Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳୀ : ଏହି ୮ଟି ଭୁଲ ପାଇଁ ଆପଣଙ୍କ ଘରର ଲକ୍ଷ୍ମୀ ଚାଲି ଯାଆନ୍ତି ଅନ୍ୟ ଘରକୁ,ଜାଣନ୍ତୁ କଣ କଣ ସବୁ ସେ ଭୁଲ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏଜି ୮ ଟି ଭୁଲ ଯୋଗୁ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଅନ୍ୟ ଘରକୁ ଚାଇଯାନ୍ତି।

ବନ୍ଧୁଗଣ ଏମିତି ହୋଇଥାଏ କି ଆପଣ ନିଜେ ହିଁ ନିଜ ହାତରେ ଆପଣଙ୍କ ଘରର ମା ଲକ୍ଷ୍ମୀ ଙ୍କୁ ଅନ୍ୟ କାହାକୁ ଦେଇଛନ୍ତି କିମ୍ବା ଆପଣଙ୍କ ଘରର ଲକ୍ଷ୍ମୀଙ୍କୁ ଅନ୍ୟ କାହା ଘରକୁ ବିଦା କରିଛନ୍ତି। ଦୀପାବଳିରେ ଆମେ ବହୁତ ସାରା ଏପରି ଭୁଲ ଜଣା ଅଜଣାତରେ କରିଦେଇଥାଉ ଯାହାର କାରଣରେ ଆମ ଜୀବନରେ ସମସ୍ୟାର ଆଗମନ ହୋଇଯାଏ ଏବଂ ଆମେ ଘରେ ମା ଲକ୍ଷ୍ମୀଙ୍କୁ ଯେତେବି ପୂଜା କଲେ ମା ଲକ୍ଷ୍ମୀଙ୍କ କୃପା ପଡିନଥାଏ। ମା ଲକ୍ଷ୍ମୀ ଆମର ଘର ଛାଡ଼ି ଚାଲିଯାନ୍ତି। ଏହା ଆମ ଭୁଲ ଯୋଗୁ ହିଁ ହୋଇଥାଏ। ଜଣା ଅଜାଣତରେ ଆମେ ଏମିତି ଭୁଲ କରି ଦେଇଥାଉ ଆଉ ଯାହା ପରେ ଆମେ ଭାବି ଥାଉ କି ଏପରି ସମସ୍ୟା ଆମ ଘରକୁ କଣ ପାଇଁ ଆସୁଛି। ଜେବେକି ଆମେ ମା ଲକ୍ଷ୍ମୀଙ୍କର ଏତେ ପୂଜା ପାଠ କରୁଛୁ ଏରେ ମନ୍ତ୍ର ଜପ କରୁଛୁ। ବନ୍ଧୁଗଣ ଦୀପାବଳି ବଳି ଦିନ ଏହା ଜାଣିବା ବହୁତ ଜରୁରୀ କି ଆମେ ଏହି ଦିନ କଣ କରୁଛୁ କଣ ଗିପ୍ଟ ଦେଉଛୁ କଣ ଗିପ୍ଟ ନେଉଛୁ ଏମିତି ନୁହେଁ ଆମେ ଆମର ଗିପ୍ଟରେ ଆମ ଘରର ଲକ୍ଷ୍ମୀଙ୍କୁ ଆମ ଘରର ସୁଖ ବୈଭବକୁ ଦେଉନାହୁଁ ତ ଏହିସବୁ କଥା ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ କାରଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଦୀପାବଳି ଦିନ କେଉଁ ବିଶେଷ କଥାର ଧ୍ୟାନ ରଖିବା ଉଚିତ ଯେଉଁଥି ପାଇଁ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବନିରହିବ। ଆଉ ଆମେ ପୋଷ୍ଟରେ ଶେଷରେ ଆମେ ଆପଣଙ୍କୁ ଜଣେଇବୁ କି ଦୀପାବଳି ପୂର୍ବରୁ ଘରୁ ଏହିସବୁ ଅଶୁଭ ଜିନିଷକୁ ବାହାର କରିଦିଅନ୍ତୁ ନଚେତ ମା ଲକ୍ଷ୍ମୀଙ୍କୁ ଯେତେବି ପୂଜା କଲେ ଆପଣଙ୍କ ଘରକୁ ଆସିବେ ନାହିଁ।

ବନ୍ଧୁଗଣ ଦୀପାବଳିର ଏହି ପର୍ବରେ ଜଣେ ଅନ୍ୟ ଜଣଙ୍କୁ ଗିପ୍ଟ ଦେଇଥାନ୍ତି ଏବଂ ଏହି ସମୟରେ ଜଣେ ଅନ୍ୟ ଜଣଙ୍କୁ ଯେତେବେଳେ ଗିପ୍ଟ ଦେଇଥାନ୍ତି ଏହା ଭାବନ୍ତି ନାହିଁ କି ଗିପ୍ଟରେ କଣ ଦେଉଛନ୍ତି ଏହା ହିଁ ହେଉଛି ସମସ୍ୟାର କାରଣ ବନିଯାଏ।

ପ୍ରଥମ କଥା। ଦୀପାବଳିର ଏହି ପବିତ୍ର ପର୍ବରେ ଆମେ ଯେତେବେଳେ ଗିପ୍ଟ ନେଉଛେ ଏହି କଥାର ଧ୍ୟାନ ରଖିବା ଉଚିତ ଯେ ଗିପ୍ଟ କେବେବି ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫୋଟ ନେବା ଉଚିତ ନୁହେଁ। କାରଣ ଯେବେ ଆପଣ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫୋଟ ବା ମୂର୍ତି ନେଉଛନ୍ତି ତାକୁ ଦୀପାବଳିରେ ପୂଜା କରୁଛନ୍ତି ବା ବାକି ସମୟରେ ପୂଜା କରୁଥିଲେ ଏମିତି ଆପଣ ମା ଲକ୍ଷ୍ମୀଙ୍କର ପୂଜା ଯେତେବି କରିଛନ୍ତି ପୂଜାର ସମସ୍ତ ଫଳ ଆପଣଙ୍କୁ ପ୍ରାପ୍ତ ହୁଏନାହିଁ। ସେହି ପୂଜାର ଫଳ ସେହି ବ୍ୟକ୍ତିଙ୍କୁ ମିଳିଥାଏ ଯିଏ ଆପଣଙ୍କୁ ଏହି ପର୍ବରେ ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଫୋଟ ବା ମୂର୍ତି ଗିପ୍ଟ ଦେଇଛନ୍ତି। ଯେଉଁ ଜିନିଷ ବି ପୂଜା କରିବା ପାଇଁ ଚାହୁଁଛନ୍ତି ତାହା କାହା ଠାରୁ ଗିପ୍ଟରେ ନିଅନ୍ତୁ ନାହିଁ ନିଜର ଟଙ୍କାରେ କିଣି କରି ଆଣନ୍ତୁ ଏବଂ ପୂଜା କରନ୍ତୁ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ ଏବଂ ସେହି ପୂଜାର ପୁନଃ ଫଳ ଆପଣଙ୍କୁ ପ୍ରାପ୍ତ ହେବ।

ଦ୍ୱିତୀୟ କଥା ଯାହାକୁ ଆପଣ ଧ୍ୟାନ ରଖିବା ଉଚିତ। ଆପଣ ଦୀପାବଳିରେ ମା ଲକ୍ଷ୍ମୀଙ୍କର ଫୋଟ ବା ମୂର୍ତି କାହାରିକୁ ବି ଗିପ୍ଟରେ ଦେବେନାହିଁ। ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ପ୍ରସ୍ତୁତି କରିଥାଉ ଏମିତିରେ ଯଦି ଦୀପାବଳି ଦିନ ମା ଲକ୍ଷ୍ମୀଙ୍କର ଫୋଟ କିମ୍ବା ମୂର୍ତି କାହାରି ଦିଅନ୍ତି ତାହେଲେ ଆପଣ ନିଜ ହାତରେ ମା ଲକ୍ଷ୍ମୀଙ୍କୁ ଘରୁ ବିଦା କରୁଛନ୍ତି ତ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ କି ଦୀପାବଳି ଦିନ ଆପଣ କାହାରିକୁ ମା ଲକ୍ଷ୍ମୀ କିମ୍ବା ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତି ଦେବା ଉଚିତ ନୁହେଁ।

ତୃତୀୟ କଥା। ଚାନ୍ଦିର ପଇସା ଯେଉଁଥିରେ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ମୂର୍ତି ଥାଏ ଆଉ କେଉଁଥିରେ ଭଗବାନ କୁବେରଙ୍କର ମୂର୍ତି ମଧ୍ୟ ଥାଏ। ଆମେ ଏହି ଚାନ୍ଦିର ପଇସାକୁ ଧନତେରସ ଦିନ ବା ଦୀପାବଳିରେ ଆଣି ପୂଜା କରିଥାଉ। ଏହିପରି ଯେଉଁଥିରେ ଭଗବାନ ଗଣେଶ କୁବେର ଏବଂ ମା ଲକ୍ଷ୍ମୀଙ୍କର ଫୋଟ ଥାଏ ତାହାକୁ କେବେବି କାହାରିକୁ ଗିପ୍ଟରେ ଦେବା ଉଚିତ ନୁହେଁ। କାରଣ ଏହି ଚାନ୍ଦିର ପଇସାକୁ ଜଣେ ଜଣଙ୍କୁ ଗିପ୍ଟରେ ଦେଉଛନ୍ତି କିନ୍ତୁ ଯେଉଁ ଚାନ୍ଦିର ପଇସାରେ ଭଗବାନ ଗଣେଶ କୁବେର ଏବଂ ମା ଲକ୍ଷ୍ମୀଙ୍କର ଫୋଟ ଥାଏ ସେହି ପଇସାକୁ କେବେବି କାହାରିକୁ ଗିପ୍ଟରେ ଦେବା ଉଚିତ ନୁହେଁ। ଖାସ କରି ଏହିପରି ଭୁଲ ଦୀପାବଳି ଦିନ କରିବା ଉଚିତ ନୁହେଁ। ସୁନା ଏବଂ ଚାନ୍ଦିର କୌଣସି ବି ଜିନିଷ ଏହି ଦିନ କାହାରିକି ବି ଦେବା ଉଚିତ ନୁହେଁ। କାରଣ ସୁନା ଚାନ୍ଦି ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଏ। ଆପଣଙ୍କର ସମର୍ଥ ଅନୁଯାୟୀ ଏହି ଦିନ ସୁନା କିମ୍ବା ଚାନ୍ଦି ନିଜ ଘରକୁ କିଣିକି ଆଣନ୍ତୁ ଏବଂ ଶାସ୍ତ୍ର ଅନୁସାରେ ପୂଜା କରନ୍ତୁ। ଆପଣ ମାନେ ଏହିସବୁ କଥାର ଧ୍ୟାନ ନିଶ୍ଚୟ ରଖିବେ। ଆପଣଙ୍କୁ କେଉଁ ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ ଆଉ କେଉଁ ଜିନିଷ ନେବା ଉଚିତ ନୁହେଁ। ଏହି ଦୀପାବଳି ଦିନ ପଇସା କାହାରିକୁ ବି ଉଧାରରେ ଦେବା ଉଚିତ ନୁହେଁ କି କାହାରି ଠାରୁ ଉଧାରରେ ନେବା ଉଚିତ ନୁହେଁ। ଏହି ଦିନ ନେଇଥିବା କରଜ କେବେବି ସରେ ନାହିଁ। ଏଥିପାଇଁ ଆପଣ ଏହିଦିନ କରଜ ନିଅନ୍ତୁ ନାହିଁ କି ଉଧାର ଆଣନ୍ତୁ ନାହିଁ। ପଇସାକୁ ମା ଲକ୍ଷ୍ମୀ ବୋଲି ମାନାଯାଏ। ଏହି ଦିନ ମା ଲକ୍ଷ୍ମୀଙ୍କ ସ୍ୱରୂପ ଟଙ୍କାକୁ କାହାରିକୁ ବି ଦିଅନ୍ତୁ ନାହିଁ ନେହେଲେ ଆପଣ ନିଜ ହାତରେ ଘରର ଲକ୍ଷ୍ମୀଙ୍କୁ ଅନ୍ୟ କାହାକୁ ଦେଉଛନ୍ତି।

ଘଡି। ଏହାକୁ ବି ମଧ୍ୟ ଅନ୍ୟ କାହାକୁ ଗିପ୍ଟ ଦେବା ଉଚିତ ନୁହେଁ। ଖାଲି ଦୀପାବଳି ଦିନରେ ନୁହେଁ ଆପଣ ଘଡିକୁ ଅନ୍ୟ କୌଣସି ଦିନରେ ବି ମଧ୍ୟ କାହାରିକୁ ଗିପ୍ଟରେ ଦେବେ ନାହିଁ। କାରଣ ଯଦି ଆପଣଙ୍କର ସମୟ ବହୁତ ଭଲ ଚାଲିଛି ଆଉ ଆପଣ କାହାକୁ ଘଡି ଗିପ୍ଟ କରନ୍ତି ଘଡି ସମୟର ପ୍ରତୀକ। ଘଡି ଭଲ କିମ୍ବା ଖରାପ ସମୟର ବି ପ୍ରତୀକ ହୋଇଥାଏ। ଯଦି ଆପଣ ଘଡି କାହାକୁ ଗିପ୍ଟରେ ଦେଉଛନ୍ତି ତ ଆପଣ ଆପଣଙ୍କର ଭଲ ସମୟକୁ କାହାକୁ ଦେଇଦେଉଛନ୍ତି। ଆଉ ଖରାପ ସମୟ ଆସିଯାଏ। ଯଦି ଭଲ ଏବଂ ଶୁଭତାକୁ ଅନ୍ୟ କାହାକୁ ଦେଉଛନ୍ତି ତ ଏହି କଥାର ଆପଣ ବିଶେଷ ଧ୍ୟାନ ରଖିବେ। ଯଦି ଆପଣଙ୍କର ସମୟ ଭଲ ଚାଲୁନାହିଁ ଆଉ ଏହି ସମୟରେ ଆପଣ ଘଡି କାହାକୁ ଗିପ୍ଟରେ ଦେଉଛନ୍ତି ତ ଆପଣଙ୍କର ଖରାପ ସମୟ ଅନ୍ୟ କାହା ପାଖକୁ ଚାଲିଯିବ। ତାହାର ସମୟ ଖରାପ ହେବ କେଉଁଠି ନାଁ କେଉଁଠି ଆପଣ ଭାଗିଦାର ହୋଇଥାନ୍ତି ତ ସେଥିପାଇଁ ଘଡି କାହାରିକୁ ବି ଗିପ୍ଟରେ ଦେବା ଉଚିତ ନୁହେଁ।

ପୂଜାର ସାମଗ୍ରୀ। ଯଦି ଆପଣ ପୂଜାର ସାମଗ୍ରୀ ନେଉଛନ୍ତି ତ ତାହା ଫୁଲ ହେଉ କିମ୍ବା କୌଣସି ବି ପୂଜାର ସାମଗ୍ରୀ ଆପଣ କାହାରି ପାଖରୁ ବି ଗିପ୍ଟରେ ନିଅନ୍ତୁ ନାହିଁ। ନିଜେ କିଣି ଆଣି ପୂଜା କରନ୍ତୁ। ସାମର୍ଥ୍ୟ ଅନୁଯାୟୀ ଆପଣ ପୂଜା ସାମଗ୍ରୀକୁ କିଣନ୍ତୁ। ଏବଂ ମାଙ୍କର ପୂଜା କରନ୍ତୁ ପୂଜାର ଫଳ ଆପଣଙ୍କୁ ମିଳିବ। ଯଦି ଆପଣ ଅନ୍ୟ କାହା କାହା ଠାରୁ ପୂଜା ସାମଗ୍ରୀ ଆଣି ପୂଜା କରନ୍ତି ତ ପୂଜାର ଫଳ ଆଣିଥିବା ବ୍ୟକ୍ତିଙ୍କୁ ମିଳିଥାଏ। ଯଦି ଆପଣ ଚାହାନ୍ତି ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ଭାବରେ ରୁହନ୍ତୁ ତାହେଲେ ଆପଣ କେଉଁ ଜିନିଷ ଦେବା ଉଚିତ ଆଉ କେଉଁ ଜିନିଷ ଦେବା ଉଚିତ ନୁହେଁ ବା ଅନ୍ୟ କାହାଠାରୁ ଆଣିବା ଉଚିତ ନୁହେଁ ଏହିସବୁ ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *