Excuse Me Odisha

ଯାହା କହିବୁ ସତ କହିବୁ

ଜୀବନକୁ ବର୍ବାଦ କରି ଦେଇଥାନ୍ତି ଏହି ନାମର ଝିଅମାନେ । ସେମାନଙ୍କର ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୀବନକୁ ବର୍ବାଦ କରିଦିଅନ୍ତି ଏହି ନାମର ଝିଅ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ।

ବନ୍ଧୁଗଣ ଜୀବନକୁ ବର୍ବାଦ କରିଦିଅନ୍ତି ଏହି ନାମର ଝିଅ। ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ।ଏଦୁନିଆରେ ସବୁଠୁ ଅନଖ ପ୍ରେମ ହେଉଛି ଏକ କପୁଲରେ ଥିବା ଯାହା କେବେ କେଉଁଥର ହୋଇଯାଏ ତାହା କେହି ଜାଣି ପାରିବେ ନାହିଁ। ଯଦି ଆପଣଙ୍କ ଜୀବନରେ ଏହି ନାମର ଝିଅମାନେ ଆସନ୍ତି ତେବେ ଚେଷ୍ଟା କରନ୍ତୁ ଏହି ନାମର ଝିଅଙ୍କ ଠାରୁ ଦୂରେଇ ରହିବା ପାଇଁ। କ୍ରୋଧ କ୍ରୋଧ କରିବା ମାନସିକ ଏବଂ ସାମାଜିକ ଦୃଷ୍ଟିରୁ ଖରାପ ଅଟେ। ରାଗ ମଣିଷ ପାଇଁ ସବୁଠାରୁ ବଡ଼ ଶତ୍ରୁ। ଅଧିକାଂଶ ସମୟରେ ବ୍ୟକ୍ତି ନିଜର ରାଗ ପାଇଁ ଅନେକ କିଛି ହରାଇଥାଏ। ଜଣେ ବ୍ୟକ୍ତିର ନାରୀ ଭୂମିକା ମହତ୍ୱ ଅଟେ। ନାରୀ ଚାହିଁଲେ ବ୍ୟକ୍ତି ଜୀବନକୁ ସୁଧାରି ପାରିବ ଚାହିଁଲେ ବିଗାଡି ପାରିବ। ଆଜି ଆମେ ଏମିତି କିଛି ଝିଅଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେ ଅଧିକ ରାଗ ସ୍ୱଭାବର ହୋଇଥାନ୍ତି।

B ନାମର ଝିଅ। ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଛି ସେମାନେ ଅତ୍ୟନ୍ତ ରା-ଗି। ସର୍ବଦା ନିଜ ରାଗକୁ ଅନ୍ୟ ଉପରେ ସୁଝାଇ ଥାନ୍ତି। ଏହା ପରେ ଏମାନେ ଶାନ୍ତ ହୋଇଥାନ୍ତି କିନ୍ତୁ ଏହି ନାମର ଝିଅମାନେ ହୃଦୟରୁ ମଧ୍ୟ ଭଲ ଏବଂ କୋମଳ ହୋଇଥାନ୍ତି।

S ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ। ଏହି ନାମରୁ ଆରମ୍ଭ ହୋଇଥିବା ଝିଅମାନଙ୍କର ରାଗ ଅଧିକା ହୋଇଥାଏ। ଏମାନେ କିଛି କଥାକୁ ସହି ପାରନ୍ତି ନାହିଁ ଏମାନେ ନିଜ ରାଗକୁ ଅନ୍ୟ ଉପରେ ସୁଝାଇଥାନ୍ତି କିନ୍ତୁ ହୃଦୟରୁ ଏମାନେ ବହୁତ ଭଲ ସ୍ୱଭାବର ହୋଇଥାନ୍ତି।

P ନାମର ଝିଅ ମାନେ। ଏହି P ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ କଥା କଥାରେ ରାଗିଥାଆନ୍ତି। ଏମାନଙ୍କର ରାଗ ଅଜବ ପ୍ରକାରର ହୋଇଥାଏ। ଏମାନେ ଯେଉଁ ସମୟରେ ରାଗି ଥିବେ ସେହି ସମୟରେ ନିଜର ରାଗ ଉପରେ ନିୟନ୍ତ୍ରଣ କରିପାରିବେ। ଅନେକ ସମୟରେ ଉଚ୍ଚ ଭାବନା ରହିଥାଏ କିନ୍ତୁ ହୃଦୟରୁ ଏମାନେ ବହୁତ ଭଲ ହୋଇଥାନ୍ତି ଏମାନେ ଏତେ ଭଲ ହୋଇଥାନ୍ତି ଯେ ଏମାନେ ବହୁତ ଶୀଘ୍ର ଅନ୍ୟକୁ ବିଶ୍ୱାସ କରିଦିଅନ୍ତି। ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ସ୍ଵଭାଵ ରାଗି ହୋଇଥାଏ ତେଣୁ ଏମାନଙ୍କ ଠାରୁ ଅଧିକ ସତର୍କ ରହିବା ଉଚିତ।

ତ ବନ୍ଧୁଗଣ ଜାଣିଲେ ଏହି ସବୁ ଅକ୍ଷର ଥିବା ଝିଅମାନେ ବହୁତ ରାଗି ହୋଇଥାନ୍ତି ଏମାନଙ୍କ ଠାରୁ ଦୂରେଇ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *