Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସ ଦିନ ଏହି କାମ କରନ୍ତୁ,ଚୁମ୍ବକ ପରି ଧନ ଏବଂ ସୌଭାଗ୍ୟ ଟାଣି ଆଣିବ

ସେୟାର୍ କରନ୍ତୁ

ଯେମିତିକି ଆପଣ ଜାଣିଛନ୍ତି ଧନତେରସ ପର୍ବ ଆସିବାର ଅଛି। ଏବଂ ଧନର ବୃଦ୍ଧି କରିବାର ଏହା ଏକ ବିଶେଷ ପର୍ବ ଅଟେ। ଏମତି ବି କୁହାଯାଏ ଯେ ଧନତେରସ ଦିନ ନିର୍ଧାରିତ ହୋଇଥାଏ କି ଆସନ୍ତା ବର୍ଷ କେମିତି ଯିବି। ଧନତେରସ ଦିନ କଣ କଲେ ଆପଣଙ୍କର ଭାଗ୍ୟ ଉନ୍ନତି ହେବ। ଆପଣ ଜାଣିନିଅନ୍ତୁ କି କିଛି ମନ୍ତ୍ର ଏମତି ଅଛି କି ଏହି ମନ୍ତ୍ରରେ କିଛି ନାଁ କିଛି ଶକ୍ତିଥାଏ। ଏହି ମନ୍ତ୍ରର ପ୍ରଭାବ ପାଇଁ କି ଧନତେରସ ଦିନ କେମିତି କଣ କଲେ ସୁଖ ସମୃଦ୍ଧି ବଢିବ। ଯାହା ଚାହିଁବେ ତାହା ପାଇବେ। ଏହି ଦିନରେ ଯଦି ଏହି ମନ୍ତ୍ରର ସିଦ୍ଧ କରିଦେବେ ତେବେ ତାଙ୍କୁ କେବେବି ଧନର ସମସ୍ୟା ଦେଖିବାକୁ ମିଳିବ ନାହିଁ। ପ୍ରତ୍ୟକ ମନ୍ତ୍ରର ପୂର୍ବରୁ ଓଁ ଶବ୍ଦର ଉଚାରଣକୁ ଅନିର୍ବାଯ୍ୟ କରାଯାଇଛି। ଯେମିତି କି ଆମେ ଜଣେଇଲୁ ଯେ ପ୍ରତ୍ୟକ ମନ୍ତ୍ରର ନିଜର କିଛି ଶକ୍ତି ଥାଏ। ଏହି ଶକ୍ତିକୁ କେମିତି ଜାଗ୍ରତ କରିବେ ଏହା ଧନତେରସ ଦିନ ବା ଦୀପାବଳି ଦିନ କରିପାରିବେ। ପ୍ରତ୍ୟକ ମନ୍ତ୍ରକୁ ଯଦି ଖାସ ବିଧିରେ କାଳୀ ବନେଇକି ତାର ଉଚାରଣ କରାଯାଏ ଲେଖାଯାଏ ତ ସେହି ମନ୍ତ୍ର ତୁରନ୍ତ ହିଁ ସିଦ୍ଧ ହୋଇଯାଏ।

ଆପଣ ଜାଣିଥିବେ କି କିଛି ରସାୟନ କିଛି ଜଡ଼ିବୁଟି ଏମିତି ଅଛି ଯାହା ଦେହରେ ତନ୍ତ୍ର ଶକ୍ତି ରହିଛି। ଏମିତି ହିଁ ଗୋଟିଏ ଜିନିଷ ହେଉଛି ଅଁଳା। ଅଁଳାର ବ୍ୟବହାର ତନ୍ତ୍ର ସିଦ୍ଧିରେ ବେଶି ଉପଯୋଗ କରାଯାଇଥାଏ। ଖାସ କରି ତନ୍ତ୍ର ସାଧନାରେ ଏହାର ବ୍ୟବହାର କରାଯାଇଥାଏ। ଏହାର ଯେଉଁ ରସ ଥାଏ ଏହା ମନ୍ତ୍ରକୁ ସିଦ୍ଧ କରିଥାଏ। ଅଁଳାରେ ଗୋଟିଏ ଗଜବ ଶକ୍ତି ଥାଏ କି ଯଦି ୟାକୁ ଖିଆଯାଏ ଏହା ସବୁ ରୋଗକୁ କମେଇବାରେ ସାହାର୍ଯ୍ୟ କରିଥାଏ। ଅଁଳାରେ ଭଗବାନ ବିଷ୍ଣୁଙ୍କର ବାସ ମଧ୍ୟ ଥାଏ। ତେବେ ଏହି ପ୍ରୟୋଗକୁ କରିବା ପାଇଁ ଆପଣ କେବଳ ଏତିକି କରିବେ କି ଅଁଳାର ରସ ନେବେ ଏବଂ ତୁଳସୀ ପତ୍ର ନେବେ ଏହାର ବି ମଧ୍ୟ ରସ ବାହାର କରିବେ।

ଏହା ଏକ ଚମତ୍କାରି କାଳୀ ଭାବରେ କାମ କରିଥାଏ। ଆପଣ ଏହି ଚମତ୍କାରି କାଳୀର ଯେତେବେଳେ ବ୍ୟବହାର କରିବେ ମନ୍ତ୍ର ଲେଖିବେ ତାହା ସିଦ୍ଧ ହେବାକୁ ଲାଗିବ। ଧନତେରସ ବା ଦୀପାବଳୀ ଦିନ ଧନକୁ ବଢ଼ାଇବାର ଦିନ ହୋଇଥାଏ। ଆପଣ ଧ୍ୟାନ ରଖିବେ କି ଅଁଳା ଏବଂ ତୁଳସୀର ରସ କେବଳ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ମନ୍ତ୍ରର ଜପ ବା ସିଦ୍ଧ ପାଇଁ ହିଁ ପ୍ରୟୋଗ ହୋଇଥାଏ। ଅଁଳା ଏବଂ ତୁଳସୀର ରସ ବାହାର କରିକି ଗୋଟେ ଡ଼ବାରେ ଭରିକି ମା ଲକ୍ଷ୍ମୀଙ୍କ ଚରଣରେ ରଖି ଦେବେ। ମା ଲକ୍ଷ୍ମୀଙ୍କ ଚରଣରେ ରଖିବା ପରେ ଆପଣ ଭଗବାନ ବିଷ୍ଣୁଙ୍କର ଧ୍ୟାନ କରିବେ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରିବେ।ଏହାପରେ ମା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ ଜପ କରିବେ। ସିମ ବୀଜ ମନ୍ତ୍ର ମା ଲକ୍ଷ୍ମୀଙ୍କର ସମ୍ପୂର୍ଣ ମନ୍ତ୍ରର ସାର। ମାନେ କି ଗୋଟେ ଛୋଟ ମନ୍ତ୍ର ହୋଇକି ବି ଏହା ବଡ଼ ବଡ଼ ମନ୍ତ୍ର ଠାରୁ ଅଧିକ ପ୍ରଭାବଶାଳୀ ଅଟେ।

ତେବେ ଆପଣ କେବଳ ଏହି ମନ୍ତ୍ରକୁ ପଢ଼ନ୍ତୁ। ଓଁ ଶ୍ରୀ ମନ୍ତ୍ରର ଜପ କରି ଚାଲନ୍ତୁ। ଧନତେରସ ବା ଦୀପାବଳିରେ ଅତିକମରେ ଗୋଟେ ଘଣ୍ଟା ବସିକି ଏହି ମନ୍ତ୍ରକୁ ଜପ କରି ସିଦ୍ଧ କରନ୍ତୁ। ସିଦ୍ଧ କରିବା ପାଇଁ ଆପଣ ଯେଉଁ ରସ ବନେଇ ଥିବେ ସେହି ରସରେ କୌଣସି କାଗଜରେ ସିମ ବୀଜ ମନ୍ତ୍ର ଜପିବେ। ଏହା ପରେ ଏହା ଉପରେ ଅଳ୍ପ ସିନ୍ଦୁର ଏବଂ ଚାଉଳ ରଖିବେ। ଏହା ପରେ ଏହାକୁ ଲକ୍ଷ୍ୟ କରିକି ବୀଜ ମନ୍ତ୍ରର ଗୋଟେ ଘଣ୍ଟା ଜପ କରିବେ। ଯେମିତି ଆପଣ ଏହାର ପ୍ରୟୋଗ କରିବେ ତା ପର ଦିନ ଠାରୁ ଏହାର ପ୍ରଭାବ ଆପଣ ନିଜେ ଜୀବନରେ ଦେଖିପାରିବେ। ଧନ ଆସିବାର ମାର୍ଗ ଖୋଲିଯିବ। ସବୁ ଦିଗରୁ ଉନ୍ନତି ହେବାକୁ ଲାଗିବ।

ଏହାର ପ୍ରଭାବ ବହୁତ ହିଁ ଅଧିକ ଅଟେ। ଏହି ପ୍ରୟୋଗର ପର ଦିନ ଠାରୁ ହିଁ ଶ୍ରୀ ମନ୍ତ୍ରର ଜପ କରନ୍ତୁ ଏବଂ ଅଁଳାର ତୁଳସୀର ଯେଉଁ ରସ ତାର ତିଳକ କରିବେ। ରାତିରେ ଶୋଇବା ପୂର୍ବରୁ ସକାଳ ଗାଧୋଇବା ପରେ ଏହାର ତିଳକ କରିବେ। ଏପରି କୁହାଯାଏ କି ଯେ କେଉଁ ବି ବ୍ୟକ୍ତି ଏହି ପ୍ରକାରର ତିଳକ କରିଥାଏ ସେ ରାଯଶୋକକୁ ଭୋଗ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *