Excuse Me Odisha

ଯାହା କହିବୁ ସତ କହିବୁ

ସପ୍ତାହରେ କେଉଁ ଦିନ ନଖ ଚୁଟି କାଟିବା ଭଲ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସପ୍ତାହରେ କେଉଁ ଦିନ ନଖ ଚୁଟି କାଟିବା ଭଲ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ସପ୍ତାହରେ କେଉଁ ଦୁଇ ଦିନରେ ନଖ ଚୁଟି କାଟିବା ଦ୍ବାରା କେବେବି ଧନର ଅଭାବ ହେବ ନାହିଁ। ପ୍ରତ୍ୟକ ମଣିଷର ଧନର ଦରକାର ହୋଇଥାଏ। ଆଜିର ଦୁନିଆରେ ଏମତି କିଛି କାମ ନାହିଁ ଯାହା ବିନା ଟଙ୍କାରେ କରାଯାଇ ପାରିବ। ଏମତିରେ ଜଣା ପଡୁଛି ଧନର ଆବଶ୍ୟକତା କେତେ ଅଛି। ବ୍ୟକ୍ତି ଧନବାନ ହେବ କି ନାହିଁ ଏହା ତାହାର ଗ୍ରହ ଏବଂ ନକ୍ଷତ୍ର ଉପରେ ହିଁ ନିର୍ଭର କରିଥାଏ।

ବ୍ୟକ୍ତି କେଉଁ ଦିନ କେଉଁ କାମ କରିଥାଏ ତାହାର ଅନୁସାରେ ବି ଗ୍ରହ ପରିବର୍ତ୍ତନ ହୋଇଥାଏ। ଭାରତରେ ଲୋକମାନ୍ୟତା ଅନୁସାରେ ମଙ୍ଗଳବାର ଗୁରୁବାର ଏବଂ ଶନିବାର ଦିନ ନଖ ଏବଂ ଚୁଟି କାଟନ୍ତୁ ନାହିଁ। ଜ୍ୟୋତିଷ ଅନୁସାରେ ଏହା ନିଷେଧ ଅଟେ। କିଛି ଲୋକ ଜାଣିଛନ୍ତି ରବିବାର ଏବଂ ସୋମବାର ଦିନ ଜ୍ୟୋତିଷରେ ମନା କରାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ ସପ୍ତାହରେ କେଉଁ ଦିନ ନଖ ଚୁଟି କାଟିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଆସିଥାଏ। କାମ କରିବା ଲୋକଙ୍କର ରବିବାର ଦିନ ଛୁଟି ଥାଏ ଏହି ଦିନ ସେମାନେ ନିଜ ଶରୀରର ସଫା ସୁତରାରେ ଧ୍ୟାନ ଦେଇଥାନ୍ତି। ଏମିତିରେ ସେମାନେ ନଖ ଏବଂ ଚୁଟିବି କାଟିଥାନ୍ତି।

ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କର ଦିନ ବୋଲି ମାନାଯାଏ। କୁହାଯାଏ ଏହି ଦିନ ଚୁଟି ଏବଂ ନଖ କାଟିବା ଦ୍ୱାରା ବ୍ୟକ୍ତିର ଧନ ଏବଂ ବୁଦ୍ଧିର ନାଶ ହୋଇଥାଏ। ସୋମବାର ଭଗବାନ ଶିବଙ୍କ ଦିନ। ସୋମବାର ଚୁଟି ଏବଂ ନଖ କାଟିବା ଦ୍ୱାରା ଅସୁବିଧାକୁ ନିମନ୍ତ୍ରଣ ଦେଲା ଭଳି ହୁଏ। ବ୍ରେନକୁ ସ୍ଥିର କରିବା ପାଇଁ ଏହି ଦିନ ନଖ ଏବଂ ଚୁଟି କାଟିବା ଠାରୁ ଦୂରେଇ ରୁହନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧବାର ଏବଂ ଶୁକ୍ରବାର ଦିନକୁ ନଖ ଏବଂ ଚୁଟି କାଟିବା ଦ୍ୱାରା ଘରେ ବୃଦ୍ଧି ହୋଇଥାଏ। ଘରେ ରହିଥିବା ଟଙ୍କା ସ୍ଥିର ରହିଥାଏ ଏବଂ ବିଜନେସରେ ବି ମଧ୍ୟ ବୃଦ୍ଧି ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପାରୁ ଧନର ବୃଦ୍ଧି ମଧ୍ୟ ହୋଇଥାଏ। ସେଥିପାଇଁ ବୁଧବାର ଏବଂ ଶୁକ୍ରବାରକୁ ନଖ ଏବଂ ଚୁଟି କାଟନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *