Excuse Me Odisha

ଯାହା କହିବୁ ସତ କହିବୁ

ତୁଲସୀ ଗଛ ପାଖରେ ଭୁଲରେବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ,ନହେଲେ ହୋଇପାରେ ଭୟଙ୍କର….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ ଜଣା ଅଜାଣତରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ।

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ କେଉଁ ୫ ଟି ଜିନିଷ ରହିବା ଅନୁଚିତ ଅଟେ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ବହୁତ ପବିତ୍ର ଏବଂ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ କୌଣସି ବି ସମସ୍ୟା ଆସିନଥାଏ। ମାନ୍ୟତା ଅନୁସାରେ ତୁଳସୀ ଗଛ ଯଦି ଘରର ଅଗଣାରେ ଲଗାଯାଏ ତ ଘରକୁ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ଆସିନଥାଏ ଏବଂ ସକାରତ୍ମକତା ସବୁବେଳେ ଘରେ ରହିଥାଏ। ଶାସ୍ତ୍ରକୁ ଯଦି ମାନିବା ତାହେଲେ ତୁଳସୀ ଗଛ ପାଖରେ ଏମିତି କିଛି ଜିନିଷ ରଖିବାକୁ ମନା କରାଯାଇଛି। ତୁଳସୀ ଗଛ ପାଖରେ ଏହି ଜିନିଷ ଗୁଡିକ ରଖିବା ଦ୍ୱାରା ଘରେ ସମସ୍ୟାର କାରଣ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣେଇବୁ ତୁଳସୀ ଗଛ ପାଖରେ କେଉଁ ଜିନିଷକୁ ଭୁଲରେ ବି ରଖିବା ଉଚିତ ନୁହେଁ।

ପ୍ରଥମେ। ତୁଳସୀ ଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ। କୁହାଯାଏ କି ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ। ଯେମିତି ମନ୍ଦିରକୁ ଜୋତା ଚପଲ ପିନ୍ଧି ପ୍ରବେଶ କରାଯାଏ ନାହିଁ ଠିକ ସେମିତି ତୁଳସୀ ଗଛ ଆଖପାଖରେ ଜୋତା ଚପଲ ରଖିବା ଉଚିତ ନୁହେଁ। କାରଣ ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ। ଯଦି ଆପଣ ବି ତୁଳସୀ ଗଛ ପାଖରେ ଜୋତା ଚପଲ ରଖୁଛନ୍ତି ତ ତାକୁ ଶୀଘ୍ର ବାହାର କରିନିଅନ୍ତୁ।

ଦ୍ୱିତୀୟ। ରାତିରେ ତୁଳସୀ ଗଛ ପାଖରେ ଜଳ ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କିମ୍ବା ରାତିରେ ତୁଳସୀ ଗଛ ଆଖପାଖରେ ଜଳ ରଖିବା ଅନୁଚିତ। ଏବଂ ସନ୍ଧ୍ୟା ସମୟରେ ବି ମଧ୍ୟ ତୁଳସୀ ଗଛରେ ଜଳ ଅର୍ପଣ କରିବା ଅନୁଚିତ ଅଟେ। ତୁଳସୀକୁ ସକାଳେ ସ୍ନାନ କରି ସାରିବା ପରେ ଜଳ ଅର୍ପଣ କରିବା ଶୁଭ ମାନାଯାଏ। ତୁଳସୀ ଗଛ ପାଖରେ ପାଣି ଭରା କିମ୍ବା ଖାଲି ପାତ୍ର ରଖନ୍ତୁ ନାହିଁ। ଏହା ଘରେ ବାସ୍ତୁଦୋଷ ଉତ୍ପନ କରିବା ସହିତ ଆର୍ଥିକ ପରିସ୍ଥିତିର କାରଣ ହୋଇଥାଏ।

ତୃତୀୟ। ତୁଳସୀ ଗଛର ଆଖପାଖରେ ଦୂଷିତ କରନ୍ତୁ ନାହିଁ। ଯଦି ଘରର ଅଗଣାରେ ତୁଳସୀ ଗଛ ଲଗାଇଛନ୍ତି ତେବେ ଆଖପାଖ ଜାଗାକୁ ସଫା ରଖନ୍ତୁ କାରଣ ଅଗଣାରେ ଲଗାଯାଇଥିବା ତୁଳସୀ ଗଛ ସକାରତ୍ମକ ଉର୍ଜାର ସଂଚାର କରିବା ସହିତ ଶାନ୍ତି ପ୍ରଦାନ କରିଥାଏ। ଯଦି ଆପଣ ତୁଳସୀ ଗଛର ଆଖପାଖରେ ସଫା ସୁତରା ରଖୁ ନାହାନ୍ତି ତାହେଲେ ଘରେ ସବୁବେଳେ ଅଶାନ୍ତି ଦେଖାଦିଏ ଏବଂ ଆର୍ଥିକ ସମସ୍ୟା ଲାଗିରହେ।

ଚତୁର୍ଥ। ତୁଳସୀ ଗଛ ପାଖରେ ମଇଳା କପଡା ରଖନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ତୁଳସୀ ଗଛର ଆଖପାଖରେ ପବିତ୍ରତାର ଧ୍ୟାନ ରଖନ୍ତୁ। ଏଥିପାଇଁ ତୁଳସୀ ଗଛ ପାଖରେ ମଇଳା କପଡାକୁ ରଖନ୍ତୁ ନାହିଁ କିମ୍ବା କପଡା ଧୋଇ ସାରି ତୁଳସୀ ଗଛ ପାଖରେ ଶୁଖାନ୍ତୁ ନାହିଁ। ଏହା ଦ୍ବାରା ଘରେ ସକାରାତ୍ମକତା କମ ହେବାକୁ ଲାଗେ। ଏବଂ ଆପଣଙ୍କ ଜୀବନରେ ଆର୍ଥିକ ପରିସ୍ଥିତିର ବୃଦ୍ଧି ହେବାକୁ ଲାଗେ। ଧ୍ୟାନ ରଖନ୍ତୁ କି ମଇଳା କପଡାକୁ ବି ତୁଳସୀ ଗଛ ପାଖରୁ ଦୂରେଇ ରଖନ୍ତୁ

ପଞ୍ଚମ। ଭଗବାନ ଗଣେଶଙ୍କର ମୂର୍ତି ରଖନ୍ତୁ ନାହିଁ। ବହୁତ ଲୋକ ତୁଳସୀ ଗଛ ପାଖରେ ଅନ୍ୟ ଦେବୀ ଦେବତାଙ୍କର ମୂର୍ତି ରଖିଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ପାଖରେ ଭଗବାନ ଗଣେଶଙ୍କର ମୂର୍ତି ରଖନ୍ତୁ ନାହିଁ। କାରଣ ଗଣେଶଙ୍କ ପୂଜାରେ ତୁଳସୀ ଚଢାଯାଏ ନାହିଁ। ଏଥିପାଇଁ ଧ୍ୟାନ ରଖନ୍ତୁ ତୁଳସୀ ଗଛ ପାଖରେ ଭଗବାନ ଗଣେଶଙ୍କର କୌଣସି ବି ପ୍ରତିମା ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *