Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ, ଏତେ ପଇସା ଆସିବ ଯେ ଆପଣ ଗଣି ବି ପାରିବେନି

ସେୟାର୍ କରନ୍ତୁ

ବନ୍ଧୁଗଣ ଧନତେରସ ନଭେମ୍ବର ୨ ମଙ୍ଗଳବାର ଦିନ ପଡୁଛି।ଯଦି ଆପଣ ଏହି ଧନତେରସ ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଏହି ଗୋଟିଏ ଜିନିଷକୁ ରଖି ଦିଅନ୍ତି ତାହେଲେ ମା ଲକ୍ଷ୍ମୀ ନିଜେ ଆପଣଙ୍କ ଘରକୁ ଚାଲି ଆସିବେ।

ବନ୍ଧୁଗଣ ଝାଡୁ ପ୍ରତ୍ୟକଙ୍କ ଘରେ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ରହିଛି ଏବଂ ଝାଡୁକୁ ଆପଣ କେମିତି ରଖିବେ କେବେ କିଣିବେ କେବେ ଆପଣ ଏହାକୁ ଫିପାଡିବେ ଏମିତି ଅନେକ ନିୟମ ଅଛି। ଆପଣ ମାନେ ଧନତେରସ ଦିନ ଏହି ପ୍ରୟୋଗକୁ ନିଶ୍ଚୟ କରନ୍ତୁ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ। ଏବେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଦୀପାବଳି ରାତିରେ ଏହି ୫ ଟି ସ୍ଥାନରେ ଦୀପ ଲଗେଇବେ ତାହେଲେ ଆପଣଙ୍କ ଘରେ ଧନର ବର୍ଷା ହେବ।

ବନ୍ଧୁଗଣ ଝାଡୁ ଆମ ଘରକୁ ସଫା କରିବା ସହିତ ଘରର ସମସ୍ୟାକୁ ମଧ୍ୟ ବାହାରକୁ ବାହାର କରିଦେଇଥାଏ। ଝାଡୁ ସହିତ ଜଡ଼ିତ ବହୁତ ସାରା ପ୍ରୟୋଗ ରହିଛି। ଆଜି ଆମେ ଆପଣଙ୍କୁ ସେଥିମଧ୍ୟରୁ ଗୋଟେ ଖାସ ପ୍ରୟୋଗ ବିଷୟରେ ଜଣେଇବୁ। ଆପଣ ଏହା ଦ୍ବାରା ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ଦୂର କରିପାରିବେ। ଏହା ଦ୍ବାରା ଘରର କଳହ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ। ଧନତେରସ ଦିନ ଯଦି ଆପଣ ଘରକୁ ଝାଡୁକୁ କିଣନ୍ତି ତ ବହୁତ ଶୁଭ ହୋଇଥାଏ। ଏହାକୁ ଧନତେରସ ଦିନ ଯଦି ପୂଜା କରନ୍ତି କିମ୍ବା ରାତିରେ ଶୋଇବା ପୂର୍ବରୁ ଏହାର ତଳେ ଏହି ଖାସ ଜିନିଷକୁ ରଖି ଦିଅନ୍ତି ତାହେଲେ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ। ଧନତେରସ ଦିନ ଆପଣ ସୂର୍ଯ୍ୟସ୍ତ ପରେ ଆପଣ ଝାଡୁକୁ ଲଗାନ୍ତୁ ନାହିଁ। ଏପରି ମାନ୍ୟତା ଅଛି କି ଏହିପରି କଲେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ସୂର୍ଯ୍ୟସ୍ତ ପରେ ଝାଡୁ କରିବା ପୋଛା କରିବା ମଧ୍ୟ ଉଚିତ ନୁହେଁ। ଯଦି ଜରୁରୀ ତ କରନ୍ତୁ କିନ୍ତୁ ଅଳିଆକୁ ବାହାରକୁ ବାହାର କରନ୍ତୁ ନାହିଁ।

ଆପଣଙ୍କୁ ଏହି କଥାର ଧ୍ୟାନ ଧନତେରସ ଦିନ ଖାସ କରି ରଖିବା ଉଚିତ। ଆପଣ ଧନତେରସ ଦିନ ଝାଡୁକୁ ଏପରି ରଖନ୍ତୁ ଯେପରି କାହାର ନଜର ପଡିବ ନାହିଁ। ଏହିପରି କଲେ ବହୁତ ଲାଭ ମିଳିବ। ଝାଡୁ ଲଗାଇବା ସମୟରେ ଅଳିଆକୁ ଏଠି ସେଠି ପକାନ୍ତୁ ନାହିଁ। ଗୋଟିଏ ଜାଗାରେ ରଖି ବାହାର କରନ୍ତୁ। ଏହିପରି କଲେ ଧନର ଆଗମନରେ ପ୍ରଭାବ ପଡିନଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇନଥାଏ। ଯଦି ଆପଣ ଧନତେରସ ଦିନ ସ୍ୱପ୍ନରେ ଝାଡୁ ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କ ଘରକୁ ଧନ ଆସିବ। ଯଦି ବହୁତ ସମୟରୁ ଆପଣଙ୍କ ଘରେ ପୁରୁଣା ଝାଡୁ ପଡିରହିଛି ତ ଫୋପାଡ଼ି ଦିଅନ୍ତୁ ଏବଂ ନୂଆ ଝାଡୁ ଆଣନ୍ତୁ।

କାରଣ ଏହିଦିନ ନୂଆ ଝାଡୁ ଆଣିବାର ପରମ୍ପରା ରହିଛି। ଯଦି ପୁରୁଣା ଝାଡୁକୁ ଫୋପାଡ଼ି ଦେବେ ତ ନେଗେଟିଭିଟି ସବୁ ଆପଣଙ୍କ ଘରୁ ଚାଲିଯିବ। ପୁରୁଣା ଝାଡୁକୁ ଅଳେଇବା ସମୟରେ ଝାଡୁର ଟୁକୁରା ସବୁ ଯେଉଁ ଝଡିପଡ଼େ ଏହା ଧନ ସହିତ ସମସ୍ୟାକୁ ଆହୁରି ବଢାଇଥାଏ। ତେଣୁ ପୁରୁଣା ଝାଡୁକୁ ବ୍ୟବହାର କରନ୍ତୁ ନାହିଁ। ତେଣୁ ଆପଣ ଧନତେରସ ଦିନ ନୂଆ ଝାଡୁ କିଣନ୍ତୁ। ଦେଖିବେ ଆପଣଙ୍କ ସହିତ କେମିତି ଶୁଭ ହିଁ ଶୁଭ ହେବ। ଘରେ ଖୁସି ବନି ରହିବ। ଘରେ ଏହାକୁ ଲୁଚେଇ ରଖନ୍ତୁ ଯେମିତି କାହାରି ନଜର ପଡିବ ନାହିଁ।

ଖୋଲା ଜାଗାରେ କିମ୍ବା ଅଗଣାରେ କିମ୍ବା ଖୋଲା ଛାତରେ ଏହାକୁ ରଖନ୍ତୁ ନାହିଁ। ନଚେତ ଜୀବନରେ ସମସ୍ୟା ସବୁ ବଢିଥାଏ। ଖୋଲା ଆକାଶ ତଳେ ରଖିଲେ ଜୀବନରେ କଷ୍ଟ ବଢିଥାଏ। ଘରେ ଝାଡୁକୁ ଯେବେବି ରଖୁଛନ୍ତି ତାହାକୁ ଠିକ ଦିଗ ଏବଂ ସ୍ଥାନରେ ରଖନ୍ତୁ। ଉତ୍ତର ପଶ୍ଚିମ ଦିଗରେ ଝାଡୁକୁ ରଖନ୍ତୁ। ଧନତେରସ ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଯଦି ଆପଣ ଗୋଟିଏ ଚାନ୍ଦିର ପଇସା ରଖିକି ଆପଣ ଶୋଇ ପଡିବେ ତ ଜୀବନରେ କିପରି ଚଳନ୍ତା ଆସିବ ଆପଣ ନିଜେ ହିଁ ଦେଖିବେ।

ଯଦି ଚାନ୍ଦି ବା ରୁପାର ପଇସା ନଥାଏ ତ ଆପଣ ଗୋଟେ ଟଙ୍କାର କଏନ ମଧ୍ୟ ରଖିପାରିବେ। ଝାଡୁରେ ନକରାତ୍ମକ ଶକ୍ତି ଥାଏ ଆଉ ଏହି ଟଙ୍କା ସେହି ନକରାତ୍ମକତାକୁ ଟାଣି ନେଇଥାଏ। ପରେ ଚାହିଁଲେ ସେହି ଟଙ୍କାକୁ ଆପଣ କୌଣସି ଜଳରେ ଭସାଇ ଦିଅନ୍ତୁ କିମ୍ବା ମାଟି ତଳେ ପୋତି ଦିଅନ୍ତୁ କୌଣସି ବି ଅସୁବିଧା ନାହିଁ କେବେବି ଆପଣଙ୍କର ଧନର କମି ରହିବ ନାହିଁ। ଯଦି ଆପଣ ଝାଡୁର ତଳେ ଚାନ୍ଦିର ପଇସାକୁ ଧନତେରସ ଦିନ ରାତିରେ ଶୋଇବା ପୂର୍ବରୁ ରଖିଦେବେ ତାହେଲେ ଜୀବନରେ କେବେବି ଧନର କମି ରହିବ ନାହିଁ। ବନ୍ଧୁଗଣ ଆପଣ ମାନେ ସବୁବେଳେ ପ୍ରଥମେ ପୋଛା ଲଗାନ୍ତୁ ଏବଂ ପରେ ଝାଡୁ ଲଗାନ୍ତୁ।

ଝାଡୁ ତଳେ ଆପଣ ଚାହିଁଲେ ଦୁଇଟି ଅଳେଇଚ ଏବଂ ଦୁଇଟି ଲବଙ୍ଗକୁ ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ ହିଁ ଏହାକୁ ମଧ୍ୟ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ। ବିଶ୍ୱାସ କରନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ବାସ କରିବେ। ଘରେ କେବେବି ଧନର କମି ହେବ ନାହିଁ। ଯଦି କଉଡ଼ି ମିଳେ ତ ଆପଣ କଉଡିକୁ ବି ରଖିପାରିବେ କାରଣ କଉଡ଼ି ମା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ଅଟେ। ଏହା ଦ୍ବାରା ଜୀବନରେ କଷ୍ଟ ସବୁ ଦୂର ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପାରୁ ଗରିବୀ ଦୂରେଇ ଯିବ। ଏବଂ ଆପଣ ମାଲାମାଲ ହୋଇଯିବେ। ଚାହିଁଲେ ଆପଣ ମଧ୍ୟ ମୟୁର ପଙ୍ଖ ମଧ୍ୟ ରଖିପାରିବେ। କାରଣ ଏହା ନକରାତ୍ମକତାକୁ ଦୂର କରି ଘରେ ସକାରାତ୍ମକତାର ସଂଚାର କରିଥାଏ।

ଧନତେରସ ଦିନ ଏସବୁ ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ମଧ୍ୟ ଚୁପଚାପ ଝାଡୁ ତଳେ ରଖିଦିଅନ୍ତୁ ଯଦି ଆପଣଙ୍କ ପାଖରେ ଏସବୁ ଜିନିଷ ନାହିଁ ତ ଆପଣ ଚାହିଁଲେ ଲୁଣକୁ ବି ମଧ୍ୟ ରଖିପାରିବେ। କାରଣ ଲୁଣ ନକରାତ୍ମକତାକୁ ଦୂର କରିଥାଏ। ବନ୍ଧୁଗଣ ଧନତେରସ ଦିନ ଝାଡୁ କିଣିବାକୁ ଶୁଭ ମାନାଯାଏ ଏବଂ ଏହି ଛୋଟ ଜିନିଷ ଧନତେରସ ଦିନ ରଖିବାର ପ୍ରୟୋଗ କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କର କୃପାଲାଭ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *