Excuse Me Odisha

ଯାହା କହିବୁ ସତ କହିବୁ

ସିଂହ ରାଶିର ଲୋକମାନେ ଦୀପାବଳି ଦିନ ଭୁଲରେ କରନ୍ତୁ ନାହିଁ ଏହି ସାତଟି କାର୍ଯ୍ୟ, ନହେଲେ ଆପଣଙ୍କ ଜୀବନ ନର୍କ ହୋଇ ଯାଇପାରେ

ସେୟାର୍ କରନ୍ତୁ

ବନ୍ଧୁଗଣ, ଦୀପାବଳୀ ହେଉଛି ଏପରି ଏକ ପର୍ବ ଯାହାକୁ ଆମେ ବହୁତ ଧୁମଧାମରେ ପାଳନ କରିଥାଉ।ଏହାସହିତ ଏହି ପର୍ବ ପାଳନ କରିବା ପାଇଁ ଆମେ ଅନେକ ଆଗରୁ ପ୍ରସ୍ତୁତି ମଧ୍ୟ କରିଥାଉ। ଏପରି ମଧ୍ୟ ବିଶ୍ୱାସ ରହିଛି କି ଦୀପାବଳୀ ଦିନ ଆମ ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।ଏହିଦିନ ଦେବୀ ଲକ୍ଷ୍ମୀଙ୍କ ଆଗମନ ପାଇଁ ଅନେକ ପ୍ରକାରର ପ୍ରସ୍ତୁତି ମଧ୍ୟ ଆମେ କରିଥାଉ।କହିବାକୁ ଗଲେ, ଏପରି କିଛି କାର୍ଯ୍ୟ ମଧ୍ୟ ରହିଛି ଯାହାକୁ ଦୀପାବଳୀ ଦିନ କରିବା ଉଚିତ ନୁହେଁ। ଏଭଳି କାର୍ଯ୍ୟ କଲେ, ଆପଣଙ୍କୁ ଅନେକ ପ୍ରକାରର କ୍ଷତି ସହିବାକୁ ପଡିପାରେ।

ଏପରି କିଛି କାର୍ଯ୍ୟ ରହିଛି ଯାହାକୁ ଦୀପାବଳୀ ଦିନ କରିବା ଉଚିତ ନୁହେଁ। କାରଣ ଏଭଳି କାର୍ଯ୍ୟ କରିବା ଦ୍ୱାରା ଆମ ଉପରେ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଏହାସହିତ ଆମକୁ ଏହି ସମସ୍ତ କାର୍ଯ୍ୟ କରିବାରୁ ଦୂରେଇ ରହିବା ଆବଶ୍ୟକ।ନଚେତ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଥମେ ହେଉଛି ଦୀପାବଳି ଦିନ କେବେ ମଧ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ।

ଏପରି କରିବା ଫଳରେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ଅନେକ ମାତ୍ରାରେ କ୍ରୋଧିତ ହେବାର ସମ୍ଭାବନା ରହିଛି। ଦୀପାବଳି ଦିନ କେବେ ମଧ୍ୟ ଝାଡୁରେ ଗୋଡ଼ ଲଗାନ୍ତୁ ନାହିଁ।ଏପରି କୁହାଯାଏ କି ଝାଡ଼ୁ, ଦେବୀ ଲକ୍ଷ୍ମୀଙ୍କର ଏକ ଅଂଶ ହୋଇଥାଏ।ତେଣୁ ଆପଣ ଦୀପାବଳୀ ଦିନ ଏହାକୁ ଯତ୍ନର ସହିତ ଘରର ଗୋଟେ ସ୍ଥାନରେ ରଖି ଦିଅନ୍ତୁ।

ଏହାସହିତ ଝାଡୁକୁ ଦୀପାବଳି ଦିନ ବ୍ୟବହାର କରନ୍ତୁ ନାହିଁ। ଏହିଦିନରେ କେବେବି ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। କାରଣ ଦୀପାବଳି ଦିନ ସନ୍ଧ୍ୟା ସମୟରେ ଶୋଇଲେ ଆପଣଙ୍କୁ ଅନେକ ପ୍ରକାରର ରୋଗ ଗ୍ରାସ କରିପାରେ।ତେଣୁ କେବେ ମଧ୍ୟ ଦୀପାବଳୀ ଦିନ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ।

ଦୀପାବଳି ହେଉଛି ଆଲୋକର ପର୍ବ। ସେହି କାରଣରୁ ଆପଣ ନିଜର ଘରକୁ ଆଲୋକରେ ସଜାଇ ରଖନ୍ତୁ।ନିଜର ଘରକୁ କେବେ ମଧ୍ୟ ଅନ୍ଧାରରେ ରଖନ୍ତୁ ନାହିଁ।ନଚେତ ଆପଣଙ୍କ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।ଏହାସହିତ ଆପଣ ଦୀପାବଳୀ ଦିନ ନିଜକୁ କୌଣସି ପ୍ରକାରର ଜୁଆ ଖେଳିବାରୁ ଦୂରେଇ ରଖିବା ଉଚିତ।

ଯଦି ଆପଣ ଦୀପାବଳି ଦିନ ଜୁଆ ଖେଳନ୍ତି, ତାହେଲେ ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ପାରନ୍ତି। ଦୀପାବଳି ଦିନ ଆପଣଙ୍କୁ ଏହି ସମସ୍ତ କାର୍ଯ୍ୟ କରିବାରୁ ନିଜକୁ ଦୂରେଇ ରଖିବା ଉଚିତ। ନଚେତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ଏବଂ ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ସେଥିପାଇଁ ଦୀପାବଳୀ ଦିନ ଆପଣ ଏହି ସମସ୍ତ କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ଏହାସହିତ ଶୁଦ୍ଧ ମନରେ ଦେବୀ ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *