Excuse Me Odisha

ଯାହା କହିବୁ ସତ କହିବୁ

ପୁରା ଦିନରେ ଏମିତି ଏକ ସମୟ ରହିଛି,ଯେଉଁ ସମୟରେ କି ଆପଣ ଯାହା ବି ମାଗିବେ ସବୁ କିଛି ପାଇବେ,ଜାଣନ୍ତୁ ସେ ସମୟ କେତେବେଳେ ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୁରା ଦିନରେ ଏମିତି ଏକ ସମୟ ଯାହା କିଛି ବି ମାଗିଲେ ସବୁ ହେବ ପୂରଣ।

ବନ୍ଧୁଗଣ କୁହାଯାଏ କି ସବୁବେଳେ ନିଜ ମୁହଁରେ ଭଲ କଥା କହିବା ଉଚିତ କାରଣ ଜଣା ନାହିଁ କେବେ କେଉଁ କଥା ସତ ହୋଇଯିବ। ଧାର୍ମିକ ମାନ୍ୟତା ଅନୁସାରେ ପୁରା ଦିନରେ ଏମିତି ଏକ ସମୟ ନିଶ୍ଚିତ ଥାଏ ଯାହା ମୁହଁରେ କୁହାଯାଇ ଥିବା କଥା ସତ ହୋଇଥାଏ। ବିଦ୍ୟା ବୁଦ୍ଧି ଜ୍ଞାନ ଏବଂ ବିବେକର ଅଧିଷ୍ଠିତ ଦେବୀ ମା ସ୍ୱରସ୍ୱତୀ ଅଂଦ୍ଧକାର ଭରା ଜୀବନରେ ମଣିଷକୁ ଠିକ ବାଟରେ ନେଇଯିବାର ସବୁ ଦାୟିତ୍ୱ ମା ସ୍ୱରସ୍ୱତୀଙ୍କ ଉପରେ ଥାଏ। ଏହି ଦେବୀ ମନୁଷ୍ୟକୁ ମହା ତୁଲ୍ୟ ସମ୍ପଦ ଜ୍ଞାନ ପ୍ରଦାନ କରନ୍ତି। ପୌରାଣିକ କଥା ଅନୁସାରେ ମା ସ୍ୱରସ୍ୱତୀଙ୍କୁ ପଦ୍ମ ଫୁଲରେ ବସିଥିବାର ଦେଖାଯାଏ। ପଙ୍କରେ ଖେଳୁଥିବା ପଦ୍ମକୁ ପଙ୍କ ଛୁଇଁପାରେ ନାହିଁ ସେହିପରି ପଙ୍କରେ ବିରାଜମାନ ମା ସ୍ୱରସ୍ୱତୀ ଆମକୁ ସନ୍ଦେଶ ଦେବାକୁ ଚାହାନ୍ତି କି ଆମେ ଚାହିଁଲେ ଯେତେବି ଦୂଷିତ ବାତାବରଣରେ ରହିବାକୁ ପଡୁ କିନ୍ତୁ ଆମେ ନିଜକୁ ଏହିପରି ବନି ରଖିବା ଉଚିତ କି ଖରାପ ଆମକୁ ଛୁଇଁ ନପାରିବ।

ସନାନ୍ତନ ଧର୍ମରେ ମା ସ୍ୱରସ୍ୱତୀଙ୍କୁ ବାଣୀର ଦେବୀ କୁହାଯାଏ। ୨୪ ଘଂଟା ବା ପୁରା ଦିନରେ ଏମିତି ଏକ ସମୟ ନିଶ୍ଚୟ ଆସିଥାଏ ଯେବେ ବ୍ୟକ୍ତିର ପାଟିରେ ଆସିଥିବା କଥା ସତ ହୋଇଯାଏ। ଏହ ସମୟରେ କୁହାଯାଇଥିବା କୌଣସି ବାକ୍ୟ କିମ୍ବା ଶବ୍ଦ ସତ ହୋଇଯାଏ। ମାନାଯାଏ କି କେବେ ମା ସ୍ୱରସ୍ୱତୀ ଜିଭ ଉପରେ ବସିଯାନ୍ତି ତ ସେହି ସମୟରେ ଆପଣ ଯାହାବି କଥା କହିଥାନ୍ତି ତାହା ସତ ହୋଇଯାଏ। ଜଣା ଅଜାଣତରେ କହିଥିବା କଥା ସତ ସାବ୍ୟସ୍ତ ହୋଇପାରେ। ଏହା କୌଣସି କଳ୍ପନା ନୁହେଁ ପୌରାଣିକ ସତ୍ୟ ଅଟେ। କାହା ବିଷୟରେ କେବେବି ଖରାପ କୁହନ୍ତୁ ନାହିଁ। ଭାବନ୍ତୁ ମା ସ୍ୱରସ୍ୱତୀ କେବେବି ଜିଭ ଉପରକୁ ଆସିଯିବେ ତ କଣ ହେବ ନାହିଁ। ମାନ୍ୟତା ଅଛି କି ରାତିରେ ୩.୧୦ ମିନିଟ ରୁ ୩.୧୫ ମିନିଟ ପର୍ଯ୍ୟନ୍ତ ସମୟ ସବୁଠୁ ଭଲ ହୋଇଥାଏ। ଏହି ୫ ମିନିଟ ମଧ୍ୟରେ କହିଥିବା କଥା ଅବଶ୍ୟ ସିଦ୍ଧ ହୋଇଥାଏ।

ଗୋଟିଏ ମାସ ପର୍ଯ୍ୟନ୍ତ ଏହି ସମୟରେ ଲଗାତାର ନିଜର ମନର କାମନା କହିପାରିବେ ମା ସ୍ୱରସ୍ୱତୀ ଆପଣଙ୍କର ପ୍ରତ୍ୟକ ଇଚ୍ଛାକୁ ପୂରଣ କରିବେ। ଏହା ବ୍ୟତିତ ଏହା କୁହାଯାଏ କି ଆମକୁ ସବୁବେଳେ ଭଲ କଥା କହିବା ଉଚିତ କାରଣ ଜଣା ନାହିଁ ମା ସ୍ୱରସ୍ୱତୀ କେବେ ଆପଣଙ୍କ ଜିଭ ଉପରକୁ ଆସିଯିବେ ଏବଂ ଆପଣ କହିଥିବା କଥା ସତ ହୋଇଯିବ। କେତେଥର ଆପଣ ନିଜେ ବି ଏହି କଥା ନୋଟିସ କରିଥିବେ କି ଆପଣ କହିଥିବା କଥା ସତ ହୋଇଯାଇଥିବ। ଏହା ଛଡା ମା ସ୍ୱରସ୍ୱତୀ ହିଁ ହୋଇଥିବେ। ହୋଇପାରେ ମା ସ୍ୱରସ୍ୱତୀ ସେହି ସମୟରେ ଆପଣଙ୍କ କଣ୍ଠ ଉପରେ ବସିଥିବେ ଏବଂ ଆପଣଙ୍କ ମୁହଁରୁ ବାହାରି ଥିବା କଥା ସତ ହୋଇଯାଇଥାଏ। ଯଦି ସତରେ ଏମିତି ହବେଥାଏ ତ ଆପଣଙ୍କୁ ଆପଣଙ୍କ ମୁହଁରେ ସବୁବେଳେ ଭଲ କଥା କହିବା ଉଚିତ। ଯଦି ଆପଣ ଆପଣଙ୍କ ମୁହଁରେ ଖରାପ କିମ୍ବା କଟୁ ଵଚନ କୁହନ୍ତି ଏବଂ ସେହି ସମୟରେ ଆପଣଙ୍କ ଉପରେ ମା ସ୍ୱରସ୍ୱତୀ ବିରାଜମାନ ଥାଆନ୍ତି ତ ଆପଣଙ୍କ ସହିତ କିମ୍ବା କୌଣସି ଅନ୍ୟ ବ୍ୟକ୍ତିଙ୍କ ସହିତ କିଛି ଖରାପ ହୋଇପାରେ ଏବଂ ଏହାର ଦୋଷ ଆପଣଙ୍କ ଉପରକୁ ହିଁ ଆସିବ। ଯଦି ଆପଣ ଏମିତି ପାପ କର୍ମରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଅନ୍ୟକୁ ଖରାପ କଥା କୁହନ୍ତୁ ନାହିଁ କି ଅନ୍ୟ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ।

ବନ୍ଧୁଗଣ ବହୁତ ଲୋକଙ୍କର ଏହି ଅଭିଯୋଗ ରହିଥାଏ କି ହଠାତ ସେମାନଙ୍କ ଘରେ ଓଲଟି ପାଲଟି ହେବାକୁ ଲାଗିଥାଏ ଯେମିତିକି ସମସ୍ତ କାମ ହେଉ ହେଉ ବିଗିଡିଯାଏ। କୌଣସି ବି କାମ ତାଙ୍କ ଲକ୍ଷ୍ୟ ଅନୁସାରେ ହୁଏନାହିଁ ଘରର ମାହଲ ଏତେ ନକରାତ୍ମକ ହୋଇଯାଇଛି କି ନିଜର ଘରେ ମଧ୍ୟ ନିଶ୍ୱାସ ରୁଦ୍ଧ ହେବା ପରି ଲାଗିଥାଏ ଯଦି ଏହି ସବୁଠାରୁ ଆପଣ ମୁକ୍ତି ପାଇବାକୁ ଚାହୁଁଥାନ୍ତି କିମ୍ବା କୌଣସି କାମରେ ଆପଣଙ୍କର ମନ ଲାଗୁନାହିଁ ତ ଆପଣଙ୍କ ମନକୁ ଖରାପ ଭାବନା ଆସୁଛି ଦିନ ସାରା ଟେନସନରେ ରହୁଛନ୍ତି ପରିବାରର ପରିସ୍ଥିତିକୁ ନେଇ ହେଉ କିମ୍ବା ଧନ ସମ୍ପତ୍ତିକୁ ନେଇ ହେଉ ଆପଣଙ୍କୁ ବାସ ସକାଳୁ ଉଠି ଏହି ଶବ୍ଦ ଉଚାରଣ କରିବାକୁ ହେବ। ବନ୍ଧୁଗଣ ଏମିତିରେ ବି ଭୋଳାନାଥ କେବଳ ପୂଜା ପାଠ ଦ୍ୱାରା ସ୍ୱଚ୍ଛ ମନରେ ଜଳ ଅର୍ପଣ କରିବା ଦ୍ୱାରା ପ୍ରସନ୍ନ ହୋଇଯାନ୍ତି ଏବଂ ଭକ୍ତଙ୍କୁ ନିଜର ଚମତ୍କାର ଦେଖାଇଥାନ୍ତି। କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ସବୁବେଳେ ସକାଳୁ ଉଠିବା ପରେ ଏହି ଶବ୍ଦ ଉଚାରଣ କରିବା ଦରକାର। ଏହା କରିବା ଦ୍ୱାରା ଆପଣଙ୍କ ମନରେ ଯାହାବି ଇଛା ନିଶ୍ଚିତ ଭାବରେ ପୂରଣ ହୋଇଯିବ। ଭଗବାନ ଶିବ ଆପଣଙ୍କ ଉପରେ ହେବେ ପ୍ରସନ୍ନ। ଏହା ପାଇଁ ଆପଣଙ୍କୁ ବାସ ଏହି ଶବ୍ଦ କହିବା ପାଇଁ ପଡିବ।

ବିନା ପୂଜା ପାଠରେ ଆଅନଂ8 ଏତେ ଫଳ ପ୍ରାପ୍ତ ହେବ ଯେ ଯାହାର ଆପଣ କେବେବି କଳ୍ପନା ମଧ୍ୟ କରିନଥିବେ। ପ୍ରଭାତ ସମୟରେ ଆପଣ ଏହି ଶବ୍ଦର ଉଚାରଣ ନିଶ୍ଚୟ କରନ୍ତୁ। ଯଦି ଆପଣ ବିଦ୍ୟାର୍ଥୀ ଛୋଟ ପିଲା ତାହେଲେ ମଧ୍ୟ ଆପଣ ଏହି ଉପାୟକୁ କରିପାରିବେ। କାହିଁକିନା ଏହା ଦ୍ବାରା ଆପଣଙ୍କ ମାନସିକ ବିକାଶ ଏତେ ମଜବୁତ ହେବ କି ଆପଣଙ୍କୁ ଆପଣଙ୍କ ପରୀକ୍ଷାରେ ସଫଳତା ମିଳିବ ଏବଂ ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟକୁ ନିଶ୍ଚୟ କରନ୍ତୁ। ଆପଣଙ୍କୁ କେବଳ ସକାଳେ ଏହି ଶବ୍ଦକୁ କହିବାକୁ ହେବ ତା ସହିତ ଆପଣଙ୍କୁ ଗାଧୋଇବା ମଧ୍ୟ ଆବଶ୍ୟକ ନୁହେଁ। ସମସ୍ତ କାର୍ଯ୍ୟରେ ଭଗବାନଙ୍କ ସହିତ ଯୋଡି ହୋଇଥିବା ସମସ୍ତ କାମରେ ଆପଣଙ୍କୁ ସ୍ଵଛତା ରହିବାକୁ ପଡିଥାଏ ଓ ଗାଧୋଇ ସଫା ସୁତରା କପଡା ଧାରଣ କରିବାକୁ ପଡିଥାଏ ଏବଂ ଏହା ପରେ ହିଁ ଆପଣ ଏହି ଉପାୟ କରିପାରିବେ କିନ୍ତୁ ଯାହା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏହାର ଜବାବ କେବଳ ଏହି ୨ ଟି ଶବ୍ଦ। ଯାହା ଆପଣଙ୍କୁ ସକାଳ ସମୟରେ ଉଚାରଣ କରିବାକୁ ପଡିବ। ଯଦି ସ୍ତ୍ରୀ ମାନେ ଏହି ଉପାୟ କରୁଛନ୍ତି କିମ୍ବା ଘରେ କୌଣସି ନୂଆ ବିବାହିତା ମହିଳା ଅଛନ୍ତି ତାହେଲେ ଏହି ଶବ୍ଦକୁ ଉଚାରଣ କରିବା ଦ୍ୱାରା ଉତ୍ତମ ସନ୍ତାନ ଜନ୍ମ ହୁଏ। ଏହା ଆପଣଙ୍କ ଘର ପାଇଁ ବହୁତ ଭାଗ୍ୟଶାଳୀ ସିଦ୍ଧି ହୋଇଥାଏ। ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ହୋଇଯିବ। ଏତେ ଶୁଭ ଫଳ ମିଳିବ ଯେ ଆପଣ ତାହାର କଳ୍ପନା ମଧ୍ୟ କରିନଥିବେ। ବଳ ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆପଣ ଏହି ଉପାୟ କରିପାରିବେ। ଏବଂ ବ୍ୟାପାରି ମାନେ ମଧ୍ୟ ନିଜ ବ୍ୟାପାରକୁ ବଢ଼ାଇବା ପାଇଁ ମଧ୍ୟ ଏହି ଉପାୟକୁ କରିପାରିବେ କିମ୍ବା ଜଣେ ବ୍ୟକ୍ତି ନିଜ ଜୀବନକୁ ଉତ୍ତମ କରିବା ପାଇଁ କିମ୍ବା ନିଜ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଭାତରୁ ଏହି ଶବ୍ଦର ଉଚାରଣ ନିଶ୍ଚିତ କରନ୍ତୁ। ଭଗବାନ ଶିବଙ୍କର କୃପା ସେହି ବ୍ୟକ୍ତିକୁ ମିଳିଥାଏ ଏବଂ ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ସଫଳତା ମିଳିବ।

ବନ୍ଧୁଗଣ ଆପଣଙ୍କୁ କେବଳ ଏହା କରିବାକୁ ପଡିବ। ପ୍ରଭାତରୁ ଉଠି ପ୍ରଥମେ ଆପଣଙ୍କୁ ଦେବତା ମାନଙ୍କର ଧ୍ୟାନ କରିବା ଉଚିତ। ଏହା ବ୍ୟତୀତ ଆପଣଙ୍କ ଜୀବନର ଆରମ୍ଭ ପ୍ରଥମେ ପୂଜା ପାଠରୁ ହିଁ ଆରମ୍ଭ କରିବା ଉଚିତ। ତାହେଲେ ଆପଣଙ୍କୁ ପ୍ରକୃତ ସୁଫଳ ମିଳିବ ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଭିତରେ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ପ୍ରଭାତରୁ ଶୀଘ୍ର ଉଠି ଦୁଇ ହାତ ଯୋଡି ଏହି ଶବ୍ଦ ଉଚାରଣ କରିବାକୁ ହେବ। ଓମ ଯୁମ ସଂ ଏହି ମନ୍ତ୍ର ବଳରେ ଯାହା ଆପଣଙ୍କ ଜାତକରେ ଦୋଷ ଅଛି ତାହେଲେ ମଧ୍ୟ ତାହା କମ ହେବାକୁ ଲାଗିବ। ଏହା ବ୍ୟତୀତ ଆପଣଙ୍କ ଦୁଇଟି ହାତର ପାଡଲିକୁ ଯୋଡି ଏହି ମନ୍ତ୍ରର ଜପ କରିବା ଉଚିତ ମନ୍ତ୍ରଟି ହେଉଛି କାରଗ୍ରେ ବସତି ଲକ୍ଷ୍ମୀ କର ମଧେ ସ୍ୱରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ। ଆପଣ ଚାହିଁଲେ ଏହି ଦୁଇଟି ମନ୍ତ୍ର ମଧ୍ୟରୁ କୌଣସି ଗୋଟିଏ ଉପାୟ କରିପାରିବେ। ଯଦି ଚାହିଁବେ ଦୁଇଟି ଯାକ ଉପାୟ କରିପାରିବେ। ଏହାର ଅର୍ଥ ହେଉଛି ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ଶେଷ ଭାଗରେ ଗୋବିନ୍ଦଙ୍କ ବାସ ହୋଇଥାଏ। ଏବଂ ତାହା ଆମର ସମସ୍ତ କାର୍ଯ୍ୟ କରିଥାନ୍ତି। ଏହିପରି ଆମକୁ ଆମର ସକାଳର ଆରମ୍ଭ କରିବା ଉଚିତ। ସକାଳୁ ଉଠି ଯେବେ ଆପଣ ନିଜର ଦୁଇ ହାତକୁ ଯୋଡି ଏହି ମନ୍ତ୍ର କହିବେ ତାହେଲେ ଆପଣଙ୍କର ପୁରା ଦିନ ବହୁତ ଭଲରେ ବ୍ୟତିତ ହେବ ଏବଂ ପୁରା ଦିନରେ ଆପଣ ଯେଉଁବି କାମ କରିବେ ସେଥିରେ ସଫଳତା ନିଶ୍ଚୟ ମିଳିବ। ସେଥିପାଇଁ ଯେତେବେଳେ ବି ଆପଣ ସକାଳୁ ଉଠୁଛନ୍ତି ତ ଏହି ଉପାୟ ନିଶ୍ଚୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *