Excuse Me Odisha

ଯାହା କହିବୁ ସତ କହିବୁ

ଗୁପ୍ତ ଲକ୍ଷ୍ମୀ ମନ୍ତ୍ର କୌଣସି ବି ଦିନ ଶୁଣି ଦିଅନ୍ତୁ,ଆଉ ୨୪ ଘଣ୍ଟାରେ ଦେଖନ୍ତୁ କେମିତି ଚମତ୍କାର ଘଟିବ ଆପଣଙ୍କ ସହିତ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁପ୍ତ ଲକ୍ଷ୍ମୀ ମନ୍ତ୍ର କୌଣସି ବି ଦିନ ଶୁଣିଦେଲେ ୨୪ ଘଣ୍ଟାରେ ନିଜ ଆଖିରେ ଦେଖିବେ ଚମତ୍କାର।

ମା ଲକ୍ଷ୍ମୀ ଯାହାକୁ ଚଞ୍ଚଳା ଦେବୀ ମଧ୍ୟ କୁହାଯାଏ। ଯିଏକି ବହୁତ ଅଧିକ ଚଞ୍ଚଳା ଅଟନ୍ତି ସେ ହେଉଛନ୍ତି ମା ଲକ୍ଷ୍ମୀ। ଯିଏ ଗୋଟିଏ ଜାଗାରେ ରହି ପାରନ୍ତି ନାହିଁ। କେବେ ଏଠି ତ କେବେ ସେଠି ବୁଲି ରହିଥାନ୍ତି। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ବିଷୟରେ ଜଣେଇବୁ ଯେଉଁ ମନ୍ତ୍ର ଦ୍ୱାରା ତାଙ୍କୁ ଶୀଘ୍ର ଆକର୍ଷିତ କରିହେବ ତାହା ଆପଣ ଜାଣିବେ। ବହୁତ ଲୋକଙ୍କ ଜୀବନରେ ଧନର ସମସ୍ୟା ରହିଥାଏ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇପାରେ ନାହିଁ। ତେବେ ଆଜି ଆମେ ମା ଲକ୍ଷ୍ମୀଙ୍କର କିଛି ରହସ୍ୟ ବିଷୟରେ ଜଣେଇବୁ। ଏପରି ହୋଇଥାଏ କି ଯେଉଁ ବ୍ୟକ୍ତି ଅଧିକ ଚଞ୍ଚଳ ହୋଇଥାଏ ତାହା ପାଖରେ ମା ଲକ୍ଷ୍ମୀ ଆପେ ଆକର୍ଷିତ ହୋଇଥାନ୍ତି। କାରଣ ମା ଲକ୍ଷ୍ମୀ ସ୍ଵୟଂ ହିଁ ଚଞ୍ଚଳା ଅଟନ୍ତି ମାନେ କି ଏପରି ଲୋକ ଯାହାଙ୍କର ଗୋଟେ ଜାଗାରେ ମନ ଲାଗେନାହିଁ।

ଯେଉଁବି ଲୋକ ଭୋଗ ବିଳାସ ଆଦିରେ ପଡେ ତା ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ପିଚାରେ ହୋଇଥାଏ ଆଉ ଯେଉଁ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରେ ଆଉ ମହିଳାଙ୍କୁ କେବେବି ଅପମାନ କରିନଥାନ୍ତି ସେହି ଘରେ ମା ଲକ୍ଷ୍ମୀ ପଦ୍ମ ଫୁଲରେ ବିରାଜମାନ ହୋଇ ସେହି ବ୍ୟକ୍ତିଙ୍କ ଘରକୁ ଯାଇଥାନ୍ତି। ଯେଉଁ ବ୍ୟକ୍ତ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରିଥାଏ ସେହି ବ୍ୟକ୍ତିଙ୍କର ପୋଷଣ ମା ଲକ୍ଷ୍ମୀ ସ୍ୱୟଂ ହିଁ କରିଥାନ୍ତି। ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହୁ ତେବେ ନିଜ ଚୁଟିକୁ ସଫା ସୁତରା ରଖନ୍ତୁ ନିଜ କପଡାକୁ ସଫା ସୁତରା ରଖନ୍ତୁ। ଯେଉଁଠାରେ ଶୋଇ ଥାନ୍ତି ସେଠାରେ ଚନ୍ଦନର ବାସ୍ନା ଆସିବା କଥା। ଏହା ଦ୍ବାରା ଶୋଉଥିବା ବ୍ୟକ୍ତିର ମଣିପୁର ଚକ୍ର ଜାଗ୍ରତ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ମଣିପୁର ଚକ୍ର ପ୍ରବଳ ହୋଇଥାଏ ସେ ବ୍ୟକ୍ତି ଧନର ଆଗମନକୁ ଡାକିଥାନ୍ତି। ଧନ ତାଙ୍କ ଆଡ଼କୁ ଆକର୍ଷିତ ହୋଇଥାଏ। ଏଥିପାଇଁ ନାଭିରେ ଚନ୍ଦନ ଅତର ଲଗାଇବାକୁ କୁହାଯାଏ।

ସେହିପରି ପଦ୍ମର ଅତର ବା ପଦ୍ମ ଫୁଲର ରସ ନାଭିରେ ଲଗାଇଲେ ଏହା ଦ୍ୱାରା ବି ମଣିପୁର ଚକ୍ର ବଳବାନ ହୋଇଥାଏ। ନାଭି କୋମଳର କେନ୍ଦ୍ର ଅଟେ ମାନେ ଧନର କେନ୍ଦ୍ର ଅଟେ ଯାହା ସୌଭାଗ୍ୟ ସୁଖର ଆଗମନର ସ୍ଥାନ ଅଟେ। ଏଥିପାଇଁ ଧ୍ୟାନ ରଖିବେ ଗାଧୋଇବା ସମୟରେ ନିଜ ନାଭିକୁ ଭଲ ଭାବରେ ସଫା କରିବେ। ଯଦି ଆପଣ ଚାହୁଁଛନ୍ତି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ ତେବେ ପ୍ରତିଦିନ ରୁଦ୍ରକ୍ଷ୍ୟ ବା କୋମଳଗଟା ମାଳାରେ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ। ତେବେ ମନ୍ତ୍ର ଟି ହେଉଛି ଓଁ ଶ୍ରୀମ ହୃମ କ୍ଲିନ ଇନ କମଳା ବାସିନୀ ସ୍ୱାହା। ଏହି ମନ୍ତ୍ରକୁ ଜପ କରି ସ୍ୱୟଂ ଭଗବାନ କୁବେର ଧନ ପ୍ରାପ୍ତି କରିଥିଲେ। ସେହିଭଳି ମା ଲକ୍ଷ୍ମୀଙ୍କ ମନ୍ତ୍ର ଓଁ ଶ୍ରୀମ ହୃରିଂ ଶ୍ରୀଙ୍ଗ କୋମଳେ କମଳାୟପ୍ରସିଦ୍ଧ ପ୍ରସିଦ୍ଧ ଓଁ ଶ୍ରୀମ ହୃରିଂ ଶ୍ରୀଙ୍ଗ ମହାଲକ୍ଷ୍ମୀ ନମଃ। ଏହି ଦୁଇଟି ମନ୍ତ୍ର ପ୍ରତିଦିନ ଜପ କଲେ ଧନର ସମସ୍ତ ସମସ୍ୟା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *