Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏହି ଜିନିଷ କେବେବି ଦେଖନ୍ତୁ ନାହିଁ,ନହେଲେ ଆପଣଙ୍କର ହେବ ସର୍ବନାଶ

ସେୟାର୍ କରନ୍ତୁ

ଭାରତ ଇତିହାସରେ ଚାଣକ୍ୟଙ୍କୁ ଜଣେ ମହାଜ୍ଞାନୀ ଓ ବିଦ୍ଵାନ ବ୍ୟକ୍ତି ମଧ୍ୟରେ ଗଣା ଯାଏ। ଇତିହାସ ଏବଂ ବର୍ତ୍ତମାନକୁ ନେଇ ତାଙ୍କ ଦ୍ଵାରା ଲିଖିତ ନୀତି ଗୁଡିକ ମନୁଷ୍ୟ ଜୀବନକୁ ସରଳ ଓ ସୁନ୍ଦର କରିବାରେ ଖୁବ ସାହାଯ୍ୟ କରେ। ରାଜନୀତି ସହିତ ନୈତିକ ଜୀବନକୁ ନେଇ ଚାଣକ୍ୟ ତାଙ୍କ ନୀତିରେ ଅନେକ ଉପଦେଶ ଦେଇଛନ୍ତି। ଏହି ଉପଦେଶକୁ ପାଳନ କରିବା ଦ୍ଵାରା ସଫଳତା ଅବଶ୍ୟ ମିଳିଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ପୁରୁଷ, ସ୍ତ୍ରୀର ଏହି ବସ୍ତୁ ଦେଖି ନେଇଥାଏ ତାର ମୃତ୍ୟୁ ଅବଶ୍ୟ ହୋଇଥାଏ। ତେବେ ଚାଲନ୍ତୁ ଏ ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗୁଡିକ ଆମ ଜୀବନରେ ଖୁବ କାର୍ଯ୍ୟକାରୀ ସାବ୍ୟସ୍ତ ହୋଇଥାଏ। ପୁରାତନ କାଳରୁ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଖୁବ୍ ସମ୍ମାନ ଦୃଷ୍ଟିରେ ଦେଖାଯାଏ। ମାନବ ସମାଜକୁ ଜୀବନର ଛୋଟ ବଡ ସମସ୍ତ ବ୍ୟବହାରିକ ଶିକ୍ଷା ଦେବା ହିଁ ଆଚାର୍ଯ୍ୟ ଚାଣକ୍ୟଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଆଚାର୍ଯ୍ୟ ଚାଣକ୍ୟ ଏତେ ବିଦ୍ଵାନ ଥିଲେ ଯେ, ସେ ତାଙ୍କ ନୀତି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଦେଇଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କଲେ, ଆପଣଙ୍କୁ ଜୀବନରେ ଯେକୌଣସି ମୋଡରେ ଏହା ନିଶ୍ଚିତ କାମରେ ଆସିବ।

ଶାସ୍ତ୍ର ଅନୁସାରେ, ଯେଉଁ ପୁରୁଷ କୌଣସି ମାଆକୁ ତାର ଛୁଆକୁ ସ୍ତନ୍ୟପାନ କରାଉଥିବାର ଦେଖିନିଏ ଓ ନିଜ ମନରେ ମନ୍ଦ ଭାବନା ଆଣିଥାଏ, ତାକୁ ମହାପାପୀ ବୋଲି ମାନା ଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାଙ୍କ ଉପରେ ଭୁଲ ଭାବନା ରଖୁଥିବା ବ୍ୟକ୍ତି କେବେ ନା କେବେ ନିଜ ମୃତ୍ୟୁର କାରଣ ବନିଥାଏ। ଏପରି ଲୋକଙ୍କୁ ଦଣ୍ଡ ଦେବା ପାଇଁ ଶାସ୍ତ୍ରରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ଗୁପ୍ତ ଭାବେ ଲୁଚିକରି ଅନ୍ୟ କୌଣସି ମହିଳାଙ୍କୁ ସ୍ନାନ କରୁଥିବା ଅବସ୍ଥାରେ ଦେଖିବା ଉଚିତ ନୁହେଁ। ଏଭଳି କରିବା ଘୋର ପାପ ହୋଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଅନୁସାରେ, କୌଣସି ବ୍ୟକ୍ତି ଯଦି ଲୁଚି କରି କୌଣସି ମହିଳାଙ୍କୁ ସ୍ନାନ କରୁଥିବାର ଦେଖେ, ଏହାକୁ ଘୋର ମହାପାପ ବୋଲି ମାନାଯାଏ। ସେଥିପାଇଁ ଏପରି ଭୁଲ କେବେ କରନ୍ତୁ ନାହିଁ। ଅନ୍ଯଥା ଆପଣ ନିଜେ ନିଜ ମୃତ୍ୟୁର କାରଣ ବନି ପାରନ୍ତି। ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ପୁରୁଷ ଅନ୍ୟ କୌଣସି ମହିଳାଙ୍କ ସ୍ତନ ଦେଖିବା ଉଚିତନୁହେଁ। କାରଣ ଏଥିରୁ ହିଁ ପୁରୁଷର ପାଳନ ପୋଷଣ ହୋଇଥାଏ । ତେଣୁ ଏହି ପ୍ରକାରର ଭୁଲକୁ ଘୋର ପାପ ବୋଲି କୁହାଯାଏ।

ଶାସ୍ତ୍ର ଅନୁସାରେ ଏଭଳି ପାପ କରୁଥିବା ବ୍ୟକ୍ତି ପୁନର୍ବାର ମନୁଷ୍ୟ ଜନ୍ମ ନେଇପାରେ ନାହିଁ ବୋଲି କୁହାଯାଇଛି। ଏହି ପାପରୁ ବଞ୍ଚିତ ରହିବା ପାଇଁ ଆପଣଙ୍କୁ ଏହିସବୁ ଭୁଲ କେବେବି କରିବା ଉଚିତ ନୁହେଁ। ଆମ ପୋଷ୍ଟ ଭଲ ଲାଗିଥିଲେ, ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *