Excuse Me Odisha

ଯାହା କହିବୁ ସତ କହିବୁ

୧୦୦ ବର୍ଷ ପରେ ପ୍ରଥମଥର ପାଇଁ କ୍ରୋଧିତ ହୋଇଛନ୍ତି ଶନିଦେବ,କାଲିଠାରୁ ସାବଧାନ ରୁହନ୍ତୁ ଏହି ଗୋଟିଏ ରାଶିର ଲୋକମାନେ

ସେୟାର୍ କରନ୍ତୁ

ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ମାନାଯାଏ। ସେ ପ୍ରତ୍ଯେକ ମନୁଷ୍ୟଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି। ଜ୍ଯୋତିଷ ଗଣନା ଅନୁସାରେ ଆସନ୍ତା କାଲିଠାରୁ ଶନିଦେବଙ୍କ ଚଳନରେ ପରିବର୍ତ୍ତନ ହେବାକୁ ଯାଉଛି। ତେବେ କିଛି ରାଶିର ଲୋକମାନଙ୍କ ଉପରେ ଏହାର ସିଧା ପ୍ରଭାବ ପଡିବାକୁ ଯାଉଛି। ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଠିକ ରହିଥାଏ, ସେମାନଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏହାସହିତ ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଠିକ୍ ରହି ନଥାଏ, ଏଥିଯୋଗୁଁ ସେହି ବ୍ୟକ୍ତିକୁ ଅନେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ।

ଶନିଦେବଙ୍କ ଚଳନରେ ଏହି ପରିବର୍ତ୍ତନ ଯୋଗୁଁ କେଉଁ ରାଶିରେ କଣ ପ୍ରଭାବ ପଡିବାକୁ ଯାଉଛି, ଆସନ୍ତୁ ସେହି ବିଷୟରେ ଜାଣିବା। ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ, ଶନିଙ୍କ ଛୋଟ ବଡ ସମସ୍ତ ପରିବର୍ତ୍ତନ ବହୁତ ବଡ ଘଟଣା ବୋଲି ମାନାଯାଏ। ଶନିଦେବଙ୍କ ଚଳନର ଏହି ପ୍ରଭାବ ରାଶିଚକ୍ରର ୧୨ ଗୋଟି ରାଶି ଉପରେ ପଡିବ। ତେବେ ଶନିଦେବଙ୍କ ଚଳନର ପରିବର୍ତ୍ତନ ଯୋଗୁଁ ଅନେକ ରାଶିର ଲୋକମାନଙ୍କ ସମସ୍ଯା ଅନେକ ମାତ୍ରାରେ ହ୍ରାସ ପାଇବ। କିନ୍ତୁ କିଛି ରାଶିର ଲୋକଙ୍କୁ ଏହି ସମୟରେ ବହୁତ ଅଧିକ ସତର୍କ ରହିବା ଆବଶ୍ୟକ।

ପୂର୍ବରୁ ଶନିଙ୍କ ସାଢେସାତୀ ଭୋଗ କରୁଥିବା ଲୋକ ମାନଙ୍କର ଏବେ ଠାରୁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଧନୁ ରାଶିର ଲୋକଙ୍କୁ ଏହି ସମସ୍ଯାରୁ ମୁକ୍ତି ମିଳିବା ସହିତ ମକର ଏବଂ କୁମ୍ଭ ରାଶିର ଲୋକଙ୍କୁ ମଧ୍ୟ କିଛି ମାତ୍ରାରେ ସମସ୍ୟାରୁ ମୁକ୍ତି ମିଳିବ। ଶନିଙ୍କ ପ୍ରକୋପରେ ପୀଡିତ ମିଥୁନ ଓ ତୁଳା ରାଶିର ଲୋକଙ୍କର ସମସ୍ଯା ମଧ୍ୟ ହ୍ରାସ ପାଇବ। ସେହିପରି ମେଷ ଓ କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସମୟ ଖୁବ ଅନୁକୂଳ ରହିବ। ବର୍ତ୍ତମାନ ତୁଳା ରାଶିର ଲୋକଙ୍କ ଉପରେ ଶନିଙ୍କ ପ୍ରକୋପ ଚାଲିଥିବାରୁ ଶନିଙ୍କ ଚଳନର ପରିବର୍ତ୍ତନ ହେବା ପରେ ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

ମକର ରାଶିର ଲୋକଙ୍କୁ ଶନିଦେବଙ୍କର ଏହି ରାଶି ପରିବର୍ତ୍ତନ ଯୋଗୁଁ ଉତ୍ତମ ଫଳ ପ୍ରାପ୍ତ ହେବ। ଏହି ସମୟରେ ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ଅନୁଭବ କରିବେ। ଶନିଙ୍କର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସେହି ରାଶିର ଲୋକଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିଛି କି ନାହିଁ, ତାହା ମହତ୍ବପୂର୍ଣ୍ଣ ଅଟେ। ଦେବଗୁରୁ ବୃହସ୍ପତି ଧନୁ ରାଶିର ସ୍ଵାମୀ ଅଟନ୍ତି ଓ ତାଙ୍କ ସହ ଶନିଦେବଙ୍କ ସମ୍ବନ୍ଧ ଅଧିକ ଉତ୍ତମ ନୁହେଁ। ତେଣୁ ଶନିଙ୍କ ଏହି ରାଶି ପରିବର୍ତ୍ତନ ଧନୁ ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ ନାହିଁ।

ଏହି ସମୟରେ ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ଯାହାଫଳରେ ଧନ ସଞ୍ଚୟ କରିବା ଆପଣଙ୍କ ପାଇଁ କଠିନ ହେବ। ଏହାସହ ବହୁତ କଠିନତାରେ ଆପଣଙ୍କୁ ଧନଲାଭର ସମ୍ଭାବନା ରହିଛି। ତେବେ ଶନିଦେବଙ୍କ ସାଢେସାତୀର ଏହା ଆପଣଙ୍କ ପାଇଁ ଶେଷ ପର୍ଯ୍ୟାୟ ଅଟେ। ଶନିଦେବ ପ୍ରସ୍ଥାନ କରିବା ସମୟରେ ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ପ୍ରଦାନ କରିବେ। ଧର୍ଯ୍ୟର ସହିତ ସବୁ କାର୍ଯ୍ୟ କରନ୍ତୁ, ଦେଖିବେ ଆପଣଙ୍କୁ ନିଶ୍ଚିତ ଲାଭ ପ୍ରାପ୍ତ ହେବ।

ଶନିଦେବଙ୍କ ଏହି ସାଢେସାତୀ ଆପଣଙ୍କ ମଧ୍ୟରେ ନୂଆ ଊର୍ଜା, ସାହସ ଓ ଆତ୍ମବିଶ୍ଵାସ ଭରିଦେବ। ଯାହାଦ୍ୱାରା ଆପଣଙ୍କ ଜୀବନ ସଂପୂର୍ଣ୍ଣ ଭାବରେ ବଦଳି ଯିବ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *