Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ମାସରେ ଏହି ୫ ଟି ରାଶିଙ୍କ ଭାଗ୍ୟ ଚମକିବ,ଏଥିରେ ଆପଣଙ୍କର ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନଭେମ୍ବର ମାସରେ ଏହି ୫ ଟି ରାଶିଙ୍କ ଭାଗ୍ୟ ଚମକିବ।

ଆଜିର ଏହି ପୋଷ୍ଟରେ ଆସନ୍ତୁ ଜାଣିବା କି ସେହି ୫ ଗୋଟି ରାଶିଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଏହି ନଭେମ୍ବର ମାସରେ ଖୁସି ଆଣି କରି ଆସୁଅଛି। ଏମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ଆସିବ ଯାହାର ଆଗରୁ ଆପଣ କେବେବି ଚିନ୍ତାବି କରିନଥିବେ। ଗ୍ରହ ମାନଙ୍କ ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉ ନାଁ କାହିଁକି ଯେତେବି ପ୍ରୟାସ କରିଥାଉ ନାଁ କାହିଁକି ବହୁ ଅଧିକ ପରିଶ୍ରମ କରିବା ସ୍ୱତେ ମଧ୍ୟ ସଫଳ ହୋଇ ନଥାଉ କିନ୍ତୁ ବେଳେବେଳେ ଏପରି ସମୟ ଆସିଥାଏ କିଛି ମାତ୍ର ପ୍ରୟାସରେ ହିଁ କିଛି ନଚାହିଁକି ମଧ୍ୟ ଅଳ୍ପ ପରିଶ୍ରମରେ ହିଁ ବହୁତ କିଛି ମିଳିଯାଇଥାଏ ଯାହା ଆଶା ଠାରୁ ଅଧିକ ମିଳିଯାଇଥାଏ। ତ ସମସ୍ତ ଗ୍ରହ ମାନଙ୍କର ସପଟ ଆସନ୍ତା ନଭେମ୍ବର ମାସରେ ଏହି ୫ ଗୋଟି ରାଶି ଉପରେ ଖୁସିରେ ବର୍ଷା କରିବାକୁ ଯାଉଛନ୍ତି। ବହୁତ ସାରା ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ। ଜ୍ୟୋତିଷ ବିଦ୍ୱାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହମାନଙ୍କ ଚଳନର ବହୁତ ହିଁ ଅଧିକ ମହତ୍ୱ ରହିଛି। ଗ୍ରହମାନଙ୍କ ଚଳନ କାରଣରୁ ହିଁ ମଣିଷ ମାମଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା କାରଣ ଅଟେ ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶି ଚକ୍ରକୁ ହିଁ ଦେଖାଯାଇଥାଏ। ଅଲଗା ଅଲଗା ରାଶି ମାନଙ୍କ ସହିତ ଜଡ଼ିତ ବ୍ୟକ୍ତି ମାନଙ୍କ ଉପରେ ଗ୍ରହ ମାନଙ୍କ ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଅଛି କି ଜାଣିନିଅନ୍ତୁ ଏହି ନଭେମ୍ବର ମାସ ଆରମ୍ଭ ହେବା ମାତ୍ରେ ହିଁ ଏହି ୫ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଅଛି। ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି ଆଶା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ମାନଙ୍କ ପାଇଁ ଆସୁଥିବା ଏହି ନଭେମ୍ବର ମାସଟି ଅନେକ ଅନେକ ଖୁସି ହିଁ ଖୁସି ଆଣିକରି ଆସୁଅଛି।

ପ୍ରଥମେ ଆସନ୍ତୁ ଜାଣିବା କି କଣ ସବୁ ପରିବର୍ତ୍ତନ ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣଙ୍କର ଜୀବନକୁ ପୁର୍ଣ ରୂପରେ ବଦଳିବାକୁ ଯାଉଛନ୍ତି। ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଅଚାନକ ଭାବରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି। ତାଙ୍କୁ ନୂଆ ନୂଆ ଖୁସିର ଖବର ଶୁଣିବାକୁ ବି ମିଳିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ମାନଙ୍କରେ ଘେରି ହୋଇ ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କୁ ସଠିକ ଦିଗ ଦେଖାଇବେ। ବ୍ୟବସାୟୀଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି। ଧନର ବର୍ଷା ପରି କିଛି ଯୋଗ ବନିବାକୁ ଯାଉଅଛି। ଅର୍ଥାତ ଧନ ଜନିତ ସମସ୍ୟା ରହିବ ନାହିଁ ଏବଂ ଆପଣ ଧନ ଜନିତ ଅଭାବ ଅନୁଭବ କରିବେ ନାହିଁ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ହିଁ ଭଲ ରହିବ। ଦାମ୍ଫତ୍ୟ ଜୀବନରେ ଯାହାବି କିଛି କଷ୍ଟ ରହିଥିଲା ଯାହାବି କିଛି ସମସ୍ୟାମାନ ଚାଲୁଥିଲା ତାହା ଦୂର ହେବାକୁ ଯାଉଅଛି। ଏହି ସମୟରେ ଆପଣଙ୍କୁ କୌଣସି ବି ଶୁଭ ଖବର ପ୍ରାପ୍ତ ହୋଇପାରେ। ଯାହାର ଆପଣ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଅଗ୍ରସର କରାଇବ। ଧନ ଲାଭର ବି ଯୋଗ ବନୁଅଛି। ଆପଣଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି।

ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତ ତାହା ଉପରେ କାର୍ଯ୍ୟ କରିବ ଆରମ୍ଭ କରିଦିଅନ୍ତୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ। ଚାକିରୀ ଏବଂ ବ୍ୟାପାର ଏହି ଦୁଇଟି ଯାକ କ୍ଷେତ୍ର ପାଇଁ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭକାରୀ ରହିବ। ଦୁହିଁଙ୍କୁ ହିଁ ଧନ ଲାଭର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନର ଅପେକ୍ଷାରେ ଅଛନ୍ତି ତ ଏହି ସମୟରେ ଆପଣଙ୍କୁ ତାହା ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କ ଠାରୁ ମାର୍ଗଦର୍ଶନ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ବ୍ୟାପାରି ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ। ଆପଣଙ୍କର କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିରେ ଅଚାନକ ଭାବରେ ବୃଦ୍ଧି ହେବ। ଯାହା ଆପଣ ନିଜେ ହିଁ ଅନୁଭବ କରିପାରିବେ ଏବଂ ତାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ମିଳିବ। ଏହି ଯୋଗର ପ୍ରଭାବରେ ଆପଣଙ୍କ ପାଖରେ ଧନଜନିତ ସମସ୍ୟା ରହିବ ନାହିଁ। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ନିଶ୍ଚୟ ହିଁ ପ୍ରାପ୍ତ ହେବ। ଯେଉଁ କାରଣରୁ ଏବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ବିଷୟରେ ଯେଉଁମାନଙ୍କ ପାଇଁ ଏହି ନଭେମ୍ବର ମାସଟି ଅନେକ ଶୁଭ ଫଳ ନେଇ କରି ଆସୁଅଛି। ବୃଷ ରାଶି, କନ୍ୟା ରାଶି, ତୁଳା ରାଶି, ସିଂହ ରାଶି, କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *