Excuse Me Odisha

ଯାହା କହିବୁ ସତ କହିବୁ

ବିବାହ ପୂର୍ବରୁ ସମ୍ଭୋଗ କଲେ କଣ ହୁଏ ଓ କଣ ମିଳେ ? ଜାଣନ୍ତୁ ଏହି ବିଷୟରେ ଅନେକ ଗୁପ୍ତ ଓ ଗୂଢ଼ ରହସ୍ୟ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ବିବାହ ପୂର୍ବରୁ ଅବିବାହିତ ଝିଅଙ୍କ ସହିତ ସମ୍ଭୋଗ କଲେ କଣ ହୁଏ ଜାଣନ୍ତୁ।

ବନ୍ଧୁଗଣ ସମ୍ଭୋଗକୁ ନେଇ କଣ କହିଥାଏ ଆମର ଧର୍ମଶାସ୍ତ୍ର ମାନ। କଣ ବିବାହ ପୂର୍ବରୁ ସମ୍ଭୋଗ କରିବା ଭୁଲ ଅଟେ କି? ଏହା କଣ ପାପ ଅଟେ କି।କଣ କହୁଛି ଅନ୍ୟ ଧର୍ମର ଧର୍ମଶାସ୍ତ୍ର ମାନ। ବନ୍ଧୁଗଣ କଣ ଆପଣ ମଧ୍ୟ ବିବାହ ପୂର୍ବରୁ ସମ୍ଭୋଗ କରିଛନ୍ତି। ଆସନ୍ତୁ ଜାଣିନେବା ସମ୍ଭୋଗକୁ ନେଇ କିଛି ଗୁପ୍ତ ବା ରହସ୍ୟପୂର୍ଣ କଥା। ବନ୍ଧୁଗଣ ଆମେ ମାନେ ଜାଣିଛେ ବିବାହ ପରେ ନିଜର ଜୀବନସାଥୀଙ୍କ ସହିତ ସମ୍ଭୋଗ କଲେ ଆମର ସଂସାର ସୁଚାରୁ ରୂପେ ଆଗକୁ ବଢିଥାଏ। ଏହାର ବିପରୀତ ହେଲେ ଆମର ସଂସାର ଉଜୁଡି ଯାଇଥାଏ। ସ୍ୱାମୀ ସ୍ତ୍ରୀର ଶାରୀରିକ ସମ୍ବଦ୍ଧ ପରସ୍ପରକୁ ନିବିଡ଼ ବଦ୍ଧନରେ ବାନ୍ଧିନିଏ। ପରସ୍ପର ପ୍ରତି ଆକର୍ଷଣ ବଢିଥାଏ ଏବଂ ସଂସାରର ଗଠନର ଗୁରୁ ଦାୟିତ୍ୱ ବହନ କରିଥାଏ। ଏଥିପାଇଁ ଏହା ଅତ୍ୟନ୍ତ ଆବଶ୍ୟକ କି ନିଜର ଜୀବନସାଥୀ ସହିତ ନିହାତି ସମ୍ଭୋଗ କରିବା ଉଚିତ ଅଟେ। କାରଣ ଆମର ମୁନି ଋଷି ମାନେ ଯୌନ କ୍ରୀଡାକୁ ନାଁ ଭୁଲ ନାଁ ପାପ ବୋଲି ମାନିଥାନ୍ତି। ବରଂ ଯୌନ କ୍ରିୟାକୁ ନେଇ କିଛି ଶାସ୍ତ୍ର ମାନ ଲେଖି ଯାଇଛନ୍ତି। ସେଥି ମଧ୍ୟରୁ କକ ଶାସ୍ତ୍ର ଏବଂ କାମ ବିଜ୍ଞାନ ଇତ୍ୟାଦି ଅନ୍ୟତମ ଅଟେ କିନ୍ତୁ ସେହିସବୁ ଶାସ୍ତ୍ରର ଅନୁସାରେ କୁମାରୀ କନ୍ୟା ମାନଙ୍କ ସହିତ ସମ୍ଭୋଗ କରିବା ଅଥବା ବିବାହ ପୂର୍ବରୁ ସମ୍ଭୋଗ କରିବା ଭୁଲ ବୋଲି ଉଲ୍ଲେଖ ରହିଅଛି। ସେହିସବୁ ଶାସ୍ତ୍ର ଅନୁସାରେ ସ୍ତ୍ରୀ ପୁରୁଷ କେବଳ ବିବାହ ପରେ ହିଁ ସମ୍ଭୋଗ କରିବାର ବିଧି ରହିଅଛି। ଏବଂ ବିନା ବିବାହରେ ସମ୍ଭୋଗ ପାପ ହୋଇଥାଏ। ଏହା କେବଳ ହିନ୍ଦୁ ଧର୍ମରେ କୁହାଯାଇ ନାହିଁ ବରଂ ଦୁନିଆର ସମସ୍ତ ପ୍ରମୁଖ ଧର୍ମ ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ ରହିଅଛି। ବାଇବେଲରେ ଏହା କୁହାଯାଇଅଛି ଯେ ଜଣେ ଅବିବାହିତ ରହିବା ଅତ୍ୟନ୍ତ ଭଲ କଥା।

ଯଦି କେହି ନିଜର କାମ ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖିପାରେ ତେବେ ସେ ବିବାହ କରିନେବା ଉଚିତ ଅଟେ। ଯଦି କେହି ଅନୈତିକ ସମ୍ୱନ୍ଧ ରଖିଥାଏ ସେ ଇଶ୍ୱରଙ୍କ ନିୟମ ଭଙ୍ଗ କରିଥାଏ ତେବେ ନିଶ୍ଚୟ ରୂପେ ଇଶ୍ଵର ତାଙ୍କୁ ଦଣ୍ଡ ଦେଇଥାନ୍ତି। ପୁରାଣରେ ମଧ୍ୟ ଏହା ଉଲ୍ଲେଖ ଅଛି କି ଯୌନ କ୍ରିୟା ପାଇଁ ଇଶ୍ଵର ସ୍ୱାମୀ ସ୍ତ୍ରୀର ସମ୍ପର୍କ ଗଢିଛନ୍ତି। ଏହା ଦ୍ୱାରା ନୈତିକ ଓ ଅନୈତିକର ଫରକ ବୁଝି ହେବ। ଅର୍ଥାତ ସ୍ୱାମୀ ସ୍ତ୍ରୀର ସମ୍ବଦ୍ଧ ନୈତିକ ଅଟେ ଓ ଅବିବାହିତ ସମ୍ବଦ୍ଧ ଅନୈତିକ ହୋଇଥାଏ। ଅନ୍ୟ ଧର୍ମ ଗ୍ରନ୍ଥ ମାନଙ୍କରେ ମଧ୍ୟ କେବଳ ନିଜର ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସମ୍ଭୋଗ ଉଚିତ ବୋଲି ଉଲ୍ଲେଖ ରହିଅଛି। ଏହା ବ୍ୟତୀତ ଇସଲାମ ମଧ୍ୟ ବିବାହ ପୂର୍ବରୁ ଶାରୀରିକ ସମ୍ଭୋଗକୁ ହାରାମ ବୋଲି କହିଥାଏ। ବେଦ ଅନୁସାରେ କେବଳ ବିବାହ ପରେ ହିଁ ସ୍ତ୍ରୀ ପୁରୁଷ ଯୌନ କ୍ରିୟା କରିପାରିବେ। ଏହା ଦ୍ୱାରା ଇଶ୍ଵର ପ୍ରସନ୍ନ ହୋଇଥାନ୍ତି। ଏହାର ବିପରୀତ ହେଲେ ଇଶ୍ଵର ଦଣ୍ଡ ମଧ୍ୟ ଦେଇଥାନ୍ତି।

ସାମାଜିକ କ୍ଷେତ୍ରରେ ମଧ୍ୟ ଏହା ଭୁଲ କାର୍ଯ୍ୟ ହୋଇଥାଏ କାରଣ ବିବାହ ପୂର୍ବରୁ ଯୌନ କ୍ରିୟାରେ ଲିପ୍ତ ରହିବା ଦ୍ୱାରା ଅବାଂଛିତ ଗର୍ଭ ଧାରଣର ଭୟ ରହିଥାଏ। ନିଜର ଚରୁତ୍ର ନଷ୍ଟ ହେବା ସହିତ ପରିବାରର ମଧ୍ୟ ଚରିତ୍ର ନଷ୍ଟ ହୋଇଥାଏ। ବେଳେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ କି ଆତ୍ମହତ୍ୟା କରିବାକୁ ମଧ୍ୟ ପୋଛାନ୍ତି ନାହିଁ ଏବଂ ଯଦି ବା ବଞ୍ଚି ଗଲେ ଅନ୍ୟ କାହା ସହିତ ବିବାହ କରିନେଲେ ତେବେ ସାରା ଜୀବନ ଅନୁତାପର ନିଆଁରେ ଜଳିବାକୁ ପଡିଥାଏ। ଏଣୁ ବନ୍ଧୁଗଣ ବିବାହ ପୂର୍ବରୁ ସମ୍ଭୋଗ କରିବା ଏହା ଧାର୍ମିକ ଦୃଷ୍ଟିରୁ ଓ ସାମାଜିକ ଦୃଷ୍ଟିରୁ ଏକ ଘୁଣ୍ୟ କାର୍ଯ୍ୟ ବୋଲି କୁହାଯାଏ। ଏଣୁ ଏଥିପାଇଁ ଆଜିର ଯୁବ ପିଢିମାନେ ଧାର୍ମିକ ଶାସ୍ତ୍ରର ଅଧ୍ୟୟନ କରିବା ନିହାତି ଆବଶ୍ୟକ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *