Excuse Me Odisha

ଯାହା କହିବୁ ସତ କହିବୁ

ସକାଳେ ଉଠିବା ମାତ୍ରେ ସ୍ତ୍ରୀର ଏହି ୨ଟି ଜିନିଷ ଦେଖିଲେ,ରାତାରାତି ହୋଇ ଯିବେ କୋଟିପତି,ଜାଣନ୍ତୁ କେଉଁଠି ଓ କିପରି ଦେଖିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠିବା ମାତ୍ରେ ସ୍ତ୍ରୀର ଏହି ୨ଟି ଜିନିଷ ଦେଖିଲେ ରାତାରାତି ହୋଇଯିବେ କୋଟିପତି। ଜାଣନ୍ତୁ କେଉଁଠି ଏବଂ କିପରି ଦେଖିବେ।

ବନ୍ଧୁଗଣ ସକାଳୁ ସକାଳୁ ଉଠିବା ମାତ୍ରେ ଦେଖିନିଅନ୍ତୁ ନାରୀ ମାନଙ୍କର ଏହି ୨ଟି ଅଙ୍ଗ ଆପଣଙ୍କର ସମସ୍ତ ବିଗିଡ଼ି ଯାଇଥିବା କାମ ବିନା ପୂଜା ପାଠରେ ହିଁ ପୂରଣ ହୋଇଯିବ। ବନ୍ଧୁଗଣ ଆମର ବେଦ ପୁରାଣରେ ନାରୀ ମାନଙ୍କର ବିଷୟରେ ଏହିପରି ଅନେକ କଥାମାନ ବର୍ଣ୍ଣିତ ରହିଛି ଯାହାକୁ କି ଜାଣିଲେ ଆପଣ ମଧ୍ୟ ବିନା ପୂଜା ପାଠରେ ବି ଧନବାନ ହୋଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏହିପରି କିଛି କଥାମାନ ଯାହାକୁ କି କୌଣସି ପୁରୁଷ ନିଜ ଜୀବନଶୈଳୀରେ ସାମିଲ କରିନିଅନ୍ତି ତେବେ ସେ ବିନା ପୂଜାପାଠରେ ହିଁ ସମସ୍ତ ଫଳ ପାଇପାରିବେ। ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ଯେଉଁ ବ୍ୟକ୍ତି ସକାଳୁ ସକାଳୁ ନାରୀଙ୍କର ଏହି ଜିନିଷ ଦେଖି ନିଅନ୍ତି ତେବେ ସେମାନଙ୍କର ଭାଗ୍ୟ ଉଜ୍ଵଳମୟ ହୋଇ ଉଠିବ। ସେହି ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ନାରୀ ମାନଙ୍କର ଏହି ଅଙ୍ଗଟି ଅତ୍ୟନ୍ତ ଚମତ୍କୃତ ହୋଇଥାଏ। ଆପଣ ମାନେ ଏହାକୁ ପ୍ରତିଦିନ ସକାଳୁ ସକାଳୁ ଅବଶ୍ୟ ଦର୍ଶନ କରନ୍ତୁ। ଆପଣ ବିଶ୍ୱାସ କରିବେ ନାହିଁ ଆପଣଙ୍କୁ ସେହିସବୁ ଫଳ ନିଶ୍ଚୟ ମିଳିଯିବ ଯାହା ଆପଣ କଳ୍ପନା ମଧ୍ୟ କରିନଥିବେ କିନ୍ତୁ ସକାଳୁ ସକାଳୁ ନାରୀଙ୍କର ଏହି ଜିନିଷ ନିଶ୍ଚୟ ଦେଖନ୍ତୁ। ତେବେ ଆସନ୍ତୁ ଜାଣି ନେବା ନାରୀମାନଙ୍କର ସେହି ଚମତ୍କୃତ ଜିନିଷଟି କଣ ହୋଇଥାଏ।

ବନ୍ଧୁଗଣ ଆପଣମାନେ ଯେତେବେଳେ ସକାଳୁ ସକାଳୁ ଉଠୁଛନ୍ତି ସେତେବେଳେ ସର୍ବପ୍ରଥମେ ନାରୀଙ୍କର କାନକୁ ଅବଶ୍ୟ ଦେଖନ୍ତୁ। କାହିଁକିନା ନାରୀ ମାନଙ୍କର କାନର ପଛ ପଟେ ଶାସ୍ତ୍ର ଏବଂ ବେଦ ପୁରାଣ ଅନୁସାରେ ଏହି ସ୍ଥାନରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ନାରୀ ମାନଙ୍କର ଏହି ଅଂଶଟି ଅତ୍ୟନ୍ତ ପବିତ୍ର ହୋଇଥାଏ। କାହିଁକିନା ଏହି ଅଂଶରେ ମହା ଲକ୍ଷ୍ମୀ ବାସ କରିଥାଆନ୍ତି। ଏଣୁ ଏଥିପାଇଁ ସ୍ତ୍ରୀର ଏହି କାନର ପଛ ପଟ ଅଂଶକୁ ଚୁମ୍ବନ ଦେଇ ସ୍ପର୍ଶ କରି ମହାଲକ୍ଷ୍ମୀଙ୍କୁ ସମ୍ମାନ ଜଣାନ୍ତୁ ଏବଂ ସକାଳୁ ସକାଳୁ ଏହାକୁ ଅବଶ୍ୟ ଦର୍ଶନ କରନ୍ତୁ ଏପରି କରୁଥିବା ବ୍ୟକ୍ତିଙ୍କର ଉପରେ ମହାଲକ୍ଷ୍ମୀଙ୍କର ଅସୀମ କୃପା ହୋଇଥାଏ। ଆପଣଙ୍କର ଭାଗ୍ୟର ତାଲା ଖୋଲି ଯାଇଥାଏ କେବେବି ଟଙ୍କା ପଇସାର ଅଭାବ ରହିନଥାଏ କିନ୍ତୁ ଧ୍ୟାନ ଦେବେ କି ଏହି ସମୟରେ ନାରୀଙ୍କ ପ୍ରତି ଆପଣଙ୍କର ମନରେ ଖରାପ ବିଚାର ଆଣିବେ ନାହିଁ ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି।

ମା ଲକ୍ଷ୍ମୀ ନାରୀ ମାନଙ୍କର ୫ ଟି ଅଙ୍ଗରେ ବାସ କରିଥାନ୍ତି। ସକାଳୁ ସକାଳୁ ଯେବେ ଆପଣ ଉଠୁଛନ୍ତି ଶିନ୍ତିରେ ସିନ୍ଦୁର ନାଇଥିବା ଶଧବା ନାରୀଙ୍କର ଦର୍ଶନ ଅବଶ୍ୟ କରନ୍ତୁ। କାହିଁକିନା ନାରୀ ମାନଙ୍କର ଏହି ଶିନ୍ତିରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆମର ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି ନାରୀ ମାନଙ୍କର ମଥାରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ବାସ ହୋଇଥାଏ ଆଉ ଏଇଥି ପାଇଁ ହିଁ ନାରୀମାନେ ମଥାରେ ସିନ୍ଦୁର ନାଇଥାନ୍ତି ବା ଶିନ୍ତିରେ ସିନ୍ଦୁର ଲଗେଇ ଥାନ୍ତି। ଏହିପରି ମା ଲଲଷ୍ମୀଙ୍କୁ ସମ୍ମାନ ଦେଇଥାନ୍ତି। ମା ଲକ୍ଷ୍ମୀ ଆମ ମାନଙ୍କୁ ଧନ ପ୍ରଦାନ କରିଥାନ୍ତି। ଏଥିପାଇଁ ଆପଣ ସକାଳୁ ସକାଳୁ ଉଠିବା ମାତ୍ରେ ନାରୀରର ସିନ୍ଦୁରଭରା ଶିନ୍ତିକୁ ଅବଶ୍ୟ ଦେଖନ୍ତୁ। ଏହା କରିବା ଦ୍ୱାରା ସିଧାସଳଖ ମା ଲକ୍ଷ୍ମୀଙ୍କର କୃପା ସେହି ବ୍ୟକ୍ତିଙ୍କୁ ପ୍ରାପ୍ତି ହୋଇଥାଏ। ଯେଉଁମାନେ ଶିନ୍ତିରେ ସିନ୍ଦୁର ନାଇଥିବା ନାରୀଙ୍କର ଦର୍ଶନ କରିଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତି ହୋଇଥାଏ।

ଯେବେ ଆପଣ ସକାଳୁ ସକାଳୁ ପ୍ରଥମେ ଆଖି ଖୋଲୁଛନ୍ତି ତେବେ ସର୍ବପ୍ରଥମେ ନାରୀଙ୍କର ଚରଣ ଦର୍ଶନ ନିଶ୍ଚୟ କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ନାରୀ ମାନଙ୍କର ଚରଣରେ ସମସ୍ତ ପ୍ରକାରର ସୁଖ ଏବଂ ମଣିଷର କୁକର୍ମର କୁପରିଣାମକୁ କମ କରି ଶୁଭ ପରିଣାମ ଦେଇଥାଏ। ଏଣୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ବ୍ୟକ୍ତି ନାରୀ ମାନଙ୍କର ସମ୍ମାନ କରିଥାନ୍ତି ସେମାନେ ସର୍ବଦା ଇଶ୍ଵରଙ୍କର ଅତି ପ୍ରିୟ ହୋଇଥାନ୍ତି। ଏଇଥି ପାଇଁ ସକାଳୁ ସକାଳୁ ପ୍ରଥମେ କେହି ଗୁରୁଜନ ନାରୀଙ୍କର ପାଦକୁ ଦେଖିବା ଦ୍ୱାରା ଅବା ପାଦ ସ୍ପର୍ଶ କରିବା ଦ୍ୱାରା ଭଗବାନଙ୍କର କୃପା ପ୍ରାପ୍ତି ହୋଇଥାଏ। ଛୋଟ ଛୋଟ ଶିଶୁ କନ୍ୟା ମାନଙ୍କର ଚରଣକୁ ଛୁଇଁଲେ ଅବା ଦର୍ଶନ କଲେ ମଣିଷ ମା ଲକ୍ଷ୍ମୀଙ୍କର କୃପା ଅବଶ୍ୟ ପାଇଥାନ୍ତି।

ସକାଳୁ ସକାଳୁ ଯେବେ ଆପଣ ଉଠୁଛନ୍ତି ସ୍ତ୍ରୀର ନାଭିକୁ ଅବଶ୍ୟ ଦର୍ଶନ କରନ୍ତୁ। କାହିଁକିନା ସ୍ତ୍ରୀର ନାଭିରେ ମା ପାର୍ବତୀଙ୍କର ବାସ ହୋଇଥାଏ। ମା ପାର୍ବତୀଙ୍କର ସମସ୍ତ ଶକ୍ତି ନାଭିରେ ହିଁ ଅବସ୍ଥିତ ରହିଥାଏ। କାହିଁକିନା ନାରୀମାନେ ଦେବୀଙ୍କର ସ୍ୱରୂପ ହୋଇଥାନ୍ତି। ଏଥିପାଇଁ ସଂସାରରେ ସମସ୍ତ ନାରୀମାନଙ୍କର ନାଭିରେ ମା ପାର୍ବତୀଙ୍କର ବାସ ହୋଇଥାଏ। ଏଇଥି ପାଇଁ ସକାଳୁ ସକାଳୁ ସଦଦ୍ଭାବନା ସହିତ ମା ପାର୍ବତୀଙ୍କୁ ସ୍ମରଣ କରି ଏହାର ଦର୍ଶନ ନିଶ୍ଚୟ କରନ୍ତୁ। ଆପଣଙ୍କର ଭାଗ୍ୟ ଉଜ୍ଵଳମୟ ହୋଇ ଉଠିବ। ମାତାରାଣୀ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କାର୍ଯ୍ୟକୁ ନିଶ୍ଚୟ ପୂରଣ କରିଦେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *