Excuse Me Odisha

ଯାହା କହିବୁ ସତ କହିବୁ

ଏହି ଉପାୟ ଅବଲମ୍ବନ କରି ଅଳ୍ପ ଦିନରେ ଜଣେ ୮୦ କୋଟି ଟଙ୍କା ପାଇଗଲେ,ଆପଣ ମଧ୍ୟ ଅବଲମ୍ବନ କରନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଉପାୟଟି କରି ଜଣେ ୮୦ କୋଟି ଟଙ୍କା ପାଇଗଲେ ଅଳ୍ପ ଦିନରେ।

ବନ୍ଧୁଗଣ ଆମର ଜ୍ୟୋତିଷ ଶାସ୍ତ୍ରକୁ ଅନେକ ଭାଗରେ ବିଭକ୍ତ କରାଯାଇଛି। ଯେପରିକି ସାମୁଦ୍ରିକ ଶାସ୍ତ୍ର ସ୍ୱପ୍ନ ଶାସ୍ତ୍ର ଇତ୍ୟାଦି ଠିକ ସେହିପରି ଅଙ୍କ ଶାସ୍ତ୍ର ହେଉଛି ଜ୍ୟୋତିଷ ଶାସ୍ତ୍ରର ଏକ ଅଭିନ୍ନ ଅଙ୍ଗ। ଏହି ଅଙ୍କ ଶାସ୍ତ୍ରର ବହୁତ ପ୍ରଚଳନ ରହିଅଛି। ସମସ୍ତ ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ ଶ୍ରେଷ୍ଠ ଅଟେ। ଆପଣ ମାନେ ଜାଣିଥିବେ ଗୋଟିଏ ହେଉଛି ମନ୍ତ୍ର ଓ ଅନ୍ୟଟି ହେଉଛି ଯନ୍ତ୍ର। ମନ୍ତ୍ର ଶକ୍ତି ଯେତିକି କ୍ଷମତାଶୀଳ ଯେତିକି ଶକ୍ତିଶାଳୀ ଯନ୍ତ୍ର ଶକ୍ତି ମଧ୍ୟ ଏହା ଠାରୁ ଅଧିକ କ୍ଷମତାଶୀଳ ଓ ଶକ୍ତିଶାଳୀ ମଧ୍ୟ। ଅଙ୍କ ଜ୍ୟୋତିଷ କହିଲେ ସାରା ବ୍ରହ୍ମାଣ୍ଡ ଏହି ଅଙ୍କ ମଧ୍ୟରେ ସମାହିତ ଅଟେ। ଆଜି ଆମେ ଆପଣ ମାନଙ୍କୁ ଅଙ୍କ ଶାସ୍ତ୍ରର ଏହି ୪ ଟି ଅକ୍ଷର ଜଣାଇବି ଯାହାକି ଆପଣ ଏକ ଯନ୍ତ୍ରଟିଏ ତିଆରି କରିପାରିବେ ଏବଂ ଏହି ଯନ୍ତ୍ରର ଏହା ଚମତ୍କାରୀ ଗୁଣ ହେଉଛି କି ଯେବେବି ଆପଣଙ୍କୁ ଯେତେ ଟଙ୍କାର ଆବଶ୍ୟକ ହେବ ସେତିକି ଟଙ୍କା ମିଳିଯିବ। ୮୦ ଲକ୍ଷ ୨୦ଲକ୍ଷ ୫୦ହଜାର ଯାହାବି ଯେତେବେଳେ ଆବଶ୍ୟକ ହେବ ତାହା ଯାହାକୁ ବି ମାଗିବେ ତାହା ମିଳିଯିବ। ଏହି ଯନ୍ତ୍ରଟିକୁ ତିଆରି କରି କୌଣସି ଦେବୀ କିମ୍ବା ଦେବତାଙ୍କ ମନ୍ଦିରରେ ଅର୍ପଣ କରିଦେବେ ଅବା କୌଣସି ଜଳ ସ୍ରୋତରେ ପ୍ରବାହିତ କରିଦେବେ। ତେବେ ନିଶ୍ଚୟ ରୂପେ ୨ ଘଣ୍ଟାରୁ ୭ ଦିନ ଭିତରେ ଧନ ମିଳିଯିବ। ଅବା ଯାହାବି ଇଛା ମନରେ ଭାବିଥିବେ ତାହା ପୂରଣ ହୋଇଯିବ। ଯେପରିକି କୌଣସି କେସରେ ଫସି ଯାଇଛନ୍ତି ତେବେ ମୁକ୍ତି ମିଳିଯିବ। ଏହି ଅଙ୍କଟି ଅତ୍ୟନ୍ତ ଶକ୍ତିଶାଳୀ ଅଟେ। ସମସ୍ତ ଦେବୀ ଦେବତା ଅବା ସମସ୍ତ ସଂସାର ଏହି ଅଙ୍କ ମଧ୍ୟରେ ବାନ୍ଧି ହୋଇ ରହିଛନ୍ତି। ଆଜି ଆମେ ସେହି ଅଙ୍କ ବିଷୟରେ ଜଣାଇବୁ ତତ୍କାଳୀନ ଲାଭ ପାଇଯିବେ। ଧନର ସମସ୍ୟା ଲାଗି ରହୁଥିଲେ ଅବା କରଜରେ ବୁଡି ରହିଥିଲେ ତତ୍କାଳୀନ ଏହା କାମ କରିଥାଏ। ଅଙ୍କଟିକୁ କିଛି ଏହିପରି ଲେଖିବାର ଅଛି। ଜାଣିନିଅନ୍ତୁ ଏହି ଅଙ୍କ ମଧ୍ୟରେ କେଉଁ ଦେବତା ଓ ଦେବୀଙ୍କର ନିବାସ ହୋଇଥାଏ କାହିଁକିନା ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି ଏହି ଦେବୀ ଓ ଦେବତାମାନେ। ତେବେ ଏହି ଅଙ୍କ ଲେଖିବା ପାଇଁ ଗୋଟେ ଭୁଜ ପତ୍ରଟିଏ ଆଣନ୍ତୁ ଏବଂ ସେହି ଭୁଜ ପତ୍ର ଉପରେ ଲେଖି ଦିଅନ୍ତୁ ପ୍ରଥମ ଅଙ୍କଟି ହେଉଛି ୯ ଏହି ୯ ଅଙ୍କ ମଧ୍ୟରେ ନବଦୁର୍ଗା ଏବଂ ନବ ଲକ୍ଷ୍ମୀ ଓ ନବଗ୍ରହ ମାନେ ସମାହିତ ଅଟନ୍ତି। ଏଥିରେ ସମସ୍ତ ସଂସାର ମଧ୍ୟ ରହିଥାଏ।

ଦ୍ୱିତୀୟ ଅଙ୍କଟି ହେଉଛି ୩। ଏଥିରେ ସମସ୍ତ ଦେବୀ ଓ ଦେବତାଙ୍କର ନିବାସ ହୋଇଥାଏ। ସ୍ୱତ୍ୱ ରଜ ତମ ଏହି ତିନି ଗୁଣ ସମାହିତ ଅଟେ ଏବଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓ ଲକ୍ଷ୍ମୀ କାଳୀ ଓ ସ୍ୱରସ୍ୱତୀ ନିବାସ କରିଥାନ୍ତି ଏବଂ ଏହି ତିନି ଅଙ୍କ ଦ୍ୱାରା ସମସ୍ତ ସଂସାର ଚାଲୁଅଛି।

ତୃତୀୟ ଅଙ୍କଟି ହେଉଛି ୧୧। ଏହି ୧୧ ଅଙ୍କଟି ମହାଦେବଙ୍କୁ ସମର୍ପିତ ଅଟେ। ଆପଣ ମାନେ ଜାଣିଥିବେ ମହାଦେବଙ୍କର ୧୧ ତମ ଅବତାର ମଧ୍ୟ ରହିଅଛି ଏବଂ ଭଗବାନ ବିଷ୍ଣୁ ଏବଂ ତାଙ୍କର ଦଶ ଅବତାର ମଧ୍ୟ ଏଥିରେ ସମାହିତ ଅଟେ ଯାହା ଦ୍ୱାରା କି ଏହି ସମସ୍ତ ସଂସାର ପ୍ରତିପାଳିତ ହେଉଅଛି।

ଚତୁର୍ଥ ଅଙ୍କଟି ହେଉଛି ୮। ଏଥିରେ ୮ ପ୍ରକାରର ଲକ୍ଷ୍ମୀ ବା ଅଷ୍ଟ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ। ଯାହା ଦ୍ୱାରା କି ସମସ୍ତ ସଂସାରର ପ୍ରତିପୋଷଣ ହୋଇଥାଏ। ଏହିପରି ଭାବରେ ଯନ୍ତ୍ରଟିକୁ ତିଆରି କରିନେବେ। ୯, ୩, ୧୧, ୮ ଏବଂ ତାହା ଉପରେ ଆପଣଙ୍କର ଇଛାକୁ ଲେଖିନେବେ ଧନ ଆବଶ୍ୟକ ଥିଲେ ଧନ ଲେଖିବେ। ସନ୍ତାନର ଆବଶ୍ୟକତା ଥିଲେ ସନ୍ତାନ ଲେଖିବେ ଅବା କୌଣସି ପ୍ରକାରର ସମସ୍ୟା ରହିଥିଲେ ତେବେ ସେହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ସମସ୍ୟାକୁ ମଧ୍ୟ ଲେଖି ଦିଅନ୍ତୁ। ଯାହାବି ଲେଖିବେ ଥରକରେ ଗୋଟିଏ ଇଛା ହିଁ ଲେଖିବେ ଏହା ପରେ ସେହି ଯନ୍ତ୍ରଟିକୁ ନେଇ କୌଣସି ଶିବ ମନ୍ଦିରରେ ଅର୍ପଣ କରି ଚାଲି ଆସନ୍ତୁ। ଅବା କୌଣସି ବି ଦେବୀ ଓ ଦେବତାଙ୍କର ମନ୍ଦିରରେ ତାହାକୁ ଅର୍ପଣ କରି ଆସନ୍ତୁ। ଯଦି ଏପରି କରିବାର ସମର୍ଥ ନୁହଁନ୍ତି ତେବେ ସେହି ଯନ୍ତ୍ରଟିକୁ ଜଳର ସ୍ରୋତରେ ପ୍ରବାହିତ କରି ଦେଇ ଚାଲି ଆସନ୍ତୁ ଏହା ଦ୍ୱାରା ସେହିସବୁ ଇଛା ସ୍ରୋତ ବ୍ରତ ଭାବରେ ନିଶ୍ଚୟ ପୂରଣ ହୋଇଯିବ। ଯାହାବି କାମନା ନେଇ ଏହି ଯନ୍ତ୍ରଟିକୁ ତିଆରି କରିଥିବେ ନିଶ୍ଚୟ ରୂପେ ତାହା ୭ ଦିନ ଭିତରେ ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *