Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସରେ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ଲୋଟାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ସବୁ ଦୁଃ-ଖ କଷ୍ଟ ଦାରୁ-ଦ୍ର୍ୟରୁ ମିଳିବ ମୁକ୍ତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ମାସରେ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ଲୋଟାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ସବୁ ଦୁଃ-ଖ କ-ଷ୍ଟ ଦାରୁ-ଦ୍ର୍ୟରୁ ମିଳିବ ମୁକ୍ତି।

ବନ୍ଧୁଗଣ ଶରଦ ପୂର୍ଣ୍ଣିମା ପରେ କାର୍ତ୍ତିକ ମାସ ଆସିଯାଏ। ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ବିଶେଷ ମହତ୍ୱ ଦିଆଯାଇଛି। ଏହି ମାସ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ସୁଖ ବୈଭବ ଭରା ମା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ। ଏହି ମାସରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ବ୍ରତ କରିବା ଦ୍ୱାରା ପୂଜା କରିବା ଦ୍ୱାରା ସବୁ କ-ଷ୍ଟ ଦୂର ହୋଇଯାଏ। ପ୍ରାତଃ କାଳରେ ସ୍ନାନ କରିବା ଦ୍ୱାରା ତୀର୍ଥ ଯାତ୍ରାର ଫଳ ମିଳିଥାଏ। ଏହି ମାସ ଭଗବାନ ଶିବଙ୍କ ପୁତ୍ର ଭଗବାନ କାର୍ତ୍ତିକ ତାଡ଼କା ଅସୁରର ବଧ କରିଥିଲେ ଯାହା କାରଣରୁ ଏହି ମାସର ନାମ କାର୍ତ୍ତିକ ମାସ ହେଲା। ଏହି ମାସରେ ପୂଜା ଜପ ତ-ପ କଲେ ସବୁ ଇଛା ପୂରଣ ହୋଇଥାଏ। ଏହି ମାସକୁ ମୁକ୍ତିର ଦ୍ୱାର ମଧ୍ୟ କୁହାଯାଏ। ଏହି ମାସରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ସହ ତାଙ୍କ ପୁତ୍ର ଭଗବାନ କାର୍ତିକଙ୍କର ମଧ୍ୟ ପୂଜା କରାଯାଇଥାଏ। କାର୍ତ୍ତିକ ମାସରେ ସୁର୍ଯ୍ୟ ବି ତୁଳା ରାଶି ଯାହା ନିଜ ରାଶିରେ ଯାଇଥାଏ। ଏହି କାରଣରୁ ଭଗବାନ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା କରାଯାଇଥାଏ ଏବଂ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ମାନ ସମ୍ମାନ ମିଳିଥାଏ। ଏହି ମାସରେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ଅ-ର୍ଘ୍ୟ ଦେବା ଦ୍ୱାରା ମନ ପବିତ୍ର ହୋଇଥାଏ ବୁଦ୍ଧି ତେଜ ହୋଇଥାଏ ଏବଂ ମନର ଶ୍ରୀଜନ ହୋଇଥାଏ ଯାହା ଦ୍ୱାରା କି ଭଲ କର୍ମ ହୋଇଥାଏ ଯାହା ଦ୍ୱାରା ମୋକ୍ଷ ମିଳିଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେବା ଦ୍ୱାରା ରୋଗ ପ୍ରତି-ରୋଧକ ଗୁଣ ବଢିଥାଏ ଏବଂ ଭିଟାମିନ-D ମଧ୍ୟ ମିଳିଥାଏ। ଯେତେବେଳେ ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ଜଳରେ ଗୋଟେ ଚୁଟକି କଳା ରାଶି ପକାନ୍ତୁ ଏହା ଦ୍ବାରା ପି-ତୃଙ୍କୁ ତ-ର୍ପଣ ଅ-ର୍ପିତ ହୋଇଯାଏ। ଏହା ଦ୍ବାରା ପିତୃ ଦୋ-ଷ ଶାନ୍ତ ହୋଇଯାଏ।

ଯଦି ଆପଣଙ୍କୁ ଅନୁଭବ ହେଉଛି କି ବହୁତ ସମସ୍ୟା ଆସୁଛି ଉନ୍ନତି ହେଉନାହିଁ ପ୍ରତି କ୍ଷେତ୍ରରେ ବାଧା ଆସୁଛି ସନ୍ତାନର ପ୍ରାପ୍ତି ହେଉନାହିଁ କି ସନ୍ତାନର ଉନ୍ନତି ହେଉନାହିଁ ନିଜ ଘରେ ସୁଖ ନାହିଁ ଯାହା ଚାହୁଁଛନ୍ତି ତାହା ମିଳୁନାହିଁ ତେବେ ଏମିତିରେ ଗୋଟିଏ ପ୍ରୟୋଗ କରନ୍ତୁ କୌଣସି ଅସ୍ତ ଗଛର ତଳେ ମାଟି ପାତ୍ରରେ କ୍ଷୀର ଦେଇଦିଅନ୍ତୁ ଏଥିରେ କଳା ରାଶି ପକାଇ ଅସ୍ତ ଗଛ ତଳେ ରଖିଦିଅନ୍ତୁ ଏବଂ ପିତୃ ଲୋକଙ୍କୁ କ୍ଷ-ମା ମାଗନ୍ତୁ ଏହି ପ୍ରୟୋଗ କରିବା ପରେ ଓଁ ନମଃ ଭଗବତେ ବସୁଦେବାୟ ନମଃର ମ-ନ୍ତ୍ର ଜ-ପ କରି ଅସ୍ତ ଗଛର ଚାରିପାଖେ ୭ ଫେରା ପରି-କ୍ରମା କରନ୍ତୁ। ଏହା ଦ୍ୱାରା ସବୁ ସମସ୍ୟା ବାହାରକୁ ବାହାରିଯିବ। ଜୀବନରେ ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଓଁ ଆଦିତ୍ୟୟ ନମଃ ମ-ନ୍ତ୍ର ବା ଗାୟତ୍ରୀ ମନ୍ତ୍ରର ମ-ନ୍ତ୍ର ଜ-ପ କରି ଜଳ ଅର୍ପଣ କରନ୍ତୁ। ଯଦି ଆପଣ ସୁର୍ଯ୍ୟଦେବଙ୍କ ସାମ୍ନାରେ ଠିଆ ହୋଇ ପ୍ରତିଦିନ ୨୭ ଥର ଗାୟତ୍ରୀ ମ-ନ୍ତ୍ର ଜ-ପ କରନ୍ତି ତେବେ ଜୀବନରେ କ-ଷ୍ଟ ହିଁ ଆସିନଥାଏ। ନିଜ ମନ ଇଛା ପୂର୍ତ୍ତି ପାଇଁକି ଗୋଟେ ଚୁଟକି ହଳଦୀ ପାଣିରେ ପକେଇ ଜଳ ଅର୍ପଣ କରନ୍ତୁ ଜୀବନରେ କ-ଷ୍ଟ ରୋଗରୁ ମୁକ୍ତି ପାଇବା ପାଇଁ ଲୋଟାରେ ଲାଲ ଫୁଲ ଦେଇ ଜଳ ଅର୍ପଣ କରନ୍ତୁ ଯଦି ଜୀବନରେ କିଛି ଆଶା ରଖୁଛନ୍ତି ତେବେ ଲୋଟାରେ ଜଳରେ ମିଶ୍ରି ପକେଇ ଜଳ ଅର୍ପଣ କରନ୍ତୁ ସମସ୍ତ ଇଛା ପୂରଣ ହେବ। ତେବେ କାର୍ତ୍ତିକ ମାସରେ ସୂର୍ଯ୍ୟଦେବଙ୍କୁ ଏହିପରି ଜଳ ଅର୍ପଣ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *