Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ୍ ଦିନ ଭୁଲରେ ବି ଏହି ୫ଟି ଜିନିଷ କିଣନ୍ତୁ ନାହିଁ,ନହେଲେ କାଙ୍ଗାଳ ହୋଇଯିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନତେରସ ଦିନ ଭୁଲରେ ବି ଏହି ୫ ଟି ଜିନିଷ କିଣନ୍ତୁ ନାହିଁ।

ବନ୍ଧୁଗଣ ଏମିତି କିଏ ଅଛି ଯିଏକି ମା ଲଲଷ୍ମୀଙ୍କର କୃପା ପାଇବାକୁ ଚାହେଁ ନାହିଁ। ସମସ୍ତେ ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହିଁଥାନ୍ତି। ମା ଲକ୍ଷ୍ମୀଙ୍କ କୃପା ସମସ୍ତେ ନିଜ ଉପରେ ରଖିବାକୁ ଚାହିଁଥାନ୍ତି। ତେଣୁ କରି ସମସ୍ତେ ଅଲଗା ଅଲଗା ଉପାୟ ମାନ କରିଥାନ୍ତି। ଆଜି ଆମେ ଏହି ପୋଷ୍ଟରେ ଏମିତି ଉପାୟ ବିଷୟରେ ଜଣେଇବୁ ଯାହା କେବଳ ୧୧ ଟଙ୍କାରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇପାରିବେ। ଆପଣ ଏହି ଉପାୟ କଲେ ଆପଣଙ୍କ ଉପରେ ହେବ ଧନର ବର୍ଷା। କେବଳ ଏହି ୧୧ ଟଙ୍କାରେ ଗୋଟିଏ ଜିନିଷ ଧନତେରସ ଦିନ ନିଶ୍ଚୟ କିଣିକି ଘରକୁ ଆଣନ୍ତୁ କାହିଁକିନା ଏହା ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିଶ୍ଚୟ ମିଳିବ। ଏହି ଖାସ ଜିନିଷଟି କଣ ଆସନ୍ତୁ ଜାଣିବା।

ସବୁଠୁ ଭଲ କଥା ହେଉଛି ଏହି ଜିନିଷଟି ଆପଣଙ୍କୁ ବଜାରରେ ବହୁତ ସହଜରେ ମିଳିଯିବ କିନ୍ତୁ ବହୁତ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ ଏହାକୁ କରିବାକୁ ପଡିବ। ଏହି ଉପାୟକୁ ଲୋକମାନେ ବହୁତ ବର୍ଷରୁ କରି ଆସୁଛନ୍ତି ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ। ବନ୍ଧୁଗଣ ଧନତେରସ ଦିନ ମା ଲକ୍ଷ୍ମୀଙ୍କୁ ଆହ୍ୱାନ ମଧ୍ୟ କରାଯାଏ। ପୌରାଣିକ ମାନ୍ୟତା ଅଛି କି ମା ଲକ୍ଷ୍ମୀଙ୍କୁ ଭଗବାନ ନାରାୟଣ ସାପ ଦେଇଥିଲେ କି ତାଙ୍କୁ ୧୩ ବର୍ଷ ପର୍ଯ୍ୟନ୍ତ ଗୋଟିଏ କୃଷକର ଘରେ ରହିବାକୁ ପଡିବ ଏବଂ ସେହି ଅଭିଶାପ କାରଣରୁ ସେ କୃଷକର ଘର ଧନ ସମ୍ପତ୍ତିରେ ଭରିଗଲା। ୧୩ ବର୍ଷ ପରେ ଯେତେବେଳେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ ନେବା ପାଇଁ ଆସିଲେ ସେତେବେଳେ କୃଷକ ତାଙ୍କୁ ରୋକିବାକୁ ଚାହିଁଲେ ସେତେବେଳେ ମା ଲକ୍ଷ୍ମୀ କହିଲେ କାଲି ତ୍ରୟଦୋଷୀ ତୁମେ ସଫା ସୁତରା କରି ଦୀପ ଜଳାଇ ମତେ ଆହ୍ୱାନ କରିବ ମୁଁ ନିଶ୍ଚିତ ଆସିବି। କୃଷକ ସଫା ସୁତରା କରି ମା ଲକ୍ଷ୍ମୀଙ୍କୁ ଆହ୍ୱାନ କଲେ ଏବଂ ମା ଲକ୍ଷ୍ମୀ ତାଙ୍କ ଘରେ ସ୍ଥାୟୀ ରୂପରେ ସ୍ଥାପିତ ହୋଇଗଲେ। ସେବେଠାରୁ ମା ଲକ୍ଷ୍ମୀଙ୍କ ପୂଜାର ପ୍ରଥା ଚଳନ ହେଲା। ଘରେ ଦୀପାବଳିର ସାଜସଜା ସେବେଠାରୁ ଆରମ୍ଭ ହୋଇଗଲା। ଏଥିପାଇଁ ଏହି ଦିନ ଘର ସ୍ୱଚ୍ଛ କରାଯାଏ। ସନ୍ଧ୍ୟାରେ ଦୀପ ଜଳାଯାଏ ଏବଂ ମା ଲକ୍ଷ୍ମୀଙ୍କର ଆହ୍ୱାନ ମଧ୍ୟ କରାଯାଏ ଏବଂ ଏହି ଦିନ ଯମରାଜ ଭଗବାନ ଧନତେରସଙ୍କ ସହିତ ମା ଲକ୍ଷ୍ମୀ ଏବଂ କୁବେରଙ୍କୁ ମଧ୍ୟ ପୂଜା କରିବା ଉଚିତ। ତେବେ ଆସନ୍ତୁ ଜାଣିନେବା ଧନତେରସ ଦିନ କେଉଁ ଜିନିଷ କିଣିବା ଉଚିତ।

ଅଳ୍ପ ଧନିଆପତ୍ର ପତ୍ର ଆଣି ଭଗବାନ ଧନତେରସ ଏବଂ ମା ଲକ୍ଷ୍ମୀଙ୍କ ଚରଣରେ ରଖି ଦେବା ଉଚିତ ଏବଂ ଭଗବାନଙ୍କୁ ଆପଣଙ୍କର ପରିଶ୍ରମର ଫଳ ମିଳୁ ବୋଲି ପ୍ରାର୍ଥନା କରିବା ଉଚିତ। ଆପଣଙ୍କୁ ଧନତେରସ ଦିନ ମା ଲକ୍ଷ୍ମୀ ଭଗବାନ କୁବେରଙ୍କ ଆଶୀର୍ବାଦ ନିଶ୍ଚୟ ରୂପରେ ମିଳିବ। ଘରେ ଆପଣ ଯେଉଁ ଭଗବାନଙ୍କ ପାଖରେ ଧନିଆପତ୍ର ରଖିଥିଲେ ତାହାକୁ ପ୍ରସାଦ ଭାବରେ ବାଣ୍ଟି ଦିଅନ୍ତୁ। ଏହା ବ୍ୟତୀତ ମା ଲକ୍ଷ୍ମୀଙ୍କର ଅତିପ୍ରିୟ ହେଉଛି ମତାସା ମିଠା। ଏହାକୁ ଧନତେରସ ଦିନ ଘରକୁ ଆଣି ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ କାହିଁକିନା ମା ଲକ୍ଷ୍ମୀଙ୍କୁ ଧଳା ରଙ୍ଗ ବହୁତ ପ୍ରିୟ। ତେଣୁ କରି ତାଙ୍କର ଭୋଗ ମଧ୍ୟ ଧଳା ରଙ୍ଗର ହୋଇଥାଏ। ଯଦି ଆପଣ ଧନତେରସ ଦିନ ମା ଲକ୍ଷ୍ମୀଙ୍କୁ ବତାସା ମିଠା ଅର୍ପଣ କରୁଛନ୍ତି ତାହେଲେ ମା ଲକ୍ଷ୍ମୀଙ୍କର ଖୁସି ବହୁତ ଗୁଣ ବଢିଯିବ ଏବଂ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ନିଶ୍ଚିତ ଭାବରେ ବର୍ଷିବ। ଏବଂ ବତାସା ମିଠା ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ବେଳେ ପ୍ରାର୍ଥନା କରନ୍ତୁ କି ଯେଉଁ ଧନ ଆମ ଭାଗ୍ୟରେ ଅଛି ଆମକୁ ଦେଇଦିଅନ୍ତୁ।

ଧନ ରଖିବାର ପ୍ରକ୍ରିୟା ଧନତେରସ ଦିନ ଠାରୁ ହିଁ ଆରମ୍ଭ ହୋଇଯାଇଥାଏ। ଏହି ଦିନ ରାତିରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଜଳାଇ ଦିଅନ୍ତୁ। ଏହି ଦୀପ ଯମଙ୍କ ନିମନ୍ତେ ଜଳାଯାଏ। କାହିଁକିନା ଘରର ସଦସ୍ୟ ମାନଙ୍କର ଅକାଳ ମୃତ୍ୟୁର ଭୟ ଟଳି ଯିବ। ବନ୍ଧୁଗଣ ଧ୍ୟାନ ରଖିବେ ଦୀପକୁ ବାହାରେ ଦକ୍ଷିଣ ଦିଗରେ ଜଳାଇବେ। ଏହାକୁ ପଛକୁ ବୁଲିକି ଦେଖିବେ ନାହିଁ। ଏହା ଆପଣଙ୍କୁ ଏବଂ ଆପଣଙ୍କ ଘରର ସଦସ୍ୟଙ୍କୁ ଅକାଳ ମୃତ୍ୟରୁ ବଞ୍ଚାଇଥାଏ। ତା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରଖିଥାଏ। ଆଉ ଗୋଟେ କଥାର ଧ୍ୟାନ ରଖିବେ କି ଗୋଟିଏ ଦୀପ ୧୧ ଟଙ୍କାର ହୋଇଥିବା ଦରକାର। ଆପଣ ଦୀପ କିଣିବା ସମୟରେ ଦୀପ ବିକ୍ରି କରିଥିବା ଲୋକଙ୍କୁ ୧୧ ଟଙ୍କା ଦେଇ ଗୋଟେ ଦୀପ ଆଣନ୍ତୁ ଏବଂ ସେହି ଦୀପକୁ ଆଣି ଆପଣ ନିଜ ପୂଜା ଘରେ ଧନତେରସ ଦିନ ବ୍ୟବହାର କରନ୍ତୁ ଏହା ସହିତ ସିନ୍ଦୁର କିଣିବା ଧନତେରସ ଦିନ ବହୁତ ଶୁଭ ମାନାଯାଏ। ଏହାକି ଆଣି ଆପଣ ନିଜ ପୂଜା ସ୍ଥଳରେ ରଖି ଦିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ଅଳ୍ପ ସିନ୍ଦୁର ଅର୍ପଣ କରିଦିଅନ୍ତୁ କାହିଁକିନା ସିନ୍ଦୁର ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ। ଏମିତି କରିବା ଦ୍ୱାରା ଆପଣଙ୍କୁ ନିଜ ଉପରେ ବିଶ୍ୱାସ ଆସିବ ଏବଂ ଆପଣଙ୍କ ଉପରେ ଧନର ବର୍ଷା ହେବ। ଯଦି ଆପଣ ବାହାରକୁ କୁଆଡେ ଯାଉଛନ୍ତି ତାହେଲେ ଆପଣ ଏଥିରୁ ଅଳ୍ପ ସିନ୍ଦୁର ଲଗାଇ ଯାଆନ୍ତୁ ଆପଣଙ୍କୁ ନିଜ କାମରେ ନିଶ୍ଚିତ ରୂପରେ ସଫଳତା ମିଳିବ।

ଧନତେରସ ଦିନ ମା ଲକ୍ଷ୍ମୀଙ୍କର ଦୁଇଟି ପାଦ ଚିହ୍ନ ନେଇକି ଆସନ୍ତୁ ଏବଂ ପୂଜା ଘରେ ରଖିଦିଅନ୍ତୁ। ଧନତେରସ ଦିନ ହିଁ ଏହାକୁ କିଣି ଆଣନ୍ତୁ ଏବଂ ଦୀପାବଳି ଦିନ ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତୁ ଏବଂ ଧ୍ୟାନ ରଖିବେ ଯିବା ଆସିବା ବେଳେ କାହାର ପାଦ ଯେମିତି ତାହା ଉପରେ ନବାଜୁ। ଏହା ଆପଣଙ୍କୁ ବହୁତ ଶୁଭ ଫଳ ଦେବ। ଏହା ବ୍ୟତୀତ ଧନତେରସ ଦିନ ଘରକୁ ନୂଆ ଝାଡୁ ଆଣିବା ବହୁତ ଶୁଭ ହୋଇଥାଏ। କାହିଁକିନା ଧନତେରସ ଦିନ ଘରକୁ ନୂଆ ଝାଡୁ ଆଣିବାରେ ବିଶେଷ ମହତ୍ୱ ରହିଛି। ଏହା କରିବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଘରେ ବାସ କରିବ ନାହିଁ ଏବଂ ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରିବେ। ତେଣୁ କରି ଧନତେରସ ଦିନ ନୂଆ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ। କିନ୍ତୁ ଏମିତି କିଛି ଜିନିଷ ଧନତେରସ ଦିନ ଘରକୁ କିଣିକି ଆଣିବା ଉଚିତ ନୁହେଁ। ଏହା ଧନତେରସ ଦିନ ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଯିବେ ଏବଂ ଆପଣଙ୍କ ଘରକୁ ଭୟଙ୍କର ଗରିବ ଆସିଯିବ ଆପଣ ଦ୍ୱାର ଦ୍ୱାର ମଧ୍ୟ ବୁଲି ପାରନ୍ତି। ଧନତେରସ ଦୀପାବଳି ପୂଜା ପର୍ବ ଆରମ୍ଭ ତେଣୁ ଜେକେହି ବି ନିଜ ସାମର୍ଥ୍ୟ ଅନୁସାରେ ଜିନିଷ କିଣିଥାନ୍ତି। ଧନତେରସ ଦିନ ଜିନିଷ ପତ୍ର କିଣିବା ବହୁତ ଶୁଭ ମାନାଯାଏ। ତେଣୁ କରି ଧନତେରସ ଦିନ ଲୋକମାନେ ନୂତନ ଜିନିଷ କିଣି ଘରକୁ ଆଣିଥାନ୍ତି। ମାନ୍ୟତା ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଦିନ କିଣା ଯାଇଥିବା ଜିନିଷ କେବେ ମଧ୍ୟ ଖରାପ ହୁଏ ନାହିଁ କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଧନତେରସ ଦିନ କିଣିବା ଉଚିତ ନୁହେଁ। ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ଧନତେରସ ଦିନ କିଣିବା ଉଚିତ ନୁହେଁ।

ହିନ୍ଦୁ ଧର୍ମରେ କଳା ରଙ୍ଗକୁ ଶୁଭ ମାନାଯାଏ ନାହିଁ। ଯଦି ଆପଣ ଧନତେରସ ଦିନ କଳା ରଙ୍ଗର ବସ୍ତୁ କିଣୁଛନ୍ତି କିମ୍ବା କୌଣସି ଜିନିଷ କିଣି ଘରକୁ ଆଣୁଛନ୍ତି ତାହେଲେ ଆପଣ ନିଜେ ହିଁ ଆପଣଙ୍କ ଘରକୁ ଗରିବତାକୁ ନିମନ୍ତ୍ରଣ କରୁଛନ୍ତି। ତେଣୁ ଆପଣ ଧ୍ୟାନ ରଖନ୍ତୁ ଧନତେରସ ଦିନ ଠାରୁ ଆରମ୍ଭ କରି ଦୀପାବଳି ଦିନ ପର୍ଯ୍ୟନ୍ତ ଆପଣ କୌଣସି କଳା ବସ୍ତୁ ବା କପଡା କିଣୁଛନ୍ତି ତ ଆପଣ ନିଜେ ହିଁ ଗରିବତାକୁ ନିମନ୍ତ୍ରଣ କରୁଛନ୍ତି। ତେଣୁ କରି ଏଥିରୁ ଦୂରେଇ ରୁହନ୍ତୁ। ଯେଉଁମାନେ ଧନତେରସ ଦିନ କଳା ରଙ୍ଗର ଜିନିଷ କିଣନ୍ତି ସେହିମାନଙ୍କ ଠାରୁ ମା ଲକ୍ଷ୍ମୀ ଦୂରେଇ ରୁହନ୍ତି ଏବଂ ଧନତେରସ ମଧ୍ୟ ସେହି ଘରକୁ ଆସନ୍ତି ନାହିଁ। ତା ସହିତ ଧ୍ୟାନ ରଖିବେ ଆପଣ ଧନତେରସ ଦିନ କଇଁଚି ଛୁରୀ ଚାକୁ କିଣନ୍ତୁ ନାହିଁ। ସେଥିପାଇଁ ଆପଣ ଧନତେରସ ଦିନ ଯାହା ବି ଜିନିଷ କିଣୁଛନ୍ତି ଦେଖି ଚାହିଁ କିଣନ୍ତୁ। ଏମିତି କୌଣସି ଜିନିଷ କିଣିବେ ନାହିଁ ଯେଉଁଥି ପାଇଁ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ କରିବେ।

ଏବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ବସ୍ତୁର ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବନି ରହିଥାଏ।

ମାନ୍ୟତା ଅଛି ଧନତେରସ ଦିନ ଏହିସବୁ ବସ୍ତୁର ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆମକୁ ଶୁଭ ଫଳ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ସେହିସବୁ ବସ୍ତୁ ବିଷୟରେ।

ଖାଦ୍ୟ ଶସ୍ୟ ଦାନ। ଧନତେରସ ଦିନ ଖାଦ୍ୟ ଶସ୍ୟ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆପଣ ଚାହିଁଲେ ଗହମ ଏବଂ ଚାଉଳ କେଉଁବି ଜିନିଷ ଦାନ କରିପାରିବେ। ମାନ୍ୟତା ରହିଛି ଏମିତି କଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଘରେ କୌଣସି ବି ଜିନିଷର ଅଭାବ ରହିନଥାଏ।

ଲୁହା ଦାନ। ଧନତେରସ ଦିନ ଲୁହା ଦାନ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏମିତି କରିବା ଦ୍ୱାରା ଜାତକରେ ଶନିଙ୍କର ସ୍ଥିତି ମଜବୁତ ହୋଇଥାଏ। ତେଣୁ ଯଦି କେହି ଏହି ଦିନ ଲୁହା ଦାନ କରେ ତ ତାର ଜାତକରେ ଭାଗ୍ୟ ଉଦୟ ହୋଇଥାଏ।

କପଡା ଦାନ। ଧନତେରସ ଦିନ କୌଣସି ଗରିବଙ୍କୁ କିମ୍ବା କୌଣସି ଅତ୍ୟାବଶ୍ୟକ କରୁଥିବା ଲୋକଙ୍କୁ କପଡା ଦାନ କରିବା ଉଚିତ। କୁହାଯାଏ ଏମିତି କରିବା ଦ୍ୱାରା ଲୋକଙ୍କୁ ମୃତ୍ୟୁ ଲୋକରେ କଷ୍ଟ ସହିବାକୁ ପଡିନଥାଏ। ଏମିତି କରିବା ଦ୍ୱାରା ଭଗବାନ କୁବେରଙ୍କର କୃପା ବର୍ଷିଥାଏ।

ଝାଡୁ ଦାନ। ଧନତେରସ ଦିନ ଝାଡୁ କିଣିବାର ପରମ୍ପରା ରହିଛି ଏହି ଦିନ ଝାଡୁ ଦାନ କରିବା ବହୁତ ଶୁଭ ହୋଇଥାଏ। ମାନ୍ୟତା ଅଛି ଯେ କୌଣସି ଧାର୍ମିକ ସ୍ଥାନ ପାଇଁ ଝାଡୁ ଦାନ କରନ୍ତି ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ମିଠା ଦାନ। ଧନତେରସ ଶୁଭ ଅବସରରେ ଭଗବାନ କୁବେର ଏବଂ ମା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ଉଚିତ। ଶାସ୍ତ୍ର ଅନୁସାରେ ଏହିଦିନ ମିଠା ଦାନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *