Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଦୁର୍ଲଭ ମହାସଂଯୋଗ,ଏହି ୬ ଟି ରାଶି ହେବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀପାବଳିରେ ଦୁର୍ଲଭ ମହାସଂଯୋଗ। ଏହି ୬ ଟି ରାଶି ହେବେ କୋଟିପତି।

ବନ୍ଧୁଗଣ ୪ ନଭେମ୍ବରରେ ଦୀପାବଳି ଏହି ୬ ଟି ରାଶି ହେବେ କୋଟିପତି। ବନ୍ଧୁଗଣ କାର୍ତ୍ତିକ ମାସର ଅମାବାସ୍ୟା ତିଥିକୁ ଦୀପାବଳି ମାନାଯାଏ। ଦୀପାବଳି ଦିନ ମା ଲକ୍ଷ୍ମୀ ଏବଂ ବିଘ୍ନ ହର୍ତା ଭଗବାନ ଗଣେଶଙ୍କର ପୂଜା କରାଯାଏ। ମାନ୍ୟତା ଅଛି ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ଧନଧାନ୍ୟରେ ପୂର୍ଣ୍ଣ ହୋଇଯାଏ। ଭଗବାନ ଗଣେଶଙ୍କର ପୂଜା କଲେ ସବୁ ବିଘ୍ନ ଦୂର ହୋଇଯାଏ । ସୁଖ ଶାନ୍ତିର ବରଦାନ ପ୍ରାପ୍ତ ହୋଇଥାଏ। ଦୀପାବଳି ପର୍ବ କାର୍ତ୍ତିକ ମାସର ତ୍ରୟଦୋଷୀ ତିଥିକୁ କୁହାଯାଏ। ଦୀପାବଳିରେ ଏହି ବର୍ଷ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ବନୁଅଛି। ଏହି ବର୍ଷ ଦୀପାବଳି ପର୍ବ ୪ ନଭେମ୍ବର ୨୦୨୧ର ଗୁରୁବାର ଦିନ ପଡୁଛି। ଗୁରୁବାର ମା ଲକ୍ଷ୍ମୀଙ୍କ ଦିନ। ଯାହା ଫଳରେ ଏହି ବର୍ଷ ଦୀପାବଳିରେ ଦୁର୍ଲଭ ମହାସଂଯୋଗ ବନୁଅଛି। ଏହି ବର୍ଷ ଦୀପାବଳିରେ ସର୍ବଗ୍ରହ ସିଦ୍ଧି ହେବା ସହିତ ୪ ଗ୍ରହର ଗତିବି ବନୁଅଛି ଅର୍ଥାତ ସୁର୍ଯ୍ୟ ବୁଧ ଚନ୍ଦ୍ର ମଙ୍ଗଳଙ୍କ ଗତି ବି ବନୁଅଛି। ଏହି ୪ ଗ୍ରହ ଗୋଟିଏ ହିଁ ରାଶିରେ ବିରାଜମାନ କରିବେ। ଏହି ଦୁର୍ଲଭ ମହାସଂଯୋଗରେ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହେବ। ଏହି ଦୀପାବଳିରେ ପୂଜା କରିବାର ଶୁଭ ମୁହୂର୍ତ୍ତ ହେଉଛି ୪ ନଭେମ୍ବର ସନ୍ଧ୍ୟା ୬.୯ ମିନିଟରୁ ରାତ୍ରି ୮.୨୦ମିନିଟ ପର୍ଯ୍ୟନ୍ତ ରହିବ। ଏହି ଦିନ ମା ଲକ୍ଷ୍ମୀ ବହୁତ ଶାନ୍ତ ମୁଦ୍ରାରେ ରହିଥାନ୍ତି। ଏହି ବର୍ଷ ଦୀପାବଳିରେ ରାଜଯୋଗ ଦୁର୍ଲଭ ଯୋଗ ହେବାକୁ ଯାଉଥିବାରୁ ମା ଲକ୍ଷ୍ମୀ ୬ ଟି ରାଶି ଉପରେ ବହୁତ ପ୍ରସନ୍ନ ହେବାକୁ ଯାଉଛନ୍ତି। ଯାହା ଫଳରେ ଏହି ରାଶି ମାନେ ଧନରେ ମାଲାମାଲ ହୋଇଯିବେ। ଏହି ରାଶିର ଲୋକ ମାନଙ୍କ ଭାଗ୍ୟକୁ ମା ଲକ୍ଷ୍ମୀ ଚମକାଇବେ ହେବ ଧନର ବର୍ଷା। ଆସନ୍ତୁ ଜାଣିନେବା ସେହି ୬ ଟି ରାଶି ବିଷୟରେ ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ବର୍ଷିବାକୁ ଯାଉଛି।

ମେଷ ରାଶି: ଏହି ବର୍ଷ ଏହି ରାଶି ପାଇଁ ଦୀପାବଳି ଦିନ ବହୁତ ଲକି ରହିବ। ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ପଡୁଛି। ସମସ୍ତ ବିଗିଡି ଯାଇଥିବା କାମ ହୋଇଯିବ ଏବଂ ବିଜନେସ ବ୍ୟାପାର ବଢିଯିବ। ଅଟକି ଯାଇଥିବା କାମ ସବୁ ହୋଇଯିବ। ଚାକିରୀରେ ପଦନ୍ନତି କରିବେ। ବହୁତ ପ୍ରକାରର ଆପଣଙ୍କୁ ଲାଭ ମିଳିବ। ଯେଉଁ ପ୍ରକାରର ବାଧା ବିଘ୍ନ ଆସିଯାଉଥିଲା ଆପଣଙ୍କ ଜୀବନରେ ସେ ସବୁ ଏବେ ଦୂର ହେବାକୁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟିରୁ ଆପଣଙ୍କ ବିଜନେସରେ ବହୁତ ଲାଭ ହେବ। ତା ସହିତ ଚାକିରୀରେ ପଦନ୍ନତି ସ୍ୟାଲେରି ମଧ୍ୟ ବଢ଼ିପାରେ।

ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷର ଦୀପାବଳି ବହୁତ ଭାଗ୍ୟଶାଳୀ ରହିବ। ମା ଲକ୍ଷ୍ମୀଙ୍କ ଖାସ କୃପାଦୃଷ୍ଟି ଏମାନଙ୍କ ଉପରେ ରହିବ ତା ସହିତ ଧନର ଦେବତା କୁବେରଙ୍କର ମଧ୍ୟ କୃପାଦୃଷ୍ଟି ରହିବ। ଯେକୌଣସି ବି କାମ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି କରିବେ ତ ସେଥିରେ ସତ ପ୍ରତିଶତ ଲାଭ ମିଳିବାର ସମ୍ଭାବନା ରହିଛି। ଯଦି ଆପଣଙ୍କର କୌଣସି କାମ ରହିଯାଇଛି ବ୍ୟାପାର ବାଣିଜ୍ୟ ହେଉ କିମ୍ବା ବ୍ୟବସାୟ ହେଉ ଆପଣଙ୍କର ସେହି କାମ ମଧ୍ୟ ପୁର୍ଣ ହୋଇଯିବ।

କନ୍ୟା ରାଶି। ଏହି ରାଶିର ଲୋକଙ୍କର ଭାଗ୍ୟ ବହୁତ ତେଜରେ ଚମକିବାକୁ ଯାଉଛି। କାହିଁକିନା ଏହି ବର୍ଷ ଦୀପାବଳି ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ରହିବ। ଧନର ଦେବୀ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ତା ସହିତ ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ବହୁତ ଭଲ ରହିବ। ପତି-ପତ୍ନୀଙ୍କ ମଧ୍ୟରେ ଭଲ ସମ୍ବଦ୍ଧ ରହିବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ସମସ୍ୟା ଆସୁଥିଲା ତାହା ସବୁ ଦୂର ହୋଇଯିବ। ଆର୍ଥିକ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହେବାକୁ ଲାଗିବ।

ତୁଳା ରାଶି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏବେ ବହୁତ ତେଜରେ ଚମକିବାକୁ ଯାଉଛି। କାହିଁକିନା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ପଢ଼ା ଲେଖାରେ ଆପଣ ମାନେ ବହୁତ ଭଲ ପ୍ରଦର୍ଶନ କରିପାରିବେ। ରହିଯାଇ ଥିବା କାମ ପୁରା ହେବ। ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କର ବହୁତ ଉତ୍ତମ ରହିବ ଏବଂ ଧାର୍ମିକ କାର୍ଯ୍ୟରେ ଆୟୋଜନ କରିପାରନ୍ତି। ଶୁଭ କାର୍ଯ୍ୟ ହୋଇପାରେ। ବାହାଘରର ମଧ୍ୟ ଚର୍ଚ୍ଚା ହୋଇପାରେ। ତା ସହିତ ଆର୍ଥିକ ସମସ୍ୟା ଦୂର ହେବ।

ମୀନ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ବିଶେଷ ଭାବରେ ରହିବ। ଏବେ ଆପଣଙ୍କ ଭାଗ୍ୟକୁ ଚମକାଇ ଦେବେ। ଆପଣ ଯେଉଁବି କାମ କରିବେ ସତ ପ୍ରତିଶତ ଲାଭ ମଧ୍ୟ ଆପଣଙ୍କୁ ମିଳିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ବହୁତ ଭଲ ରହିବ।

ମକର ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ମୁଦ୍ରାରେ ରହିବେ ଏବଂ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରଦାନ କରିବେ। ଏହି ଦୀପାବଳି ଦିନ ସାନ ବଡ଼ ଭାଇ ଭଉଣୀ ଏବଂ ପିତା ମାତାଙ୍କୁ ବହୁତ ଭଲ ଯୋଗ ମିଳିବ। ଘରେ ସୁଖ ସମୃଦ୍ଧିର ଛାୟା ଖେଳିଯିବ। ଜୀବନସାଥୀଙ୍କର ସହଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଯଦି ବିଦେଶରେ ରହୁଛନ୍ତି ତାହେଲେ ବିଦେଶକୁ ଯାତ୍ରା କରିପାରନ୍ତି। ବଡ଼ କମ୍ପାନୀରୁ ଅଫର ଆସିପାରେ। ତା ସହିତ ନୂତନ ଚାକିରୀ ମିଳିପାରେ। ଆପଣଙ୍କର ଅଟକି ଯାଇଥିବା ସମସ୍ତ କାମ ହୋଇଯିବ। ଆର୍ଥିକ ସମସ୍ୟା ଦୂର ହେବ। ଆୟରେ ବୃଦ୍ଧି ମଧ୍ୟ ହେବ।

ଏହି ବର୍ଷ ୪ ନଭେମ୍ବରରେ ବହୁତ ସାରା ରାଜଯୋଗ ଦୁର୍ଲଭ ଯୋଗ ହେଉଥିବାରୁ ଏହି ୬ ଟି ରାଶିରେ ଲାଗିବ ଲଟେରୀ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *