Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତି ୧୨ଟା ପରଠାରୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ। ମିଳିବ ଗାଡ଼ି, ବଙ୍ଗଳା, ଧନ ସଂପତ୍ତି ସବୁକିଛି।ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ଏହିବର୍ଷ ନବରାତ୍ରି ସମୟରେ ଗ୍ରହ ନକ୍ଷତ୍ର ମାନଙ୍କର ଚଳନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ବଡ଼ ପରିବର୍ତ୍ତନ ଯୋଗୁଁ ଏକ ଅଦ୍ଭୁତ ସଂଯୋଗ ବନିବାକୁ ଯାଉଛି। ଯାହାଫଳରେ ଦେବୀ ଦୂର୍ଗା ଏହି ଭାଗ୍ୟଶାଳୀ ରାଶିର ଲୋକଙ୍କ ଉପରେ ପ୍ରସନ୍ନ ହେବାକୁ ଯାଉଛନ୍ତି। ଏହି ରାଶିର ଲୋକଙ୍କର ଖରାପ ଦିନ ଏବେ ଶେଷ ହେବାକୁ ଯାଉଛି। ଦେବୀ ଦୂର୍ଗାଙ୍କ କୃପାରୁ ଏହି ରାଶିର ଲୋକଙ୍କର ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବାକୁ ଯାଉଛି। ମାଆ ଦୁର୍ଗାଙ୍କ କୃପାରୁ ଏହି ରାଶିର ଲୋକେ ନିଜ ଜୀବନରେ ଉନ୍ନତି କରିବେ।ବନ୍ଧୁଗଣ, ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ଜାଣିବା।

ଏହି ଭାଗ୍ୟଶାଳୀ ରାଶିର ଲୋକଙ୍କ ଉପରେ ଦେବୀ ଦୁର୍ଗା, ଦେବୀ ଲକ୍ଷ୍ମୀ ଓ ଦେବୀ ସରସ୍ଵତୀଙ୍କ କୃପା ଦୃଷ୍ଟି ପଡିବାକୁ ଯାଉଛି। ଯାହାଫଳରେ ଏମାନଙ୍କର ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି। ଦେବୀ ଦୁର୍ଗାଙ୍କ କୃପାରୁ ଏହି ରାଶିର ଲୋକଙ୍କର ସମସ୍ତ ଦୁଃଖକଷ୍ଟ ଏବେ ଦୂର ହୋଇଯିବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ପାରିବାରିକ ସମସ୍ୟା ସବୁ ଦୂର ହୋଇଯିବ। ଏହି ସମୟରେ ଆପଣ ମାନସିକ ରୂପରେ ସୁଦୃଢ ରହିବେ ଏବଂ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ଏହି ସମୟରେ ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ତ ପ୍ରକାରର ସମସ୍ଯା ଦୂର ହେବ। ଆପଣଙ୍କୁ ସନ୍ତାନଙ୍କ ତରଫରୁ କିଛି ଶୁଭ ସମାଚାର ମିଳିପାରେ। ଏହି ସମୟରେ ସମ୍ପର୍କୀୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ। କିନ୍ତୁ ଆପଣଙ୍କୁ ସର୍ବଦା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଏବଂ ସମସ୍ତ ପ୍ରକାରର ବିବାଦରୁ ଦୂରେଇ ରହିବା ଉଚିତ। ନଚେତ ଛୋଟ କଥାରୁ ଆରମ୍ଭ ହୋଇଥିବା ବିବାଦ ବଡ ରୂପ ନେଇପାରେ ଏବଂ ଆପଣ ମଧ୍ୟ ସମସ୍ଯାରେ ପଡି ପାରନ୍ତି। ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ।

ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ହେଉଛି ଘରଲୋକଙ୍କୁ ଜଣାଇବା ପାଇଁ ଉତ୍ତମ ସମୟ। ଏହି ସମୟରେ ଆପଣ ଯେତେ ସମ୍ଭବ ଅଳ୍ପ ଖର୍ଚ୍ଚ କରିବାକୁ ଚେଷ୍ଟା କରନ୍ତୁ। ସର୍ବଦା ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜ ଜୀବନରେ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରି ଆଗକୁ ବଢିବାକୁ ଚେଷ୍ଟା କରିବେ। ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ ଏବଂ ସବୁ ସମସ୍ୟା ସମାପ୍ତ ହୋଇଯିବ। ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ ଏବଂ ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ।

ଏହି ସମୟରେ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଯଦି ଆପଣ କୌଣସି ନୂଆ ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହା ସବୁଠାରୁ ଉତ୍ତମ ସମୟ ଅଟେ। ନବରାତ୍ରି ସମୟରେ ଆପଣ ଶ୍ରଦ୍ଧାର ସହିତ ଦେବୀ ଦୁର୍ଗାଙ୍କ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ସମ୍ମୁଖରେ ସୋରିଷ ତେଲ କିମ୍ବା ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ।

ତେବେ ବନ୍ଧୁଗଣ ଆମେ ଯେଉଁ ଭାଗ୍ୟଶାଳୀ ରାଶିର ଲୋକଙ୍କ ବିଷୟରେ ଆଲୋଚନା କରୁଥିଲୁ, ସେହି ରାଶି ଗୁଡ଼ିକ ହେଉଛି – ତୁଳା ରାଶି, ସିଂହ ରାଶି, ମିଥୁନ ରାଶି, କନ୍ୟା ରାଶି, ମେଷ ରାଶି, ଧନୁ ରାଶି, ମକର ରାଶି ଓ କୁମ୍ଭ ରାଶି ।ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ସେୟାର କରିବା ସହିତ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *