Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଏହି ୩ଟି ଗଛ ଘରେ ଲଗାନ୍ତୁ ନାହିଁ ନହେଲେ ଜୀବନ ସାରା ଗରିବ ହୋଇକୀ ରହିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମରିଗଲେ ବି ଏହି ୩ ଟି ଗଛ ଘରେ ଲଗାନ୍ତୁ ନାହିଁ। ଜୀବନସାରା ଗରିବ ହୋଇରହିବେ। ଦେଖାଦେଇଥାଏ ଦରିଦ୍ରତା। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବିଷୟରେ ଜଣେଇବୁ ଆପଣଙ୍କର ସମସ୍ତ ସମସ୍ୟା ଦୁରୀଭୂତ ହୋଇଯିବ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଅନେକ ଲୋକ ଗଛ ଲଗାଇବାକୁ ଭଲ ପାଇଥାନ୍ତି। ଗଛ ଆମକୁ ଅକ୍ସିଜେନ ମଧ୍ୟ ଦେଇଥାଏ। ଏବଂ ବାତାବରଣବି ଭଲ ରଖିଥାଏ। ଘର ପାଖରେ ଗଛ ଲଗାଇବା କିଛି ଭୁଲ କଥା ନୁହେଁ କିନ୍ତୁ ଏମିତି ଗଛ ଲଗାନ୍ତୁ ଯାହା ଦ୍ୱାରା ହାନିନଥାଏ। ଏପରି କିଛି ଗଛ ଅଛି ଯାହାକୁ ଲଗେଇଲେ ଜୀବନରେ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିବା କେଉଁ ଗଛ କାରଣରୁ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ।

ଖୋଜୁରୀ ଗଛ। ଏହି ଗଛ କିଛି ରାଶିଙ୍କ ପାଇଁ ବହୁତ ଭଲ ହୋଇନଥାଏ। ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ। ଏହିପରି ୩ ଟି ରାଶି ଅଛି ଯେଉଁମାନଙ୍କ ପାଇଁ ଭଲ ହୋଇଥାଏ। ଏହି ଗଛର ପ୍ରଭାବରେ ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜି ପାରେ। ଏହି ଗଛ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଆପଣଙ୍କର ଧନର ଅଭାବ ଲାଗିରହିଥାଏ। ଏଥିପାଇଁ ଏହି ଗଛ ଲଗାନ୍ତୁ ନାହିଁ।

ବାଉଁଶ ଗଛ। ବନ୍ଧୁଗଣ ଏହି ଗଛକୁ ଶୁଭ ମାନାଯାଏ। କିନ୍ତୁ ଏହାକୁ ଘରର ସାମ୍ନାରେ ଲଗାନ୍ତୁ ନାହିଁ। ହିନ୍ଦୁ ଧର୍ମ ଅନୁସାରେ ମଣିଷକୁ ମଣିଷର ମୃତ୍ୟୁ ପରେ ସେହି ମୃତ ବ୍ୟକ୍ତିକୁ ବାଉଁଶ ଉପରେ ରଖି ନିଆଯାଏ। ଏହି ଗଛ ଘରର ସାମ୍ନାରେ ଲଗାଯାଏ ତ ଏହା ଦ୍ୱାରା ଆପଣଙ୍କ ଘରକୁ ନାକାରାତ୍ମକ ପ୍ରବେଶ କରିଥାଏ। ଏହିପରି ଘରେ ସବୁବେଳେ ଅସନ୍ତୋଷ ଭରି ରହେ ଏବଂ ଆର୍ଥିକ ସମସ୍ୟା ଲାଗି ରହେ। ଘରର ମୁରବି ସବୁବେଳେ କରଜରେ ବୁଡି ରହିଥାନ୍ତି। ଏଥିପାଇଁ ଏହି ଗଛକୁ ଘର ପାଖରୁ ଦୂରେଇ ଲଗାନ୍ତୁ।

ନାଶପାତି ଗଛ। ଏହି ଗଛବି ନିଜ ଘରେ ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଜୀବନରେ ଆର୍ଥିକ କ୍ଷତି ଆସିପାରେ। ଆପଣଙ୍କ ଘରର ଉନ୍ନତିରେ ଏହା ବାଧା ଆସିଥାଏ। ତେଣୁ ଏହିସବୁ ଗଛ କେବେବି ଘରେ ଲଗାନ୍ତୁ ନାହିଁ।

ଆସନ୍ତୁ ଜାଣିବା କେଉଁ ଗଛ ମଧ୍ୟ ଆମ ଘର ପାଖରେ ରହିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇପାରିବ ଏବଂ ପରିବାରକୁ ସର୍ବଦା ଖୁସି ଆସିବ।

ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅଧିକ ମହତ୍ୱ ଦିଆଯାଇଛି। ହିନ୍ଦୁ ଧର୍ମରେ ପ୍ରତ୍ୟକ ଲୋକ ଏହି ଗଛକୁ ଲଗାଇଥାନ୍ତି ଏବଂ ପୂଜା ମଧ୍ୟ କରିଥାନ୍ତି। ତେବେ ଏହି ତୁଳସୀ ଗଛ ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ ଏବଂ ଘରେ ସର୍ବଦା ହସ ଖୁସି ଲାଗିରହିଥାଏ ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ରହିଥାଏ।

ଅପରାଜିତା ଗଛ। ଏହାର ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରିଥାନ୍ତି। ନୀଳ ରଙ୍ଗର ଏହି ଗଛ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିଥାଏ ଏବଂ ଘରେ ଧନର ବୃଦ୍ଧି ହେବ।

ବେଲ ଗଛ। ହିନ୍ଦୁ ଧର୍ମରେ ଭଗବାନ ସ୍ୱୟଂ ଶିବଙ୍କର ଅଂଶ ବୋଲି କୁହାଯାଏ। ସେଥିପାଇଁ ବେଲ ପତ୍ର ଭଗବାନ ଶିବଙ୍କର ଅତିପ୍ରିୟ ହୋଇଥାଏ। ଏହି ଗଛ ଘରେ ଲଗାଇବା ଦ୍ୱାରା ସବୁ ନକରାତ୍ମକ ଉର୍ଜା ଘରୁ ବାହାରି ଯାଇଥାଏ। ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *