Excuse Me Odisha

ଯାହା କହିବୁ ସତ କହିବୁ

ଏଇଠି ୧୫୦ ବର୍ଷ ହେଲା ଏଇ ଇଛାଧାରୀ ନାଗୁଣୀ କରୁଛି ଶିବଙ୍କର ପୂଜା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏଇଠି ୧୫୦ ବର୍ଷ ହେଲା ଏଇ ଇଛାଧାରୀ ନାଗୁଣୀ କରୁଛି ଶିବଙ୍କର ପୂଜା।

ବନ୍ଧୁଗଣ ଆଜି ପର୍ଯ୍ୟନ୍ତ ଆପଣମାନେ ଏହା ଶୁଣି ଆସିଥିବେ ଓଦେଖି ଆସିଥିବେ କି ମନ୍ଦିର ମାନଙ୍କରେ କେବଳ ପୂଜାରୀ ହିଁ ପୂଜା କରିଥାନ୍ତି। କିନ୍ତୁ ଆଜି ଆମେ ଏକ ଦିବ୍ୟ ଓ ଚମତ୍କାରି ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ। ଯେଉଁଠି କି ପୂଜାରୀ ନୁହେଁ ବରଂ ସେଠାରେ ଆଜି କୁ ୧୫ ବର୍ଷ ହେବ ଇଛଧାରୀ ନାଗ ନାଗୁଣୀ ପୂଜା କରୁଛନ୍ତି ମହାଦେବଙ୍କର। ବନ୍ଧୁଗଣ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଏହା ଅତ୍ୟନ୍ତ ସତ କଥା ଅଟେ।

ବନ୍ଧୁଗଣ ବାସ୍ତବରେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶରେ ଆଗ୍ରା ସ୍ଥିତ ଏକ ଗାଁର କଥା। ଯେଉଁଠି କି ଏକ ପ୍ରାଚୀନ ଶିବ ମନ୍ଦିର ରହିଛି ଏବଂ ଏହି ମନ୍ଦିରରେ ୧୫ ବର୍ଷ ଧରି ଏକ ନାଗ ନାଗୁଣୀର ଯୋଡି ପ୍ରତିଦିନ ମହାଦେବଙ୍କର ପୁଜା କରିବାକୁ ଆସିଥାନ୍ତି। ୫ ଘଣ୍ଟା ଧରି ମହାଦେବଙ୍କର ପୂଜା ଲୁଚି କରିଥାନ୍ତି। ଏହା ସହିତ ସେହି ନାଗ ନାଗୁଣୀ ଅନେକ ସମୟ ଧରି ମହାଦେବଙ୍କର ମୂର୍ତ୍ତିକୁ ଚାହିଁକି ରୁହନ୍ତି। ଏହି ନାଗ ନାଗୁଣୀ ପ୍ରତିଦିନ ଶିବଙ୍କର ଦର୍ଶନ କରିବାକୁ ଆସିଥାନ୍ତି। କିନ୍ତୁ ଅନ୍ୟ ଦିନରେ ନୁହେଁ ବରଂ ଶ୍ରାବଣର ଅନେକ ମାସରେ ହିଁ ଏମାନେ ଲୋକମାନଙ୍କୁଦେଖା ଦେଇଥାନ୍ତି। ଏହି ନାଗ ନାଗୁଣୀଙ୍କ ବିଷୟରେ ସେହି ମନ୍ଦିରର ପୂଜାରୀ କିଛି ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି। ଯାହାକୁ ଜାଣିଲେ ଆପଣଙ୍କ ହସ ଉଡିଯିବ।

ବାସ୍ତବରେ ଏହି ନାଗ ନାଗୁଣୀ ଜୀବିତ ନାହାନ୍ତି। ଏହା ସେମାନଙ୍କର ଅଦୃଶ୍ୟ ଆତ୍ମା ଅଟେ। ଯେଉଁମାନେ କି ଭଗବାନ ଶିବଙ୍କର ମହିମାର କାରଣରୁ ଲୋକମାନଙ୍କୁ ଦେଖାଯାଇଥାଏ। ମନ୍ଦିରର ପୂଜାରୀ ଏହା କୁହନ୍ତି କି ଏକ ନାଗ ନାଗୁଣୀଙ୍କର ଯୋଡି ଜଙ୍ଗଲରୁ ଆସୁଥିଲେ ଅନେକ ଲୋକ ତାଙ୍କୁ ଦେଖି ଭୟ ମଧ୍ୟ କରୁଥିଲେ। ଏହିପରି ଦୃଶ୍ୟ ଗାଁ ଲୋକେ ପ୍ରଥମ ଥର ଦେଖୁଥିଲେ ଏହା ଭିତରେ ନାଗ ନାଗୁଣୀ ରାସ୍ତା ଉପରକୁ ଚାଲି ଆସିଥିଲେ ଯିଏକି ଏହି ସମୟରେ ସେହି ନାଗୁଣୀ ସାପଟିକୁ ଏକ କାର ଚାଳକ ତାକୁ ଚକଟି ଦେଇ ଚାଲିଗଲା। ସେହି ଦୃଶ୍ୟ ଦେଖି ଦ୍ରୁତ ଗତିରେ ନାଗଟି କାରର ପଛେ ପଛେ ଧାଇଁବାକୁ ଲାଗିଲା କିନ୍ତୁ ସେହି କାରଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହା ପରେ ସେହି ନାଗଟି ପୁଣି ଥରେ ନାଗୁଣୀ ପାଖକୁ ଫେରି ଆସିଥିଲା ଓ ସେହି ସ୍ଥାନରେ ଭୂମି ଉପରେ ଅତି ଜୋରରେ ଚୋଟ ମାରିବାକୁ ଲାଗିଲା। ଯାହା ଦ୍ୱାରା କି ସେଇଠି ହିଁ ନାଗଟି ମରି ଯାଇଥିଲା। ଗାଁ ଲୋକମାନେ ସେହି ନାଗ ନାଗୁଣୀର ଯୋଡିକୁ ଆଣି ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିର ପାଖରେ ମାଟି ଖୋଳି ପୋତି ଦେଇଥିଲେ। କୁହାଯାଏ କି ଠିକ ସେହି ଦିନ ଠାରୁ ସେହି ନାଗ ନାଗୁଣୀ ପ୍ରତିଦିନ ୫ ଘଣ୍ଟା ପର୍ଯ୍ୟନ୍ତ ଶିବଙ୍କର ପୂଜା କରିଥାନ୍ତି। ଭକ୍ତି କରିଥାନ୍ତି। ଏପରି କାହିଁକି ହେଉଛି ଏହା ଏକ ଅତ୍ୟନ୍ତ ଗଭୀର ରହସ୍ୟମୟ କଥା ଅଟେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା ଥିଲା କି ଯେଉଁ କାରଟି ନାଗୁଣୀକୁ ମାରି ଚାଲି ଯାଇଥିଲା ସେ ଆଗକୁ ଯାଇ ଧକା ଖାଇଥିଲା ଏବଂ ସେହିଠାରେ ହିଁ ସେହି କାର ଚାଳକର ମୃତ୍ୟୁ ହୋଇଯାଇଥିଲା। ଏହା ଏକ ସଂଯୋଗ ଥିଲା ନାଁ କିଛି ଚମତ୍କାର ଥିଲା। ଏହା କହିବା ଅସମ୍ଭବ ଅଟେ। କିନ୍ତୁ ଲୋକମାନଙ୍କର ଏହା କହିବାର କଥାକି ଯେବେବି ଯିଏ ସେହି ନାଗ ନାଗୁଣୀଙ୍କର ଯୋଡିକୁ ଦେଖିଛନ୍ତି ସେମାନଙ୍କର ସମସ୍ତ ବିଗିଡି ଯାଇଥିବା କାର୍ଯ୍ୟ ସଜାଡି ହୋଇଯାଇଛି ଓ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯାଇଛି। ତାଙ୍କର ସମସ୍ତ ମନକାମନା ପୂରଣ ହୋଇଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *