Excuse Me Odisha

ଯାହା କହିବୁ ସତ କହିବୁ

ଘରରେ ଯେତେ ବଡ଼ ସମସ୍ୟା ଥାଉ, ଲୁଣର ଏହି ଛୋଟ ଉପାୟରେ ସବୁ ସମାଧାନ ହୋଇଯିବ

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଘରରେ ଯେତେ ବଡ଼ ସମସ୍ୟା ଥାଉ, ଲୁଣର ଏହି ଛୋଟ ଉପାୟରେ ସବୁ ସମାଧାନ ହୋଇଯିବ

ବନ୍ଧୁଗଣ ମଣିଷ ଜୀବନର ସବୁ ପରିସ୍ଥିତିରେ ସନ୍ତୁ-ଳନ ହେବାର ମହତ୍ତ୍ୱପୂର୍ଣ୍ଣ କଣ ଏହା ଆଗକୁ ଲୁଣଠାରୁ ଶିଖିବା ଉଚିତ। ଆଜ୍ଞା ହଁ ବନ୍ଧୁଗଣ ଲୁଣ ଠାରୁ ସନ୍ତୁ-ଳନ ଜୀବନ ପାଠ ପଢିପାରିବା। ଯେମିତିକି ଆମେ ଖାଦ୍ୟରେ ଲୁଣର କଣ ମହତ୍ୱ ରହିଛି ତାହା ତ ଆମେ ଭଲ ଭାବରେ ଜାଣୁ ଏବଂ ଏହାବି ଜାଣୁ ଖାଦ୍ୟରେ ଲୁଣ ଠିକ ମାତ୍ରାରେ ପକାଇବା ଦ୍ୱାରା ଖାଇବାର ସ୍ୱାଦ ଆସିଥାଏ। କିନ୍ତୁ ଯଦି ଖାଦ୍ୟରେ ଜରୁରୀ ଠାରୁ ଅଧିକ କିମ୍ବା କମ ପକାଇଥାଆନ୍ତି ତେବେ ଏହା ଖାଦ୍ୟକୁ ଖରାପ କରିଦେଇଥାଏ। ଏହା ସହିତ ସ୍ୱାସ୍ଥ୍ୟର ଦୃ-ଷ୍ଟିକୋ-ଣରୁ ବି ହାନି ହୋଇଥାଏ। ଏହିପରି ଆମ ଜୀବନରେ ବି କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟର ସ୍ଥିତି ଅଧିକତ୍ୱ କମ ହେଲେ କୌଣସି ସୁଖ ମିଳେନାହିଁ। ଯଦି ବିଜ୍ଞାନ କଥା କହିବା ତ ଲୁଣର ଠିକ ମାତ୍ରାର ପ୍ରୟୋଗ ଆମ ଶରୀର ପାଇଁ ଆବଶ୍ୟକ। ଆମ ସ୍ୱାସ୍ଥ୍ୟ ପାଇଁ ଲୁଣ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହି ପ୍ରକାରର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ଅସାଧାରଣ ମହତ୍ୱ କୁହାଯାଇଛି। ଲୁଣ ଆମର ଖାଦ୍ୟରେ ସ୍ୱାଦ ବଢ଼ାଇବାର କାମ ତ କରିଥାଏ ତା ସହିତ ଆମ ଜୀବନରେ ମଧ୍ୟ ସକା-ରାତ୍ମକ ଆଣିବା ପାଇଁ କାମ ମଧ୍ୟ କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲୁଣର କିଛି ଏମିତି ଉପାୟ କୁହାଯାଇଛି ଯେଉଁଥିରେ ଆମେ ଆମର ଜୀବନର ଦିଗ ଅବସ୍ଥାକୁ ବଦଳାଇ ପାରିବା। ମାତ୍ର ଏହି ଟିକେ ଲୁଣରେ ଏତେ କ୍ଷମତା ଅଛିକି ଆମକୁ ଦାରି-ଦ୍ର୍ୟରୁ ମଧ୍ୟ ରାଜା ବନେଇଦେଇଥାଏ। ବନ୍ଧୁଗଣ ଆଜି ଏହି ଲୁଣର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଜାଣିବା। ଯାହାର ପ୍ରାଚୀନ କାଳରୁ ହିଁ କେତେକ ଘରେ ଏହା ପାଳନ କରାଯାଏ କିନ୍ତୁ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଏବେବି ଅଜଣା ଅଛନ୍ତି। ଏହିସବୁ କଥା ଗୁଡିକ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଏବେ ଆମେ ଏହିସବୁ ବିଷୟରେ ଆଲୋଚନା କରିବା।

ସବୁଠାରୁ ପ୍ରଥମ କଥା ହେଲା ଲୁଣ ସକା-ରାତ୍ମକ ଶକ୍ତିର ଭ-ଣ୍ଡାର ହୋଇଥାଏ। ତା ସହିତ ଏହାର ଏତେ ଶକ୍ତି ଥାଏ କି ଆପଣଙ୍କ ଆଖପାଖରେ ବୁଲୁଥିବା ନକ-ରାତ୍ମକ ଗୁଣକୁ ଟାଣି ନେଇ ସକା-ରାତ୍ମକ ଶକ୍ତିକୁ ବାତାବରଣରେ ବ୍ୟତୀତ କରିଦେଇଥାଏ। ଏଥିପାଇଁ ଗୋଟିଏ ପାତ୍ରରେ ଲୁଣ ଭରି କରି ଘରର ଚାରି କୋଣରେ ରଖି ଦିଅନ୍ତୁ ଏବଂ ଘର ପୋଛୁଥିବା ଜଳରେ ମଧ୍ୟ ଯଦି ଆପଣ ଟିକେ ଲୁଣ ପକେଇ ଘର ପଛନ୍ତି ତାହେଲେ ଆପଣଙ୍କ ଘରେ ସକା-ରାତ୍ମକ ଶକ୍ତି ସଂଚାରିତ ହୋଇଥାଏ ଏବଂ ଯଦି ଘରେ ବାରମ୍ବାର କ୍ଳେଶ ହୋଇଥାଏ ବା ବାରମ୍ବାର ଘରର ସଦସ୍ୟ ମାନଙ୍କ ଭିତରେ ଛୋଟ ଛୋଟ କଥାରେ ଝ-ଗଡା ହୋଇଥାଏ ତେବେ ଲୁଣର ଏହି ଉପାୟ ନିଶ୍ଚୟ କରନ୍ତୁ।

ଯଦି ଆମ ଗାଧୋଇବା ଘରରେ କୌଣସି ପ୍ରକାରର ବା-ସ୍ତୁଦୋ-ଷ ଥାଏ ତେବେ ଏହାର ନକ-ରାତ୍ମକ ପ୍ର-ଭାବ ଘରର ସମସ୍ତ ସଦସ୍ୟ ଉପରେ ପଡିଥାଏ। ଏହି କାରଣରୁ ଘରର ସଦସ୍ୟମାନେ ଜଣଙ୍କ ପରେ ଜଣେ ରୋଗରେ ପଡ଼ିଥାନ୍ତି। ଏହା ସହିତ ଘରର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭା-ବିତ ହୋଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଏହାର ନି-ରାକ-ରଣ ବିଷୟରେ କୁହାଯାଇଛି। ଏଥିପାଇଁ ଗାଧୋଇବା ପରେ ଗୋଟେ କାଚ ଡ଼ବାରେ ଲୁଣ ଭରି କରି ରଖି ଦିଅନ୍ତୁ ଏବଂ ଏହାକୁ ସପ୍ତାହକୁ ସପ୍ତାହ ବଦଳାଇ ଦିଅନ୍ତୁ। ଏହା ଦ୍ବାରା ବା-ସ୍ତୁଦୋ-ଷ ଦୂର ହୋଇଥାଏ ଏବଂ ଆମର ଆର୍ଥିକ ସ୍ଥିତି ମଧ୍ୟ ସୁ-ଦୃଢ଼ ହୋଇଥାଏ।

ବନ୍ଧୁଗଣ ଘରର ଦ୍ୱାର ଏହା ଏକ ଏମିତି ସ୍ଥାନ ଯାହା ଦ୍ୱାରା ନକ-ରାତ୍ମକ ଶକ୍ତି ପ୍ରଥମେ ଏହି ଦ୍ୱାର ଦେଇ ପ୍ରବେଶ କରିଥାଏ। ଏଥିପାଇଁ ଘରର ଦ୍ୱାରରେ ଲାଲ କପଡ଼ାରେ ଅଳ୍ପ ଲୁଣ ବାନ୍ଧି ପ୍ରବେଶ ଦ୍ୱାରରେ ଝୁଲାଇ ଦିଅନ୍ତୁ। ଏହା ଦ୍ବାରା ଲୁଣର ସକାରାତ୍ମକରୁ ଘରକୁ ଆସୁଥିବା ସମସ୍ତ ସ-ଙ୍କଟ ସେହି ଦ୍ୱାରରେ ହିଁ ଅଟକି ରହିଯାଇଥାନ୍ତି ଏବଂ ନକ-ରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏହା ଦ୍ବାରା କୁଦୃ-ଷ୍ଟିରୁ ବି ଆପଣଙ୍କ ଘରର ର-କ୍ଷା ହୋଇଥାଏ।

ଆପଣ ଦେଖିଥିବେ ଘରର ବୃଦ୍ଧ ମହିଳାମାନେ ଘର ଉପରେ ପଡିଥିବା କୁଦୃ-ଷ୍ଟିକୁ ଛଡ଼ାଇଥାନ୍ତି। ସେଥିରେ ବି ସେମାନେ ସୋରିଷ ସହିତ ଲୁଣର ବି ବ୍ୟବହାର କରିଥାନ୍ତି। କାହିଁକିନା ଲୁଣ କୁଦୃ-ଷ୍ଟିରୁ ବଞ୍ଚାଇଥାଏ ଏବଂ ସମସ୍ତ ନକ-ରାତ୍ମକ ଶକ୍ତିକୁ ବାହାର କରିଥାଏ। ଛୋଟ ପିଲା ମାନଙ୍କୁ ଯଦି ବାରମ୍ବାର ନଜର ଲାଗେ ତେବେ ଗାଧୁଆ ପାଣିରେ ଲୁଣ ମିଶେଇ ପିଲା ମାନଙ୍କୁ ଗାଧୋଇ ଦିଅନ୍ତୁ। ଏଥିରେ ଆପଣଙ୍କୁ ମୁକ୍ତି ମିଳିବ।

ଲୁଣ ରାହୁ ଏବଂ କେତୁର ଖରାପ ପ୍ରଭା-ବରୁ ମଧ୍ୟ ଦୂର କରିବାର କାମ କରିଥାଏ। ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଟିକେ ଲୁଣ ମିଶାଇ ଗୋଡ଼ ହାତ ମୁହଁ ଧୋଇକି ଶୋଇବା ଦ୍ୱାରା ସମସ୍ତ ଖରାପ ସ୍ୱ-ପ୍ନ ଦୂର ହୋଇଥାଏ ଏବଂ ଆପଣଙ୍କୁ ସ୍ୱପ୍ନରେ ମଧ୍ୟ ମୁ-କ୍ତି ମିଳିଥାଏ। ଯଦି ଆପଣଙ୍କ ପରିବାରରେ ମଧ୍ୟ ସବୁବେଳେ ନିରନ୍ତର ରୂପେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗ-ଡା ହେଉଛି ଭଲ ସମ୍ପର୍କ ରହୁନି କିମ୍ବା କୌଣସି ଏକୁଟିଆ ପଣକୁ ହଇ-ରାଣ କରୁଛି ତେବେ ରକ ସୋଲଟ ଏହାର ପ୍ରୟୋଗକୁ ବହୁତ କାର୍ଯ୍ୟକାରୀ ମାନାଯାଏ। ସ୍ୱାମୀ ସ୍ତ୍ରୀ ସେମାନଙ୍କ ଶୋଇବା ପୂର୍ବରୁ ଗୋଟିଏ ପାତ୍ରରେ ରକ ସୋଲଟ ଭର୍ତି କରି ରଖି ଦିଅନ୍ତୁ ଏବଂ ଖାଦ୍ୟରେ ସପ୍ତାହରେ ଥରେ ରକ ସୋଲଟର ବ୍ୟବହାର କରି ଦେଖନ୍ତୁ। ଏହା ନିଶ୍ଚିତ ଭାବରେ ସକା-ରାତ୍ମକ ପରିଣାମ ଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *