Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ର ଏହି ଗୁପ୍ତ ଅଙ୍ଗକୁ କେଉଁ ସମୟରେ ଓ କିପରି ଚାଟିଲେ ଘରେ ହୋଇଥାଏ ଧନର ବର୍ଷା, ଜାଣନ୍ତୁ ସ୍ତ୍ରୀର ଗୁପ୍ତ କଥା

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀର ଏହି ଅଙ୍ଗକୁ କେଉଁ ସମୟରେ ଓ କିପରି ଚାଟିଲେ ଘରେ ହୋଇଥାଏ ଧନର ବର୍ଷା। ଆସନ୍ତୁ ଜାଣିବା।

ବନ୍ଧୁଗଣ ହିନ୍ଦୁ ଧର୍ମଶାସ୍ତ୍ର ଏବଂ ଚାଣକ୍ୟ ନୀତି ଏବଂ ନିସୃତ ବାଣୀ ଅନୁସାରେ କୁହାଯାଇଅଛି ଯେ ସ୍ତ୍ରୀର ସମସ୍ତ ଅଙ୍ଗ ପବିତ୍ର ଅଟେ। ହିନ୍ଦୁ ଧର୍ମଶାସ୍ତ୍ରରେ ନାରୀଙ୍କୁ ଦେବୀଙ୍କର ଦ୍ୱିତୀୟ ରୂପ ବୋଲି ମାନିଥାଆନ୍ତି। କୁହାଯାଏ କି ପରିବାରକୁ ସୁଚାରୁ ରୂପେ ଚଳାଇବା ପାଇଁ ଓ କୂଳର ବଂଶ ବୃଦ୍ଧି କରିବା ପାଇଁ ସ୍ତ୍ରୀ ଠାରେ ଅନେକ ଦୈବିଶକ୍ତି ଗୁଣ ଭରି ରହିହିଥାଏ। ସ୍ତ୍ରୀ ଚାହିଁଲେ ଘରକୁ ସ୍ୱର୍ଗ କରିପାରେ ଏବଂ ସେହି ସ୍ତ୍ରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେଇପାରେ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀର କେଉଁ ଅଙ୍ଗ ଅଧିକ ପବିତ୍ର ହୋଇଥାଏ ଏବଂ ସ୍ତ୍ରୀର କେଉଁ ଅଙ୍ଗକୁ ସ୍ୱାମୀ ଚାଟିବା ଦ୍ୱାରା ମା ଲକ୍ଷ୍ମୀ ବର ପ୍ରଦାନ କରିଥାନ୍ତି। ବନ୍ଧୁଗଣ ଏବେ ଆସନ୍ତୁ ସମ୍ପୂର୍ଣ ବିଷୟ ବସ୍ତୁ ଉପରେ ଜାଣିବା।

ବନ୍ଧୁଗଣ ବନ୍ଧୁଗଣ ହିନ୍ଦୁ ଧର୍ମଶାସ୍ତ୍ର ଏବଂ ଚାଣକ୍ୟ ନୀତି ଏବଂ ନିସୃତ ବାଣୀ ଅନୁସାରେ ସ୍ତ୍ରୀ କିପରି ଘରକୁ ଆଗକୁ ବଢିବାକୁ ଦେବ ଏବଂ ପରିବାରର ଉନ୍ନତି କରାଇବ ଏହାସବୁ ବର୍ଣ୍ଣିତ ରହିଛି। କୁହାଯାଏ କି ଜଣେ ସଂସ୍କାରି ସ୍ତ୍ରୀ ଯେଉଁ ଘରକୁ ଆସିଥାଏ ଓ ସ୍ତ୍ରୀର ସଂସ୍କାର ଦ୍ୱାରା ସେହି ଘରର ଉନ୍ନତି ଆକାଶ ଛୁଇଁଥାଏ। କାହିଁକିନା ଯେଉଁ ସ୍ତ୍ରୀର ଚରିତ୍ର ଭଲ ହୋଇଥାଏ ସେହି ସ୍ତ୍ରୀ ଭଲ କାମ କରି ନିଜ ଘରକୁ ସ୍ୱର୍ଗ କରି ଦେଇଥାଏ। ସ୍ତ୍ରୀର ଅଙ୍ଗ ଦ୍ୱାରା ହିଁ ସ୍ତ୍ରୀର ଚରିତ୍ର ବିଷୟରେ ଜାଣିହେବ। ଯେପରିକି ସ୍ତ୍ରୀର ନାଭି ଅଂଶ। ଧର୍ମ ଶାସ୍ତ୍ର ଅନୁସାରେ ଯଦି ରାତି ସମୟରେ ସ୍ତ୍ରୀର ନାଭିରେ ସୋରିଷ ତେଲ ଲଗାଯାଏ ତେବେ ସେହି ଘରେ ଦୈବିଶକ୍ତିର ସଂଚାର ହୋଇଥାଏ। କାହିଁକିନା ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ସ୍ତ୍ରୀର ନାଭିକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି। ସ୍ତ୍ରୀର ନାଭିରେ କିଛି ଏମିତି ଶକ୍ତି ରହିଥାଏ ଯାହା ସକରାତ୍ମକର ସଂକେତ ଦେଇଥାଏ। ସକାରାତ୍ମକ ଶକ୍ତିକୁ ସେହି ଘରକୁ ଆସିବାର ସଂକେତ ଦେଇଥାଏ। ସେମିତିରେ ନାରୀରର ସମସ୍ତ ଅଙ୍ଗ ପବିତ୍ର ହୋଇଥାଏ। ସ୍ତ୍ରୀର ସମସ୍ତ ଅଙ୍ଗ ଦୈବିଶକ୍ତିରେ ପୁର୍ଣ ହୋଇଥାଏ। କାହିଁକା ସ୍ତ୍ରୀ ନିଜେ ହିଁ ଗୋଟେ ଦେବୀ ଅଟେ। ଏଣୁ ଜଣେ ସ୍ତ୍ରୀ ଚାହିଁଲେ ତା ସ୍ୱାମୀଙ୍କୁ ସବୁଠାରୁ ବଡ଼ ଧନୀ ମଣିଷ ବନେଇ ପାରିବ। କାହିଁକିନା ଜଣେ ସ୍ତ୍ରୀ ନିଜର ପବିତ୍ର କର୍ମରେ ବା ସ୍ୱଭାବରେ ଯଦି ପୂଜା ପାଠ କରେ ତେବେ ସବୁ ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିପାରେ ସେମାନଙ୍କୁ ମଧ୍ୟ ବିବସ କରିପାରେ ବରପ୍ରଦାନ କରିବା ପାଇଁ।

ଏଣୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ସ୍ତ୍ରୀ ପ୍ରାତଃ କାଳରେ ଉଠି ସ୍ନାନ ଶୌଚ ଆଦି ସାରି ଯଦି ପୂଜା ପାଠ କରିନିଏ ନିଜର ପରିବାର ପାଇଁ ପ୍ରାର୍ଥନା କରେ ତେବେ ନିସୃତ ବାଣୀ ଅନୁସାରେ ସ୍ତ୍ରୀର ପ୍ରାର୍ଥନା ସବୁ ଦେବୀ ଓ ଦେବତା ଶୁଣିଥାନ୍ତି ଓ ପୂରଣ ମଧ୍ୟ କରିଥାନ୍ତି। ନିଜ ପରିବାରର ଶୁଭ କାମନା କରି କରୁଥିବା ସମସ୍ତ କର୍ମ ନିଶ୍ଚୟ ପୂରଣ ହୋଇଥାଏ। ଯଦି ଆପଣଙ୍କ ଘରେ ଏମିତି ସ୍ତ୍ରୀ ଅଛନ୍ତି ତେବେ ସେହି ଘର ନିଶ୍ଚୟ ରୂପେ ପ୍ରଗତି କରିବ। ଭଲ କର୍ମ ମାନ ହେବାକୁ ଲାଗିବ ଏବଂ ଭଲ କର୍ମ ପାଇଁ ଆପଣ କେବେବି ଦରିଦ୍ରତାର ଦିନ ଦେଖିବାକୁ ପାଇବେ ନାହିଁ। ସ୍ତ୍ରୀର ସବୁଠାରୁ ଅଧିକ ପବିତ୍ର ଅଙ୍ଗ ହେଉଛି ତାର କାନର ପଛ ପଟ ଅଂଶ। କାରଣ ସ୍ତ୍ରୀର କାନର ପଛ ପଟ ଅଂଶରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏଣୁ ପ୍ରତିଦିନ ସକାଳେ ଉଠିବା ପରେ ସ୍ତ୍ରୀର କାନର ପଛ ଅଂଶକୁ ଚୁମ୍ବନ ଦେଲେ କିମ୍ଵା ଚାଟିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି। ଘରେ ଧନ ଅନ୍ନ ଏବଂ ବୈଭବରେ ପରିପୂର୍ଣ୍ଣ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *