Excuse Me Odisha

ଯାହା କହିବୁ ସତ କହିବୁ

ଏ ଭିତରୁ ବାଛନ୍ତୁ ଗୋଟିଏ ଚିତ୍ର – ଦେଖନ୍ତୁ ନିଜ ଭବିଷ୍ୟତ ଓ ଆପଣଙ୍କ ସ୍ୱଭାବ ଲୋକଙ୍କ ପାଇଁ କିପରି,ଜାଣନ୍ତୁ ସମ୍ପୂର୍ଣ ଭାବରେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଭିତରୁ ବାଛନ୍ତୁ ଗୋଟିଏ ଚିତ୍ର ଦେଖନ୍ତୁ ନିଜ ଭବିଷ୍ୟତ ଏବଂ ନିଜର ସ୍ଵଭାବ କିପରି।

ବନ୍ଧୁଗଣ ଏହି ଫୋଟ ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ମନବୈଜ୍ଞାନିକ ପ୍ରଣାଳୀରେ ଜାଣିପାରିବେ। ଗୋଟିଏ ଆକୃରି ଯଦି ଆପଣ ବାଛୁଛନ୍ତି ତାହେଲେ ଆପଣଙ୍କର ଭବିଷ୍ୟତରେ କଣ ସମସ୍ୟା ଆସିବ ତାହା ଆପଣ ଜାଣିପାରିବେ ଏହି ଆକୃତି ମାଧ୍ୟମରେ ଆପଣ ନିଜର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ସଙ୍କେତିକ ତଥ୍ୟ ଜାଣିପାରିବେ। ଏଠାରେ ଆପଣଙ୍କୁ ୫ ପ୍ରକାରର ଆକୃତି ଦେଖା ଯାଇଛି। ଏଠାରେ ଆପଣ ଏହି ଭିତରୁ ଗୋଟିଏ ଆକୃତି ଅର୍ଥାତ ପ୍ରଥମ ନଜରରେ ଯେଉଁ ଆକୃତି ପସନ୍ଦ ଆସୁଛି ବାଛନ୍ତୁ ଏବଂ ଆପଣ ଜାଣି ପାରିବେ ନିଜର ସମସ୍ୟା ବିଷୟରେ।

ଯେଉଁମାନେ ପ୍ରଥମ ଚିତ୍ର ବାଛିଛନ୍ତି। ପ୍ରଥମ ଚିତ୍ର ସଂହ। ସିଂହ ସୌରର ପ୍ରତୀକ ହୋଇଥାଏ। ସେଥିପାଇଁ ଜ୍ୟୋତିଷଙ୍କ ଅନୁସାରେ ଏହାକୁ ସୂର୍ଯ୍ୟଙ୍କର ସ୍ୱରୂପ ମାନାଯାଏ। ସୂର୍ଯ୍ୟଙ୍କର ପ୍ରଭାବିତ ରାଶି ସହିତ ହୋଇଥାଏ। ଏହାକୁ ଯେଉଁମାନେ ବାଛିଛନ୍ତି ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ଭାଗ୍ୟରେ ତା ସହିତ ଅପେକ୍ଷା କରି ଚାଲୁଛନ୍ତି ଆପଣଙ୍କୁ ଆପଣଙ୍କ ଜୀବନଶୈଳୀରେ ସୁଧାର ଆଣିବାକୁ ଆବଶ୍ୟକ ଅଟେ। ଏହା ସହିତ ଆପଣ କେଉଁ ରାସ୍ତାରେ ଅଛନ୍ତି ସେହି ସଙ୍କେତ ଦେଇଥାଏ। ଏହା ହୋଇପାରେ କି ଆପଣଙ୍କ ଜୀବନରେ ଯେଉଁ ରାସ୍ତାରେ ଚାଲୁଛନ୍ତି ସେହି ରାସ୍ତାରେ ଆପଣଙ୍କୁ କିଛି ସୁଧାର ଆଣିବାର ଆବଶ୍ୟକତା ଥାଏ। କିମ୍ବା ସେହି ରାସ୍ତାରେ ଚାଲିବା ନିଷ୍ପତ୍ତି ଭୁଲ ହୋଇପାରେ। ତେଣୁ ସେଥିରେ ସୁଧାର ଆଣିବା ଆବଶ୍ୟକ।

ଦ୍ୱିତୀୟ ଆକୃତି ହେଉଛି ଘଣ୍ଟା। ଏହା ବଦଳୁ ଥିବା ସମୟର ପ୍ରତୀକ ଅଟେ। ଏହା ମନେପକେଇଥାଏ ଏହା ସବୁବେଳେ ରହିନଥାଏ ଏହା ସମୟ କୁ ସମୟ ବଦଳୁ ଥାଏ। ଆଉ ଗୋଟେ ଜିନିଷ ଦର୍ଶାଇଥାଏ ଯେ ଏହା ପୁନର୍ବାର ସେହି ସ୍ଥାନରେ ଆସି ପହଁଚି ଥାଏ । ଏହା ବାଛିବାର ଅର୍ଥ ସେହି ମାନସିକ ସ୍ତରକୁ ଦେଖାଇଥାଏ ଯାହା ଆପଣ କୌଣସି ସ୍ଥାନରେ ଫସି ଯାଇପାରନ୍ତି। କିନ୍ତୁ କେତେବି ଖରାପ ପରିସ୍ଥିତି ହେଉନା କାହିଁକି ଆପଣ ସେଥିରୁ ମୁକୁଳି ଯିବେ।

ତୃତୀୟ ଆକୃତି ହେଉଛି ଚନ୍ଦ୍ରମା। ଚନ୍ଦ୍ରମାର ଭାବନା ସହିତ ସମ୍ପର୍କ ଥାଏ। ଏହାର ପ୍ରଭାବ ଶକ୍ତିକୁ ରହସ୍ୟମୟ କରିଥାଏ। ଯଦି ଆପଣ ଚନ୍ଦ୍ରମାଙ୍କୁ ବାଛିଛନ୍ତି ତାହେଲେ ଆପଣ କୌଣସି ସମସ୍ୟାରେ ବା ଦ୍ଵନ୍ଦରେ ଅଛନ୍ତି। ଆପଣଙ୍କ ମନରେ ଏପରି କିଛି କଥା ଅଛି ଯାହା ଆପଣଙ୍କୁ ଚିନ୍ତାରେ ପକାଉଛି। ଏହା ଦ୍ବାରା ଆପଣଙ୍କ ଆଖିରେ ନିଦ ଉଡି ଯାଉଥାଏ। ସେଥିପାଇଁ ଆପଣଙ୍କୁ ନିଜ ଭାବନା ବ୍ୟକ୍ତି ଶିଖିବାକୁ ପଡିବ।

ଚତୁର୍ଥ ଆକୃତି ହେଉଛି ଚାବି କାଠି। ଚାବି ସବୁବେଳେ ପଥ ଦର୍ଶକ ଭାବେ ଦେଖାଯାଏ। ଯଦି କୌଣସି ଛବିର ଆପଣ ଚୟନ କରିଛନ୍ତି ତେବେ ଏହା ଆପଣଙ୍କ ମନରେ ଥିବା କୌଣସି ପ୍ରଶ୍ନ ବିଷୟରେ ସୁଚାଇଥାଏ। ଏହା ଆପଣଙ୍କୁ ମାନସିକ ରୂପରେ ଉତ୍ତର ଖୋଜିବା ଆବଶ୍ୟକ।

ପଞ୍ଚମ ଆକୃତି ହେଉଛି ହାତର ଚିତ୍ର। ଏହା ଭୁତ ଶକ୍ତି ସହିତ ଜଡ଼ିତ ହୋଇଥିବା ମାନାଯାଇଥାଏ। ଯଦି ଆପଣ ଏହାକୁ ଚୟନ କରିଛନ୍ତି ତାହେଲେ ଏହା ଆପଣଙ୍କ ଜୀବନରେ ଘଟିଥିବା କୌଣସି ରହସ୍ୟମୟ ସୂଚନାକୁ ସୁଚାଇଥାଏ। ଏଥିପାଇଁ ଆପଣଙ୍କୁ ନିଜର ଦୁର୍ବଳତା ଉପରେ ନିୟନ୍ତ୍ରଣ କରିବା ଶିଖିବାକୁ ପଡିବ ଏବଂ ନିଜ ଭୁଲ ପାଇଁ ନିଜକୁ କ୍ଷମା କରିବାକୁ ମଧ୍ୟ ହେବ। ଏହା ଦ୍ବାରା ଆପଣ ନକରାତ୍ମକ ଶକ୍ତିରୁ ମୁକ୍ତି ପାଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *