Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଏହି ୫ ଟି ରାଶିରେ ଧନର ବର୍ଷା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀପାବଳିରେ ଏହି ୫ ଟି ରାଶିରେ ଧନର ବର୍ଷା।

ବନ୍ଧୁଗଣ ଚଳିତ ବର୍ଷ ନଭେମ୍ବର ୪ ତାରିଖରେ ପାଳନ ହେବାକୁ ଯାଉଛି ପବିତ୍ର ଦୀପାବଳି ପର୍ବ। ଏହି ଦୀପାବଳି ପର୍ବ ପର ଠାରୁ ୫ ଗୋଟି ରାଶି ପାଇଁ ଅନେକ ଖୁସି ଖବର ଆସିବାକୁ ଯାଉଅଛି। ନିଜେ ମା ଲକ୍ଷ୍ମୀ କରିବେ ମାଲାମାଲ। ମିଳିବ ଧନ ଏବଂ ମାନ ସମ୍ମାନ। ଦୀପାବଳି ପରେ ୫ ଟି ରାଶି ପାଇଁ ଅନେକ ଖାସ ଖବର ରହିଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ବିଷୟରେ କୁହାଯାଇଅଛି। ଏହି ସମସ୍ତ ରାଶିର ଅଲଗା ଅଲଗା ମହତ୍ୱ ଥାଏ। ସବୁ ଲୋକଙ୍କର ରାଶି ମଧ୍ୟ ଅଲଗା ଅଲଗା ହୋଇଥାଏ। ସେମାନଙ୍କର ସ୍ଵଭାବ ମଧ୍ୟ ଅଲଗା ଅଲଗା ଦେଖାଯାଇଥାଏ। ଯଦି କୌଣସି ଗ୍ରହ ନକ୍ଷତ୍ରର କିଛି ପରିବର୍ତନ ଦେଖିବାକୁ ମିଳେ ତ ଏହାର ପ୍ରଭାବ ଏହି ୧୨ ଗୋଟି ରାଶି ଉପରେ ପଡିଥାଏ। କିଛି ରାଶିରେ ଭଲ ପ୍ରଭାବ ପଡେ ତ ଆଉ କିଛି ରାଶିରେ ଖରାପ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୀପାବଳି ପର୍ବ ପର ଠାରୁ ଗ୍ରହର ବନିବାକୁ ଯାଉଛି ଅଦ୍ଭୁତ ମହାସଂଯୋଗ। ଏବଂ କିଛି ରାଶି ଉପରେ ମା ଲକ୍ଷ୍ମୀ କୃପା କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ।

ମେଷ ରାଶି: ଦୀପାବଳି ପର୍ବରେ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଅନେକ ଭଲ ପ୍ରଭାବ ରହିଅଛି। ଯେଉଁ ବ୍ୟକ୍ତି ବ୍ୟାପାରି ସେମାନଙ୍କ ପାଇଁ ବହୁତ ଖୁସି ଖବର ଆସିବାର ଅଛି କାରଣ ଦୀପାବଳି ପର୍ବ ଠାରୁ ଆପଣଙ୍କର ବ୍ୟାପାର ଅନେକ ଗୁଣା ବଢିବାକୁ ଲାଗିବ। କାହାରି ଠାରୁ ଧାର କରନ୍ତୁ ନାହିଁ। ପୁରୁଣା ଉଧାର ନେଇଥିବା ଟଙ୍କା ଚିନ୍ତାରେ ପକାଇ ପାରେ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ। ଆପଣଙ୍କୁ ଖୁବଶୀଘ୍ର ଧନ ମାନ ସମ୍ମାନ ବହୁ ମାତ୍ରାରେ ପ୍ରାପ୍ତ ହେବ। ନୂତନ ଚାକିରୀଟିଏ ଆପଣଙ୍କୁ ମିଳିପାରେ। ଆପଣଙ୍କର କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।

ବୃଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ଅନେକ କିଛି ଖୁସି ଖବର ନେଇକି ଆସିବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ବର୍ଷିବ। ଭାବିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଅଚାନକ ଭାବରେ ଆକସ୍ମିକ ଧନ ଲାଭ ହେବ। ଆପଣଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଦେବ। ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ। ପରିଶ୍ରମତା ପୂର୍ବକ କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ପାଇବେ। ମିତ୍ର ଏବଂ ଭାଇଙ୍କ ଠାରୁ ସହଯୋଗ ମିଳିବ। ପ୍ରେମ ସମ୍ବଦ୍ଧରେ ମଧୁରତା ଆସିବ।

ସିଂହ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦୀପାବଳି ପର୍ବ ଠାରୁ ଏମାନଙ୍କ ଜୀବନରେ ଧନଲାଭ ହେବାର ଯୋଗ ବନୁଅଛି। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ। କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପୁର୍ଣ ହେବ। ଅଟକି ଥିବା ଧନ ଆପଣଙ୍କୁ ପ୍ରାପ୍ତି ହେବ। ସବୁ କାମରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।

ବିଛା ରାଶି: ଏହି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପାର ବର୍ଷା ହେବାକୁ ଯାଉଅଛି। ଏହି ରାଶିର ଲୋକମାନଙ୍କର ଆତ୍ମବିଶ୍ୱାସର ବୃଦ୍ଧି ହେବ। ମା ଲକ୍ଷ୍ମୀ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳ କରିବେ। ଆପଣଙ୍କର ଚିନ୍ତାଧାରା ଲୋକମାନଙ୍କୁ ବହୁତ ପସନ୍ଦ ହେବ। ଆପଣଙ୍କୁ କୌଣସି ଜାଗାରୁ ଗୁପ୍ତ ଧନ ପ୍ରାପ୍ତି ହେବ। ଏବଂ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ। ପ୍ରେମ ସମ୍ବଦ୍ଧରେ ଏହି ଦୀପାବଳି ପର୍ବ ପର ଠାରୁ ଆପଣଙ୍କର ପ୍ରେମରେ ମଧୁରତା ଆସିବ।

କୁମ୍ଭ ରାଶି: ଏହି ରାଶିର ଲୋକମାନଙ୍କ ପାଇଁ ଅନେକ କିଛି ରାସ୍ତା ଖୋଲିକି ରଖିଛନ୍ତି। ନିଜର କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ। ମା କକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ସମସ୍ତ ଧନର ମାର୍ଗ ଖଲିବାକୁ ଯାଉଅଛି। ଆପଣଙ୍କୁ ଆକସ୍ମିକ ଧନଲାଭ ହୋଇପାରେ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କର ବ୍ୟବସାୟରେ ଦୁଇଗୁଣା ଲାଭ ଦେଖିବାକୁ ମିଳିପାରେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ। ପରିବାରରେ ହସ ଖୁସିର ବାତାବରଣ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *