Excuse Me Odisha

ଯାହା କହିବୁ ସତ କହିବୁ

S ଅକ୍ଷରରୁ ଆରମ୍ଭ ହେଉଥିବା ଲୋକଙ୍କ ଏହି କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ S ନାମର ଲୋକଙ୍କ ଜୀବନର ସତ କଥା ଯାହା ଆପଣ କେବେବି ଜାଣିନଥିବେ।

ବନ୍ଧୁଗଣ ପ୍ରତ୍ୟକଙ୍କ ଜୀବନର ନାମର ପ୍ରଥମ ଅକ୍ଷରର ମହତ୍ୱ ହୋଇଥାଏ। A ଠୁ Z ନାମର ଲୋକ ନିଜର ଅଲଗା ଅଲଗା ବିଶେଷତା ରଖିଥାନ୍ତି। ପ୍ରତ୍ୟକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ଜୀବନରେ ପ୍ରଭାବ ପକାଇଥାଏ। ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ S ନାମର ଲୋକ କିପରି ହୋଇଥାନ୍ତି। ଜୀବନର ବିଭିନ୍ନ ଅବସ୍ଥା ଯେପରି S ନାମର ଲୋକ ପ୍ରେମରେ କିପରି ହୋଇଥାନ୍ତି କିମ୍ବା S ନାମର ଲୋକଙ୍କର ରାଶି କିପରି ହୋଇଥାଏ ବା S ନାମର ଲୋକଙ୍କର ପାଠ ପଢା କିପରି ହୋଇଥାଏ ଏହି ପୋଷ୍ଟରେ ଏସବୁ ଆମେ ଜାଣିବା। ନାମ ଆଗରୁ ଅକ୍ଷରରେ ବ୍ୟକ୍ତି ବିଷୟରେ ବହୁତ କିଛି ଜଣା ପଡ଼ିଯାଏ ତ ଆସନ୍ତୁ ଜାଣିବା S ନାମର ଲୋକଙ୍କ ସ୍ଵଭାବ।

ପ୍ରଥମେ ଜାଣିବା S ନାମର ଲୋକଙ୍କ ପ୍ରେମ ସମ୍ବଦ୍ଧରେ। S ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଲୋକ ପ୍ରେମ ମାମଲାରେ ଟିକେ ଗମ୍ଭୀର ହୋଇଥାନ୍ତି। ଏହି ଲୋକ କାହାର ପ୍ରେମରେ ଶୀଘ୍ର ପଡିବା ସହିତ ସିରିୟସ ହୋଇଯାନ୍ତି। ଏହି ଲୋକ ଯାହାକୁ ଭଲ ପାଇଥାନ୍ତି ତାକୁ ଅଧିକ ପାଖରେ ରଖନ୍ତି। ଏମାନଙ୍କର ଏହି ନେଚର କାରଣରୁ ଏମାନଙ୍କୁ ସୋଚା ପ୍ରେମ ମିଳିଥାଏ। ଏପରି ଲୋକ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି। ଏମାନଙ୍କୁ ଯାହା ଜ୍ଞାନ ମିଳିଲେ ମଧ୍ୟ ଏମାନେ ନେଇଥାନ୍ତି। ନିଜର ବୁଦ୍ଧିମାନରେ ଏହି ଲୋକ ପ୍ରତ୍ୟକ ସମସ୍ୟାକୁ ଦୂର କରିଦିଅନ୍ତି। ଏହା ଛଡା ଏହି ଲୋକ କମେଇବାରେ ମଧ୍ୟ ସକ୍ଷମ ଅଟନ୍ତି।

ଏବେ ଆସନ୍ତୁ ଜାଣିବା S ନାମର ଲୋକଙ୍କ ସ୍ୱଭାବ ବିଷୟରେ। S ଅକ୍ଷରରୁ ନାମର ପୁଅ କିମ୍ବା ଝିଅ ବହୁତ ରହସ୍ୟମୟୀ ହୋଇଥାନ୍ତି। ଏମାନେ କଥାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନା ବାଲା ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଯାଏ। ନିଜର ପ୍ରେମ ପ୍ରତି ସଚେତନ ରହୁଥିବା ଏହି ଲୋକ ଏମାନଙ୍କ ପଛରେ ଏମାନଙ୍କ ଭାବନା କେବଳ ଏତିକି କି ଏମାନେ ନିଜର ପ୍ରେମକୁ କାହା ସହ ସେୟାର କରନ୍ତି ନାହିଁ।

S ନାମର ଲୋକଙ୍କ ବିଷୟରେ କିଛି ଖାସ କଥା। ସାମାଜିକ ଜୀବନରେ ଏମାନେ ଖୁସି ଏବଂ ମିଳାମିଶା ଟାଇପର ହୋଇଥାନ୍ତି। ପାର୍ଟି ଏବଂ ଉତ୍ସ୍ୟବରେ ଆନନ୍ଦ ଉଡାଇଥାନ୍ତି। ଏହି ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି। କୌଣସି କାମକୁ ମଧ୍ୟ ଏମାନେ ନିଜର ଷ୍ଟାଇଲରେ କରିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କୁ ଅଧିକ ଭିଡ଼ ସହିତ ଚାଲିବାକୁ ପସନ୍ଦ କରିନଥାନ୍ତି। ନିଜର ବୁଦ୍ଧିରେ ସମସ୍ୟାକୁ ଦୂର କରିଦିଅନ୍ତି।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ସ୍ୱଭାବ ବିଷୟରେ। ନିଜ ପ୍ରେମ ପ୍ରତି ସଚେତନ ରହୁଥିବା ଏହି ଲୋକ କିଛି ଅଲଗା ପ୍ରକାରର ହୋଇଥାନ୍ତି। ଆଉ ଏମାନଙ୍କର ଏହି ସ୍ଵଭାଵ ଅନ୍ୟ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଯାଏ। ଏମାନେ କ୍ରୋଧି ସ୍ୱଭାବରେ ହୋଇଥାନ୍ତି। S ଅକ୍ଷର ନାମର ସ୍ୱଭାବ ମାନବୀୟ ଭାବନାରେ ଭରି ଥାଏ। ତଥା ଏମାନଙ୍କ ଜୀବନରେ ପ୍ରେମରେ ବହୁତ ମହତ୍ୱ ରହିଥାଏ। କାର୍ଯ୍ୟ କ୍ଷେତ୍ର ବିଷୟରେ ଯଦି କଥା ହେବା ତ ଏମାନେ ବିଜ୍ଞାନ କଳା ଏବଂ ଗଣିତ କ୍ଷେତ୍ରରେ ଅଧିକ ସଫଳତା ଆଣିଥାନ୍ତି।

ଏବେ ଆସନ୍ତୁ ଜାଣିବା S ନାମର ଲୋକଙ୍କ ବିଶେଷତା ବିଷୟରେ। ନିଜ ଇନକମରେ ଏମାନେ ସବୁକିଛି ପାଇଥାନ୍ତି। ଏମାନେ ସେଲ୍ଫମେଣ୍ଟ ମନୁଷ୍ୟ ହୋଇଥାନ୍ତି। ଟଙ୍କା ହାସଲ କରୁଥିବା ଏହି ଲୋକ ନିଜର ଜିନିଷକୁ ସହଜରେ କାହାକୁ ଦିଅନ୍ତି ନାହିଁ। ଏମାନେ ବହୁତ କଞ୍ଜୁସ ହୋଇଥାନ୍ତି। ସେଥିପାଇଁ ଏମାନେ ପାର୍ଟିକୁ ଯିବା ପସନ୍ଦ କରନ୍ତି। ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି। କିନ୍ତୁ ଏମାନଙ୍କର ତେଜ ସ୍ୱଭାବ ଏମାନଙ୍କୁ ଖରାପ ବନାଇଦେଇଥାଏ।

ଏବେ ଆସନ୍ତୁ ଜାଣିବା S ଅକ୍ଷରରୁ ନାମର ବ୍ୟକ୍ତିଙ୍କର ଖାସ କଥା ବିଷୟରେ। କୌଣସି ବି କାମ କରିବା ପାଇଁ ଏମାନେ ପୁରା ଜୀବନ ଲଗେଇ ଦେଇଥାନ୍ତି। ଏହା ସହିତ ଏମାନେ ସ୍ୱଭାମାନି ହୋଇଥାନ୍ତି। ଗର୍ବର କଥାକି ଏମାନେ ନିଜ ଉପରେ କାବୁ ରଖିବାରେ ପୁରା କ୍ଷମତା ରଖିଥାନ୍ତି। ଏମାନେ ଆକର୍ଷିତ ମଧ୍ୟ ହୋଇଥାନ୍ତି। କେବଳ ଏତିକି ନୁହେଁ ଏହା ଛଡା ଏମାନଙ୍କର କହିବା ଷ୍ଟାଇଲ ମଧ୍ୟ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ। ପୁଅ କିମ୍ବା ଝିଅ ଯାହାର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ଅଧିକା ବୁଦ୍ଧିମାନ ହୋଇଥାଏ ଏବଂ ଏହି ଲୋକ ନିଜର ଜ୍ଞାନକୁ ସବୁଠୁ ପ୍ରମୁଖ ରଖନ୍ତି। ଏମାନେ ଜୀବନରେ ସବୁ କାର୍ଯ୍ୟ ହାସଲ କରିନିଅନ୍ତି। ଏହି ଅକ୍ଷରର ଲୋକମାନେ ଅଧିକ ଅପେକ୍ଷା କରନ୍ତି ନାହିଁ। ଏହି ନାମର ଲୋକ ବହୁତ ଅଧିକ ପରିଶ୍ରମୀ ହୋଇଥାନ୍ତି। ଏହି ଲୋକ ନିଜର ଲକ୍ଷକୁ ପାଇବା ପାଇଁ ବହୁତ ପରିଶ୍ରମ କରନ୍ତି ଏବଂ ପରିଶ୍ରମ କରିକି ସବୁକିଛି ହାସଲ କରିନିଅନ୍ତି। ଏମାନେ ବଡ଼ ବୁଦ୍ଧିମାନ ହୋଇଥାନ୍ତି। ଯାହା ଠାରୁ ଜ୍ଞାନ ମିଳେ ନେଇଥାନ୍ତି।

ଏବେ ଆସନ୍ତୁ ଜାଣିବା S ଅକ୍ଷରରୁ ନାମର ଲୋକଙ୍କ ସ୍ୱାସ୍ଥ୍ୟ କିପରି ରହିଥାଏ। ଏମାନେ ନିଜର ଜୀବନରେ ଅଧିକ ଚିନ୍ତିତ ରୁହନ୍ତି। ଏମାନଙ୍କୁ ପେଟ ସମ୍ବଦ୍ଧିତ ରୋଗ ଏସିଡିଟି ଗ୍ୟାସ ଆଦିର ଡର ସବୁବେଳେ ରହିଥାଏ। ଏବଂ ଏଲରାଜି ତ୍ୱଚା ସମ୍ବଦ୍ଧିତ ସମସ୍ୟା ମଧ୍ୟ ଏମାନଙ୍କ ଭିତରେ ଥାଏ। କେତେଥର ଏମାନଙ୍କୁ ଗୁପ୍ତ ରୋଗର ସାମ୍ନା କରିବାକୁ ପଡିଥାଏ।

ଏବେ ଆସନ୍ତୁ ଜାଣିବା ଏମାନଙ୍କ ବିଶେଷ ପସନ୍ଦ ବିଷୟରେ। ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏପରି ଲୋକ ଯେଉଁଠାକୁ ଯାଆନ୍ତି ସେଠାରେ ନିଜର ସ୍ମୃତି ଛାଡି ଯାଆନ୍ତି। ଏମାନେ ଅଧିକ ନିଜ କାମରେ ଧ୍ୟାନ ଦିଅନ୍ତି। ଏମାନେ କାହାର ସାହାର୍ଯ୍ୟ ନେବା ପସନ୍ଦ କରନ୍ତି ନାହିଁ ଏବଂ ସିସିଆଲ ମିଡିଆରେ ମଧ୍ୟ ଅଧିକ ଏଟ୍ରାକ୍ଟିଭ ଅଟନ୍ତି। ଏମାନେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାନ୍ତି। କାହାକୁ ହାନି ପହଂଚାନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *