Excuse Me Odisha

ଯାହା କହିବୁ ସତ କହିବୁ

ଆସୁଛି ନୂଆବର୍ଷ ୨୦୨୨ : ଅଧିକ ଭାଗ୍ୟଶାଳୀ ହେବେ ଏହି ୪ଟି ରାଶିର ଲୋକେ, ଆସୁଛି ବଡ ଖୁସିର ଦିନ

ସେୟାର୍ କରନ୍ତୁ

ବନ୍ଧୁଗଣ, ଦେବୀ ଲକ୍ଷ୍ମୀଙ୍କ କୃପାରୁ ନୂଆବର୍ଷ ୨୦୨୨ରେ ଏହି ୪ ଗୋଟି ରାଶିର ଲୋକେ ଅତ୍ୟନ୍ତ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି। ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଏମାନଙ୍କୁ ଧନବାନ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ଆସନ୍ତୁ ବିସ୍ତାରରେ ଜାଣିବା ସେହି ଭାଗ୍ୟଶାଳୀ ୪ ଗୋଟି ରାଶିର ଲୋକମାନଙ୍କ ବିଷୟରେ।

୧/ ସିଂହ ରାଶି –

ଏହି ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଅଧିକ ଲାଭଦାୟକ ସାବ୍ୟସ୍ତ ହେବ। ଏହା ସହିତ ଏମାନଙ୍କ ଜୀବନରେ କେବଳ ଖୁସି ହିଁ ଖୁସି ରହିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ବିଭିନ୍ନ ଦିଗରୁ ଆପଣଙ୍କୁ ଧନ ଉପାର୍ଜନ କରିବାର ଉତ୍ତମ ଅବସର ପ୍ରାପ୍ତ ହେବ।

ଆପଣଙ୍କୁ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବହୁତ ପ୍ରକାରର ଲାଭ ମିଳିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ଚାକିରି ତଥା ବ୍ୟବସାୟ କରୁଥିବା ଲୋକଙ୍କୁ ସବୁ କ୍ଷେତ୍ରରେ ଉତ୍ତମ ଅବସର ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

୨/ ବୃଷ ରାଶି –

ଏହି ରାଶିର ଲୋକଙ୍କର ଭାଗ୍ୟରେ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ପାଇଁ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ। ବିଭିନ୍ନ କ୍ଷେତ୍ରରୁ ଆପଣଙ୍କୁ ଅଧିକ ଉପାର୍ଜନ କରିବାର ଅବସର ମଧ୍ୟ ମିଳିଯିବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକଙ୍କ ଜୀବନ ସୁଖରେ ଅତିବାହିତ ହେବ। ଏହି ସମୟରେ ଆପଣ ଯାନବାହାନ ଏବଂ ଜମିବାଡ଼ି ଆଦି କିଣାକିଣି ମଧ୍ୟ କରି ପାରିବେ।ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

ବ୍ୟବସାୟରେ ଆପଣ ଅଧିକ ଲାଭବାନ ହେବେ । ଆପଣ ଯେଉଁ ବ୍ୟବସାୟ କରିବେ,ସେଥିରେ ନିଶ୍ଚିତ ଭାବରେ ଆପଣ ସଫଳତା ଅର୍ଜନ କରିବେ।ଆପଣଙ୍କର ଗୁପ୍ତଧନ ପ୍ରାପ୍ତିର ମାର୍ଗ ଖୋଲିଯିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହେବ। ପରିବାର ଲୋକେ ଆପଣଙ୍କୁ କିଛି କ୍ଷେତ୍ରରେ ସହଯୋଗ କରିବେ।

୩/ ତୁଳା ରାଶି –

ଏହି ରାଶି ଲୋକଙ୍କର ୨୦୨୨ ମସିହାରେ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ। ଆପଣମାନଙ୍କୁ ଅନେକ ଦିଗରୁ ଲାଭ ପ୍ରାପ୍ତ ହେବ। ବ୍ୟବସାୟରେ ମଧ୍ୟ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ। ଏଥିପାଇଁ ଆପଣଙ୍କୁ ଅଚାନକ ଧନଲାଭ ହେବାର ଆଶଙ୍କା ରହିଛି। ଏହାସହିତ ଆପଣଙ୍କର ସବୁ ଇଛା ପୂରଣ ହେବ।

୪/ କୁମ୍ଭ ରାଶି –

ଏହି ରାଶିର ବ୍ୟକ୍ତି ବିଶେଷ ଙ୍କର ନିଶ୍ଚିତ ରୂପରେ ଭାଗ୍ୟ ବଦଳିବାକୁ ଯାଉଅଛି । ଆପଣ ମାନଙ୍କର ସବୁ ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏହି ବର୍ଷ ଆପଣ ଯାହା ଇଛା କରିବେ, ତାହା ନିଶ୍ଚିତ ଭାବରେ ପାଇବେ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ଏବଂ ଆପଣ ଆଗକୁ ବଢ଼ିବେ। ବୈବାହିକ ଜୀବନ ସୁଖମୟ ରହିବ।

ବନ୍ଧୁଗଣ ଆମେ ଆଶା କରୁଛୁ, ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *