Excuse Me Odisha

ଯାହା କହିବୁ ସତ କହିବୁ

ଏମାନଙ୍କ ମଧ୍ୟରୁ ପସନ୍ଦ କରନ୍ତୁ ଗୋଟିଏ ଝିଅ ଏବଂ ଜାଣନ୍ତୁ ନିଜ ବିଷୟରେ ଖାସ୍ ଗୁପ୍ତ କଥା ଏବଂ ବ୍ୟକ୍ତିଗତ ସମ୍ପର୍କରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ଜାଣିଛନ୍ତି ଯେ ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ଅଟେ। କାରଣ ମଣିଷ ଠାରେ ବିଚାର କରିବାର ସକ୍ଷମତା ରହିଛି। କିନ୍ତୁ ପ୍ରତ୍ୟେକ ମଣିଷର ଆଚାର ବିଚାର, ଚାଲିଚଳନ, ଶାରୀରିକ ଗଠନ ସମାନ ହୋଇ ନଥାଏ। ପ୍ରତ୍ୟେକ ଲୋକଙ୍କର ଅଲଗା ଅଲଗା ବ୍ୟକ୍ତିତ୍ଵ ହୋଇଥାଏ। ଜଣେ ଲୋକକୁ ଭଲଭାବରେ ଜାଣିବା ପାଇଁ ତାଙ୍କ ସହିତ ଅଧିକ ମିଳାମିଶା କରିବା ଉଚିତ।

ତେବେ ଯାଇ ଆମେ ସେହି ଲୋକର ଚରିତ୍ର, ସ୍ଵଭାବ ସମ୍ପର୍କରେ ଜାଣି ଥାଉ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖାଇବୁ, ସେହି ଫଟୋ ମଧ୍ୟରୁ ଆପଣ ଗୋଟିଏ ଫଟୋ ବାଛିବେ। ଏହାଦ୍ବାରା ଆପଣଙ୍କ ସ୍ଵଭାବ ବିଷୟରେ ଭଲଭାବରେ ଜାଣି ହେବ।

୧/ ଯଦି ଆପଣମାନେ ପ୍ରଥମ ଫଟୋଟିକୁ ପସନ୍ଦ କରିଛନ୍ତି, ତାହେଲେ ଆପଣ କେବେବି ଅନ୍ୟର ସାହାଯ୍ୟ ନେବା ପାଇଁ ପସନ୍ଦ କରନ୍ତି ନାହିଁ। ଅନେକ କଷ୍ଟକର ପରିସ୍ଥିତି ଆସିଲେ ମଧ୍ୟ ଆପଣ ଏହାର ସମାଧାନ କରିବାକୁ ପ୍ରୟାସ କରନ୍ତି।ଆପଣ ସର୍ବଦା ନିଜ କାର୍ଯ୍ୟ ନିଜେ କରିବାକୁ ପସନ୍ଦ କରିଥାନ୍ତି, ଏହାଦ୍ବାରା ଆପଣ ନିଜ କର୍ମ ବଳରେ ସର୍ବଦା ଶିଖରରେ ରହିଥାନ୍ତି।

୨/ ଯଦି ଆପଣମାନେ ଦିତୀୟ ଫଟୋଚିତ୍ରକୁ ବାଛିଛନ୍ତି, ତାହେଲେ ଆପଣ ସର୍ବଦା ପାର୍ଟି, ମଜାମସ୍ତି, କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଆପଣ ସର୍ବଦା ଆଧୁନିକ ସମାଜରେ ରହିବାକୁ ପସନ୍ଦ କରିଥାନ୍ତି। ଏହାସହିତ ଆପଣ ନିଶାଦ୍ରବ୍ୟ ମଧ୍ୟ ସେବନ କରନ୍ତି।

୩/ ଯଦି ଆପଣମାନେ ତୃତୀୟ ଚିତ୍ରକୁ ପସନ୍ଦ କରିଛନ୍ତି, ତାହେଲେ ଆପଣଙ୍କ ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ ଆପଣ କେବେବି ମୁଣ୍ଡ ନୁଆଁନ୍ତି ନାହିଁ ଏବଂ ହାର ମାନନ୍ତି ନାହିଁ। ଆପଣ ସର୍ବଦା ସାହସର ସହିତ ସବୁ ସମସ୍ୟାକୁ ସାମ୍ନା କରିଥାନ୍ତି। ଗୁରୁଜନଙ୍କୁ ଆପଣ ଆଦର ସମ୍ମାନ କରନ୍ତି। ଏହାସହିତ ଆପଣ ଅଧିକ ଶକ୍ତିଶାଳୀ ମଧ୍ୟ ଅଟନ୍ତି।

୪/ ଯଦି ଆପଣମାନେ ଚତୁର୍ଥ ଚିତ୍ରଟିକୁ ବାଛିଛନ୍ତି, ତାହେଲେ ଆପଣ ଭାବୁକ ପ୍ରବୃତିର ବ୍ୟକ୍ତି ଅଟନ୍ତି। ଆପଣ ଯେକୌଣସି ଲୋକକୁ ସହଜରେ ବିଶ୍ୱାସ କରି ନିଅନ୍ତି। ଆପଣ କେବେବି ଅନ୍ୟମାନଙ୍କର ହାନୀ ହେବାର ଚିନ୍ତା ମଧ୍ୟ କରନ୍ତି ନାହିଁ। ଆପଣ ସାମାନ୍ୟ କୌଣସି କଥାରେ ସଙ୍ଗେ ସଙ୍ଗେ କାନ୍ଦି ପକାଇ ଥାଆନ୍ତି

୫/ ଯଦି ଆପଣ ପଞ୍ଚମ ଫଟୋଟିକୁ ବାଛିଛନ୍ତି, ତାହେଲେ ଆପଣ ବହୁତ ପରିଶ୍ରମୀ ଅଟନ୍ତି। ଆପଣଙ୍କର ଆତ୍ମବିଶ୍ବାସ ସର୍ବଦା ସୁଦୃଢ ରହିଥାଏ। ଅନ୍ୟମାନଙ୍କର ସାହାଯ୍ୟ ବିନା ଆପଣ ଆଗକୁ ବଢିବା ପାଇଁ ପ୍ରୟାସ କରିଥାନ୍ତି।

ବନ୍ଧୁଗଣ ଯଦି ଆମର ପୋଷ୍ଟ ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଏହାକୁ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *