Excuse Me Odisha

ଯାହା କହିବୁ ସତ କହିବୁ

ଭିକାରିକୁ ବି ରାତାରାତି କୋଟିପତି କରିଦେବ ଏହି ସୀତାଫଳ

ସେୟାର୍ କରନ୍ତୁ

ଏପରି ମନାଯାଏ କି ବନବାସ ସମୟରେ ଏହି ଫଳ ମା ସୀତା ଭଗବାନ ଶ୍ରୀରାମଙ୍କୁ ଭେଟ କରିଥିଲେ ସେଥିପାଇଁ ଏହି ଫଳର ନାମ ସୀତା ଫଳ ହୋଇଗଲା। ଯାହାକୁ ଲୋକମାନେ ଆତ ମଧ୍ୟ କୁହନ୍ତି। ସେମିତିରେ ଆୟୁର୍ବେଦରେ ଏହାର ବହୁତ ସାରା ଗୁଣ ରହିଛି। ଏହାର ସେବନ ଦ୍ୱାରା ପ୍ରାୟତଃ ସବୁ ରୋଗରୁ ବଞ୍ଚି ପାରିବେ।

ଯେମିତିକି ସ୍ୱାସ୍ଥ୍ୟର କଥା ହେଉ କି ପେଟ ସମସ୍ୟା ହେଉ ଏବଂ ହୃଦୟରୁ ରୋଗ ମଧ୍ୟ ଭଲ ହୋଇଥାଏ। ଏହି ଫଳକୁ ଖାଇଲେ ଦୁର୍ବଳତା ଦୂର ହୋଇଥାଏ। ସୀତା ଫଳ ଆଂଯାଇଟି ଦୂର କରିଥାଏ ଏଥିରେ ଭିଟାମିନ-A /C ଥାଏ ଯାହାକି ସ୍କିନ ସମସ୍ୟା ମଧ୍ୟ ଦୂର କରିଥାଏ। ଯଦି ଏହି ଗଛର ଛାଲ ବିଷୟରେ କଥା ହେବା ତେବେ ଏହା ବଡ଼ରୁ ବଡ଼ ରୋଗ ଭଲ କରିଥାଏ। ଯେମିତିକି କ୍ୟାନ୍ସର ହେଉ କି ଟ୍ୟୁମର ଆଦିରେ କାମ ଆସିଥାଏ।

ପ୍ରେଗନେଟ ମହିଳା ନିଶ୍ଚୟ ଏହି ଫଳ ଖାଇବା ଉଚିତ। ଏହା ଦ୍ୱାରା ମିଠା ଆସିଥାଏ। କ୍ଷୀର ଆଦି ହେବାରେ ଅସୁବିଧା ଆସିନଥାଏ। ସୀତା ଫଳରେ କିଛି ବିଶେଷ ପ୍ରୟୋଗ ବି ରହିଛି। ଯଦି ଆପଣଙ୍କ ବଗିଚାରେ ଏହି ଗଛ ଅଛି ତାହେଲେ ଆପଣ ବହୁତ ହିଁ ଭାଗ୍ୟଶାଳୀ ଅଟନ୍ତି। ଏହି ଫଳକୁ ଖାଇଲେ ପୁରା ବର୍ଷ ଆପଣଙ୍କର ଦେହ ଭଲ ରହିବ। ଧନ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ। ଏହାର ବୀଜ ଯଦି ଘର ମାଟିରେ ରଖନ୍ତି ତ ଏହା ଆପଣଙ୍କ ଘରକୁ ସୌଭାଗ୍ୟ ଆଣିଥାଏ।

ଯଦି ବିନା ଏହି ଗଛ ଲଗେଇକି ଏହି ଗଛ ଆପେ ଆପେ ଉଠିଥାଏ ଏବଂ ୧୦ ବର୍ଷ ପୁରୁଣା ହୋଇଥାଏ ତ ମନାଯାଏ କି ଏହାର ଚେରରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣ ଏହି ଫଳକୁ ୫ ସପ୍ତାହ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି ତ ଧନ ଆଗମନର ସ୍ରୋତ ଖୋଲିଯିବ। ସବୁ ମନକାମନା ପୂର୍ତ୍ତି ପାଇଁ କି ସୋମବାର କିମ୍ବା ଶୁକ୍ରବାର ଦିନ ଆତ ଘରେ ସବୁଜ ଚୁଡ଼ି କିମ୍ବା ସବୁଜ କପଡା ବାନ୍ଧିବେ। ଭଜପତ୍ରରେ ଏହି ଗଛର ପତ୍ରର ରସରେ ଶ୍ରୀ ଲେଖି ନିଜ ପାଖରେ ରଖିଲେ ଧନ ଆସିଥାଏ। ଧନର କେବେବି ଅଭାବ ରହିନଥାଏ। ତେବେ ଏହିସବୁ ପ୍ରୟୋଗ ନିଶ୍ଚୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *