Excuse Me Odisha

ଯାହା କହିବୁ ସତ କହିବୁ

୭ଟି ଲବଙ୍ଗ ଜଲଦି ଦିଅନ୍ତୁ,ବଡ଼ରୁ ବଡ଼ ସମସ୍ୟା ଦୂର ହେବ,ବଡ଼ରୁ ବଡ଼ ଶ-ତ୍ରୁ ଗୋଡ଼ ତଳେ ଆସିକି ପଡିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୭ ଟି ଲବଙ୍ଗ ଜଳେଇ ଦିଅନ୍ତୁ ବଡ଼ରୁ ବଡ଼ ସମସ୍ୟା ବଡ଼ରୁ ବଡ଼ ଶତ୍ରୁ ଗୋଡ଼ ତଳେ ପଡିବେ।

ଯେବେ ଆମ ଶତ୍ରୁ ବଢିଯାନ୍ତି ସେତେବେଳେ ଆମେ ହାରିଯାଉ। ତେବେ ଆଜି ଆମେ ଏପରି ଏକ ପ୍ରୟୋଗ ଜଣେଇବୁ। କେବେ କେବେ ଶତ୍ରୁ ବହୁତ ହଇରାଣ କରିଥାନ୍ତି। ଏମିତି ହୋଇଥାଏ ଘରେ ବି ଶତ୍ରୁ ହୋଇଥାନ୍ତି ବାହାରୁ ବି ଶତ୍ରୁ ହୋଇଥାନ୍ତି। ଆପଣ କେବେବି କରିଥାନ୍ତୁ କିନ୍ତୁ ଆପଣଙ୍କ ପାଇଁ ଭଲ ବାଣୀ ବି ବାହାରି ନଥାଏ। ଲୋକମାନେ ଆପଣଙ୍କ ବିଷୟରେ ଭଲ ଭାବି ନଥାନ୍ତି ଦୁର୍ବଳାତା ବନେଇବାର ଲାଗିଥାନ୍ତି ତେବେ ଆପଣ ଚାହୁଁଛନ୍ତି ସେମାନେ ଶାନ୍ତ ହୋଇଯାଅନ୍ତୁ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ପାଇଁ ତାଙ୍କ ମନରେ ଭଲପାଇବା ଉତ୍ପନ ହେଉ ତ ଏଥିପାଇଁ ଗୋଟେ ଛୋଟ ପ୍ରୟୋଗ କରନ୍ତୁ। ଏହି ପ୍ରୟୋଗକୁ ଆପଣ କୌଣସି ବି ଶନିବାର ଦିନ କରନ୍ତୁ ବହୁତ ହିଁ ସରଳ ଅଟେ। ଲବଙ୍ଗ ଦ୍ୱାରା ପୂଜା ପାଠ ହୋଇଥାଏ ଖାଇବାରେ ବି ମଧ୍ୟ ବ୍ୟବହାର ହୋଇଥାଏ। ତନ୍ତ୍ର କ୍ରିୟା ବି ହୋଇଥାଏ ଏବଂ ମା ଦୁର୍ଗାଙ୍କୁ ଅର୍ପଣ କଲେ ମଧ୍ୟ ସେ ଅତି ପ୍ରସନ୍ନ ହୋଇଥାନ୍ତି। ତେବେ ଆଜି ଯେଉଁ ଲବଙ୍ଗ କଥା ହେବା ସେ ଲବଙ୍ଗ ହେଉଛି ଫୁଲ ବାଲା ଲବଙ୍ଗ। ଯେବେ ଏହି ପ୍ରୟୋଗ କରିବେ ସେତେବେଳେ କାହା ସହିତ କଥାବାର୍ତ୍ତା କରିବେ ନାହିଁ କି କେହି ଟୋକିବେ ନାହିଁ। ୭ ଟି ଲବଙ୍ଗ ନେବେ ବାମ ହାତରେ। ଶତ୍ରୁଙ୍କ ପାଇଁ କରୁଛନ୍ତି ତ ତେବେ ବାମ ହାତରେ ୭ ଟି ଲବଙ୍ଗ ନେବେ।

ଏହାକୁ ନେଇ ଶତ୍ରୁଙ୍କ ବିଷୟରେ ଭାବନ୍ତୁ ଏବଂ ଶତ୍ରୁର ନାମ ନେଉଥିବେ ଏହା ପରେ ନାମ ଧରି ଲବଙ୍ଗକୁ ଫୁଙ୍କିବେ। ଏହିପରି୭ ଥର ଫୁଙ୍କନ୍ତୁ ବା ୨୧ ଥର ଫୁଙ୍କନ୍ତୁ। ପ୍ରତ୍ୟକ ଥର ଶତ୍ରୁର ନାମ ଧରି ଫୁଙ୍କିବେ। ଏହା ଶନିବାର ଦିନ ରାତି ୧୦ ଟାରୁ ୧୧ଟା ବା ୧୧ ଟାରୁ ୧୨ ମଧ୍ୟରେ କରିବେ। ଏହି ଲବଙ୍ଗକୁ ନିଜ ଘରର କେଉଁ ସାଇଟରେ ରଖି ଦେବେ। ତାପର ଦିନ ଅର୍ଥାତ ରବିବାର ଦିନ ଏହାକୁ ଜଳେଇଦେବେ। ଏହାକୁ ଛାତରେ ବା ବାଲକୁନିରେ ଖୋଲା ଜାଗାରେ ଚୁପଚାପ ଜଳେଇଦେବେ। ଏହାପରେ ଏହି ପାଉଁଶକୁ ଘର ବାହାରେ ପୋତି ଦେବେ। ଏବଂ ବିନା ପଛକୁ ନବୁଲି ଘରକୁ ଫେରି ଆସିବେ। ଏହି ପ୍ରୟୋଗ ଆପଣ ୩ ଶନିବାର ଲଗାତାର କରନ୍ତୁ। ଯଦି ଆପଣଙ୍କୁ ଲାଗିବ କି କମ ପ୍ରଭାବ ପଡୁଛି ତେବେ ୭ ଶନିବାର କରନ୍ତୁ। ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ।

ଦ୍ୱିତୀୟ ଉପାୟ। ଗୋଟେ ଲବଙ୍ଗ ଗୋଟେ କାଗଜ ଏବଂ ଅଳ୍ପ ସିନ୍ଦୁର ନେବେ ସିନ୍ଦୁରକୁ ପାଣିରେ ଓଦା କରି ପେଷ୍ଟ କରିବେ ଧଳା କାଗଜରେ ସିନ୍ଦୁର ନେଇ ନିଜ ଶତ୍ରୁର ନାମ ଲେଖିବେ ଏହି କାଗଜକୁ କେଉଁଠି ଜଳେଇଦେବେ ଏବଂ ଏହି ପାଉଁଶକୁ ପୋତି ଦେବେ ଶତ୍ରୁ ଶାନ୍ତ ହୋଇଯିବେ। ଯଦି ଶୁଖିଲା ଅସ୍ତ ପତ୍ର ମିଳୁଛି ତେବେ କାଗଜ ବଦଳରେ ଅସ୍ତ ପତ୍ର ନେଲେ ବହୁତ ହିଁ ଭଲ ଲାଭ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *