Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ବି ଏମିତି ଭାବରେ ଲୁଗା ସଫା କରନ୍ତୁ ନାହିଁ,ନହେଲେ ….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ମରିଗଲେ ବି ଏପରି ଲୁଗାସଫା କରନ୍ତୁ ନାହିଁ।

ବନ୍ଧୁଗଣ ଏପରି କେତେ ଗୁଡିଏ କାର୍ଯ୍ୟ ଅଛି ମଣିଷ ଜୀବନ ଉପରେ ଶୁଭ ନଚେତ ଅଶୁଭ ଫଳ ଦେଇଥାଏ। ଆପଣ ଜାଣିଥିବେ ବାସ୍ତୁଶାସ୍ତ୍ର ଏକ ଏପରି ଶାସ୍ତ୍ର ଯେଉଁଥିରେ ଆପଣଙ୍କ ସହିତ ଘଟୁଥିବା ଘଟଣାର କାରଣ ରହିଥାଏ। ସେହିପରି ମଣିଷ ଉପରେ କିପରି ପ୍ରଭାବ ପଡିଥାଏ ତାହା ମଧ୍ୟ ବର୍ଣ୍ଣିତ ଅଛି। ଏହ ଶାସ୍ତ୍ରରେ ଆପଣ ଧାରଣ କରୁଥିବା କପଡା ଠାରୁ ଆରମ୍ଭ କରି ସେହି କପଡା ସଫା କିମ୍ବା ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ। ସୁଖ ଶାନ୍ତିଭରା ଜୀବନକୁ ନଷ୍ଟ କରିପାରେ। ସେଥିପାଇଁ ଖାସ କରି ମହିଲସମାନେ କପଡା ସହିତ ଏହିପରି ଭୁଲ କରିବେ ନାହିଁ। ନଚେତ ଆପଣଙ୍କ ଉପରକୁ ଭୟଙ୍କର ପ୍ରଭାବ ପଡିଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କିଛି ବାସ୍ତୁଜନିତ କଥା। ଯାହାକୁ ସଠିକ ଭାବରେ ଜୀବନରେ ପ୍ରୟୋଗ କରିବା ନିହାତି ଆବଶ୍ୟକ। ନଚେତ ଏହାର ବିପରୀତ ପ୍ରଭାବ ଆପଣଙ୍କ ଉପରେ ଭୟଙ୍କର ହୋଇପାରେ। ପ୍ରତ୍ୟକ ବ୍ୟକ୍ତି ସ୍ୱଚ୍ଛତା ରହିବା ପାଇଁ ନିଜ ଶରୀରରେ ଧାରଣ କରୁଥିବା ଲୁଗାପଟା ସଫା କରାଯାଇଥାଏ। କିନ୍ତି କଣ ଆପଣ ଜାଣିଛନ୍ତି ଏହି ସମୟରେ ଧାରଣ କରିଥିବା ଲୁଗାପଟା ସଫା କରିବା ଅନୁଚିତ ହୋଇଥାଏ। ବ୍ୟସ୍ତବହୁଳ ଜୀବନରେ ଦିନସାରା କାମ କରି ରାତି କିମ୍ବା ସନ୍ଧ୍ୟା ସମୟରେ ପ୍ରତ୍ୟକ ଘରର ସ୍ତ୍ରୀ କିମ୍ବା ପୁରୁଷମାନେ ନିଜ ଘରର କପଡା କିମ୍ବା ନିଜେ ଧାରଣ କରିଥିବା ବସ୍ତ୍ର ସଫା କରିଥାନ୍ତି କିନ୍ତୁ ଏପରି କରିବା ଅନୁଚିତ ହୋଇଥାଏ। ରାତ୍ରି ଓ ସନ୍ଧ୍ୟା ସମୟ ଏହି ଦୁଇଟି ସମୟ ନକରାତ୍ମକ ହୋଇଥାଏ ତେଣୁ ଏହି ସମୟରେ କଦାପିବି ଲୁଗା ସଫା କରିବା ଅନୁଚିତ ହୋଇଥାଏ ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ବୃଦ୍ଧି ହେବା ସହିତ ଘରର ଉନ୍ନତିର ଅନେକ ବାଧା ସୃଷ୍ଟି ହୋଇଥାଏ।

ସଫା କରୁଥିବା ଲୁଗାକୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ଶୁଖାଇବା ଅନୁଚିତ ହୋଇଥାଏ। ଏହା ଘରର ଆୟ କିମ୍ବା ଇନକମ ମାର୍ଗକୁ କମ କରିଥାଏ। ଏହା ସହିତ ଏପରି କରିବା ଦ୍ୱାରା ଘରର ବାସ୍ତୁ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡିବା ଦ୍ୱାରା ଘରର ବାସ୍ତୁ ମଧ୍ୟ ବିଗିଡି ଯାଇଥାଏ। ତେଣୁ ସର୍ବଦା ଘରର ଅଗଣା କିମ୍ବା ଘର ଭିତରେ ଲୁଗା ଶୁଖାଇବା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ସପ୍ତାହର ବୃହସ୍ପତି ବାର ବା ଗୁରୁବାର ଦିନ ଲୁଗା ସଫା କରିବା ଶାସ୍ତ୍ରରେ ବର୍ଜିତ ଅଛି। ଏହି ବୃହସ୍ପତି ବାର ମା ଲକ୍ଷ୍ମୀଙ୍କର ଦିନ। ଏହି ଦିନରେ ଘର ମଧ୍ୟରେ ଲଗା ସଫା କରିବା ଘର ମଧ୍ୟରେ ମା ଲକ୍ଷ୍ମୀଙ୍କର ବାସ ଛଡେଇ ଦେବା ସହିତ ସମାନ ହୋଇଥାଏ। ତେଣୁ ଏହିଦିନରେ ଭୁଲରେ ମଧ୍ୟ ଲୁଗା ସଫା କରନ୍ତୁ ନାହିଁ

ଆଧୁନିକ ଯୁଗରେ ଚିରା ଫଟା ବସ୍ତ୍ର ବା ଷ୍ଟାଇଲିସ ବସ୍ତ୍ର ଚାଲିଥିବା ବେଳେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ। ହୋଇଥାଏ। ମୁଖ୍ୟତଃ ଘରର ସ୍ତ୍ରୀ କିମ୍ବା ଝିଅମାନଙ୍କ ପାଇଁ ଏପରି ଚିରା ଫଟା ବସ୍ତ୍ର ଧାରଣ କରିବା ଅନୁଚିତ ହୋଇଥାଏ। ଏହା ଆପଣଙ୍କର ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିବା ସହିତ ଆପଣଙ୍କର ଧନ ଜନିତ ଅଭାବର କାରଣ ମଧ୍ୟ ସାଜିଥାଏ।

ବ୍ୟବହାର କରିଥିବା ବସ୍ତ୍ର କଦାପି ନ ସଜାଡି ରଖନ୍ତୁ ନାହିଁ। ଏହା ଶୁଭ ହୋଇନଥାଏ। ଏପରି ରଖିବା ଦ୍ୱାରା ଅନେକ ନକରାତ୍ମକ ଶକ୍ତି ଘର ମଧ୍ୟକୁ ଅଧିକ ଆକର୍ଷିତ ହୋଇଥାଏ। ତେଣୁ ସର୍ବଦା କପଡାକୁ ଭଲ ଭାବରେ ସଫା କରି ଭଲ ଭାବରେ ଭାଙ୍ଗିକି ରଖନ୍ତୁ। କାରଣ ପିନ୍ଧୁଥିବା ବସ୍ତ୍ରକୁ ଅସଜଡ଼ା ରଖିବା ଅନୁଚିତ ହୋଇଥାଏ।

ତେଣୁ ବନ୍ଧୁଗଣ ଲୁଗା ସଫା କରିବା ସମୟରେ ଏହିସବୁ ନିୟମକୁ ମାନି ଚଳିଲେ ଆପଣଙ୍କର ମଙ୍ଗଳ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *