Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ର ସବୁଠାରୁ ଭାଗ୍ୟଶାଳୀ ରାଶି : ସୁନା ଠାରୁ ଅଧିକ ଚମକିବା ପାଇଁ ଯାଉଛି ଏହି ରାଶି ଗୁଡ଼ିକର ଭାଗ୍ୟ,ଜାଣନ୍ତୁ କେଉଁ କେଉଁ ରାଶି !

ସେୟାର୍ କରନ୍ତୁ

ବନ୍ଧୁଗଣ, ଖୁବ ଶୀଘ୍ର ଆସିବାକୁ ଯାଉଛି ନୂଆବର୍ଷ ୨୦୨୨। ନୂଆବର୍ଷରେ ଗ୍ରହ ମାନଙ୍କର ଚଳନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ କିଛି ରାଶିର ଲୋକମାନଙ୍କ ଉପରେ ପଡିବାକୁ ଯାଉଛି। ଯାହା ଫଳରେ ଏମାନଙ୍କ ଭାଗ୍ୟ ସୁନା ଠାରୁ ମଧ୍ୟ ଅଧିକ ଚମକିବାକୁ ଯାଉଛି। ଏହି ଭାଗ୍ୟଶାଳୀ ରାଶି ଗୁଡ଼ିକର ଭାଗ୍ଯର ତାଲା ଖୋଲିବା ସହିତ ଏମାନଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ପ୍ରଥମରେ ହେଉଛି କନ୍ୟା ରାଶି, ଏହି ରାଶିର ଲୋକଙ୍କ ପାଇଁ ଏହି ସମୟରେ ରାଜଯୋଗ ବନିବାକୁ ଯାଉଛି । ଦୀର୍ଘ ସମୟ ଧରି ଆପଣଙ୍କର ରହିଥିବା ସବୁ ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ଧନ ଅର୍ଜନ କରିବାର ନୂଆ ନୂଆ ଅବସର ସବୁ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟ ଓ ବ୍ୟବସାୟରେ ଉନ୍ନତି ହେବ। ଏହି ଯୋଗ ବନିବା ପରେ ଆପଣ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ।ଅଚାନକ ଧନଲାଭ ହେବାର ଯୋଗ ମଧ୍ୟ ରହିଛି।

ଦ୍ଵିତୀୟରେ ହେଉଛି ତୁଳା ରାଶି, ଏହି ରାଜଯୋଗ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଖୁବ ଭଲ ରହିବ। ଆପଣଙ୍କ ଭାଗ୍ୟର ଦ୍ଵାର ଖୋଲିଯିବା ସହିତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଆପଣ ଜୀବନରେ କିଛି ନୂଆ ନୂଆ ଯୋଜନା କରି ପାରନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ରହିବ । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ଉତ୍ତମ ଲାଭ ମିଳିବ।

ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କୁ ରାୟ ମାଗିବା ପାଇଁ ଆସିବେ ଏହି ସମୟରେ କିଛି ଖୁସି ଆପଣଙ୍କୁ ଅବଶ୍ୟ ମିଳିବ।

ତୃତୀୟରେ ହେଉଛି କୁମ୍ଭ ରାଶି, ଏହି ରାଶିର ଲୋକଙ୍କ ପାଇଁ ଧନଲାଭ ହେବାର ଯୋଗ ରହିଛି। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉତ୍ତମ ଧନଲାଭ ହେବାର ମଧ୍ୟ ସମ୍ଭାବନା ରହିଛି। ଆପଣ ଆଶା କରିଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣଙ୍କ ପରିବାରରେ ଆର୍ଥିକ ଅଭାବ ଦୂରେଇ ଯିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ, ଏହାଦ୍ବାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *