Excuse Me Odisha

ଯାହା କହିବୁ ସତ କହିବୁ

ମୁଁ ଆପଣଙ୍କ ଲଭର ନାମ କହିଦେବି, ଥରେ ଚେଷ୍ଟା କରି ଦେଖନ୍ତୁ

ସେୟାର୍ କରନ୍ତୁ

ଆପଣଙ୍କର ପ୍ରେମୀ ବା ପ୍ରେମିକାଙ୍କ ନାମର ପ୍ରଥମ ଅକ୍ଷର ଜାଣିବା ପାଇଁ ରାପିଡ ମାଇଣ୍ଡ ଗେମ ବା ବୁଦ୍ଧିମାନର ଖେଳ ଭଳି ଏକ ଉପାୟ ବାହାର କରାଯାଇଛି। ଏହାର ୫ଟି ଷ୍ଟେପ ରହିଛି, ଆସନ୍ତୁ ସେହି ବିଷୟରେ ଜାଣିବା।

ଷ୍ଟେପ ୧ –

A-୧୭, B-୧୫, C-୭, D-୬, E-୧୬ F-୧୮,G-୪, H-୧୩, I-୧୯, J-୫, K-୨୦, L-୧୨, M-୧୪,N-୨, O-୧୦, P-୯, Q-୮, R-୧, S-୨୪, T-୨୫, U-୩, V-୨୨, W-୨୬, X-୧୧,Y-୨୧, Z-୨୩

ଆପଣଙ୍କର ପ୍ରେମୀ ବା ପ୍ରେମିକାଙ୍କ ନାମ ଯେଉଁ ଅକ୍ଷରରେ ଆରମ୍ଭ, ସେହି ନମ୍ବରକୁ ବାଛନ୍ତୁ। ଯେପରି Aର ୧୭, Bର ୧୫ , ସେହିଭଳି ବାଛନ୍ତୁ ଏବଂ ମନେରଖନ୍ତୁ।

ଷ୍ଟେପ ୨ –

ଆପଣ ଆପଣଙ୍କର ପ୍ରେମୀ ବା ପ୍ରେମିକାଙ୍କ ନାମର ପ୍ରଥମ ଅକ୍ଷରର ଯେଉଁ ନମ୍ବର ନେଇଥିଲେ, ସେଥିରେ ୨୦ ମିଶାଇଦିଅନ୍ତୁ।

ଷ୍ଟେପ ୩ –

ଆପଣ ଯେଉଁ ନମ୍ବର ନେଇଥିଲେ, ସେଥିରେ ୨୦ ମିଶାଇ ସାରିବା ପରେ ଆପଣଙ୍କର ଉତ୍ତର ଯେତିକି ହେଲା, ସେଥିରୁ ୧ ବିୟୋଗ କରି ଦିଅନ୍ତୁ।

ଷ୍ଟେପ ୪ –

ଆପଣଙ୍କୁ ମିଳିଥିବା ଉତ୍ତରରୁ ୧ ବିୟୋଗ କରିବା ପରେ, ଯେତିକି ବାହାରିଲା ତାହାକୁ ୩ ସଂଖ୍ୟାରେ ଗୁଣି ଦିଅନ୍ତୁ।

ଷ୍ଟେପ ୫ –

ଯେତିକି ବାହାରିଲା, ସେଥିରେ ୩ ଗୁଣିବା ପରେ ଯାହାବି ବାହାରିଲା ତାହାକୁ ଆପଣ ୨ରେ ଗୁଣି ଦିଅନ୍ତୁ।

ଆସନ୍ତୁ ଦେଖିବା କଣ ବାହାରିଲା ଫଳାଫଳ। ଆପଣଙ୍କର ଯାହା ଉତ୍ତର ବାହାରିଲା, ତାହାକୁ ତଳେ ଦିଆଯାଇଥିବା ଚାଟରେ ଦେଖନ୍ତୁ ଏବଂ ବାହାରିଥିବା ନମ୍ୱର ପାଖରେ ଥିବା ଅକ୍ଷର ହେଉଛି ଆପଣଙ୍କର ପ୍ରେମୀ ବା ପ୍ରେମିକାଙ୍କ ନାମର ପ୍ରଥମ ଅକ୍ଷର।

୧୨୦-R, ୧୫୦-D, ୧୮୦-X,୨୧୦-E,୨୪୦-Y, ୧୨୬-N, ୧୫୬-C, ୧୮୬-L, ୨୧୬-A, ୨୪୬-V, ୧୩୨-U, ୧୬୨-Q, ୧୯୨-H, ୨୨୨-F, ୨୫୨-Z
୧୩୮-G, ୧୬୮-P, ୧୯୮-M,୨୨୮-I, ୨୫୮-S, ୧୪୪-J, ୧୭୪-O, ୨୦୪-B, ୨୩୪-K, ୨୬୪-T,୨୭୦-W

ଆମେ ପ୍ରତିଦିନ ଏପରି ସ୍ବାସ୍ଥ୍ୟ, ବାସ୍ତୁ, ଜରୁରୀ ଖବର, ଭାଇରାଲ ଖବର, ଓଲିଉଡ଼, ବଲିଉଡ, ଦୈନନ୍ଦିନ ରାଶିଫଳ, ସାପ୍ତାହିକ, ମାସିକ ରାଶିଫଳର ଖବର ଆପଣ ମାନଙ୍କ ପାଇଁ ନେଇ ଆସିବୁ। ଆମ ସହ ଯୋଡ଼ି ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରିବା ସହିତ ଆମର ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ସମ୍ପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆମର ପୋଷ୍ଟ ଭଲ ଲାଗିଥିଲେ, ନିଶ୍ଚିତ ଏହାକୁ ଲାଇକ କରନ୍ତୁ। ଆପଣଙ୍କର ଭଲପାଇବା ଆମକୁ ଅଧିକ ପ୍ରେରଣା ଦେବା ସହିତ ଏପରି ଜରୁରୀ ଖବର ଯୋଗାଇ ଦେବାକୁ ଉତ୍ସାହିତ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *