Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳୀ ୨୦୨୧: ଦିପାବଳୀ ଦିନ ଯଦି ଏହି ଜନ୍ତୁ ଦେଖୁଛନ୍ତି ତ ବୁଝିଯାଆନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଯାଇଛନ୍ତି

ସେୟାର୍ କରନ୍ତୁ

ବନ୍ଧୁଗଣ ଘରେ କିମ୍ବା ଘରର ଆଖପାଖରେ ଜୀବ ଜନ୍ତୁଙ୍କୁ ଦେଖିବା ଆମ ପାଇଁ ଗୋଟେ ସାଧାରଣ କଥା ହୋଇଥାଏ। ଯଦି ଅନ୍ୟ ପକ୍ଷରେ ଦେଖିବା ବିଲେଇ ପେଚା ଝିଟିପିଟିକୁ ଦେଖିବା ତ ଏକ ପ୍ରକାରର ଅଶୁଭ ବୋଲି ମାନାଯାଏ। ଦେଖିବା ମାତ୍ରେ ହିଁ ସେମାନଙ୍କୁ ଘଉଡ଼ାଇ ଦିଅନ୍ତି। କିନ୍ତୁ ସବୁ ଶାସ୍ତ୍ରରେ ଦୀପାବଳି ଦିନ ଏହି ଜନ୍ତୁଙ୍କୁ ଘରେ କିମ୍ବା ବ୍ୟାପାରରେ ଦେଖିବା ମା ଲକ୍ଷ୍ମୀଙ୍କର ଗୁପ୍ତ ସଂକେତ ବୋଲି ମାନାଯାଏ। ଦୀପାବଳି ଦିନ ଘର କିମ୍ବା ବ୍ୟାପାର ସ୍ଥଳରେ ପେଚାକୁ ଦେଖିବା ବହୁତ ଶୁଭ ବୋଲି ମାନାଯାଏ। ପେଚା ମା ଲକ୍ଷ୍ମୀଙ୍କର ବାହନ ଅଟେ। ଏହିପରି ମାନ୍ୟତା ଅଛି କି ମା ଲକ୍ଷ୍ମୀ ପେଚା ଉପରେ ବସି ଭ୍ରମଣ କରନ୍ତି। ସବୁର ଶାସ୍ତ୍ର ଅନୁସାରେ ଦୀପାବଳି ଦିନ ଯେଉଁ ଘର କିମ୍ବା ବ୍ୟାପାର ସ୍ଥାନରେ ପେଚା ଦେଖାଯାଏ ସେହି ଘରେ ସ୍ୱୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି। ସେହି ଘର ଏବଂ ବ୍ୟାପାର ସ୍ଥଳ ଉପରେ ପୁରା ବର୍ଷ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ବ୍ୟାପାର ବଢିଥାଏ। କିନ୍ତୁ ଆପଣଙ୍କୁ ଏହି ଗୋଟିଏ କାମ କରିବାକୁ ପଡିବ। ଏଥିପାଇଁ କୌଣସି ସାମଗ୍ରୀ ଲାଗିବ ନାହିଁ ବାସ କେବଳ ଗୋଟିଏ ଛୋଟ କାମ ଆପଣଙ୍କୁ କରିବାକୁ ହେବ। ଏମତି କିଏ ବି ନାହିଁ ଯେ ସେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁନାହିଁ। ଯଦି ଆପଣବି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଥାନ୍ତି ତାହେଲେ କମେଣ୍ଟରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ।

ବନ୍ଧୁଗଣ ଦୀପାବଳି ଦିନ ସଫେଇରେ ଆମକୁ ବହୁତ ଜୀବ ଜନ୍ତୁ ଦେଖାଯାନ୍ତି। ଏହି ଜନ୍ତୁ ମାନଙ୍କ ମଧ୍ୟରୁ ଗୋଟିଏ ଜନ୍ତୁ ହେଲା ଝିଟିପିଟି। ଝିଟିପିଟିକୁ ନେଇ ଏପରି ମତ ଅଛି କି ଯଦି ଘରେ କିମ୍ବା ବ୍ୟାପାର ସ୍ଥଳରେ ଝିଟିପିଟି ଦେଖାଯାଏ ତ ବୁଝି ଯାଆନ୍ତୁ ଏହି ସାରା ବର୍ଷ ଆପଣଙ୍କର ଶୁଭ ହିଁ ଶୁଭ ହେବ। କୁବେର ସମାନ ଧନ ପ୍ରାପ୍ତି ହେବ। ଦୀପାବଳି ଦିନ ଯଦି ପୂର୍ବ ପଟ କାନ୍ଥରେ ଝିଟିପିଟି ଦେଖାଯାଏ ତ ଆପଣଙ୍କର ଘରେ ପୁରା ବର୍ଷ ସୁଖ ସମୃଦ୍ଧି ସମ୍ମାନ ପ୍ରତିଷ୍ଠା ହେବ। ଆପଣଙ୍କୁ ଧନୀ ହେବାରେ କେହି ବି ଅଟକି ପାରିବେ ନାହିଁ। ଆପଣଙ୍କୁ ବଡ଼ରୁ ବଡ଼ କାର୍ଯ୍ୟରେ ସଫଳତା ମିଳିବ। ଯଦି ଉତ୍ତର ପଟ କାନ୍ଥରେ ଝିଟିପିଟି ଦେଖାଯାଏ ତ ବୁଝିଯାଅନ୍ତୁ କି ଆପଣଙ୍କର ପୁରା ବର୍ଷ ଧନର ଖୋଜଣା ଖୋଲିବାକୁ ଯାଉଛି। ଏହିପରି ପଶ୍ଚିମ ଦିଗରେ କାନ୍ଥରେ ଝିଟିପିଟି ଦେଖାଦିଏ ତ ଆପଣଙ୍କର ପୁରା ବର୍ଷ ହସ ଉଲ୍ଲାସରେ ଭରିଯିବ। ଘର ପରିବାରରେ ସଦସ୍ୟ ସୁସ୍ଥ ରହିବେ। ଯଦି ଘରେ କୌଣସି ସଦସ୍ୟ ବହୁ ଦିନରୁ ବିମାରରେ ଥାନ୍ତି ତ ଏହିଥିରେ ତାଙ୍କୁ ମୁକ୍ତି ମିଳିବ। ଦକ୍ଷିଣ ଦିଗରେ ଝିଟିପିଟି ଦେଖାଯିବା ଶାସ୍ତ୍ରରେ କୁହାଯାଇଛି ଯେ ଏହା ସମାଜ ପରିବାର ବ୍ୟାପାରରେ ବିଜୟୀର ପ୍ରତୀକ ଅଟେ। ଆପଣଙ୍କ ସନ୍ତାନଙ୍କ ପକ୍ଷରୁ ମଧ୍ୟ ବିଜୟୀ ପ୍ରାପ୍ତ ହେବ। ଲମ୍ବା ସମୟରୁ ଆପଣଙ୍କ ଶତ୍ରୁ ଯଦି ଆପଣଙ୍କୁ ହଇରାଣ କରୁଥାଏ ତେବେ ସେ ଯେତେ ବଡ଼ ଶତ୍ରୁ ହୋଇଥାଉ ନାଁ କାହିଁକି ଆପଣଙ୍କୁ ତାଙ୍କ ଠାରୁ ମୁକ୍ତି ମିଳିବ ଏବଂ ଆପଣଙ୍କୁ ବିଜୟୀ ପ୍ରାପ୍ତ ହେବ। ବ୍ୟାପାରରେ ଲାଭ ହେବ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ।

ଦ୍ୱିତୀୟଟି ହେଉଛି ମୂଷା। ଏହା କୁହାଯାଏ କି ମୂଷାକୁ ଆମେ ସେଠାରେ ପାଇଥାଉ ଯେଉଁଠାରେ ଅଦୃଶ୍ୟ କିଛି ଜିନିଷ ଥାଏ କିନ୍ତୁ ଦୀପାବଳି ଦିନ ମୂଷାକୁ ଦେଖିବା ଏହା ମାନ୍ୟତା ଅଛି ଯେ ଘର କିମ୍ବା ବ୍ୟାପାର ସ୍ଥଳରେ ମୂଷା ଦେଖାଦିଏ ତ ସେହି ଘରର ବ୍ୟକ୍ତିଙ୍କୁ ଆକସ୍ମିକ ଧନ ଲାଭ ହୋଇଥାଏ। ଯେପରି ଲଟେରୀ ଲାଗିପାରେ ବା ସେୟାର ମାର୍କେଟରେ କିଛି ଏପରି କାର୍ଯ୍ୟ ଯାହା ଆପଣଙ୍କର ଖୁସିର କାରଣ ହୋଇପାରିବ। ମୂଷାକୁ ଦେଖିବା ଦ୍ଵାରା ସେହି ବ୍ୟକ୍ତିଙ୍କୁ ଆକସ୍ମିକ ଲାଭ ମିଳିଥାଏ। ଅନ୍ୟ ଜୀବଟି ହେଉଛି ବିଲେଇ। ଦୀପାବଳି ଦିନ ବିଲେଇ ଦେଖିବା ମା ଲକ୍ଷ୍ମୀଙ୍କର ଗୁପ୍ତ ସଂକେତ ବୋଲି ମାନାଯାଏ। ଏହା ବର୍ଷ ଆପଣଙ୍କ ପାଇଁ ଖାସ ଏବଂ ବିଶେଷ ମଧ୍ୟ ପୁରା ବର୍ଷ ମା ଲକ୍ଷ୍ମୀଙ୍କର କୃପା ରହିଥାଏ। ଦୀପାବଳି ଦିନ କୁହାଯାଇଥିବା ଏହି ଜୀବ ଜନ୍ତୁ ମଧ୍ୟରୁ ଯଦି କୌଣସି ବି ଜୀବ ଦେଖାଯାଏ ତାହେଲେ ଜାଣିନିଅନ୍ତୁ ମା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆପଣଙ୍କୁ କଣ କରିବାକୁ ହେବ।

ଦୀପାବଳି ଦିନ କୌଣସି ଘର କିମ୍ବା ବ୍ୟାପାର ସ୍ଥଳରେ କୁହାଯାଇଥିବା ଏହି ଜୀବ ମାନଙ୍କ ମଧ୍ୟରୁ ଯଦି କୌଣସି ବି ଗୋଟିଏ ଯିବ ଆପଣଙ୍କୁ ଦେଖାଯାଏ ତ ସେ ନିଜକୁ ବହୁତ ଲୋକି ମାନିଥାଏ। ଏହି କଥା ବହୁତ କମ ଲୋକ ଜାଣନ୍ତି କି ଦୀପାବଳି ଦିନ ଏହି ଜୀବ ମାନଙ୍କ ମଧ୍ୟରୁ ଗୋଟିଏ ଜୀବ ଦେଖନ୍ତି ତ ଆପଣ ତାକୁ ହାତ ଯୋଡି ପ୍ରଣାମ କରିବା ଉଚିତ ଏବଂ ନିଜର ମନକାମନା ଶୀଘ୍ର ପୂରଣ ହୋଇଯାଉ ବୋଲି ଏହିପରି ପ୍ରାର୍ଥନା କରିବା ଉଚିତ। ତା ସହିତ ଏହାର ପୂଜାର ମଧ୍ୟ ବିଧାନ ରହିଛି। ଯେପରି ଚୁଡ଼ି ଚାଉଳ ସିନ୍ଦୁର ସୂତା ଆଦିରେ ସେମାନଙ୍କ ପୂଜା କରିବା ଉଚିତ। ଯଦି ଆପଣ ଏହା କରିପାରିବେ ନାହିଁ ତ ଆପଣ ଅରୁଆ ଚାଉଳର କିଛି ଦାନ ଆପଣ ଦୂରରୁ ଚଢାଇ ପାରିବେ। କାରଣ ଚାଉଳ ପୂର୍ଣ୍ଣତାର ପ୍ରତୀକ ହୋଇଥାଏ। ଚାଉଳ ଚଢାଇ ହାତ ଯୋଡି ପ୍ରଣାମ କରି ଆପଣ ନିଜର ମନକାମନା ପୂରଣ କରିବା ପାଇଁ ପ୍ରାର୍ଥନା କରନ୍ତି ତ ବିନା ପୂଜାରେ ବି ଆପଣଙ୍କ ମନକାମନା ପୂରଣ ହୋଇଯିବ କିନ୍ତୁ ମନେରଖନ୍ତୁ ଚାଉଳ ଯେପରି ଗଡି ହୋଇନଥିବ। ଅଖଣ୍ଡ ଚାଉଳ ଆଣିବା ଉଚିତ। ଆପଣ ହାତ ଯୋଡି ମା ଲକ୍ଷ୍ମୀ ଭଗବାନ ଗଣେଶ ଏବଂ ଭଗବାନ କୁବେରଙ୍କୁ ହାତ ଯୋଡି ପ୍ରାର୍ଥନା କରନ୍ତୁ କି ସମସ୍ତ ମନକାମନା ପୂରଣ ହୋଇଯାଉ। ଏହି ଦୁର୍ଲଭ ସଂକେତ ପ୍ରତ୍ୟକଙ୍କ ଭାଗ୍ୟରେ ଆସେନାହିଁ। ଯଦି ଦୀପାବଳି ଦିନ ଆପଣଙ୍କୁ ଏହିସବୁ ସଂକେତ ମିଳେ ତ କୁହାଯାଇଥିବା ଉପାୟ ନିଶ୍ଚୟ କରନ୍ତୁ। ଆପଣଙ୍କ ମନ କାମନା ନିଶ୍ଚିୟ ପୂରଣ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଦୀପାବଳି ଦିନ କେଉଁ କେଉଁ ଜିନିଷ କିଣିବା ଦ୍ୱାରା ମା ଲକ୍ଷ୍ମୀ ନିଜେ ଆମ ଘରକୁ ପ୍ରବେଶ କରିଥାନ୍ତି।

ଝାଡୁ। ଏହାକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଏମିତି ମାନ୍ୟତା ଅଛି ଯେ ଯଦି ଧନତେରସ ଦିନ ଘରକୁ ଝାଡୁ ଆଣନ୍ତି ତ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି। ଏହି ଦିନ ଘରକୁ ଝାଡୁ ଆଣିଲେ ସବୁ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ।

ପିତଳ। ଯେଉଁମାନେ ସୁନା ରୂପା କିଣିବାକୁ ଅକ୍ଷମ ସେମାନେ ଏହିଦିନ ପିତ୍ତଳର କୌଣସି ବାସନରେ ସାମାନ୍ୟ ଚାଉଳ ପକେଇ ଘର ଭିତରକୁ ଆଣନ୍ତୁ। ଏହିଦିନ ଅନ୍ନ ପୁର୍ଣ ହୋଇଥିବା ବାସନ ଘରକୁ ଆଣିବା ବହୁତ ଶୁଭ ଅଟେ। ତା ପଛରେ ଗୋଟେ ମାନ୍ୟତା ଅଛି ଯେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ସମୁଦ୍ର ମନ୍ଥନରୁ ଧନନ୍ତରୀ ଦେବୀ ଗୋଟେ ହାତରେ ପିତଳ କଳସରେ ଅମୃତ ନେଇ ବାହାରି ଥିଲେ ଏବଂ ଅନ୍ୟ ହାତ ଗୁଡିକରେ ଶଙ୍ଖ ଚକ୍ର ଓ ଅନ୍ୟ ଔଷଧି ବିଦ୍ୟମାନ ରହିଥିଲା।

ଅକ୍ଷତ। ଏହି ଦିନ ଅକ୍ଷତ ବା ଚାଉଳ ଘରକୁ ଆଣିବା ଶୁଭ ଅଟେ। ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଅକ୍ଷତ ସବୁଠୁ ପବିତ୍ର ଅଟେ। ତେଣୁ ଏହିଦିନ ଅକ୍ଷତ ଆଣିବା ଦ୍ୱାରା ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। ତେଣୁ ଏହିଦିନ ଅକ୍ଷତ ଆଣିବା ଶୁଭ ଅଟେ।

ନଡ଼ିଆ। ଏହା ଗୋଟେ ବହୁତ ଶୁଭ ଜିନିଷ ଅଟେ। ଧନତେରସରେ ମଧ୍ୟ ଘରକୁ ନଡ଼ିଆ ଆଣିବା ଶୁଭ ହୋଇଥାଏ। ଏହି ଦିନ ନଡ଼ିଆ ଆଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏହି ନଡ଼ିଆକୁ ମା ଲକ୍ଷ୍ମୀଙ୍କ ପାଦ ତଳେ ସମର୍ପଣ କରି ଦିଅନ୍ତୁ। ଏହା ପରେ ଏହାକୁ ରାତିରେ ପ୍ରସାସ ଭାବରେ ସେବନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *