Excuse Me Odisha

ଯାହା କହିବୁ ସତ କହିବୁ

ଯଦି ସ୍ତ୍ରୀ ଏମିତି ଶୋଇବ ତା ହେଲେ ସ୍ୱାମୀ ଅଳ୍ପ ଦିନରେ ହୋଇଯିବେ କୋଟିପତି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ଏପରି ଶୋଇଲେ ହିଁ ସ୍ୱାମୀ ହୋଇଯାଏ କୋଟିପତି।

ବନ୍ଧୁଗଣ ନାରୀ ମାନଙ୍କର ଶୋଇବାର ଢାଞ୍ଚା ସେମାନଙ୍କର ଚ-ରିତ୍ର ବିଷୟରେ ଆମକୁ ଅନେକ କିଛି କଥା ଜଣାଇଥାଏ। ଏଣୁ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ନାରୀମାନେ କିପରି ଶୋଉଥିଲେ ସେମାନଙ୍କର କିପରି ଚରିତ୍ର ହୋଇଥାଏ ଏବଂ ତାହାର ଶୁଭ ଓ ଅଶୁ-ଭର ପରିଣାମ ସ୍ୱାମୀ ଉପରେ କିପରି ପଡିଥାଏ। ବନ୍ଧୁଗଣ ନାରୀ ମାନଙ୍କୁ ସାଧାରଣରେ କୁହନ୍ତି କି ଏମାନଙ୍କୁ ତିଆରି କରିଥିବା ଭଗବାନ ମଧ୍ୟ ଏମାନଙ୍କର ମନର କଥା ପଢି ପାରନ୍ତି ନାହିଁ। କିନ୍ତୁ ସାଧାରଣରେ ସେମାନଙ୍କର ବିଷୟରେ ଏହା କୁହାଯାଇଥାଏ କି ସେମାନଙ୍କର ମନରେ କେତେବେଳେ କଣ ଚାଲୁଥାଏ ଏବଂ ସେମାନେ କେତେବେଳେ ଯେ କଣ ଚିନ୍ତା କରିଥାନ୍ତି ଏହି କଥାର ଉତ୍ତର ଭଗବାନ ମଧ୍ୟ ଦେଇପାରନ୍ତି ନାହିଁ। ବନ୍ଧୁଗଣ ଏହା ସାଧାରଣ କଥା ହୋଇଥାଏ ଏବଂ ଏହା ଅଧିକାଂଶ ମଧ୍ୟ ସତ ହୋଇଥାଏ ଯେ ନାରୀମାନେ ସେମାନଙ୍କର ମନର କଥାକୁ ମନ ଭିତରେ ହିଁ ଅତି ସହଜରେ ଲୁ-ଚାଇ ରଖିଥାନ୍ତି। ସେମାନେ ସେମାନଙ୍କର ଭାବନାକୁ ଏପରି ଲୁ-ଚାଇ ରଖନ୍ତି କି ଯେଉଁ ବ୍ୟକ୍ତିଙ୍କର ସେ ଅତି ଆପଣାର ହୋଇଥାନ୍ତି ସେମାନେ ମଧ୍ୟ ଜାଣି ପାରନ୍ତି ନାହିଁ କି ତାଙ୍କ ମନରେ କଣ ଚାଲୁଛି ବୋଲି। ବନ୍ଧୁଗଣ ଯଦି ଗୋଟିଏ ନାରୀ ଏତେ ରହ-ସ୍ୟମ-ୟ ହୋଇଥାଏ ତେବେ ସେମାନଙ୍କର ରହ-ସ୍ୟ ଜାଣିବା ସେତଟା ସହଜ ହୋଇନଥାଏ। କିନ୍ତୁ କଥାଟି ସହଜ। ନହେଲେ ମଧ୍ୟ ଅସମ୍ଭବ ହୋଇନଥାଏ ଏଣୁ ସେମାନଙ୍କର ରହସ୍ୟ ବିଷୟରେ ସେମାନଙ୍କର ଶୋଇବାର ଢାଞ୍ଚାରୁ ହିଁ ଜାଣି ପାରିବେ।

ପ୍ରଥମ। ସିଧା ଭାବରେ ଶୋଉଥିବା ନାରୀ ବିଷୟରେ। ବନ୍ଧୁଗଣ ଯେଉଁ ନାରୀ ସିଧା ହୋଇ ସୋଇଥାଏ ହାତ ଦୁଇଟିକୁ ନାଁ ବଙ୍କା ରଖେ ନାଁ ପାଦକୁ ବଙ୍କା ରଖିଥାଏ ଏହିପରି ନାରୀମାନଙ୍କୁ ସେମାନଙ୍କର ଜୀବନଶୈଳୀ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହିପରି ନାରୀମାନେ ନିଜ ଜୀବନରେ ଅନେକ କିଛି ପାଇବାର ଆଶା ରଖିଥାନ୍ତି। ବଡ଼ ବଡ଼ ସ୍ୱ-ପ୍ନ ଦେଖୁଥିବା ଏହି ନାରୀ ମାନଙ୍କର ଇଛା ପୂରଣ କରିପାରୁଥିବା ମଣିଷକୁ ହିଁ ସେମାନେ ଅତ୍ୟନ୍ତ ପସନ୍ଦ କରିଥାନ୍ତି।

ଦ୍ୱିତୀୟ। ଯେଉଁ ନାରୀ ବନ୍ଧୁଗଣ ପେଟ ମା-ରି ଶୋଉଥିବେ ସେମାନେ ଅତ୍ୟନ୍ତ ଦାୟିତ୍ବହୀନ ହୋଇଥାନ୍ତି। ଏମାନଙ୍କୁ ଏପରି ପୁରୁଷ ପସନ୍ଦ ହୋଇଥାନ୍ତି ଯିଏକି କଥା କଥାରେ ଆଚ-ମ୍ବିତ କରିବେ। ଉଦାସୀନ ବା ସାଧାସିଧା ପୁରୁଷ ମାନଙ୍କୁ ଏମାନେ ପାଖରେ ବି ବସିବାକୁ ମଧ୍ୟ ଦିଅନ୍ତି ନାହିଁ।

ତୃତୀୟ। ବାମ ଗୋଡ଼ ମା-ଡି ଶୋଉଥିବା ନାରୀ। ବନ୍ଧୁଗଣ ବିଜ୍ଞ ଲୋକମାନଙ୍କର କଥା ଅନୁସାରେ ବାମ କର ମାଡି ଶୋଉଥିବା ନାରୀ ଅତ୍ୟନ୍ତ ଭଲ ହୋଇଥାନ୍ତି ଏବଂ ସେମାନଙ୍କର ନିଦ ମଧ୍ୟ ଭଲ ହୋଇଥାଏ ଏବଂ ଦୁ-ସ୍ୱ-ପ୍ନ ମାନ ମଧ୍ୟ ଆସିନଥାଏ। ବନ୍ଧୁଗଣ ସାଧାରଣରେ ଯେଉଁ ନାରୀ ବାମ କର ମା-ଡି ଶୋଇଥାନ୍ତି ସେହି ନାରୀମାନେ ପରିବର୍ତନକୁ ଗ୍ରହଣ କରିପାରନ୍ତି ନାହିଁ। ଏପରି ନାରୀମାନେ କଥା କହିବାରେ ମାହୀର ହୋଇଥାନ୍ତି। ଏମାନଙ୍କୁ ନେତୃତ୍ୱ ଗ୍ରହଣ କରୁଥିବା ପୁରୁଷ ଅତ୍ୟନ୍ତ ପସନ୍ଦ ହୋଇଥାନ୍ତି।

ଚତୁର୍ଥ। ତକିଆ ଉପରେ ହାତ ରଖି ଶୋଉଥିବା ନାରୀମାନଙ୍କର ବିଷୟରେ। ବନ୍ଧୁଗଣ ନାରୀଟି ଯେଉଁ କର ମା-ଡି ଶୋଇଥାଉନା କାହିଁକି କିନ୍ତୁ ନିଜର ହାତକୁ ତକିଆ ଉପରେ ରଖି ଶୋଇଥାନ୍ତି ଏମାନେ ଅତ୍ୟନ୍ତ ଗମ୍ଭୀର ସ୍ୱଭା-ବର ହୋଇଥାନ୍ତି। ଏମାନଙ୍କର ଏକ ବହୁତ ବଡ଼ ଦୁର୍ବ-ଳତା ହେଉଛି କି ଏମାନେ ଅତି ସହଜରେ କାହାରିକୁ ବି ବିଶ୍ୱାସ କରି ନିଅନ୍ତି।

ପଞ୍ଚମ। ତକିଆକୁ ଧରି ଶୋଇବା। ତକିଆକୁ ଜାବୁଡି ଧରି ଶୋଉଥିବା ନାରୀମାନେ ଅତ୍ୟନ୍ତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର ଏକ ସ୍ୱତ-ନ୍ତ୍ର କଳ୍ପନାର ଦୁନିଆ ରହିଥାଏ ଯେଉଁଠି ଏମାନେ ବଞ୍ଚି ରହିବାକୁ ପସନ୍ଦ କରିଥାନ୍ତି। ଏମାନଙ୍କର ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ପାରୁଥିବା ଅବା ଯତ୍ନ ନେଇ ପାରୁଥିବା ପୁରୁଷ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏବଂ ଏମାନଙ୍କୁ ଅତ୍ୟନ୍ତ ପ୍ରେମ କରିଥିବା ପୁରୁଷ ମାନେ ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି।

ଷଷ୍ଠ। ଚାଦର ଘଡି ହୋଇ ଶୋଉଥିବା ନାରୀ। ଯେଉଁ ନାରୀ ଚାଦର ଘଡେଇ ହୋଇ ଓ ସଳଖ ହୋଇ ଶୋଇଥାନ୍ତି ଏମାନଙ୍କୁ ପ୍ରକୃତ ଘରଣୀ ବୋଲି କହିଥାନ୍ତି। ଏମାନେ ପରମ୍ପରାରେ ବାନ୍ଧି ହୋଇରହିଥାନ୍ତି ଏବଂ ଏମାନେ ଏମାନଙ୍କର ଜୀବନରେ ଆସୁଥିବା ପୁରୁଷଙ୍କ ଠାରେ କୌଣସି ବି ଆଶା ରଖିନଥାନ୍ତି। ଏମାନେ ସାଧାସିଧା ପୁରୁଷଙ୍କୁ ପସନ୍ଦ କରିଥାନ୍ତି।

ସପ୍ତମ। ଛାତି ଉପରେ ହାତ ରଖି ଶୋଉଥିବା ନାରୀମାନେ। ଛାତି ଉପରେ ହାତ ରଖି ଶୋଉଥିବା ନାରୀମାନେ ନିଜର ପରିବାର ପ୍ରତି ସମ୍ପୂ-ର୍ଣ ସମର୍ପିତ ହେବା ସହିତ ସ-ଚୋଟ ଓ ନି-ର୍ଭୀକ ମଧ୍ୟ ହୋଇଥାନ୍ତି। ଏମାନଙ୍କ ପାଇଁ ପରିବାରର ଖୁସି ହିଁ ସବୁକିଛି ହୋଇଥାଏ। ଏପରି ନାରୀ ମାନଙ୍କୁ ଘରର ଦାୟିତ୍ୱ ନେଇପାରୁଥିବା ପୁରୁଷମାନେ ପସନ୍ଦ ହୋଇଥାନ୍ତି।

ଅଷ୍ଟମ। ଅଧିକ ଯାଗା ମା-ଡିକରି ଶୋଉଥିବା ନାରୀ। ଅନେକ ମହିଳାମାନେ ଅଧିକ ଜାଗା ମା-ଡିକି ଶୋଇବାକୁ ପସନ୍ଦ କରିଥାନ୍ତି। ଏପରି ମହିଳାମାନେ ସାହାସି ସ୍ୱଭାବର ହୋଇଥାନ୍ତି ମା-ଦକ ହୋଇଥାନ୍ତି। ଏପରି ମହିଳାମାନେ କାହାରିବି ଖୁବ ଶୀଘ୍ର ମିତ୍ର ହୋଇଯାଇଥାନ୍ତି। ଏମାନଙ୍କୁ ହସ ଖୁସି ପୁରୁଷ ଓ କଟ-କଣା ଭିତରେ ରଖୁନଥିବା ପୁରୁଷ ଅତ୍ୟନ୍ତ ପସନ୍ଦ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *