Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ମାସରେ ଏହି ୫ ଟି ରାଶିର ଖୋଲିବ ଭାଗ୍ୟ ! ଧନର ବର୍ଷା ହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାର୍ତ୍ତିକ ମାସରେ ଏହି ୫ ଟି ରାଶିର ଖୋଲିବ ଭାଗ୍ୟ। ଧନର ବର୍ଷା ହେବ।

ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶିଙ୍କ ବିଷୟରେ ଯେଉଁ ମାନଙ୍କ ପାଇଁ କାର୍ତ୍ତିକ ମାସଟି ବହୁତ ଖୁସି ଆଣି କରି ଆସୁଅଛି। ୫ ଟି ରାଶି ମାନଙ୍କ ପାଇଁ ଆସୁଅଛି ଖୁସିର ସମୟ। ଏମାନଙ୍କର ଜୀବନ ଆଗାମୀ ୧୫ ଦିନ ମଧ୍ୟରେ ବଦଳିବାକୁ ଯାଉଛି। ଏପରି କିଛି ପରିବର୍ତ୍ତନ ଆସିବ ଯାହାକି ଆଗରୁ ଆପଣ ଚିନ୍ତା ବି କରି ନଥିବେ। ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହା ବି ଯେତେବି ଚେଷ୍ଟା କରିଥାଉ ନାଁ କାହିଁକି ଯେତେବି ପ୍ରୟାସ କରିଥାଉ ନାଁ କାହିଁକି ବହୁତ ଅଧିକ ପରିଶ୍ରମ ସ୍ୱତେ ମଧ୍ୟ ସଫଳ ହୋଇନଥାଉ। କିନ୍ତୁ ବେଳେବେଳେ ଏପରି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ୱାରା ହିଁ କିଛି ନଚାହିଁ ମଧ୍ୟ ଖୁବ ଅଳ୍ପ ହିଁ ପରିଶ୍ରମରେ ବହୁତ କିଛି ମିଳିଯାଇଥାଏ। ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ। ତ ସମସ୍ତ ଗ୍ରହ ମାନଙ୍କର ସପଟ ଏହି କାର୍ତ୍ତିକ ମାସରେ୫ ଗୋଟି ରାଶି ମାନଙ୍କର ଜୀବନରେ ଖୁସିରେ ବର୍ଷା ହେବାର ଯାଉଅଛି କେବଳ ଖୁସି ହିଁ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ।ଜ୍ୟୋତିଷ ଶାସ୍ତ୍ର ବିଦ୍ୱାନ ମାନଙ୍କ କଥା ମାନିଲେ ଏହାତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହର ଚଳନରେ ବହୁତ ହିଁ ଅଧିକ ମହତ୍ୱ ରହିଥାଏ। ଗ୍ରହ ମାନଙ୍କର ଚଳନର କାରଣରୁ ମନୁଷ୍ୟର ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ହିଁ କାରଣ ଅଟେ କି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶି ଚକ୍ରକୁ ହିଁ ଦେଖାଯାଇଥାଏ। ଅଲଗା ଅଲଗା ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଅଛି କି ଜାଣି ନିଅନ୍ତୁ ଏହି କାର୍ତ୍ତିକ ମାସରେ ଏହି ୫ ଗୋଟି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି ଆଶା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ଯେଉଁମାନଙ୍କର ପାଇଁ ଏହି କାର୍ତ୍ତିକ ମାସଟି ଅନେକ ଖୁସି ଆଣି କରି ଆସୁଛି

ପ୍ରଥମେ ଆସନ୍ତୁ ଜାଣିବା କି କଣ ସବୁ ପରିବର୍ତ୍ତନ ଏମାନଙ୍କ ଜୀବନରେ ଆସିବାକୁ ଯାଉଅଛି। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣଙ୍କର ଜୀବନକୁ ପୁର୍ଣ ରୂପରେ ବଦଳିବାକୁ ଯାଉଛନ୍ତି। ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଅଚାନକ ଭାବରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି। ତାଙ୍କୁ ନୂଆ ନୂଆ ଖୁସିର ଖବର ଶୁଣିବାକୁ ବି ମିଳିବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟା ମାନଙ୍କରେ ଘେରି ହୋଇ ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ। ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇଯିବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କୁ ସଠିକ ଦିଗ ଦେଖାଇବେ। ବ୍ୟବସାୟୀଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି। ଧନର ବର୍ଷା ପରି କିଛି ଯୋଗ ବନିବାକୁ ଯାଉଅଛି। ଅର୍ଥାତ ଧନ ଜନିତ ସମସ୍ୟା ରହିବ ନାହିଁ ଏବଂ ଆପଣ ଧନ ଜନିତ ଅଭାବ ଅନୁଭବ କରିବେ ନାହିଁ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ହିଁ ଭଲ ରହିବ। ଦାମ୍ଫତ୍ୟ ଜୀବନରେ ଯାହାବି କିଛି କଷ୍ଟ ରହିଥିଲା ଯାହାବି କିଛି ସମସ୍ୟାମାନ ଚାଲୁଥିଲା ତାହା ଦୂର ହେବାକୁ ଯାଉଅଛି। ଏହି ସମୟରେ ଆପଣଙ୍କୁ କୌଣସି ବି ଶୁଭ ଖବର ପ୍ରାପ୍ତ ହୋଇପାରେ। ଯାହାର ଆପଣ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଅଗ୍ରସର କରାଇବ। ଧନ ଲାଭର ବି ଯୋଗ ବନୁଅଛି। ଆପଣଙ୍କର ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି।

ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତ ତାହା ଉପରେ କାର୍ଯ୍ୟ କରିବ ଆରମ୍ଭ କରିଦିଅନ୍ତୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତ ହେବ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ। ଚାକିରୀ ଏବଂ ବ୍ୟାପାର ଏହି ଦୁଇଟି ଯାକ କ୍ଷେତ୍ର ପାଇଁ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭକାରୀ ରହିବ। ଦୁହିଁଙ୍କୁ ହିଁ ଧନ ଲାଭର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନର ଅପେକ୍ଷାରେ ଅଛନ୍ତି ତ ଏହି ସମୟରେ ଆପଣଙ୍କୁ ତାହା ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଲୋକମାନେ ଆପଣଙ୍କ ଠାରୁ ମାର୍ଗଦର୍ଶନ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ବ୍ୟାପାରି ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ। ଆପଣଙ୍କର କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିରେ ଅଚାନକ ଭାବରେ ବୃଦ୍ଧି ହେବ। ଯାହା ଆପଣ ନିଜେ ହିଁ ଅନୁଭବ କରିପାରିବେ ଏବଂ ତାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ମିଳିବ। ଏହି ଯୋଗର ପ୍ରଭାବରେ ଆପଣଙ୍କ ପାଖରେ ଧନଜନିତ ସମସ୍ୟା ରହିବ ନାହିଁ। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ନିଶ୍ଚୟ ହିଁ ପ୍ରାପ୍ତ ହେବ। ଯେଉଁ କାରଣରୁ ଆପଣ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରେଇବ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ସମସ୍ତ ସମସ୍ୟା ମାନଙ୍କର ଅନ୍ତ ଘଟିବ। ସେଥିପାଇଁ ଆପଣ ମାନେ ମା ଲକ୍ଷ୍ମୀଙ୍କର ପୂଜା ଆରାଧନା କରନ୍ତୁ। ଏବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ବିଷୟରେ ଯେଉଁମାନଙ୍କ ପାଇଁ ଏହି କାର୍ତ୍ତିକ ମାସଟି ଅନେକ ଶୁଭ ଫଳ ନେଇ କରି ଆସୁଅଛି। ବୃଷ ରାଶି, କନ୍ୟା ରାଶି, ତୁଳା ରାଶି, ମକର ରାଶି, କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *