Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଘରକୁ ଆଣନ୍ତୁ ଏହି ଜିନିଷ,ଦେଖିବେ ଘରେ ୧୦ ଗୁଣା ଧନ ସଂପତ୍ତି ବଢିଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ ଦିନ ଏହି ଘରକୁ ଆଣିଲେ ଏହି ଜିନିଷ ଘରେ ୧୦ଗୁଣା ଧନ ବଢିବ।

ବନ୍ଧୁଗଣ ଆଜି ଆମେ ଜାଣିବା ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଧନର ଆଗମନ ହୋଇଥାଏ। ବନ୍ଧୁଗଣ ଏବେ ଧନତେରସ ଦିନ ଏବଂ ଦୀପାବଳିର ମାହଲ ଚାଲିଅଛି। ଏହି ଦୁଇଟି ପର୍ବ ଧନ ସହିତ ଜଡିତ ଅଟେ। ସେଥିପାଇଁ ଏହି ଦୁଇ ପର୍ବରେ କରାଯାଇଥିବା କାମ ଧନରେ ବୃଦ୍ଧି କରିଥାଏ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ କେତେ କଣ ଉପାୟ କରିଥାନ୍ତି। ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ବସ୍ତୁ ମାନ ଅଛି ଯାହାକୁ ଘରେ ରଖିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଆଉ ଘରକୁ ଧନର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଧନତେରସ ଦିନ କେଉଁ ଜିନିଷ ଆଣି ଘରେ ସ୍ଥାପିତ କରିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ଧନର ଅଭାବ ହେବନାହିଁ।

ଲୁଣ। ଅନେକ ଲୋକ ଧନତେରସ ଦିନ ସୁନା ରୁପା ପିତଳ ଆଦି କିଣି ଥାନ୍ତି କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟେ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ। କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ

ହଳଦୀ। ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ତେବେ ଆପଣଙ୍କର ବହୁତ ଶୁଭ ହୋଇଥାଏ। ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ।

ଗୋମତି ଚକ୍ର। ଗୋମତି ଚକ୍ର ଆପଣଙ୍କୁ ମାର୍କେଟରେ ବହୁତ ସହଜରେ ମିଳିଯିବ। ଏହି ଗୋମତି ଚକ୍ରକୁ ଯଦି ଆପଣ ଧନତେରସ ଦିନ ଘରକୁ ଆଣିବେ ତାହେଲେ ଆପଣଙ୍କର ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ।

ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର। ଯଦି ଆପଣ ଧନତେରସ ଦିନ ଶ୍ରୀଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ ଆପଣଙ୍କର ଧନରେ ବୃଦ୍ଧି ହୋଇଥାଏ।

ରୂପାରେ ତିଆରି ମା ଲକ୍ଷ୍ମୀଙ୍କର କିମ୍ବା ଭଗବାନ ଗଣେଶଙ୍କଙ୍କର ମୂର୍ତ୍ତି। ଧନତେରସ ଏବଂ ଦୀପାବଳି ଦିନ ବିଧି ବିଧାନରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ କିମ୍ବା ଗଣେଶଙ୍କର ମୂର୍ତ୍ତି ଘରେ ସ୍ଥାପିତ କରନ୍ତୁ। ଏହା କରିବା ଦ୍ୱାରା କେବେବି ଧନର କମି ହୋଇନଥାଏ ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ।

ଲଘୁ ନଡ଼ିଆ। ଏହି ନଡ଼ିଆ ସାମାନ୍ୟ ନଡ଼ିଆ ଠାରୁ ଟିକେ ସାନ ହୋଇଥାଏ। ଏହା ଶ୍ରୀ ଫଳ ମଧ୍ୟ କୁହାଯାଇଥାଏ ଅର୍ଥାତ ମା ଲକ୍ଷ୍ମୀଙ୍କର ଫଳ। ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ଘରେ ଏହି ନଡ଼ିଆକୁ ଲାଲ କପଡ଼ାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନପଡିବ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଆଉ ଆପଣଙ୍କର ଘରେ ବାସ କରିବେ।

ମା ଲକ୍ଷ୍ମୀଙ୍କର ଚରଣ ପାଦୁକା। ଧନତେରସ କିମ୍ବା ଦୀପାବଳି ଦିନ ରୂପାର ମା ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ଏହାକୁ ପୂଜା କରନ୍ତୁ। ଯଦି ଆପଣ ରୂପାରେ ଆଣିପାରୁ ନାହାନ୍ତି ତେବେ କେଉଁ ବି ଚରଣ ପାଦୁକା ସ୍ଥାପିତ କରନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତ ହେବ।

କଉଡ଼ି। ଏହି ଜିନିଷ ଦେଖିବାରେ ତ ବହୁତ ସାମାନ୍ୟ ଅଟେ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରି ହୋଇଥାଏ। ଏହାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଦୁକରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ଘରେ ଧନର ବର୍ଷା ହୋଇଥାଏ।

ମୋତି ଶଙ୍ଖ। ମୋତି ଶଙ୍ଖ ଗୋଟେ ଦୁର୍ଲଭ ପ୍ରକାରର ଶଙ୍ଖ ଅଟେ। ଶାସ୍ତ୍ରରେ ଏହି ଶଙ୍ଖର ବହୁତ ମହତ୍ୱ ଅଛି। ଏହି ଶଙ୍ଖ ବହୁତ ସୁନ୍ଦର ଦେଖାଯାଇଥାଏ। ଆଉ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଯଦି ଆପଣ ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ନିଜ ପୂଜା ଘରେ ସ୍ଥାପିତ କରିଦେବେ ତ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ।

ଏକାକୀ ନଡ଼ିଆ। ଏହା ଏକ ଖାସ ପ୍ରକାରର ନଡ଼ିଆ ଅଟେ। ଏହି ନଡ଼ିଆ ଉପରେ ଆଖି ପରି ଗୋଟେ ଆକୃତି ଥାଏ ଏହି କାରଣରୁ ଏହାକୁ ଏକାକୀ ବା ଏକ ଆଖି ଥିବା ନଡ଼ିଆ କୁହାଯାଏ। ଧନତେରସ କିମ୍ବା ଦୀପାବଳି ଦିନ ଏହାକୁ ଘରେ ସ୍ଥାପିତ କରିବା ଦ୍ୱାରା ମଣିଷର ଭାଗ୍ୟ ଦେଖୁ ଦେଖୁ ହିଁ ବଦଳି ଯାଇଥାଏ।

ଚାନ୍ଦିର ମୁଦି। ଯଦି ଆପ ଧନତେରସ ଦିନ ଚାନ୍ଦିର ତିଆରି କରି କଇଁଛର ମୁଦି ଅନାମିକା ଆଙ୍ଗୁଳିରେ ପିନ୍ଧିବେ ତ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। ନଚେତ ଆପଣ କଇଁଛ ମୁଦି ପିତଳରେ ବି କିଣି ପାରିବେ।

ମୟୁର ପଙ୍ଖ। ଏହାକୁ ବହୁତ ଶୁଭ ମାନାଯାଇଥାଏ। ଆପଣ ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତୁ। ବା ଆପଣଙ୍କ ଘରେ ଯେଉଁଠି ଭଗବାନ ଶ୍ରୀକୃଷ୍ଣଙ୍କର ଫୋଟ ବା ମୂର୍ତି ଥିବ ସେହି ଜାଗାରେ ରଖି ଦିଅନ୍ତୁ। ଏହା ଦ୍ବାରା ଧନର ବୃଦ୍ଧି ହୋଇଥାଏ।

ଶଙ୍ଖ। ଆପଣ ଏହି ଦିନ ଘରକୁ ଶଙ୍ଖ ଆଣନ୍ତୁ। ଏହାକୁ ବହୁତ ଶୁଭ ମାନାଯାଇଥାଏ।

ଆପଣ ଧନତେରସ ଦିନ ଯେଉଁବି ଜିନିଷ ଆଣିବେ ତାହାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରିବେ।

ଏହି ଦିନ ବହୁତ ଲୋକ ଗାଡି କିଣନ୍ତି ଆପଣ ଯେଉଁବି ଜିନିଷ ଧନତେରସ ଦିନ କିଣିବେ ତାହାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରିବେ।

ଯଦି ଆପଣ ଗାଡି କିଣି ପାରୁନାହାନ୍ତି ତାହେଲେ ଆପଣ ମାତ୍ର ୧୦ ଟଙ୍କାରେ ଧନିଆ କିଣି ଆଣନ୍ତୁ। ଏହା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଏହା ବ୍ୟତୀତ ଦୌଡ଼ିଥିବା ୭ ଟି ଘୋଡାର ଫୋଟ ଆଣନ୍ତି ଏହା ଦ୍ବାରା ମଧ୍ୟ ଧନର ଅଭାବ କେବେବି ହେବନାହିଁ। ଆପଣ ଏହିସବୁ ଜିନିଷ ଧନତେରସ ଦିନ ନେଇ ଆସନ୍ତୁ। ବହୁତ ଲୋକ ଲୁହା ଏବଂ ଝାଡୁ ମଧ୍ୟ କିଣନ୍ତି ଝାଡୁକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନାଯାଇଛି। ଧନତେରସ ଦିନ ଯଦି ଝାଡୁ ନେଇକି ଆସନ୍ତି ଏବଂ ଦୀପାବଳି ଦିନ ଏହାକୁ ପୂଜା କରନ୍ତି ତ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବ। କାରଣ ଝାଡୁରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେଥିପାଇଁ ଧନତେରସ ଦିନ ଝାଡୁ ନିଶ୍ଚୟ ରୂପେ ଆଣନ୍ତୁ। ଝାଡ଼ ଏମିତି ଏକ ଜିନିଷ ଯାହା ଆମ ଘରକୁ ସଫା ସୁତରା ରଖିଥାଏ। ସେଥିପାଇଁ ଏହିସବୁ ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ଆଣନ୍ତୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରନ୍ତୁ। ଏହା ସହିତ ଆପଣ ଏହି ଦିନ ଦାନ କରନ୍ତୁ। ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *