାପାର ବାଣିଜ୍ୟରେ ଲାଭ ହେବା ସହିତ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ଉତ୍ପନ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆଗାମୀ ସମୟ ଅତ୍ୟନ୍ତ ଶୁଭ ହେବ। ଏମିତିକି ଭବିଷ୍ୟତରେ ଆପଣଙ୍କୁ ନିଜର ପରିଶ୍ରମର ଉଚିତ ଫଳ ମିଳିବ। ଏହି ରାଶିର ଭାଗ୍ୟ ଏବେ ଖୋଲିବାକୁ ଯାଉଛି।

ସିଂହ ରାଶି। ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ରାଶିର ଲୋକଙ୍କର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କୌଣସି ଉପହାର କିମ୍ବା କୌଣସି ଖାସ ଜିନିଷର ପ୍ରାପ୍ତି ହେବ। ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କର ଚାକିରୀରେ ପଦନ୍ନତି ହେବାର ଯୋଗ ବନୁଅଛି। ନୂଆ ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟ ବହୁତ ଭଲ ରହିବ। ଆପଣଙ୍କ ବ୍ୟାପାରରେ ଧନ ଲାଭ ହେବାର ଶୁଭ ଯୋଗ ବନୁଅଛି।

କୁମ୍ଭ ରାଶି:- ଯେଉଁ ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି ସେମାନଙ୍କ ମଧ୍ୟରୁ ଗୋଟିଏ ରାଶି ହେଉଛି କୁମ୍ଭ ରାଶି। ଏହି ରାଶିର ଜାତକରେ ଗ୍ରହ ପରିବର୍ତ୍ତନ କାରଣରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ସମୟ ଆପଣଙ୍କ ପାଇଁ ଖୁସିପୁର୍ଣ ରହିବ। ଯେଉଁ ଲୋକମାନେ ଏହି ବର୍ଷ ଚାକିରୀ ଖୋଜୁଛନ୍ତି ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଚୟ ମିଳିବ। ଏହା ସହିତ ଭୂମି ସମ୍ପତି ସହିତ ଜଡିତ ମାମଲା ଗୁଡିକ ଖୁବଶୀଘ୍ର ସମାପ୍ତ ହୋଇଯିବ।

କନ୍ୟା ରାଶି:- ଏହି ରାଶିର ଛାତ୍ର ମାନଙ୍କୁ ବହୁତ ବଡ଼ ଲାଭ ମିଳିବାକୁ ଯାଉଛି। ଯଦି ଆପଣ କେଉଁ କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେହି କାର୍ଯ୍ୟ ଆପଣଙ୍କୁ ବହୁତ ଶୀଘ୍ର ସଫଳତା ମିଳିବ। ଜାଣିରଖନ୍ତୁ ଯେ ମା ଲକ୍ଷ୍ମୀଙ୍କ କୃପାରୁ ଅନେକ ପ୍ରଚେଷ୍ଟା କଲା ପରେ ଆପଣଙ୍କର ଉନ୍ନତି ଏବଂ ଧନ ଲାଭର ବୃଦ୍ଧି ହେବାର ଯୋଗ ବନୁଅଛି। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମଧ୍ୟ ଆପଣଙ୍କୁ ମିଳିବାକୁ ଯାଉଛି।

ମିନବରାଶି:- ଏହି ରାଶିର ଲୋକମାନଙ୍କର ସବୁଠାରୁ ଖାସ କଥା ଏହା ଯେ ଏହି ରାଶିର ଲୋକମାନେ ଅତ୍ୟନ୍ତ ଆତ୍ମବିଶ୍ୱାସି ହୋଇଥାନ୍ତି ଏବଂ ଶନିଦେବ ଏମାନଙ୍କର ନେତୃତ୍ୱ ନେଇଥାଏ। ଏହି ରାଶିର ଲୋକମାନେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଏହି ରାଶିର ଜାତକରେ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ହେବା କାରଣରୁ କେହି ବି ଚାହିଁଲେ ମଧ୍ୟ ଏମାନଙ୍କର କିଛି ବି ବିଗାଡି ପାରିବେ ନାହିଁ। ଆପଣଙ୍କର ଆର୍ଥିକ ମାମଲା ଗୁଡିକ ଖୁବଶୀଘ୍ର ସମାପ୍ତ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *