Excuse Me Odisha

ଯାହା କହିବୁ ସତ କହିବୁ

ଆଉ ମାତ୍ର ୪ ଦିନ ପରେ ୫ଟି ରାଶିରେ ମହା ପରିବର୍ତନ ସବୁକିଛି ବଦଳିଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଉ ମାତ୍ର ୪ ଦିନ ପରେ ୫ ଟି ରାଶିରେ ମହା ପରିବର୍ତ୍ତନ। ସବୁକିଛି ବଦଳିଯିବ।

ବନ୍ଧୁଗଣ ହେବାକୁ ଯାଉଅଛି ବଡ଼ ଧରଣର ରାଶି ପରିବର୍ତ୍ତନ। ଏହି ପରିବର୍ତ୍ତନ ୫ ଗୋଟି ରାଶି ମାନଙ୍କ ଭାଗ୍ୟରେଲେଖା ହୋଇଛି ରାଜଯୋଗ। ଏମାନଙ୍କ ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି। ଜ୍ୟୋତିଷ ବିଜ୍ଞାନ ବିଦ୍ୱାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କ ଗ୍ରହଙ୍କ ଚଳନର ବହୁତ ଅଧିକ ମହତ୍ୱ ରହିଥାଏ। ଗ୍ରହ ମାନଙ୍କ ଚଳନର କାରଣରୁ ହିଁ ମନୁଷ୍ୟଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ବି କାରଣ ଅଟେ ଯେ ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶି ଚକ୍ରକୁ ହିଁ ଦେଖାଯାଏ। ଅଲଗା ଅଲଗା ରାଶି ସହିତ ଜଡିତ ଗ୍ରହ ମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଛି ଏପରି ଏକ ପରିବର୍ତ୍ତନ ଆସିବାକୁ ଯାଉଅଛି ଯେଉଁ କାରଣରୁ କିଛି ରାଶି ସହିତ ଜଡ଼ିତ ଲୋକଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଅଚାନକ ଭାବରେ ଏହି ରାଶିର ଭାଗ୍ୟର ତାଲା ଖୋଲିଯିବ। ତାଙ୍କୁ ନୂଆ ନୂଆ ଖିସିର ଖବର ଶୁଣିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶିଙ୍କ ବିଷୟରେ ଯେଉଁମାନଙ୍କର ଭାଗ୍ୟ ଆସିବାକୁ ଥିବା ସମୟରେ ବଦଳିବାକୁ ଯାଉଛି।

ବୃଷ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ରାଜଯୋଗ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଲମ୍ବା ସମୟ ଧରି ଆପଣ ଯେଉଁ ସମସ୍ୟାରେ ଘେରି ରହିଥିଲେ ସେଥିରୁ ଆପଣଙ୍କୁ ମୁକ୍ତି ମିଳିବ। ନୂଆ ନୂଆ ଅବସର ପ୍ରାପ୍ତ ହେବ ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ଟାଣି ନେବ। ଏହି ଯୋଗ କାରଣରୁ ଆପଣଙ୍କର ନୂଆ ନୂଆ ମିତ୍ର ସୃଷ୍ଟି ହେବେ ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କୁ ସଠିକ ଦିଗ ଦେଖାଇବେ। ବ୍ୟାପାରି ମାନଙ୍କ ପାଇଁ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ହିଁ ଶୁଭ ରହିବାର ଅଛି। ଧନର ବର୍ଷା ହେବାର ଯୋଗ ରହିବ ଅର୍ଥାତ ଧନ ଜନିତ ସମସ୍ୟା ରହିବ ନାହିଁ ଓ ଆପଣ ଧନ ଜନିତ ଅଭାବ ଅନୁଭବ କରିବେ ନାହିଁ।

କନ୍ୟା ରାଶି: ଏହି ରାଶିର ଜାତକ ମାନଙ୍କ ପାଇଁ ଏହି ରାଜଯୋଗ ଶୁଭ ଫଳ ପ୍ରଦାନ କରିବାର ଅଛି। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ ହିଁ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଯାହାବି କିଛି କଷ୍ଟ ରହିଥିଲା ଯାହାବି କିଛି ସମସ୍ୟା ମାନ ଚାଲୁଥିଲା ତାହା ଦୂର ହେବ। ଏହି ସମୟରେ ଆପଣଙ୍କୁ କୌଣସି ବି ଶୁଭ ଖବର ପ୍ରାପ୍ତ ହୋଇପାରେ ଯାହାର ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଅଗ୍ରସର କରାଇବ। ଧନଲାଭର ବି ଯୋଗ ବନୁଅଛି।

ମିଥୁନ ରାଶି: ଏହି ରାଜଯୋଗ ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ସମୟରେ ଖୁବ ଭଲ ସମୟ ଆସିବାରେ ଅଛି। ଆପଣଙ୍କର ଭାଗ୍ୟର କବାଟ ଖୋଲିଯିବ। ଆପଣଙ୍କର ଶୁଭ ସମୟର ଆରମ୍ଭ ହେବାକୁ ଯାଉଅଛି। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ତ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦିଅନ୍ତୁ। ଆପଣଙ୍କୁ ଲାଭ ହିଁ ଲାଭ ହେବ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ଉପରେ ରହିବ। ଚାକିରୀ ଏବଂ ବ୍ୟାପାର ଦୁଇଟି ଯାକ କ୍ଷେତ୍ର ପାଇଁ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭକାରୀ ହେବ। ଦୁଇଟି ଯାକରୁ ଧନ ଲାଭର ଯୋଗ ବନୁଅଛି। ଯଦି ଆପଣ ଲମ୍ବା ସମୟ ଧରି ପ୍ରୋମସନର ଅପେକ୍ଷାରେ ରହିଛନ୍ତି ତ ଏହି ସମୟରେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଲୋକମାନେ ଆପଣଙ୍କ ଠାରୁ ମାର୍ଗ ଦର୍ଶନ ପାଇଁ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ସବୁଠାରୁ ବଡ଼ ଲାଭ ଧନର ହିଁ ହେବ। ବ୍ୟାପାରି ମାନଙ୍କୁ ବ୍ୟାପାର କ୍ଷେତ୍ରରେ ଅଧିକ ଧନ ଲାଭ ହେବ। ଆପଣଙ୍କର କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତିରେ ଅଚାନକ ଭାବରେ ବୃଦ୍ଧି ହେବ। ଯାହା ଆପଣ ନିଜେ ହିଁ ଅନୁଭବ କରିପାରିବେ। ଏବଂ ଯାହାର ଲାଭ ଆପଣଙ୍କୁ ଲମ୍ବା ସମୟ ଧରି ମିଳିବ। ଏହି ଯୋଗର ପ୍ରଭାବରେ ଆପଣଙ୍କ ପାଖରେ ଧନ ଜନିତ ସମସ୍ୟା ରହିବ ନାହିଁ। ଭାଗ୍ୟର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ ଯେଉଁ କାରଣରୁ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବାର ଅଛି। ଶୁଭ ସମୟର ଆଗମନ ହେବାକୁ ଯାଉଅଛି।

ମୀନ ରାଶି: ଆପଣଙ୍କର ସମୟ ଆଗକୁ ବହୁତ ହିଁ ଶୁଭ ଫଳଦାୟକ ରହିବ। କୋର୍ଟ କଚେରୀରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିପାରେ। ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ। ବ୍ୟାପାରି ମାନଙ୍କୁ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ରହିଥିବା କୌଣସି ବି ବାଧା ବିଘ୍ନ ଦୂର ହେବ ଆଉ ସମସ୍ୟା ମାନଙ୍କର ସହଜରେ ଆପଣ ସମାଧାନ କରିପାରିବେ। ଏହି ସମୟରେ ଆପଣଙ୍କ ଦ୍ୱାରା କରାଯାଇଥିବା କାହାରିକୁ ବି କିଛି ବି ସହାୟତା ଆପଣଙ୍କୁ ଉଚ୍ଚ ମାନର ଲାଭ ପ୍ରଦାନ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *