Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ ଏହି ୪ ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୀପାବଳିରେ ଏହି ୪ ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି।

ବନ୍ଧୁଗଣ ଦୀପାବଳୀ ଦିନ ଠାରୁ ହିଁ ବନିବାକୁ ଯାଉଛି ଏପରି ଏକ ମହାସଂଯୋଗ ୪ ଟି ରାଶିଙ୍କର ଭାଗ୍ୟ ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଅଛି। ଯେପରି କି ଏହି ବର୍ଷ ଆଲୋକର ପର୍ବ ଦୀପାବଳୀ ନଭେମ୍ବର ୪ ତାରିଖକୁ ପଡୁଅଛି। ଏହି ଦିନ କାର୍ତ୍ତିକ ଅମାବାସ୍ୟା ଶ୍ରୀ ଶ୍ୟାମକାଳୀ ପୂଜା ଏବଂ ପୟା ଶ୍ରାଦ୍ଧ ମଧ୍ୟ ପଡିବ। ନଭେମ୍ବର ୪ ତାରିଖ ଗୁରୁବାର ଦିନ ପଡୁଥିବା ଦୀପାବଳୀର ପାବନ ପର୍ବରେ ଏହି ୪ ଗୋଟି ରାଶିର ଭାଗ୍ୟ ସମ୍ପୂର୍ଣ ଭାବରେ ବଦଳିବାକୁ ଯାଉଅଛି। ପୂର୍ବରୁ ରହିଥିବା ଆପଣଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବାକୁ ଯାଉଅଛି। ଆଉ ମାତ୍ର କିଛିଦିନ ଏବେ ଯାହା ବି କିଛି ଦୁଃଖ ରହୁଅଛି ଯାହାବି କିଛି ସମସ୍ୟା ରହିଅଛି ସବୁକିଛି ଦୀପାବଳୀର ଆଲୋକର ପର୍ବ ଦିନ ଠାରୁ ହିଁ ଆପଣଙ୍କର ଜୀବନରେ ମଧ୍ୟ ଆଲୋକ ଆସିଯିବ। ଏହି ବର୍ଷ ଦୀପାବଳୀର ଦିନ ଠାରୁ ହିଁ ୪ ଗୋଟି ରାଶିଙ୍କର ଭାଗ୍ୟ ପୁର୍ଣ ଭାବରେ ବଦଳିବାକୁ ଯାଉଅଛି। ସୁର୍ଯ୍ୟ,ମଙ୍ଗଳ ଏବଂ ବୃହସ୍ପତି ୩ ଟି ବଡ଼ ଗ୍ରହଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ। ତା ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମଧ୍ୟ ପ୍ରାପ୍ତ ହେବ। ତ ଏହି ଯେଉଁ ମହାସଂଯୋଗ ଆସୁଅଛି ଏହାର ପ୍ରଭାବ କିପରି ରହିବ ଆସନ୍ତୁ ଜାଣିବା। ଏହି ୪ ଗୋଟି ରାଶିଙ୍କୁ ମା ଲକ୍ଷ୍ମୀଙ୍କର ଏବଂ ଧନରାଜ କୁବେରଙ୍କର ଅପାର କୃପା ପ୍ରାପ୍ତ ହେବ। ଯେଉଁ କାରଣରୁ ଏମାନଙ୍କର ଜୀବନର ଦୁଃଖ ସମାପ୍ତ ହେବାକୁ ଯାଉଅଛି। ଧନ ଜନିତ ଅଭାବ ରହିବ ନାହିଁ। ବହୁତ କିଛି ମିଳିଯିବ ଯାହା ଏମାନେ ଆଗରୁ ଚିନ୍ତା ମଧ୍ୟ କରିନଥିବେ। ଏହି ୪ ଟି ରାଶିଙ୍କୁ ମିଳିବ ବହୁତ ବଡ଼ ଖୁସିର ଖବର। ଆଜି ଆମେ ଜଣେଇବାକୁ ଯାଉଛୁ ସେହି ୪ ଗୋଟି ରାଶିଙ୍କ ବିଷୟରେ ଯେଉଁମାନଙ୍କ ଜୀବନରେ ଦୀପାବଳୀର ଦିନ ଠାରୁ ହିଁ ଭାଗ୍ୟ ବଦଳିବାକୁ ଯାଉଛି ତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଏହି ମହାସଂଯୋଗ କାରଣରୁ କିଛି ଜାତକ ମାନଙ୍କ ଉପରେ କଣ ସବୁ ପ୍ରଭାବ ପଡ଼ିବାକୁ ଯାଉଅଛି। ସବୁଠାରୁ ବଡ଼ ମହାସଂଯୋଗ ବନିବାକୁ ଯାଉଅଛି। ଏହି ରାଶି ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତ ହେବ। ଆପଣ ମାନେ ଜାଣିଛନ୍ତି କି ଦୀପାବଳୀ ଭାରତର ସବୁଠାରୁ ବଡ଼ ପର୍ବ ଭାବରେ ପାଳନ କରାଯାଇଥାଏ। ଯାହାକୁ କି ଆମେ ମାନେ ଅତି ଆନନ୍ଦ ଉଲାସର ସହିତ ପାଳନ କରିଥାଉ। ୪ ରାଶିର ବ୍ୟକ୍ତିଙ୍କ ଜୀବନ ଦୀପାବଳୀର ଦିନ ଠାରୁ ହିଁ ବଦଳିଯିବ। ଭାଗ୍ୟ ଖୋଲିଯିବ। ମା ଲକ୍ଷ୍ମୀଙ୍କ କୃପା କାରଣରୁ ଏମାନଙ୍କର ଭାଗ୍ୟ ଦୀପାବଳୀ ଠାରୁ ଆଲୋକମୟ ହେବାକୁ ଯାଉଅଛି ଚମକିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା।

ଦୀପାବଳୀର ଦିନ ଠାରୁ ହିଁ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ନିଜ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ପାଇବେ। ଦୀର୍ଘ ଦିନରୁ ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ଗୃହକୁ ବିଭିନ୍ନ ପ୍ରକାର ଖୁସିର ଖବର ମିଳିବାକୁ ଲାଗିବ। ନୂଆ ନୂଆ ମିତ୍ର କରିବାକୁ ଆଗ୍ରହୀ ରହିବେ। ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା ମାନ ପ୍ରସ୍ତୁତ ହେବ। କାର୍ଯ୍ୟ ଶୈଳୀରେ ସୁଦ୍ଧାର ଆସିବ। ଯେଉଁ ବି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଆପଣ ଚିନ୍ତା ବିଚାର କରୁଛନ୍ତି ତେବେ ଏବେ ଠାରୁ ଆପଣଙ୍କର ସମୟ ଶୁଭ ଅଟେ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ସମାଜରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ପାଇବ। କିଛି ପ୍ରଭାବଶାଳି ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ସମୟ ଠିକ ସମୟ ଅଟେ। ଯେଉଁମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ। ଆପଣଙ୍କର ଘରେ ଖୁସିର ବାତାବରଣ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହେବ। ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବେ। ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ନିଜର ପୁରୁଣା ପଇସା ମଧ୍ୟ ଫେରସ୍ତ ପାଇବେ। ଯେଉଁମାନଙ୍କ ବିବାହରେ କୌଣସି କାରଣ ବଶତଃ ବିଳମ୍ବ ହେଉଅଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲି ଯିବ। ଏହି ୪ ଗୋଟି ରାଶିର ଯେଉଁ ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି ତ ସେମାନେ ସେଥିରେ ସଫଳ ହେବେ। ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳାଇ ପାରନ୍ତି। ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ବ୍ୟବସାୟରେ ଲାଭ ପାଇବେ। ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଭାଗ୍ୟ ଏହି ଦୀପାବଳୀର ପର୍ବ ଦିନ ଠାରୁ ବଦଳିବାକୁ ଯାଉଅଛି। ତେବେ ସେହି ରାଶି ଗୁଡିକ ହେଉଛନ୍ତି ବୃଷ ରାଶି,ସିଂହ ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *