Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆରେ ସମସ୍ତେ ଜାଣନ୍ତି ଯେ ତକିଆ ତଳେ ଏହାକୁ ରଖି ଶୋଇଲେ ମିଳିଥାଏ ଅମାପ ଧନ ଟଙ୍କା ସୁନା,ତେଣୁ ଆପଣ ବି ଏମିତି କରନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତକିଆ ତଳେ ଏହାକୁ ରଖି ଶୋଇଲେ ମିଳିଥାଏ ଅମାପ ଧନ। ହୋଇଥାଏ ସୁନାର ବର୍ଷା।

ବନ୍ଧୁଗଣ ରାତ୍ରି ସମୟଟି ହେଉଛି ଅତ୍ୟନ୍ତ ଖାସ ଓ ମହତ୍ତ୍ୱପୂର୍ଣ୍ଣ ସମୟ। ଯେଉଁ ସମୟରେ ଆମେ ଶୋଇଥାଉ ଆମର ତୃତୀୟ ନୟନ ସକ୍ରିୟ ହୋଇଥାଏ। ଯାହା ଦ୍ୱାରା କି ଆମେ ମାନେ ସ୍ୱପ୍ନ ମାନ ଦେଖିଥାଉ ଏବଂ ସେହି ସ୍ଵପ୍ନରେ ଅନେକ ତଥ୍ୟ ମାନ ଲୁଚି ରହିଥାଏ ଯାହାକି ଅନେକ ଲୋକଙ୍କୁ ଜଣାନଥାଏ। ଯଦି ସେହି ସ୍ୱପ୍ନ ବିଷୟରେ ଜାଣି ତାକୁ ସମୟ ପୂର୍ବରୁ ବଦଳାଇ ଦିଆଯାଏ ତେବେ ଜୀବନରେ ଆସୁଥିବା ବଡ଼ ବଡ଼ ସମସ୍ୟାକୁ ଦୂର କରିପାରିବା। ଆଜି ଆମେ ଏହି ପୋଷ୍ଟରେ କିଛି ଏପରି ଖାସ ଏବଂ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ଯାହାକୁ ଜାଣିବା ଦ୍ୱାରା ଅନେକ ମାତ୍ରାରେ ଧନର ଉନ୍ନତି ହୋଇଥାଏ। କାହିଁକିନା ଅନେକ ଲୋକଙ୍କର ଧନର ସମସ୍ୟା ଲାଗି ରହିଅଛି। ଏମିତିକି ନିଜ ଘର ଚଳାଇବାକୁ ମଧ୍ୟ ଅସମର୍ଥ ଅଟନ୍ତି। ଏଣୁ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ। ଏବଂ ଜାଣନ୍ତୁ ଏହି ଉପାୟକୁ କେମିତି କରିବେ।

ବନ୍ଧୁଗଣ ଯେବେ ଆପଣ ରାତ୍ରି ସମୟରେ ଶୋଇଥାଆନ୍ତି ସେହି ସମୟରେ ଅନେକ ପ୍ରକାରର ସ୍ଵପ୍ନ ଆସିଥାଏ। ଅନେକ ଲୋକ ଏହାର ଅର୍ଥ ବୁଝି ପାରନ୍ତି ନାହିଁ। ଏହି ସବୁ ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ବିପଦ ଆପଦର ସୂଚନା ଦେଇଥାଏ। ଯାହାକି ଆମେ ମାନେ ସହଜରେ ବୁଝି ପାରିନଥାଉ। ଜଣେଇଦେଉଛୁ ଯେ ଜୀବନରେ ଭଲ ହେବାକୁ ଥିଲେ ଆମେ ମାନେ ଭଲ ସ୍ୱପ୍ନ ଦେଖିଥାଉ ଏବଂ ଖରାପ ସ୍ୱପ୍ନ ଆସିବାକୁ ଥିଲେ ଖରାପ ସ୍ୱପ୍ନ ଦେଖିଥାଉ। ଯେତେବେଳେ ଦୁଃଖ ଦୁର୍ଦଶା ଏବଂ ଭୟଙ୍କର ବିପଦ ଆସିବାକୁ ଥିବ ତ ଆମେ ମାନେ ଏହିପରି ଖରାପ ସ୍ଵପ୍ନ ଦେଖିଥାଉ। ଏଥିପାଇଁ ଦେଖିଥାଉ କି ବିପଦ ସମୟରେ ଦୁଃଖ ଦୁର୍ଦଶା ସମୟରେ ଭୟଭୀତ ନହୋଇ କିପରି ନିଜକୁ ସମ୍ଭାଳି ପାରିବେ। ଏହାକୁ ବୁଝି ପରଖି ଆଗକୁ ବଢିବାର ସାହସ ଜୁଟାଇ ପାରିବେ। ଆସୁଥିବା ଦୁଃଖ ଏବଂ ବିପଦରୁ ରକ୍ଷା ପାଇବାର ବିକଳ୍ପ ବାଛି ପାରିବେ। ଯେତେବେଳେ ଆପଣ ମାନେ ଶୋଇ ଯାଇଥାନ୍ତି ସେତେବେଳେ ଆଖପାଖରେ ଉର୍ଜା ମାନ ଭ୍ରମଣ କରିଥାନ୍ତି ସେମାନଙ୍କର ପ୍ରତିକ୍ରିୟା ଆପଣ ମାନଙ୍କର ମସ୍ତିଷ୍କ ଉପରେ ପଡିଥାଏ। ଯଦି ଆପଣ ମାନେ ଚାହୁଁଥାନ୍ତି କି ଆପଣଙ୍କ ଜୀବନରେ ଧନର ଆକର୍ଷଣ ଲାଗିରହୁ ଟଙ୍କା ପଇସାର ରୋଜଗାର ବଢି ଚାଲୁ ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ କି ଯେତେବେଳେ ଆପଣ ଶୋଇଥାନ୍ତି ସେହି ସମୟରେ ଆପଣଙ୍କ ପାଖରେ ଏପରି ଏକ ଜିନିଷ ରହିବା ଆବଶ୍ୟକ ଯାହାକି ଧନକୁ ଆକର୍ଷଣ କରିପାରୁଥିବ। ଏଣୁ ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ହଳଦୀ ଏପରି ଏକ ଦ୍ରବ୍ୟ ଅଟେ ଯାହାକି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ।

ଯେଉଁ ମାନଙ୍କ ଜୀବନରେ ଦୁଃଖ ଚାଲୁଥାଏ ସାଂସାରିକ ଜୀବନରେ ସମସ୍ୟା ଚାଲୁଥାଏ ଚାରି ପଟୁ ସମସ୍ୟା ଘେରି ରହିଥାଏ କରଜରେ ବୁଡି ରହିଥାନ୍ତି କରଜ ବଢି ଚାଲୁଥାଏ ତେବେ ଜ୍ୟୋତିଷ ଶାସ୍ତ୍ରର ୪୧ ଦିନର ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ଚମତ୍କାରୀ ଉପାୟଟିଏ ରହିଅଛି। ଆପଣଙ୍କୁ କେବଳ ଏତିକି କରିବାର ଅଛି ପ୍ରତିଦିନ ଶୋଇବା ସମୟରେ ତକିଆ ତଳେ ଏକ ହଳଦୀ ଖଣ୍ଡ ରଖି ଶୋଇଯିବେ ଏବଂ ସକାଳୁ ଉଠି ସ୍ନାନ ଶୌଚ ଆଦି ସାରି ସେହି ହଳଦୀ ଖଣ୍ଡକୁ ନେଇ କୌଣସି ଏକ ବର ଗଛ ମୂଳରେ ପୋତି ଦିଅନ୍ତୁ ଏବଂ ସେହିଠାରେ ଏକ ଦୀପ ଜାଳି ଦିଅନ୍ତୁ ଏବଂ ଏକ ମୁଖା ହୋଇ ଘରକୁ ଫେରି ଆସନ୍ତୁ ପଛକୁ ବୁଲି ଚାହିଁବେ ନାହିଁ। ପ୍ରତିଦିନ ଏହିପରି ୪୧ ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଏମିତି କରିବା ଦ୍ୱାରା ଟଙ୍କା ପଇସାର ଆମଦାନୀ ୧୦ ଗୁଣା ବଢିଯିବ। ଯେଉଁ କର୍ମ ଆପଣ କରିବେ ସେହି କର୍ମରେ ଉନ୍ନତି ଦେଖିବାକୁ ପାଇବେ। ଯାହା ଦ୍ୱାରା ଧନରେ ବୃଦ୍ଧି ଘଟିଥାଏ।

ଏହା ୪୧ ଦିନର ପ୍ରୟୋଗ ଅଟେ ଯାହାକି ଅତ୍ୟନ୍ତ ଚମତ୍କାରି ପ୍ରୟୋଗ ଅଟେ। ଯେଉଁମାନଙ୍କର ବ୍ୟାପାର ବ୍ୟବସାୟ ଦୋକାନ ବାଡ଼ି ଧିମା ହୋଇଯାଇଛି ଚାକିରୀ ମିଳିପାରୁନାହିଁ ଅବା ଚାକିରି ଥାଇ ମଧ୍ୟ ଉନ୍ନତି ହୋଇପାରୁନାହିଁ ସେମାନେ ଏହି ଉପାୟ ନିଶ୍ଚୟ କରି ତାର ଲାଭ ଉଠାଇ ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *