Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ମାତ୍ରେ ଜପନ୍ତୁ ୪ଟି ଶବ୍ଦର ଏହି ଚମତ୍କାରୀ ମନ୍ତ୍ର ! ଗରିବ ମଧ୍ୟ ହୋଇଯାଇପାରେ କୋଟିପତି,ସମ୍ପୂର୍ଣ୍ଣ ଦୁନିଆ ରହିବ ଆପଣଙ୍କ ହାତ ମୁଠାରେ

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରଭୁ ଭୋଳାନାଥ କେବଳ ପୂଜାପାଠ ଏବଂ ପ୍ରକୃତ ମନରେ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ଯାଇଥାନ୍ତି ଓ ଭକ୍ତଙ୍କୁ ନିଜ ଚମତ୍କାର ଦେଖାଇ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଏକ ମନ୍ତ୍ର କହିବାକୁ ଯାଉଛୁ, ଯାହାକୁ ଆପଣ ପ୍ରତିଦିନ ସକାଳୁ ଉଠି ଜପ କରିବା ଉଚିତ। ଏହାଦ୍ବାରା ଆପଣଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହିତ ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଏଥିପାଇଁ ଆପଣଙ୍କୁ କେବଳ ଏହି ମନ୍ତ୍ର ଉଚ୍ଚାରଣ କରିବାକୁ ପଡ଼ିବ। ଆପଣଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ଯୋଗୁଁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ସର୍ବଦା ଭଗବାନଙ୍କୁ ଧ୍ୟାନ ଓ ପୂଜାପାଠରୁ ହିଁ ଦିନର ଆରମ୍ଭ କରିବା ଉଚିତ। ଏହାଦ୍ବାରା ଆପଣଙ୍କୁ ଜୀବନରେ ଅନେକ ଶୁଭଫଳ ପ୍ରାପ୍ତ ହେବ। ସକାଳୁ ଉଠି ଭଗବାନଙ୍କ ଧ୍ୟାନ ବା ପୂଜାର୍ଚ୍ଚନା କରିବା ପୂର୍ବରୁ ସ୍ନାନ ଆଦି କାର୍ଯ୍ୟ ଏବଂ ସଫାସୁତୁରା ପ୍ରତି ଧ୍ୟାନ ଦେବାକୁ ପଡିଥାଏ। କିନ୍ତୁ ଏହି ମନ୍ତ୍ରର ଜପ କରିବା ପାଇଁ ଆପଣଙ୍କୁ ସ୍ନାନ କରିବା ମଧ୍ୟ ଆବଶ୍ୟକ ହେବ ନାହିଁ। ଆପଣଙ୍କର ନିଦ୍ରା ଭାଙ୍ଗିବା ମାତ୍ରେ ବିଛଣାରେ ଥାଇ ମଧ୍ୟ ଏହି ମନ୍ତ୍ରର ଜପ କରିପାରିବେ।

କେବଳ ଘରର ଗୁରୁଜନ ମାନେ ନୁହେଁ, ବରଂ ବିଦ୍ୟାର୍ଥୀ ତଥା ଛୋଟ ପିଲାମାନେ ମଧ୍ୟ ଏହି ମନ୍ତ୍ରକୁ ଜପ କଲେ ଶୁଭ ଫଳ ପାଇବେ। ଏହାଦ୍ବାରା ବିଦ୍ୟାର୍ଥୀ ମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଘରର ପରିବାର ଲୋକଙ୍କର ମଧ୍ୟ ଉନ୍ନତି ହେବ। ନୂଆ ବିବାହ କରିଥିବା ସ୍ତ୍ରୀ ମଧ୍ୟ ଏହି ମନ୍ତ୍ରକୁ ଜପ କରିବା ଉଚିତ। ଏହାଦ୍ବାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବା ସହିତ ତାଙ୍କୁ ଉତ୍ତମ ସନ୍ତାନ ପ୍ରାପ୍ତ ହେବ ଏବଂ ତାଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ରହିବ। ଏହି ମନ୍ତ୍ରର ଜପ କରୁଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ଭଗବାନ ଶିବଙ୍କ କୃପାଦୃଷ୍ଟି ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ଜୀବନରେ ସବୁ କ୍ଷେତ୍ରରେ ଏମାନେ ସଫଳତା ମଧ୍ୟ ହାସଲ କରି ଥାଆନ୍ତି।

ତେବେ ଆପଣଙ୍କୁ ବିଛଣାରୁ ଉଠିବା ମାତ୍ରେ ହାତ ଯୋଡି ଶ୍ରଦ୍ଧାର ସହିତ କେବଳ “ଓଁ ଜୁ॰ ଶଃ” ମନ୍ତ୍ରର ଜପ କରିବାକୁ ପଡ଼ିବ। ଏହା ଲଘୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ସମସ୍ତ ଦୋଷ ମଧ୍ୟ ଦୂର ହୋଇଯାଏ। ଏହାସହିତ ନିଜ ଦୁଇ ହାତ ପାପୁଲିକୁ ଅନେଇ “କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ ॥” ଏହି ମନ୍ତ୍ର ଜପ କରନ୍ତୁ। ଆପଣ ଚାହିଁଲେ ଏହି ଦୁଇଟି ଉପାୟ ମଧ୍ୟ କରିପାରିବେ।

ଏହାର ଅର୍ଥ ହାତର ଅଗ୍ରଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟଭାଗରେ ଦେବୀ ସରସ୍ଵତୀ ତଥା ମୂଳରେ ଶ୍ରୀ ଗୋବିନ୍ଦଙ୍କ ବାସ ହୋଇଥାଏ। ସେମାନେ ଆମର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଦିନର ଆରମ୍ଭ ଏହିପରି କଲେ, ଆପଣଙ୍କର ସାରାଦିନ ତଥା ଜୀବନ ସୁଖମୟ ରହିବ। ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *