Excuse Me Odisha

ଯାହା କହିବୁ ସତ କହିବୁ

ନଭେମ୍ବର ଦୁଇ ଧନତେରସ୍ ଦୁର୍ଲଭ ମହାସଂଯୋଗ | ୬ ରାଶି ହେବେ କୋଟିପତି |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨ ନଭେମ୍ବର ଧନତେରସ ଦୁର୍ଲଭ ମହାସଂଯୋଗ। ଏହି ୬ ଟି ରାଶି ହେବେ କୋଟିପତି।

ବନ୍ଧୁଗଣ ଧନତେରସରେ ଏହି ୬ ଟି ରାଶି ହେବେ କୋଟିପତି। ବନ୍ଧୁଗଣ କାର୍ତ୍ତିକ ମାସର ତ୍ରୟଦୋଷୀ ତିଥିକୁ ଧନତେରସ ମାନାଯାଏ। ଧନତେରସ ଦିନ ଭଗବାନ କୁବେର ମା ଲକ୍ଷ୍ମୀ ଧନନ୍ତରୀଙ୍କୁ ପୂଜା କରାଯାଏ। ମାନ୍ୟତା ଅଛି ଧନତେରସ ଦିନ ମା ଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ଧନଧାନ୍ୟରେ ପୂର୍ଣ୍ଣ ହୋଇଯାଏ। ଭଗବାନ ଗଣେଶ କୁବେର ଏବଂ ମା ଲକ୍ଷ୍ମୀଙ୍କର ମଧ୍ୟ ବିଶେଷ କୃପାଦୃଷ୍ଟି ରହିଥାଏ। ସୁଖ ସମୃଦ୍ଧିର ବରଦାନ ପ୍ରାପ୍ତ ହୋଇଥାଏ। ଦୀପାବଳିର ୨ ଦୁଇ ଦିନ ପୂର୍ବରୁ ତ୍ରୟଦୋଷୀ ତିଥିକୁ ଧନତେରସ ତିଥି କୁହାଯାଏ। ଧନତେରସ ଏହି ବର୍ଷ ଅତ୍ୟନ୍ତ ଶୁଭ ମୁହୂର୍ତ୍ତରେ ପାଳନ କରାଯାଉଛି। ଏହି ବର୍ଷ ଧନତେରସ ବହୁତ ଶୁଭ ଯୋଗରେ ପଡୁଅଛି ଏବଂ ବହୁତ ସାରା ରାଜଯୋଗ ଧନଯୋଗ ନିର୍ମାଣ ହେଉଛି ଏବଂ ଯାହାର ଚାଲିବା ସମୟରେ କିଛି ରାଶି ଧନରେ ମାଲାମାଲ ହୋଇଯିବେ। କାହିଁକିନା ମା ଲକ୍ଷ୍ମୀ ପ୍ରସନ୍ନ ମୁଦ୍ରାରେ ରହିବେ। ତେଣୁ କରି ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ବର୍ଷିବାକୁ ଯାଉଛି। ଏହି ବର୍ଷ ୨୦୨୧ ନଭେମ୍ବର ୨ ତାରିଖରେ ଧନତେରସ ପର୍ବ ପଡୁଛି। ଏହି ଧନତେରସ ବିଶେଷ ରୂପରେ ବହୁତ ଲାଭକାରୀ ହେବ। ବନ୍ଧୁଗଣ ଧନନ୍ତରୀ ପର୍ବ ମଧ୍ୟ ଆମେ ଏହାକୁ କହିପାରିବା। କାହିଁକିନା ଏହା ଧନତେରସ ଦିନ ପଡିବାରୁ ଏହାକୁ ଧନନ୍ତରୀ ତ୍ରୟଦୋଷୀ ମଧ୍ୟ କୁହାଯାଏ। ଏହି ବର୍ଷ ଧନତେରସ ଦିନ ୨ ନଭେମ୍ବର ସକାଳ ୧୧.୩୦ ମିନିଟରେ ଆରମ୍ଭ ହେବ ଏବଂ ୩ ନଭେମ୍ବର ସକାଳ ୯.୨ ମିନିଟ ପର୍ଯ୍ୟନ୍ତ ରହିବ। ଏହି ବର୍ଷ ଧନତେରସର ପୂଜା ଶୁଭ ମୁହୂର୍ତ୍ତ ୨ ନଭେମ୍ବର ୫.୩୫ ମିନିଟରୁ ରାତ୍ରି ୮. ୧୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ବର୍ଷ ମା ଲକ୍ଷ୍ମୀ ପ୍ରସନ୍ନ ପୂର୍ବକ ରହିବେ। ତେଣୁ କରି ଏହି ୬ ଟି ରାଶି କୋଟିପତି ହୋଇପାରନ୍ତି। ଏହି ୬ ଟି ରାଶିଙ୍କ ଭାଗ୍ୟ ମା ଲକ୍ଷ୍ମୀ ଚମକାଇବାକୁ ଯାଉଛନ୍ତି ଏବଂ ସର୍ବାଧିକ ସିଦ୍ଧି ମଧ୍ୟ ହେବାକୁ ଯାଉଛି ଧନତେରସ ଦିନ। ୫୦୦ ବର୍ଷ ପରେ ହେବାକୁ ଯାଉଛି ଏହି ଶୁଭ ମୁହୂର୍ତ୍ତ। ଏହି ଅଦ୍ଭୁତ ଠିକ ଯୋଗରେ ଜିନିଷ ପତ୍ର କିଣିଲେ ଏହାର ମହତ୍ୱ ଆହୁରି ବଢିଯିବ। ତା ସହିତ ଗୁରୁ ନକ୍ଷତ୍ର ସହିତ ଶନି ଗ୍ରହଙ୍କ ଜ୍ୟୋତି ମଧ୍ୟ ଧନତେରସ ଦିନ ହେବାକୁ ଯାଉଛି ଯାହା ଫଳରେ ଏହି ବର୍ଷ ଧନତେରସ ଆହୁରି ମଧ୍ୟ ଖାସ ହୋଇଯିବ। କାର୍ତ୍ତିକ ମାସର ତ୍ରୟଦୋଷୀ ତିଥିକୁ ଧନତେରସ ମାନା ଯାଉଥିବା ବେଳେ ଅମାବାସ୍ୟା ତିଥି ଦିନ ଦୀପାବଳି ମଧ୍ୟ କୁହାଯାଏ ଅର୍ଥାତ ୪ ନଭେମ୍ବରକୁ ଦୀପାବଳି ମାନାଯାଉଥିବା ବେଳେ ଏହାର ୨ ଦିନ ପୂର୍ବରୁ ଧନତେରସ ମନାଯିବ। ଧନତେରସ ଦିନ ବହୁତ ସାରା ଶୁଭ ଯୋଗ ଧନ ଯୋଗ ରାଜଯୋଗ ଦୁର୍ଲଭ ଯୋଗ ହେବାକୁ ଯାଉଥିବାରୁ ମା ଲକ୍ଷ୍ମୀ ୬ ଟି ରାଶି ଉପରେ ବହୁତ ପ୍ରସନ୍ନ ହେବାକୁ ଯାଉଛନ୍ତି। ସେହି ରାଶି ମାନଙ୍କ ଉପରେ ହେବ ଧନର ବର୍ଷା। ଆସନ୍ତୁ ଜାଣିନେବା ସେହି ୬ ଟି ରାଶି ବିଷୟରେ ଯାହାଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ବର୍ଷିବାକୁ ଯାଉଛି।

ମେଷ ରାଶି: ଏହି ବର୍ଷ ଏହି ରାଶି ପାଇଁ ଧନତେରସ ଦିନ ବହୁତ ଲକି ରହିବ। ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ପଡୁଛି। ସମସ୍ତ ବିଗିଡି ଯାଇଥିବା କାମ ହୋଇଯିବ ଏବଂ ବିଜନେସ ବ୍ୟାପାର ବଢିଯିବ। ଅଟକି ଯାଇଥିବା କାମ ସବୁ ହୋଇଯିବ। ଚାକିରୀରେ ପଦନ୍ନତି କରିବେ। ବହୁତ ପ୍ରକାରର ଆପଣଙ୍କୁ ଲାଭ ମିଳିବ। ଯେଉଁ ପ୍ରକାରର ବାଧା ବିଘ୍ନ ଆସିଯାଉଥିଲା ଆପଣଙ୍କ ଜୀବନରେ ସେ ସବୁ ଏବେ ଦୂର ହେବାକୁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟିରୁ ଆପଣଙ୍କ ବିଜନେସରେ ବହୁତ ଲାଭ ହେବ। ତା ସହିତ ଚାକିରୀରେ ପଦନ୍ନତି ସ୍ୟାଲେରି ମଧ୍ୟ ବଢ଼ିପାରେ।

ମିଥୁନ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହକ ବର୍ଷ ଧନତେରସ ବହୁତ ଭାଗ୍ୟଶାଳୀ ରହିବ। ମା ଲକ୍ଷ୍ମୀଙ୍କ ଖାସ କୃପାଦୃଷ୍ଟି ଏମାନଙ୍କ ଉପରେ ରହିବ ତା ସହିତ ଧନର ଦେବତା କୁବେରଙ୍କର ମଧ୍ୟ କୃପାଦୃଷ୍ଟି ରହିବ। ଯେକୌଣସି ବି କାମ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି କରିବେ ତ ସେଥିରେ ସତ ପ୍ରତିଶତ ଲାଭ ମିଳିବାର ସମ୍ଭାବନା ରହିଛି। ଯଦି ଆପଣଙ୍କର କୌଣସି କାମ ରହିଯାଇଛି ବ୍ୟାପାର ବାଣିଜ୍ୟ ହେଉ କିମ୍ବା ବ୍ୟବସାୟ ହେଉ ଆପଣଙ୍କର ସେହି କାମ ମଧ୍ୟ ପୁର୍ଣ ହୋଇଯିବ।

କନ୍ୟା ରାଶି। ଏହି ରାଶିର ଲୋକଙ୍କର ଭାଗ୍ୟ ବହୁତ ତେଜରେ ଚମକିବାକୁ ଯାଉଛି। କାହିଁକିନା ଏହି ବର୍ଷ ଧନତେରସ ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳୀ ରହିବ। ଧନର ଦେବୀ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ତା ସହିତ ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ବହୁତ ଭଲ ରହିବ। ପତି-ପତ୍ନୀଙ୍କ ମଧ୍ୟରେ ଭଲ ସମ୍ବଦ୍ଧ ରହିବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ସମସ୍ୟା ଆସୁଥିଲା ତାହା ସବୁ ଦୂର ହୋଇଯିବ। ଆର୍ଥିକ ସମସ୍ୟା ମଧ୍ୟ ଆପଣଙ୍କର ଦୂର ହେବାକୁ ଲାଗିବ।

ତୁଳା ରାଶି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏବେ ବହୁତ ତେଜରେ ଚମକିବାକୁ ଯାଉଛି। କାହିଁକିନା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ। ପଢ଼ା ଲେଖାରେ ଆପଣ ମାନେ ବହୁତ ଭଲ ପ୍ରଦର୍ଶନ କରିପାରିବେ। ରହିଯାଇ ଥିବା କାମ ପୁରା ହେବ। ସ୍ୱାସ୍ଥ୍ୟ ଅବସ୍ଥା ଆପଣଙ୍କର ବହୁତ ଉତ୍ତମ ରହିବ ଏବଂ ଧାର୍ମିକ କାର୍ଯ୍ୟରେ ଆୟୋଜନ କରିପାରନ୍ତି। ଶୁଭ କାର୍ଯ୍ୟ ହୋଇପାରେ। ବାହାଘରର ମଧ୍ୟ ଚର୍ଚ୍ଚା ହୋଇପାରେ। ତା ସହିତ ଆର୍ଥିକ ସମସ୍ୟା ଦୂର ହେବ।

ମୀନ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ବିଶେଷ ଭାବରେ ରହିବ। ଏବେ ଆପଣଙ୍କ ଭାଗ୍ୟକୁ ଚମକାଇ ଦେବେ। ଆପଣ ଯେଉଁବି କାମ କରିବେ ସତ ପ୍ରତିଶତ ଲାଭ ମଧ୍ୟ ଆପଣଙ୍କୁ ମିଳିବ ଏବଂ ଆପଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ବହୁତ ଭଲ ରହିବ।

ମକର ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ମୁଦ୍ରାରେ ରହିବେ ଏବଂ ଆପଣଙ୍କ ଜୀବନରେ ଶୁଭ ଫଳ ପ୍ରଦାନ କରିବେ। ଏହି ଧନତେରସ ଦିନ ସାନ ବଡ଼ ଭାଇ ଭଉଣୀ ଏବଂ ପିତା ମାତାଙ୍କୁ ବହୁତ ଭଲ ଯୋଗ ମିଳିବ। ଘରେ ସୁଖ ସମୃଦ୍ଧିର ଛାୟା ଖେଳିଯିବ। ଜୀବନସାଥୀଙ୍କର ସହଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଯଦି ବିଦେଶରେ ରହୁଛନ୍ତି ତାହେଲେ ବିଦେଶକୁ ଯାତ୍ରା କରିପାରନ୍ତି। ବଡ଼ କମ୍ପାନୀରୁ ଅଫର ଆସିପାରେ। ତା ସହିତ ନୂତନ ଚାକିରୀ ମିଳିପାରେ। ଆପଣଙ୍କର ଅଟକି ଯାଇଥିବା ସମସ୍ତ କାମ ହୋଇଯିବ। ଆର୍ଥିକ ସମସ୍ୟା ଦୂର ହେବ। ଆୟରେ ବୃଦ୍ଧି ମଧ୍ୟ ହେବ। ଏହି ବର୍ଷ ୨ ନଭେମ୍ବରରେ ବହୁତ ସାରା ରାଜଯୋଗ ଦୁର୍ଲଭ ଯୋଗ ହେଉଥିବାରୁ ଏହି ୬ ଟି ରାଶିରେ ଲାଗିବ ଲଟେରୀ।

ଏବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ସବୁ ଅଶୁଭ ଜିନିଷ କିଣିବେ ନାହିଁ।

ଆମେ ସମସ୍ତେ ଜାଣିଛୁ ଧନତେରସ ଦିନ କିଛି ବି କିଣା କିଣି କଲେ ଧନର ବୃଦ୍ଧି ହେବ। ସେଥିପାଇଁ ଧନତେରସ ଦିନ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଏହିଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆପଣ ଜାଣିଛନ୍ତି କି କାରଣ ଏହା ଅଶୁଭ ହୋଇଥାଏ ତେବେ ଆସନ୍ତୁ ଜାଣିନେବା ଧନତେରସ ଦିନ କେଉଁ ସବୁ ଜିନିଷ କିଣିବା ଉଚିତ ନୁହେଁ।

ଧନତେରସ ଦିନ କାଚ କିମ୍ବା କାଚର ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। କାଚର ସମ୍ପର୍କ ରାହୁ ଗ୍ରହ ସହିତ ରହିଛି। ସେଥିପାଇଁ ଧନତେରସ ଭଳି ଶୁଭ ଦିନରେ କାଚର ତିଆରି ଜିନିଷ କିଣିବେ ନାହିଁ।

ଧନତେରସ ଦିନ ଧାରୁଆ ଜିନିଷ ବା ଅସ୍ତ୍ର କିଣିବା ଅନୁଚିତ। ଯେପରିକି ଛୁରୀ କଇଁଚି ଖଣ୍ଡା ଭଳି ଜିନିଷ କିଣିବା ଉଚିତ ନୁହେଁ। ଏହି ଦିନ ଧାରୁଆ ଜିନିଷ କିଣିବା ଅଶୁଭ ହୋଇଥାଏ। ଧନତେରସ ଦିନ ଲୁହାର ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କେହି ଏହି ଦିନ ଲୁହାର ତିଆରି ଜିନିଷ ଯେପରିକି କଣ୍ଟା ଲୁହା ଝଡ଼ ବା ଲୁହାର ତିଆରି ଯେକୌଣସି ଜିନିଷ ଘରକୁ ଆଣିଲେ ପରିବାର ଉପରେ ରାହୁ ଗ୍ରହର ଅଶୁଭ ଛାଇ ପଡିଥାଏ। ଧନତେରସ ଦିନ କଳା ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ। ଯେପରି କଳା କପଡା କୋଇଲା ବା ଯେକୌଣସି କଳା ବସ୍ତୁ କିଣନ୍ତୁ ନାହିଁ। ଏହି ଦିନ ଏସବୁ ଜିନିଷ ଘରକୁ ଆଣିବା ଅଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *