Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଏହି ତିନୋଟି ରାଶିର ଭାଗ୍ୟ ଚମକିବ,ହେବ ତାଙ୍କ ଉପରେ ଧନ ବର୍ଷା !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। କୌଣସି ବ୍ୟକ୍ତିର ଜନ୍ମ ସମୟରେ ଯଦି ସେହି ବ୍ୟକ୍ତିଙ୍କ ରାଶିରେ ଚନ୍ଦ୍ର ଗ୍ରହ ରହିଥାନ୍ତି, ତାହେଲେ ସେହି ବ୍ୟକ୍ତିର ସେହି ରାଶି ହୋଇଥାଏ। ଯାହାକୁ ଚନ୍ଦ୍ର ରାଶି ବୋଲି କୁହାଯାଇଥାଏ। ସେହିପରି ଚନ୍ଦ୍ର ରାଶି ଭଳି ୧୨ଟି ରାଶି ଗୁଡ଼ିକ ପାଇଁ ଅଲଗା ଅଲଗା ଅକ୍ଷର ମଧ୍ୟ କୁହାଯାଇଛି।ସେହି ରାଶି ଏବଂ ନାମର ଅକ୍ଷରକୁ ନେଇ ସମସ୍ତଙ୍କ ଭାଗ୍ୟ ଏବଂ ଭବିଷ୍ୟତ ଅଲଗା ଅଲଗା ହୋଇ ଯାଇଥାଏ। କିନ୍ତୁ କିଛି ଏପରି ରାଶିର ଲୋକ ରହୁଛନ୍ତି, ଯେଉଁ ମାନେ ଅନ୍ୟ ରାଶିର ଲୋକଙ୍କ ତୁଳନାରେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ସେଥିମଧ୍ୟରୁ ଆମେ ଆଜି ଆପଣ ମାନଙ୍କୁ ଚାରୋଟି ରାଶି ଗୁଡ଼ିକ ବିଷୟରେ କହିବା ପାଇଁ ଯାଉଛୁ। ଯେଉଁମାନେ ଏହି ଦୀପାବଳୀ ପର୍ବରେ ଭାଗ୍ୟଶାଳୀ ରାଶି ଭାବରେ ଗଣା ଯିବେ।

ବୃଷ ରାଶି –

ରୋଜଗାର ନଥିବା ଯୁବକ ମାନଙ୍କୁ ନୂଆ ଚାକିରୀ ମିଳିବା ସହିତ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଆପଣ ମାନଙ୍କୁ ସୂଚନା ଦେଉଛୁ କି ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ପରିବାର ଉପରେ ରହିଥିବା ସମସ୍ତ ସଙ୍କଟ ଦୂର ହୋଇଯିବ। ଆପଣ ନିଷ୍ଠାର ସହିତ ସବୁ କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ଏହି ସମୟରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।ବ୍ୟବସାୟରେ ଆଶା ଠାରୁ ଅଧିକ ଲଭବାନ ହେବେ।

ଧନୁ ରାଶି –

ଧନୁ ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରହିବେ। ଯେଉଁ ଲୋକମାନେ ବ୍ୟାପାର କରୁଛନ୍ତି, ସେମାନଙ୍କୁ ବିଶେଷ ଭାବରେ ଲାଭ ମିଳିବାର ଯୋଗ ରହିଛି। ଆଗାମୀ ସମୟରେ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପଦୋନ୍ନତୀ ହେବା ସହିତ ଆପଣ ଅଧିକ ସମ୍ମାନ ଲାଭ କରିବେ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଛି। ଭଗବାନ ଶ୍ରୀରାମଙ୍କର ଆଶୀର୍ବାଦ ଯୋଗୁଁ ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ କି ଆପଣ ମାନଙ୍କୁ ଏହି ସମୟରେ ଅଧିକ ଧନ ଆୟ ହେବାର ସମ୍ଭାବନା ରହିଛି। ଏହି ଦୀପାବଳୀ ପର୍ବରେ ଆପଣଙ୍କ ଉପରେ ରହିଥିବା ଋଣର ଭାର ଖସିଯିବ। ଏହି ଦୀପାବଳୀ ସମୟରେ ଆପଣଙ୍କର ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ଆପଣ ସମ୍ପନ୍ନ କରିବେ ଏବଂ ସଫଳତା ଅର୍ଜନ କରିବେ।

ଏହିଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମେ ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *