Excuse Me Odisha

ଯାହା କହିବୁ ସତ କହିବୁ

୧୦ ଟଙ୍କିଆ ଏକ କଏନ ଏହିଠାରେ ରଖିଦିଅନ୍ତୁ, ୨୪ ଘଣ୍ଟାରେ ଖୋଲିଯିବ ଆପଣଙ୍କର ଭାଗ୍ୟର ଦ୍ୱାର,ଆସିବାକୁ ଲାଗିବ ଧନ ସମ୍ପତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୧୦ଟଙ୍କାର ପଇସା ଏହିଠାରେ ରଖିଦିଅନ୍ତୁ ୨୪ ଘଣ୍ଟାରେ ଖୋଲିଯିବ ଭାଗ୍ୟର ଦ୍ୱାର। ଆସିବାକୁ ଲାଗିବ ପଇସା।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କଏନର ଛୋଟ ପ୍ରୟୋଗ ବିଷୟରେ ଜଣାଇବୁ ଯାହାକୁ କଲେ ଆପଣଙ୍କ ଜୀବନର ଧନର ସମସ୍ୟା ଦୂର ହେବ। ଯେବେ କେବେବି ଆପଣ କାହାଠାରୁ ନିଅନ୍ତି ତେବେ ପାଞ୍ଚ ଆଙ୍ଗୁଠିରେ ଧରିକି ନିଅନ୍ତୁ ଏହା ଦ୍ୱାରା ନବଗ୍ରହ ସାଥିରେ ଥାଆନ୍ତି। ବେଳେବେଳେ ଆପଣଙ୍କ ପର୍ସ ଖାଲି ପଡିଥାଏ ଏମିତିରେ ଆପଣ କଣ କରିବେ। ଗୋଟିଏ କଏନ ନେବେ ଏହା ସହିତ ଗୋଟେ ଲବଙ୍ଗ ନେବେ ଏହା ପରେ ଗୋଟେ ଲାଲ କପଡ଼ାରେ କଏନକୁ ରଖି ମା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ଦେବେ। ଏହି ପ୍ରୟୋଗ ଆପଣ କୌଣସି ବି ଅମାବାସ୍ୟା ପୂର୍ଣ୍ଣିମା ଦିନ କରିପାରିବେ। ଏହା ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିବେ ଏବଂ ଏହା ପରେ ଏହାକୁ ଧନ ଥିବା ସ୍ଥାନରେ ପର୍ସରେ ରଖି ଦେବେ ତେବେ ପଇସାର କେବେ ଅଭାବ ରହିବ ନାହିଁ। ଧନର ସମସ୍ୟା ରହୁଥିଲେ ଗୋଟେ କଏନ ନିଅନ୍ତୁ। ଏହା ଉପରେ ସିନ୍ଦୁରରେ ବା ଲାଲ ପେନରେ ନିଜ ନାମର ପ୍ରଥମ ଅକ୍ଷର ଲେଖିଦେବେ। ଏହା ପରେ ନିଜ ଘରର ଛାତ ଉପରେ ଯେଉଁ ପାଣି ଟାଙ୍କି ଥାଏ ତାହା ଉପରେ ରଖିଦେବେ। ନାମ ଥିବା ପଟ ଉପରକୁ ମାନେ ଆକାଶ ଆଡ଼କୁ ରହିବ। ରାତିସାରା ଏହାକୁ ରଖିବେ ଚନ୍ଦ୍ରମାର ଛାଇରେ ତାପର ଦିନ ଏହାକୁ ଆଣି ପର୍ସରେ ରଖିଦେବେ। ଯେବେ ପର୍ଯ୍ୟନ୍ତ ଏହି କଏନ ଆପଣଙ୍କ ପାଖରେ ଥିବ ଦେଖିବେ ଧନ ଆସିବାକୁ ଲାଗିବ।

କେତେଥର କରଜ ବହୁତ ସମସ୍ୟା ଦେଇଥାଏ ସେତେବେଳେ ଏକ ଛୋଟ କାମ କରନ୍ତୁ। ଗୋଟେ ଧଳା ରଙ୍ଗର କପଡା ନିଅନ୍ତୁ ଏହି କପଡ଼ାରେ ଗୋଟେ ଚୁଟକି ଲାଲ ମସୁର ଡାଲି ଗୋଟେ ଚୁଟକି ଚାଉଳ ଏବଂ ଗୋଟେ କଏନ ନିଅନ୍ତୁ। ଏହାକୁ ବାନ୍ଧିକରି ନିଜ ଉପର ଦେଇ ୭ ଥର ଓଲଟା ବୁଲେଇକି କେଉଁଠାରେ ବି ଅସ୍ତ ଗଛ ତଳେ ରଖିଦିଅନ୍ତୁ ଆଉ ପଛକୁ ନ ବୁଲି ପଳେଇ ଆସନ୍ତୁ। ଏହା ଦ୍ବାରା ବଡ଼ରୁ ବଡ଼ କରଜ ବି ଦୂର ହୋଇଯିବ। ଯଦି ଧନ ସମସ୍ୟା ବହୁତ ହଇରାଣ କରୁଛି ତେବେ ଗୋଟେ ଛୋଟ କାମ କରନ୍ତୁ ଆପଣଙ୍କ ଘରେ ମାଟିର କଳସର ସ୍ୱସ୍ତିକ ବନାନ୍ତୁ ଏଥିରେ ପାଣି ରଖନ୍ତୁ ଏବଂ ଗୋଟେ କଏନ ରଖନ୍ତୁ। ତାପର ଦିନ ପାଣିକୁ ଗଛରେ ଦେଇଦେବେ ଆଉ କଳସକୁ କଏନକୁ ରଖିଦେବେ। ଏହିପରି ଲଗାତାର ୫ ଦିନ କରିବେ। ତାପରେ ଏହି କଏନକୁ ସମ୍ଭାଳିକି ରଖିବେ। ଏହା ଦ୍ୱାରା ଧନ ବୃଦ୍ଧି ହୋଇଥାଏ। ଘରେ ସ୍ଥାୟୀ ଲକ୍ଷ୍ମୀର ବାସ ପାଇଁ ଗୋଟେ ମାଟି ପାତ୍ରରେ ଚାଉଳ ଦୁବ ଏବଂ କଏନ ରଖନ୍ତୁ ଏହାକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧିକରି ନିଜ ଘରର ଉତ୍ତର ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଧନ ବଢିଚାଲିବ। ଧନର ଅଭାବ କେବେବି ହେବ ନାହିଁ।

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଛୋଟ କାମ କରନ୍ତୁ ଗୋଟେ ପ୍ଲେଟ ନିଅନ୍ତୁ ଏଥିରେ କଏନ ରଖନ୍ତୁ ଏବଂ ଚାଉଳ ରଖନ୍ତୁ ଏହାକୁ ପୂଜା ସ୍ଥଳରେ ରଖିଦିଅନ୍ତୁ। ଯେବେବି କୌଣସି କାମକୁ ଯାଉଛନ୍ତି ଚାଉଳର ଦାନା ସାଙ୍ଗରେ ନେଇକି ଯିବେ କାମ ପୁର୍ଣ ହେବ। ଶନିଦେବଙ୍କ ସମସ୍ୟା ରହିଛି ଯଦି ତେବେ ଗୋଟେ କଳା ରଙ୍ଗର କପଡ଼ା ନିଅନ୍ତୁ ତା ଉପରେ ଗୋଟେ କଏନ ରଖନ୍ତୁ ଏହା ସହିତ ଅଳ୍ପ କଳା ବିରି କଳା ରାଶି ରଖିକି ବାନ୍ଧି ଦିଅନ୍ତୁ। ଏହା ପରେ ନିଜ ଉପର ଦେଇ ୩ ରୁ ୫ ଥର ବୁଲେଇ କି ଅସ୍ତ ଗଛ ମୂଳେ ରଖିଦେଇ ଆସନ୍ତୁ। ଶନି ସମ୍ବଦ୍ଧିୟ ସବୁ ସମସ୍ୟା ସମାପ୍ତ ହୋଇଯିବ। ଯଦି ଭାଗ୍ୟ ସହଯୋଗ କରୁନି ତେବେ ନିଜ ପକେଟରେ ମୟୁର ପଙ୍ଖ ଏବଂ କଏନ ନିଶ୍ଚୟ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *