Excuse Me Odisha

ଯାହା କହିବୁ ସତ କହିବୁ

ବଡ ଦୁଃଖ ଖବର : ସଡକ ଦୁର୍ଘ-ଟଣାରେ ଆଖିବୁଜିଲେ ଦୁଇ ପ୍ରସିଦ୍ଧ ଅଭିନେତ୍ରୀ, ବର୍ତ୍ତମାନ ସାରା ଦେଶରେ ଶୋ-କର ଲହରୀ

ସେୟାର୍ କରନ୍ତୁ

ମିସ କେରଳ ପ୍ରତିଯୋଗିତାର ବିଜେତା ଓ ଉପ-ବିଜେତା ଦୁଇଜଣଙ୍କର ଜୀବନ ଅଚା-ନକ ଭାବରେ ଚାଲିଯାଇଛି। ଏହି ଦୁଇଜଣଙ୍କର ମୃ-ତ୍ୟୁ ଅଚାନକ ଭାବରେ ହୋଇଛି। ଯାହା ବର୍ତ୍ତମାନ ସମୟରେ ଅନେକ ଲୋକମାନଙ୍କ ପାଇଁ ଏକ ବହୁତ ବଡ଼ ଦୁଃ-ଖ ଖବର ଅଟେ। ସୂଚନା ଅନୁଯାୟୀ ଏହି ଦୁଇଜଣ ଅଭିନେତ୍ରୀ କେରଳର ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ନିଜର ରାଜ୍ୟ ପାଇଁ ବହୁତ ଗୌରବ ଆଣିଥିଲେ। ତେବେ ଅଂଶି କବୀର ସେହି ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ।

ତାଙ୍କ ସହ ଉପବିଜେତା ହୋଇଥିଲେ ସଞ୍ଜନା ସାଇନ। କୋଚିର ଏକ ରାଜପଥରେ ଏହି ଦୁର୍ଘ-ଟଣା ଘ-ଟିଛି। ସୂଚନା ଅନୁଯାୟୀ ଏହି ଦୁଇଜଣ ନିଜର ଆଉ ଦୁଇଜଣ ବନ୍ଧୁଙ୍କ ସହ ଏକ କାରରେ ଯାଉଥିଲେ। ସେହି ସମୟରେ ସେହି କାର ସାମ୍ନାକୁ ଏକ ବାଇକ ଅଚାନକ ଭାବରେ ଚାଲି ଆସିଥିଲା। ସେହି ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ସେମାନେ ନିଜର ଗାଡ଼ିର ଦିଗକୁ ପରିବର୍ତ୍ତନ କରି ଦେଇଥିଲେ।

ଯାହା ଫଳରେ ସେମାନଙ୍କର ଗାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜର ନିୟ-ନ୍ତ୍ରଣ ହରାଇଥିଲା। ଏହା ସହିତ ସେମାନଙ୍କର ଗାଡ଼ି ସେଠାରେ ଥିବା ଏକ ଗଛରେ ଯାଇ ସିଧାସଳଖ ପି-ଟି ହୋଇ ଯାଇଥିଲା। ଫଳରେ ସେହି ଗାଡ଼ିରେ ଥିବା ସମସ୍ତ ଲୋକ ଓ ବହୁତ ଅଧିକ କ୍ଷ-ତିଗ୍ର-ସ୍ତ ହୋଇଥିଲେ। ପ୍ରଥମେ ସେହି ଦୁଇଜଣ ଅଭିନେତ୍ରୀଙ୍କର ସେହି ଘଟ-ଣା ସ୍ଥଳରେ ମୃ-ତ୍ୟୁ ହୋଇଯାଇଥିଲା। ଏହା ସହିତ ବାକି ଦୁଇଜଣଙ୍କର ବର୍ତ୍ତମାନ ଚିକିତ୍ସା ଚିକିତ୍ସା କରାଯାଉଛି। ଏହା ସହିତ ସେମାନଙ୍କର ଅବସ୍ଥା ବର୍ତ୍ତମାନ ଗୁରୁ-ତର ଅଛି ବୋଲି ସୂଚନା ମିଳିଛି।

ଏହା ସହିତ ସେମାନଙ୍କୁ ବର୍ତ୍ତମାନ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି କିନ୍ତୁ ସେମାନେ ଭଲ ହେବାର ସମ୍ଭାବନା ମଧ୍ୟ ବହୁତ କମ ବୋଲି କୁହାଯାଉଛି। ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁ-ତର ଥିବାରୁ ସେମାନଙ୍କୁ ବର୍ତ୍ତମାନ ନଜରରେ ରଖି ଚିକିତ୍ସା କରାଯାଉଛି। ସେହି ଦୁଇଜଣ ପ୍ରସିଦ୍ଧ ଅଭିନେତ୍ରୀଙ୍କର ମୃ-ତ୍ୟୁ ଫଳରେ ବର୍ତ୍ତମାନ ସମ୍ପୂର୍ଣ୍ଣ କେରଳର ଲୋକମାନେ ଦୁଃ-ଖିତ ହୋଇପଡିଛନ୍ତି।

କେରଳ ବାସୀ ବର୍ତ୍ତମାନ ଏହି ଦୁଇଜଣ ମଡେଲଙ୍କର ଏପରି ଭାବରେ ଅଚାନକ ମୃ-ତ୍ୟୁକୁ ବିଶ୍ୱାସ ମଧ୍ଯ କରି ପାରୁନାହାଁନ୍ତି। ଏହା ସହ ଅଂସି କବୀର ଗତ ମାସରେ ସାଉଥର ଏକ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ବିଜୟୀ ହୋଇଥିଲେ। ଏହି ଦୁଇ ଦୁଇଟି ପ୍ରତିଯୋଗିତାରେ ବିଜୟୀ ହେବା ପରେ ମଧ୍ୟ ତାଙ୍କର ଏଭଳି ଅଚାନକ ମୃ-ତ୍ୟୁ ସମସ୍ତଙ୍କୁ ଆ-ଶ୍ଚର୍ଯ୍ୟ କରିବା ସହ ସମସ୍ତଙ୍କୁ ଦୁଃ-ଖିତ ମଧ୍ୟ କରୁଛି। ତାଙ୍କର ପରିବାର ଲୋକଙ୍କର ଏଭଳି ଭାବରେ ମୃ-ତ୍ୟୁକୁ କେହି ବିଶ୍ୱାସ କରି ପାରୁନାହାନ୍ତି। ଆମେ ସମସ୍ତେ ଏହି ଦୁଇଜଣଙ୍କର ଆ-ତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ନିବେଦନ କରିବା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *