Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ବିଚିତ୍ର କଥା : ନିଦରେ ଶୋଇ କଥା ହେଉଥିବା ନାରୀ, ତୁରନ୍ତ ଏହାକୁ ପଢ଼ନ୍ତୁ,ନଚେତ ପରେ ପସ୍ତେଇବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଦରେ ଶୋଇ କଥା ହେଉଥିବା ନାରୀ ତୁରନ୍ତ ପଢ଼ନ୍ତୁ ନଚେତ ପରେ ପସ୍ତେଇବେ। ବଡ଼ ବିଚିତ୍ର କଥା

ବନ୍ଧୁଗଣ ନିଦ ହେଉଛି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ମୃତ୍ୟୁର ଏକ ସୂକ୍ଷ୍ମ ରୂପ ଅଟେ। ଯାହା ଦ୍ୱାରା ଭଗବାନଙ୍କର ନିକଟବର୍ତ୍ତୀ ହେବାର ଏହା ଏବଂ ମାଧ୍ୟମ ଅଟେ ଏବଂ ନିଦ୍ରା ଏବଂ ସୂକ୍ଷ୍ମ ଦ୍ୱାରା ଆମେ ଭଗବାନଙ୍କ ସହିତ ବାର୍ତାଳାପ କରିଥାଉ। କେବଳ ଜାଗ୍ରତ ରହିବା ହିଁ ଜୀବନ ନୁହେଁ ବରଂ ଏହାର ଆରପଟେ ମଧ୍ୟ ଏକ ଜୀବନ ରହିଅଛି। ଏବଂ ତାହା ମଧ୍ୟ ଜୀବନର ଲକ୍ଷ ଅଟେ। ହିନ୍ଦୁ ଧର୍ମରେ ଜୀବନର ସମସ୍ତ କଳା ଯେପରିକି କର୍ମ ସଂସ୍କାର ପରମ୍ପରା ଜୀବନଜୀବିକା ଅନୁଶାସନ ଓ ଧର୍ମରେ ବନ୍ଧା ହୋଇଅଛି। ମଣିଷ ପାଇଁ ପର୍ଯ୍ୟାପ୍ତ ନିଦ୍ରା କାହିଁକି ଦରକାର ହୋଇଥାଏ ଏବଂ ଶୋଇବା ସମୟରେ କେଉଁ ସବୁ ନିୟମମାନ କରିବା ଆବଶ୍ୟକ ହୋଇଥାଏ ବର୍ଣ୍ଣିତ ଅଛି। ବାସ୍ତୁଶାସ୍ତ୍ର ଅନୁସାରେ ପର୍ଯ୍ୟାପ୍ତ ନିଦ୍ରା ବହୁତ ମହତ୍ୱପୂର୍ଣ୍ଣ କଥା ଅଟେ ଏବଂ ଆବଶ୍ୟକ କାର୍ଯ୍ୟ ମଧ୍ୟ ହୋଇଥାଏ। ଯଦି କେହି ମଣିଷ ୭ ରୁ ୮ ଘଣ୍ଟା ସୋଇଥାଏ ତେବେ ସେହି ବ୍ୟକ୍ତିର ଆୟୁଷ କ୍ଷୀଣ ହୋଇଥାଏ। ଏହା ସହିତ ମାନସିକ ଏବଂ ଶାରୀରିକ ରୋଗ ମାନ ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଜଣେ ବ୍ୟକ୍ତି ୭ ରୁ ୮ ଘଂଟା ନିଦ୍ରା ଯିବା ଆବଶ୍ୟକ ଅଟେ। କମ ଶୋଇବା ଏବଂ ଅଧିକ ଶୋଇବା କ୍ଷତିକାରକ ଅଟେ। ଭଲ ନିଦ୍ରା ହେବା ଦ୍ୱାରା ଆମର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ସହିତ ଲୋକଙ୍କୁ ଦିନରେ ସବୁ କାମ କରିବାକୁ ମନ ଲାଗିଥାଏ। ବନ୍ଧୁଗଣ କିଛି ଲୋକଙ୍କର ଏହି ଅଭ୍ୟାସ ଥାଏ କି ସେମାନେ ନିଦରେ କଥା ହୋଇଥାନ୍ତି ବା ବିଳିବିଳାଇ ଥାନ୍ତି।

ଏହିପରି ଲୋକଙ୍କ ବିଷୟରେ ଆଜି ଆମେ ଜାଣିବା। ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆପଣଙ୍କର ପାଦ ପୂର୍ବ ଦିଗ କିମ୍ବା ଦକ୍ଷିଣ ଦିଗକୁ ହେବା ଅନୁଚିତ ହୋଇଥାଏ ମାନେ ଶୋଇବା ସମୟରେ ଆପଣଙ୍କର ପାଦ ପଶ୍ଚିମ ଦିଗ କିମ୍ବା ଉତ୍ତର ଦିଗକୁ ହେବା ଆବଶ୍ୟକ ଅଟେ। ଆଧ୍ୟାତ୍ମିକ ମତ ସହିତ ବୈଜ୍ଞାନିକ ମତ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ ରଖିବା ଏବଂ ଦକ୍ଷିଣ ଦିଗକୁ ପାଦ ରଖିବା କ୍ଷତିକାରକ ହୋଇଥାଏ। ଆମର ସମ୍ପୂର୍ଣ ଜୀବନ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପ୍ରସ୍ଫୁଟିତ ହୋଇଥାଏ। ଉର୍ଜାର ଏହି ଧାରାରେ ବିପରୀତ ଶୋଇବା ଅନୁଚିତ ହୋଇଥାଏ। ଅର୍ଥାତ ପୂର୍ବକୁ ପାଦ ରଖି ଶୋଇବା ଉଚିତ ନୁହେଁ। ଏହିପରି କରିବା ଦ୍ୱାରା ସୁର୍ଯ୍ୟନାରାୟଣଙ୍କର ଅପମାନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉନ୍ନତ କର ହୋଇଥାଏ। ଦକ୍ଷିଣକୁ ମୁଣ୍ଡ ଏବଂ ଉତ୍ତରକୁ ପାଦ ରଖି ଶୋଇବା ଉଚିତ ହୋଇଥାଏ। ଏହା ସହିତ କବାଟ ବା ଦରଜା ଆଡ଼କୁ ପାଦ ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ହାନି ହୋଇଥାଏ। ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ଜ୍ଞାନ ବୃଦ୍ଧି ହୋଇଥାଏ। ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ଶାନ୍ତି ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଶୋଇବା ପୂର୍ବରୁ ଜୀବନର ଲକ୍ଷ୍ୟ କରି ଶୋଇବା ଉଚିତ ହୋଇଥାଏ। କୌଣସି ବି ନକରାତ୍ମକ ଚିନ୍ତା କରି ଶୋଇବା ଉଚିତ ନୁହେଁ। କାହିଁକିନା ଶୋଇବାର ୧୦ମିନିଟ ପୂର୍ବରୁ ଅଧିକ ସମ୍ବେଦନଶୀଳ ସମୟ ହୋଇଥାଏ ଏବଂ ଉଠିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ସମ୍ବେଦନଶୀଳ ସମୟ ହୋଇଥାଏ।

ଏହି ସମୟରେ ଆମେ ଯାହା ଚିନ୍ତା କରିଥାଉ ବା ଯାହା ଭାବିଥାଉ ତାହା ବାସ୍ତବ ଜୀବନରେ ଘଟିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ଆପଣ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ଶୋଇବା ଉଚିତ। ଏହା ସହିତ ତାଙ୍କର ନାମ ଜପ କରି ଶୋଇବା ଉଚିତ ହୋଇଥାଏ। ଏହା ସହିତ ସୁଖ ନିଦ୍ରା ହେବା ସହିତ ନକରାତ୍ମକ ଚିନ୍ତାମାନ ଆସିନଥାଏ ଏବଂ ଆୟୁଷ ବୃଦ୍ଧି ଘଟିଥାଏ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ। ଏବେ ଆସନ୍ତୁ ଜାଣିବା ନିଦରେ ବିଳିବିଳାଉ ଥିବା ମଣିଷ କିପରି ହୋଇଥାନ୍ତି। ନିଦରେ ବିଳିବିଳାଇବା ଅଭ୍ୟାସ ନିଦ୍ରାର ଏକ ବିକାର ଅଟେ।

ଯାହା ଦ୍ୱାରା ମଣିଷ ଶୋଇବା ପରେ ଅସ୍ୱାଭାବିକ ବ୍ୟବହାର କରିଥାଏ। ଶୋଇବା ସମୟରେ ଲୋକେ ଦିନ ସାରାର କଥା ମନେ ପକାଇଥାଏ। ଯାହାକି ତାଙ୍କ ହିସାବରେ ଖରାପ କିମ୍ବା ଭଲ ହୋଇଥାଏ ଏହା ସବୁ ଭାବି ମଣିଷ କେତେବେଳେ ଯେ ଶୋଇଯାଏ ଏହି କଥା ଜାଣିପାରେ ନାହିଁ କିନ୍ତୁ ତାଙ୍କର ଅବଚେତନ ମନ ସେହି ବିଷୟରେ ହିଁ ଚିନ୍ତା କରିଥାଏ। ଏହି କାରଣରୁ ମଣିଷ ନିଦରେ ବିଳିବିଳାଇ ଥାଏ। ଚିନ୍ତା ଗ୍ରସ୍ତ ମଣିଷ ନିଦରେ ବିଳିବିଳାଇ ଥାଏ। ସମସ୍ତ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ନିଜର ଇଷ୍ଟ ଦେବଙ୍କୁ ପ୍ରାର୍ଥନା କରି ଶୋଇବା ଆବଶ୍ୟକ। ଏହା ସହିତ ଶୋଇବା ପୂର୍ବରୁ ଚାହା କଫି ଏବଂ ମଦ୍ୟପାନ କରୁଥିବା ମଣିଷ ବିଳିବିଳାଇ ଥାଏ। ମାନସିକ ଶାନ୍ତି ପାଇଁ ଶୋଇବା ପୂର୍ବରୁ ଅତି କମରେ ୩୦ମିନିଟ ପର୍ଯ୍ୟନ୍ତ ଯୋଗ କରିବା ଉଚିତ ହୋଇଥାଏ ଏବଂ ଖାଦ୍ୟରେ ସ୍ୱାତିକ ଆହାର ଖାଇବା ଉଚିତ ହୋଇଥାଏ। ତାମସିକ ଭୋଜନ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ନିଦରେ ବିଳିବିଳାଉଥିବା ମଣିଷର ସ୍ଵଭାଵ କିପରି ହୋଇଥାଏ। ଯେଉଁ ନାରୀ ନିଦରେ କଥା ହୋଇଥାଏ ସେହି ନାରୀ ସ୍ନେହୀ ସ୍ୱଭାବର ହୋଇଥାନ୍ତି ବୁଦ୍ଧିମତୀ ଏବଂ ଦୟାଳୁ ସ୍ୱଭାବର ହୋଇଥାନ୍ତି। ଏହିପରି ନାରୀମାନେ ହୃଦୟରୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ନାରୀମାନେ ପୁରୁଷକୁ ବହୁତ ସମ୍ମାନ କରିଥାନ୍ତି ଏବଂ ନିଜ ଠାରୁ ସାନ ମାନଙ୍କୁ ସ୍ନେହ କରିଥାନ୍ତି। ଏହା ସହିତ ପରିବାରକୁ ଏକତ୍ର ରଖି ବଞ୍ଚିଥାନ୍ତି। ଏମାନେ ବହୁତ ସୌଭାଗ୍ୟବତୀ ଓ ପତିବ୍ରତା ହୋଇଥାନ୍ତି। ଏମାନେ ଅନ୍ୟଙ୍କୁ ସାହାର୍ଯ୍ୟ ଏବଂ ଖୁସି ଦେଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *